ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଗଜପତିଙ୍କ ଛେରାପହଁରା ନୀତି ରହିଥିବାବେଳେ ଅପରାହ୍ନ ୪ଟାରେ ରଥଟଣା ହେବ।
ଶ୍ରୀକ୍ଷେତ୍ର ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧର୍ମପତ୍ନୀ । ମୋଦିଙ୍କ ଧର୍ମପତ୍ନୀ ଯଶୋଦା ବେନ୍ ମୋଦି ପୁରୀ ଆସି ସକାଳେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ସକାଳ ପ୍ରାୟ ୧୦ଟାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବା ସହ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଡପ ମଣ୍ଡପରେ ଦର୍ଶନ କରିଛନ୍ତି ଯଶୋଦା ବେନ୍ ମୋଦି ।
ଶ୍ରୀଜିଉଙ୍କୁ ବାହୁଡ଼ାଇ ନେବାକୁ ଦଣ୍ଡାୟମାନ ୩ ରଥ । କାଲି ଦିନ ୧୨ଟାରେ ପହଣ୍ଡି, ଅପରାହ୍ନ ୪ଟାରେ ରଥଟଣା ସୂଚନା ।
ଗୁରୁତର ଅବସ୍ଥାର ମେଡିକାଲ୍ରେ ଭର୍ତ୍ତି କରିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଛି
ସାକ୍ଷୀଗୋପାଳର ଗୋପାଳଜୀଉ ମନ୍ଦିରର ନୀତିକାନ୍ତି ଗତକାଲିଠାରୁ ବନ୍ଦ ରଖିଛନ୍ତି ମନ୍ଦିରର ସେବାୟତ।
କାଳିଆର ଡୋରି ନ ଲାଗିଲେ, ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଦ ବି ପଡ଼େ ନାହିଁ । ଜଗାର ଡାକରା ଆସିଲେ, ରୋଗଶଯ୍ୟାରୁ ବି ଭକ୍ତ ଉଠି ଆସେ ।
ଆଜି ଶେଷ ସଂଧ୍ୟା ଦର୍ଶନ ଯୋଗୁଁ ଗୁଣ୍ଡିଚା ମନ୍ଦିରରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି ।
ଆଡ଼ପମଣ୍ଡପରେ ଆସନ୍ତାକାଲି ନବମୀ ତିଥିରେ ଶ୍ରୀଜୀଉଙ୍କ ଶେଷ ଦର୍ଶନ ବା ସାଂଧ୍ୟଦର୍ଶନ। ତେବେ ବାହୁଡ଼ା ନୀତିକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଏଥର ସାଂଧ୍ୟ ଦର୍ଶନକୁ ସଂଧ୍ୟା ପରିବର୍ତ୍ତେ ଅପରାହ୍ନ ୫ଟା ସୁଦ୍ଧା ସାରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ବର୍ତ୍ତମାନ ନବ ଦିନାତ୍ମକ ଘୋଷଯାତ୍ରା ଚାଲିଥିବାବେଳେ ଖାଲି ଥିବା ଶ୍ରୀମନ୍ଦିର ପରିସରକୁଯାଇ ଭିଡିଓ ସୁଟ୍ କରିଥିବା ଅନୁମାନ କରାଯାଉଛି ।
ଖାଲି ହେରାପଞ୍ଚମୀ ନୁହେଁ ତା ପୂର୍ବଦିନ ବି ନୀତି ବିଳମ୍ବ କାରଣରୁ ଠାକୁରଙ୍କ ରାତି ପହୁଡ଼ ହୋଇପାରିନି। ଏମିତିକି ଆଜି ଭୋର ୪ଟାରେ ହେବାକୁ ଥିବା ଠାକୁରଙ୍କ ମଙ୍ଗଳ ଆଳତି ସକାଳ ୯ଟା ୨୦ରେ ହୋଇଥିଲା। ଦୀର୍ଘ ୫ଘଣ୍ଟା କାଳ ଭକ୍ତ ଏହାକୁ ଦେଖିବାକୁ ଅପେକ୍ଷା କରି ବିରକ୍ତ ହୋଇଯାଇଥିଲେ।
ଶ୍ରୀମନ୍ଦିର ଅଧିକାରୀ, କର୍ମଚାରୀ ଓ ପୋଲିସ କର୍ମଚାରୀମାନେ ରଥକୁ ଦକ୍ଷିଣ ମୋଡ଼ କରାଉଛନ୍ତି ।
ମହାପ୍ରଭୁଙ୍କ ଦର୍ଶନ ନପାଇ ରାଗ ଜର୍ଜରିତ ହୋଇ ମା’ ମହାଲକ୍ଷ୍ମୀ ଫେରିବା ବେଳେ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିଥିଲେ।
ଆସନ୍ତା ୨୭ତାରିଖରେ ହେବାକୁ ଥିବା ନବମୀ ସଂଧ୍ୟା ଦର୍ଶନ ୫ଟାରୁ ବନ୍ଦ ହେବ । ୨୭ ତାରିଖ ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ନବମୀ ଦର୍ଶନ ପାଇଁ ସ୍ଥିର ହୋଇଛି ।
ରଥଯାତ୍ରା ପାଳନ ଅବସରରେ ହେରା ପଞ୍ଚମୀ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସାଧାଣତଃ ରଥଯାତ୍ରାଠାରୁ ପଞ୍ଚମୀ ଦିବସରେ ଅର୍ଥାତ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ହେରା ପଞ୍ଚମୀ ଉତ୍ସବ ପାଳିତ ହୋଇଥାଏ।
କଣ ସେବକମାନେ ଖାମଖିଆଲି ଭାବେ ପହଣ୍ଡି କରାଉଥିଲେ କି ? ମହାପ୍ରଭୁଙ୍କୁ ବନ୍ଧା ଯାଇଥିବା ପାଟଡୋରକୁ ଖୋଲା ଛାଡ଼ି ଦେଇଥିଲେ କି ?
ଚାରମାଳ ଉପରେ ମହାପ୍ରଭୁ ଅତ୍ୟଧିକ ଢଳିପଡିଥିବା ଦେଖିବାକୁ ମିଳିଥିଲା । ସେବାୟତମାନେ ପହଣ୍ଡିରେ ନେବାବେଳେ ହଠାତ୍ ଢଳି ପଡିଥିଲେ ଶ୍ରୀଜଗନ୍ନାଥ ।
କଡ଼ା ସୁରକ୍ଷା ବଳୟରେ ଆରମ୍ଭ ହୋଇଛି ନିର୍ମାଣ କାମ । ଶ୍ରୀମନ୍ଦିରରେ ASI, ପୂର୍ତ୍ତ ବିଭାଗ ଓ ବୈଷୟିକ କୋର କମିଟି ।
ସିଏ ମନୁଆ ଠାକୁର.. କୋଟି ବ୍ରହ୍ମାଣ୍ଡ ନାୟକ । ମନ ହେଲେ ତାଙ୍କ ରଥ ଗଡ଼ିବ ମନ ନ ଥିଲେ ଇଞ୍ଚେ ହଲିବନି । ଆଉ କାଳିଆ ସାଆନ୍ତଙ୍କୁ ରଥ ଉପରେ ଥରେ ଦେଖିବା ପାଇଁ କିଏ କେତେଆଡ଼ୁ ଆସିଛି ।
ଆଜି ଆଡ଼ପ ମଣ୍ଡପ ବିଜେ କରିବେ ତିନି ଠାକୁର। ରଥ ଉପରେ ଶ୍ରୀଜିଉମାନଙ୍କର ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେଉଛି।
ଦିନେ ଦୁଇ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ -ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି।
ଆଖି ମିଶିଲା, ମନ ପୁରିଲା। ଆଷାଢ଼ ଶୁକ୍ଲ ଦ୍ବିତୀୟା ତିଥି ନହୋଇ ବି ପୁରୀ ବଡ଼ଦାଣ୍ଡରେ ନନ୍ଦିଘୋଷ ଟାଣିବାର ସୌଭାଗ୍ୟ ଜୁଟିଲା। କାଲି ଘୋଷଯାତ୍ରାରେ ଗୁଣ୍ଡିଚା ମନ୍ଦିର ଆସିବା ବେଳେ ଅଧାବାଟରେ ଅଟକି ରହିଥିବା ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଆଜି ପୁଣି ଭକ୍ତି ଭାବରେ ଟାଣି ନେଇଛନ୍ତି ଭକ୍ତ।
ସଂଧ୍ୟା ପରେ, ରାତି ୮ଟା ପରଯାଏଁ ରଥ ଟଣା ଯିବା ପରେ ବି ବଳଭଦ୍ରଙ୍କ ତାଳଧ୍ବଜକୁ ଛାଡ଼ି କାହିଁକି ଗୁଣ୍ଡିଚା ମନ୍ଦିର ପହଞ୍ଚି ପାରିଲାନି ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ? କେଉଁଠି ରହିଲା ସମସ୍ୟା ?
ପୁରୀ ରଥଯାତ୍ରାରେ ଗତକାଲି ତିନି ଦିଅଁଙ୍କ ରଥ ଶରଧାବାଲିରେ ପହଞ୍ଚି ନ ପାରିବା ପ୍ରସଙ୍ଗରେ ରଂଜନ ଦାଶ ଏହି ଥିଓରିର ଅବତାରଣା କରିଛନ୍ତି।