ବେଦାନ୍ତ ମାମଲାରେ ‘ସୁପ୍ରିମ୍’ ଭର୍ତ୍ସନା ପରେ ବିରୋଧୀଙ୍କ ଟାର୍ଗେଟ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିଲେ । କଂପାନି ପ୍ରୀତି ପଦାରେ ପଡ଼ିଥିବା କହି ବିଜେପିର ସମାଲୋଚନା । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ । ଅଧିଗୃହିତ ଜମିକୁ ଚାଷୀଙ୍କୁ ଫେରାଇବାକୁ ଉଠିଲା ଦାବି ।
Published: Satyendu Shekher Mishra
Last updated: 13 April 2023, 09:23 PM IST
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ ନେହରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ । ଭାରତ ଇତିହାସରେ ରେକର୍ଡ ।