• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିଆଁରେ ଚାଲିଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା । ପୁରୀ ସଦରର ସମଙ୍ଗ ପଞ୍ଚାୟତର ରେବତୀ ରମଣ ଗାଁରେ ଝାମୁଯାତ୍ରାରେ ସାମିଲ ହୋଇଥିଲେ ବିଜେପିର ରାଷ୍ଟ୍ରିୟ ପ୍ରବକ୍ତା ସମ୍ବିତ ପାତ୍ର । ଆଉ ଏହି ପବିତ୍ର ଦିନରେ ସମ୍ବିତ ପାତ୍ର  ନିଆଁରେ ଚାଲି ଚାଲି ମାଙ୍କୁ ଭକ୍ତିଅର୍ଘ୍ୟ ପ୍ରଦାନ କରିଛନ୍ତି ।

 Sambit Patra (Sambit Patra)

କେବଳ ଏତିକି ନୁହେଁ ଗ୍ରାମବାସୀଙ୍କ ଏହି ପବିତ୍ର ଦିବସରେ ନିଜକୁ ସାମିଲ କରି ନିଜକୁ ଧନ୍ୟ ମନେ କରିଛନ୍ତି ସମ୍ବିତ । ତେବେ ସମ୍ବିତ ପାତ୍ର କେଵଳ ରେବତୀରମଣ ନୁହଁ ସେ ଝାଡେଶ୍ୱରୀଙ୍କ ନିକଟରେ ମଧ୍ୟ ଭକ୍ତି ଅର୍ଘ୍ୟ ପ୍ରଦାନ କରିଛନ୍ତି ।

ଝାମୁଯାତ୍ରାରେ ଦଣ୍ଡ ପାଟୁଆ ମାନେ ନିଆଁରେ ଚାଲିଥାନ୍ତି । କିନ୍ତୁ ସମ୍ବିତ ପାତ୍ର ନିଆଁରେ ଚାଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

  • Reported by:
  • PRADEEP MAHANTY