ଦେଶରେ ଆଞ୍ଚଳିକ ଦଳ ମଧ୍ୟରେ ବିଜେଡିକୁ ମିଳିଛି ସର୍ବାଧିକ ଇଲେକ୍ଟୋରାଲ୍ ବଣ୍ଡ୍। ୨୪ ଆଞ୍ଚଳିକ ଦଳ ମଧ୍ୟରୁ ବିଜେଡିକୁ ସର୍ବାଧିକ ୬୨୨ କୋଟି ଟଙ୍କା ଚାନ୍ଦା ଆକାରରେ ମିଳିଛି।
୭ବର୍ଷ ପରେ ବି ସରିପାରିଲାନି ଜଟଣୀ ଫ୍ଲାଏଓଭର ବ୍ରିଜ କାମ । ହେଲେ ଏହି ଅସମ୍ପୂର୍ଣ୍ଣ ବ୍ରିଜକୁ ଆଜି ଦୀପ ଧୂପ ଦେଇ ନଡିଆ ବାଡେଇ ଉଦଘାଟନ କରିଦେଇଛନ୍ତି ସ୍ଥାନୀୟ ବିଧାୟକ ସୁର ରାଉତରାୟ ।
କେନ୍ଦ୍ରର ଚିଠି, ରାଜ୍ୟବ୍ୟାପୀ ବିରୋଧୀଙ୍କ ବିରୋଧ ଓ ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବି ଘନ ଘନ ଆକ୍ରମଣ ପରେ ମଧ୍ୟ ବନ୍ଦ ହେଉନି ଫାଇଭ୍ ଟି ସଚିବଙ୍କ ପଲିଟିକାଲ ଷ୍ଟାଇଲରେ ଜିଲ୍ଲାଗସ୍ତ।
ନବୀନ ଓଡ଼ିଶା ସ୍କିମ୍ ନାଁରେ ଭୋଟ୍ ନେବାକୁ ଉଦ୍ୟମ । ଗ୍ରାମାଂଚଳ ଭୋଟ୍ ଉପରେ ବିଜେଡିର ଆଖି । ଧର୍ମୀୟ ଭାବାବେଗ କାର୍ଡ ଖେଳିବା ସହ ଯୁବ ଭୋଟର ଉପରେ ଫୋକସ୍ ।
ଯିଏ ସାଢ଼େ ୪ କୋଟି ଓଡ଼ିଆଙ୍କ ଦୁଃଖ ବୁଝୁଥିବା କଥା କହୁଛନ୍ତି, ସେହି ମୁଖ୍ୟମନ୍ତ୍ରୀ କେମିତି ନିଜ ପରିବାର ସଦସ୍ୟଙ୍କ କଥା ଭୁଲିଯାଇଛନ୍ତି ? କଟକ ଆନନ୍ଦ ଭବନରେ ରହୁଥିବା ମୁଖ୍ୟମନ୍ତ୍ରୀଙ୍କ ବଡ଼ବାପା ପୁଅ ଦିଲୀପ ଓ ଝିଅ ରେଖାଙ୍କ ଦୟନୀୟ ସ୍ଥିତିକୁ ନେଇ ରାଜ୍ୟବ୍ୟାପି ଏବେ ଏଭଳି ଚର୍ଚ୍ଚା ହେଉଛି ।
ଛାତ୍ରଙ୍କ ପାଇଁ ହ୍ୱାଇଟ ଗ୍ରୀନ ଚେକ୍ ସାର୍ଟ , କଳା ଜୋତା ଏବଂ ଧଳା ମୋଜା । ସେହିପରି ଛାତ୍ରୀଙ୍କ ପାଇଁ ହ୍ୱାଇଟ ଗ୍ରିନ ଚେକ୍ ସାଲ୍ୱାର ସହ ଗ୍ରୀନ ଜ୍ୟାକେଟ, କଳା ଜୋତା ଏବଂ ଧଳା ମୋଜା ।
ଢେଙ୍କାନାଳରେ ବିଜେପିର ଜୋରଦାର ପ୍ରତିବାଦ । ବିଜେଡି କାର୍ଯ୍ୟକ୍ରମରେ 5T ସଚିବଙ୍କ ଆବିର୍ଭାବ
ଗ୍ରାମାଞ୍ଚଳ ଭୋଟ୍ ଟାଣିବାକୁ ରାଜ୍ୟ ସରକାରଙ୍କ 'ଆମ ଓଡିଶା ନବୀନ ଓଡ଼ିଶା' ଯୋଜନା । ପୂର୍ବରୁ ପ୍ରଚଳିତ ଆମ ଗାଁ, ଆମ ବିକାଶ ଯୋଜନାକୁ ସଂଶୋଧନ କରି ଏହି ନୂଆ ଯୋଜନା ଅଣାଯାଇଛି । ଯେଉଁଥିରେ ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ । ଯାହାକୁ ନେଇ ତେଜିଛି ରାଜନୀତି । ବିଜେପି ଏହାକୁ ଆମ ଓଡ଼ିଶା, ୫୦ ପ୍ରତିଶତ ପିସି ଓଡ଼ିଶା ବୋଲି କହି କଡା ସମାଲୋଚନା କରିଥିବା ବେଳେ କଂଗ୍ରେସ କହିଛି ନିର୍ବାଚନକୁ ଦୃଷ୍ଟି ରଖି ଏହି ଯୋଜନା ଆସିଛି । ରାଜନୈତିକ ସମୀକ୍ଷକଙ୍କ ମତରେ ସ୍କିମ୍ ର ନାଁ ନବୀନ ଓଡ଼ିଶା ହୋଇଥିବାରୁ ନବୀନ ବ୍ରାଣ୍ଡକୁ ଆଗକୁ ନେବାକୁ ଉଦ୍ୟମ କରାଯାଇଛି।...
କଟକ ଆନନ୍ଦ ଭବନରେ ରହୁଥିବା ମୁଖ୍ୟମନ୍ତ୍ରୀଙ୍କ ବଡ଼ବାପା ପୁଅ ଦିଲୀପ ଓ ଝିଅ ରେଖାଙ୍କ ଦୟନୀୟ ସ୍ଥିତିକୁ ନେଇ ରାଜ୍ୟବ୍ୟାପି ଏବେ ଏଭଳି ଚର୍ଚ୍ଚା ହେଉଛି।
ଦୀପ-ଧୂପ ଜଳିଲା, ନଡିଆ ବି ବାଡା ହେଲା । ଉଦଘାଟିତ ହୋଇଗଲା ଜଟଣୀର ବହୁ ପ୍ରତୀକ୍ଷିତ ବ୍ରିଜ୍ । ସ୍ଥାନୀୟ ବିଧାୟକ ସୁର ରାଉତରାୟ ଦମ୍ଭରେ ଘୋଷଣା କରିଦେଲେ, ୭ ବର୍ଷର ଅପେକ୍ଷା ସରିଲା । ଏଣିକି ବର୍ଷା ହେଲେ ରେଲୱେର ଅଣ୍ଡରପାସ୍ ନୁହେଁ ବରଂ ଏହି ବ୍ରିଜ ଦେଇ ଲୋକେ ଯାତାୟାତ କରିବେ ।
ବିଜେଡିକୁ ପୁଣି ଟାର୍ଗେଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସୋସିଆଲ ମିଡିଆରେ ଅପରାଜିତା କଡ଼ା ସମାଲୋଚନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ ବୋଲି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଅଭିଯୋଗ କରିବା ପରେ 5T ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ବିଜେଡି ଆଉ ବିଜେଡି ହାତରେ ନାହିଁ, 5T ସଚିବଙ୍କ ହାତରେ ରହିଛି ବୋଲି ଅଭିଯୋଗ କରିଛନ୍ତି। ଏହା ବି କହିଛନ୍ତି, ଫାଇଭ୍ ଟି ସଚିବ ଆଗରୁ ମୁଖ୍ୟମନ୍ତ୍ରୀଙ୍କ ପଛରେ ଛିଡ଼ା ହେଉଥିଲେ, ଏବେ ସାମ୍ନାକୁ ଆସିଲେଣି।
5T ସଚିବଙ୍କ ଗସ୍ତକୁ ନେଇ ବିବାଦ ବଢୁଥିବା ବେଳେ ଆଜି ବିଜେପି ନେତା ପ୍ରଦୀପ ପୁରୋହିତ ମାରିଛନ୍ତି ଟିକେଟ୍ ବାଣ। ଅଭିଯୋଗ କରିଛନ୍ତି, ଆସନ୍ତା ନିର୍ବାଚନ ଲାଗି ନବୀନଙ୍କ ଦସ୍ତଖତ ଥିବା ସାଦା ଟିକଟ ପାଣ୍ଡିଆନଙ୍କ ହାତରେ ଥିବାରୁ ବିଜେଡି ନେତାମାନେ ତାଙ୍କ ବିରୋଧରେ ମୁହଁ ଖୋଲିବାକୁ ଡରୁଛନ୍ତି। ସେପଟେ ଅଭିଯୋଗର ଜବାବ ରଖି ବିଜେଡି କହିଛି, ଏସବୁ ଭିତ୍ତିହୀନ।
କଟକ ଆନନ୍ଦ ଭବନର ଦୁଇଟି ଚିତ୍ର। ଗୋଟିଏ ପଟ ବିଜୁ ବାବୁଙ୍କ ଆନନ୍ଦ ଭବନ ଆଉ ଗୋଟିଏ ପଟ ହେଉଛି ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନ। ବିଜୁ ବାବୁ ରହୁଥିବା ଆନନ୍ଦ ଭବନ ଏବେ ସଂଗ୍ରହାଳୟ ହୋଇଯାଇଛି ହେଲେ ତାଙ୍କ ବଡ଼ ଭାଇ ଜର୍ଜ ପଟ୍ଟନାୟକ ଗଢିଥିବା ଆନନ୍ଦ ଭବନ ଏବେ ପରିତ୍ୟକ୍ତ ଅବସ୍ଥାରେ।
କଟକ ଆନନ୍ଦ ଭବନର ଦୁଇଟି ଚିତ୍ର। ଗୋଟିଏ ପଟ ବିଜୁ ବାବୁଙ୍କ ଆନନ୍ଦ ଭବନ ଆଉ ଗୋଟିଏ ପଟ ହେଉଛି ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନ। ବିଜୁ ବାବୁ ରହୁଥିବା ଆନନ୍ଦ ଭବନ ଏବେ ସଂଗ୍ରହାଳୟ ହୋଇଯାଇଛି ହେଲେ ତାଙ୍କ ବଡ଼ ଭାଇ ଜର୍ଜ ପଟ୍ଟନାୟକ ଗଢିଥିବା ଆନନ୍ଦ ଭବନ ଏବେ ପରିତ୍ୟକ୍ତ ଅବସ୍ଥାରେ।
5T ସଚିବଙ୍କୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ‘ସବୁ ବିଧାନସଭା ଓ ଲୋକସଭା ସାଧା ଟିକେଟ୍ ପାଣ୍ଡିଆନଙ୍କ ହାତରେ ଅଛି।’
ବାଲଟ ବକ୍ସ ଲୁଟ୍, ପୋଡ଼ାଜଳା ଓ ବୁଥ୍ କ୍ୟାପ୍ଚରିଂ । ବହୁ ସ୍ଥାନରେ ମତଦାନ ସ୍ଥଗିତ ।
ସରକାରଙ୍କ ପୋଲ୍ ଖୋଲିଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ପର୍ଫମାନ୍ସ ଗ୍ରେଡିଙ୍ଗ ଇଣ୍ଡେକ୍ସ ବା ପିଜିଆଇ ରିପୋର୍ଟ୍। ସ୍କୁଲ ଶିକ୍ଷା କ୍ଷେତ୍ରରେ ସାରା ଦେଶରେ ୨୪ ନମ୍ବର ସ୍ଥାନକୁ ଖସିଗଲା ରାଜ୍ୟ। ଗୁଣାତ୍ମକ ଶିକ୍ଷା ସାଙ୍ଗକୁ ରେଜଲ୍ଟ ଭଳି ବିଭିନ୍ନ କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଓଡ଼ିଶାକୁ ମିଳିଛି ଏଭଳି ରାଙ୍କ। ଯାହାକି ଫାଇଭ୍ ଟି ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଉପରେ ବଡ଼ ପ୍ରଶ୍ନ ଚିହ୍ନ ଠିଆ କରିଥିଲା ବେଳେ ରାଜ୍ୟ ସ୍କୁଲ ଶିକ୍ଷାର ଏଭଳି ଅଧୋଗତିକୁ ନେଇ ରାଜନୀତି ବି ତେଜିଛି।
ନିର୍ବାଚନୀ ନିଆଁରେ ପୁଣି ଜଳିଲା ପଶ୍ଚିମବଙ୍ଗ । ପଞ୍ଚାୟତ ନିର୍ବାଚନ ଭୋଟ ବେଳେ ବ୍ୟାପକ ହିଂସାରେ ୧୧ ମୃତ । ବାଲାଟ ବକ୍ସ ଲୁଟ୍, ପୋଡ଼ାଜଳ ଓ ବୁଥ୍ କ୍ୟାପ୍ଚରିଂ ପାଇଁ ବହୁ ସ୍ଥାନରେ ମତଦାନ ସ୍ଥଗିତ, ୧୦ ଦିନ ପାଇଁ କେନ୍ଦ୍ରୀୟ ଫୋର୍ସ ମୁତୟନ ଲାଗି ନିର୍ଦ୍ଦେଶ
ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ । ତାଙ୍କ ବଦଳରେ ସମସ୍ତଙ୍କୁ ବାଇପାସ୍ କରି ଲୋକଙ୍କ ସାମ୍ନାକୁ ଆସୁଛନ୍ତି ତାଙ୍କ ବ୍ୟକ୍ତିଗତ ସଚିବ । ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଫାଇଭ୍ ଟି ସଚିବଙ୍କ ଗସ୍ତକୁ ନେଇ ଏଥର ଆଉ ତାଙ୍କୁ ନୁହେଁ, ସିଧା ନବୀନଙ୍କୁ ନିଶାନା। ଖୋର୍ଦ୍ଧା ମଳିପଡ଼ାରେ ବିଜେପିର ଜୋନ୍ ସ୍ତରୀୟ ମିଟିଂରେ ଯୋଗଦେଇ ଅପରାଜିତା କହିଛନ୍ତି, ସାଢେ ୪ କୋଟି ଓଡ଼ିଶାବାସୀଙ୍କ ପ୍ରତିନିଧି ଭାବେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସାମ୍ନାକୁ ଆସିବା ଦରକାର
ଫୋକସରେ ୨୦୧୯ରେ ହାରିଥିବା ୯ ଲୋକସଭା ଓ ୩୩ ବିଧାନସଭା ସିଟ୍। ବିଜେଡି ନେତାଙ୍କୁ ଟିକେଟର ଗ୍ରୀନ୍ ସିଗନାଲ୍ ସହ ଗ୍ରାଉଣ୍ଡ ୱାର୍କକୁ ଗୁରୁତ୍ୱ ଦେଇ ବିଜୟକୁ ସୁନିଶ୍ଚିତ କରିବା ଦିଗରେ କାମ କରିବାକୁ ଦିଆଯାଇଛି ନିର୍ଦ୍ଦେଶ।
ଶିକ୍ଷା ମନ୍ତ୍ରାଳୟର ପର୍ଫମାନ୍ସ ଗ୍ରେଡିଙ୍ଗ ଇଣ୍ଡେକ୍ସ ବା ପିଜିଆଇ ସୂଚକାଙ୍କର ରିପୋର୍ଟରେ ଯାହା ଖୋଲି ଦେଇଛି ରାଜ୍ୟରେ ଡିଣ୍ଡିମ ପିଟା ଶିକ୍ଷା ବ୍ୟବସ୍ଥାର ବାସ୍ତବ ରୂପ।
5T ସଚିବଙ୍କ ଗସ୍ତକୁ ନେଇ ନବୀନଙ୍କୁ ଅପରାଜିତାଙ୍କ ଟାର୍ଗେଟ୍ ।
ଫୋକସରେ ୨୦୧୯ରେ ହାରିଥିବା ୯ ଲୋକସଭା ଓ ୩୩ ବିଧାନସଭା ସିଟ୍। ବିଜେଡି ନେତାଙ୍କୁ ଟିକେଟର ଗ୍ରୀନ୍ ସିଗନାଲ୍ ସହ ଗ୍ରାଉଣ୍ଡ ୱାର୍କକୁ ଗୁରୁତ୍ୱ ଦେଇ ବିଜୟକୁ ସୁନିଶ୍ଚିତ କରିବା ଦିଗରେ କାମ କରିବାକୁ ଦିଆଯାଇଛି ନିର୍ଦ୍ଦେଶ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏନେଇ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ମାଗିଥିବା ସୂଚନା ମିଳିଛି।