Advertisment

ଆସନ୍ତାକାଲି ନାମାଙ୍କନ; କିଏ ହେବେ ବିଧାନସଭାର ପରବର୍ତ୍ତୀ ଉପବାଚସ୍ପତି ?

ଆଗକୁ ସାଧାରଣ ନିର୍ବାଚନ । ସରକାରୀ ଦଳର ଫୋକସ ଏବେ ସଂଗଠନ ଉପରେ । କାରଣ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀ ଅନୁଗୁଳରେ ସଂଗଠନ ଦୁର୍ବଳ ହେବା କାରଣରୁ ସେ ଇସ୍ତଫା ଦେଇ ସଂଗଠନ ସଜାଡିବା କାମରେ ଲାଗିଛନ୍ତି ।

author-image
Tanmay Kumar Mahalik

ଉପବାଚସ୍ପତି ପଦରେ ବିଜେଡି କାହାକୁ ବସାଇବ ? ଅଭିଜ୍ଞତାକୁ ଅଗ୍ରାଧିକାର ମିଳିବ ନା ଫୋକସ୍ ରେ ରହିବ ପଶ୍ଚିମ ଓଡ଼ିଶା । ସାମ୍ବିଧାନିକ ପଦବୀ କୁ ନେଇ ଅନେକ ଚର୍ଚ୍ଚା ରାଜନୈତିକ ମହଲରେ ଲାଗି ରହିଛି । ଏହାରି ଭିତରେ ଆସନ୍ତାକାଲି ଉପବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ ।

Advertisment
Odisha Assembly Deputy Speaker
Advertisment
Advertisment