New Update
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688034224.jpg)
Suna Besa 2023
ଆଜି ଶ୍ରୀଜିଉଙ୍କ ସୁନାବେଶ । ପବିତ୍ର ଏକାଦଶୀ ତିଥିରେ ତିନି ରଥ ଉପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତି । ମହଣ ମହଣ ସୁନାରେ ସଜ୍ଜିତ ହୋଇଛନ୍ତି ତିନିଠାକୁର । ରଥ ଉପରେ ମହାପ୍ରଭୁଙ୍କ ଅତି ସୁନ୍ଦର, କମନୀୟ ଓ ସୁଶୋଭିତ ସୁନା ବେଶ ଦେଖୁଛନ୍ତି ଅଗଣତି ଭକ୍ତ । ଏସବୁ ରୀତିନୀତିର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍ଇନ୍ କରନ୍ତୁ otvkhabar.in
Advertisment
- Jun 30, 2023 00:19 IST
ସୁନାବେଶ ପରେ ମହାଦୀପ ଉଠିଲା..
ସୁନାବେଶ ପରେ ମହାଦୀପ ଉଠିଲା..#Sunabesha#Sunabesha2023#RathaJatra2023#Puri#JayJagannath#OTVpic.twitter.com/W2exKK9yhU
— ଓଟିଭି (@otvkhabar) June 29, 2023
- Jun 29, 2023 23:15 IST
ସବୁ ଗ୍ରହ କାଳିଆ ପାଖରେ
#ସବୁ_ଗ୍ରହ_କାଳିଆ_ପାଖରେ
ବଡବଡ ଆଖି... ଗୋଟିଏ ସୂର୍ଯ୍ୟ ଓ ଅନ୍ୟଟି ଚନ୍ଦ୍ର... ଜଗନ୍ନାଥଙ୍କ ମୁହଁ ଦେଖିଦେଲେ ନବଗ୍ରହର ହୁଏ ଦର୍ଶନ#SunaBesha#RathJatra2023#SunaBeshaWithOTV#SunaBeshaInPuri#OTVpic.twitter.com/1ymKeKceHv— ଓଟିଭି (@otvkhabar) June 29, 2023
- Jun 29, 2023 23:14 IST
ମାଆ ସୁଭଦ୍ରାଙ୍କ ସୁନା ବେଶ
- Jun 29, 2023 23:13 IST
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ
- Jun 29, 2023 23:13 IST
ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ସୁନାବେଶ
- Jun 29, 2023 21:54 IST
ସୁନାବେଶ ଓ ଶୟନ ଏକାଦଶୀର କଣ ରହିଛି ମାହାତ୍ମ୍ୟ ?
- Jun 29, 2023 21:50 IST
କାହିଁକି ଏତେ ଅଳଙ୍କାର ଧାରଣ କରନ୍ତି ମହାପ୍ରଭୁ ?
- Jun 29, 2023 21:49 IST
ଏଇଥିପାଇଁ ଐଶ୍ୱର୍ଯ୍ୟ ବ୍ୟକ୍ତ କରନ୍ତି ଭଗବାନ, ମାଧୁର୍ଯ୍ୟ. ସହ ଐଶ୍ୱର୍ଯ୍ୟ
- Jun 29, 2023 21:49 IST
ମହାପ୍ରଭୁ ଏମିତି ଦେବତା...ଯାହାଙ୍କ ଦର୍ଶନ କରିବା ଲାଗି ସ୍ୱର୍ଗରୁ ଆସନ୍ତି ଦେବତା...ଆପଣ ଜାଣିଛନ୍ତି କି?
- Jun 29, 2023 21:48 IST
ଦିନକୁ ଥରେ ନୁହେଁ ୫ ଥର ବେଶ ହୁଅନ୍ତି ମହାବାହୁ
- Jun 29, 2023 21:47 IST
ମହାପ୍ରଭୁଙ୍କର ୧୪୭ ପ୍ରକାରର ଅଳଙ୍କାରର ବର୍ଣ୍ଣନା, ତିଆରି ହୋଇଛି ଫୁଲ ଓ ପତ୍ର ଆକାରରେ
- Jun 29, 2023 21:46 IST
ପ୍ରଭୁଙ୍କ ଦ୍ୱାରପାଳ ଜୟ-ବିଜୟ; ଏଇଠି ଯମର ଭୟ ନଥାଏ
- Jun 29, 2023 21:45 IST
ଆଜି ବଡ଼ ଏକଦଶୀ...କାଲି ଦ୍ୱାଦଶୀ, ଏହାପରେ ଶୟନ ପୂର୍ଣ୍ଣିମା...ଜାଣନ୍ତୁ ପୁଣି କେବେ ଉଠିବେ ମହାବାହୁ?
- Jun 29, 2023 21:44 IST
ମେଂଚାଏ ମେଂଚାଏ ଗହଣା ପିନ୍ଧିଛନ୍ତି....ସୁନାରେ ସଜେଇ ହୋଇଛନ୍ତି ଶ୍ରୀଜିଉ...
- Jun 29, 2023 21:43 IST
ସୁନାବେଶରେ ଝଟକୁଛନ୍ତି ମାଆ ସୁଭଦ୍ରିକା
- Jun 29, 2023 20:36 IST
ଦିବ୍ୟ ସୁନାବେଶ ଦେଖି ଭାବଭକ୍ତିରେ ଛଳଛଳ ଭକ୍ତ
/odishatv-khabar/media/post_attachments/v/t39.30808-6/356684566_270156718990091_3275839823465566490_n.jpg)
/odishatv-khabar/media/post_attachments/v/t39.30808-6/357117035_270156742323422_1395883981073128163_n.jpg)
/odishatv-khabar/media/post_attachments/v/t39.30808-6/356842741_270156698990093_4839410778915010785_n.jpg)
- Jun 29, 2023 20:25 IST
ରାଜରାଜେଶ୍ୱର ବେଶରେ ରଥାରୁଢ ଚତୁର୍ଦ୍ଧା ମୂରତି
- Jun 29, 2023 20:15 IST
ରଥ ଉପରକୁ ମହାପ୍ରଭୁଙ୍କ କିରିଟ ଓ ଶ୍ରୀପୟର ନେଉଛନ୍ତି ସେବାୟତ
/odishatv-khabar/media/post_attachments/v/t39.30808-6/357347853_270096182329478_1627053336880049199_n.jpg)
- Jun 29, 2023 20:13 IST
ରାଜରାଜେଶ୍ୱର ବେଶରେ ରଥାରୁଢ ଚତୁର୍ଦ୍ଧା ମୂରତି..
- Jun 29, 2023 19:40 IST
ଐଶ୍ୱର୍ଯ୍ୟର ପ୍ରାବଲ୍ୟରେ ପ୍ରସ୍ପୁଟିତ ଶ୍ରୀଜିଉ, ରଥ ଉପରେ ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ଦର୍ଶନ ଦେଉଛନ୍ତି ତିନି ଠାକୁର
/odishatv-khabar/media/post_attachments/v/t39.30808-6/356674671_270126435659786_5224924112322403637_n.jpg)
- Jun 29, 2023 19:39 IST
ରାତି ୧୨ଟା କି ୧ଟା ହେବ ସୁନା ଖୋଲୁ ଖୋଲୁ... ଲୋକ ଥିବା ଯାଏ ଦର୍ଶନ ଚାଲିବ : ସେବାୟତ
- Jun 29, 2023 19:38 IST
ସୁନବେଶରେ ଝଟକୁଛି କାଳିଆ ସୁନା । ଏ ଦୃଶ୍ୟ ଦେଖିଲେ ନେତ୍ର ଯାଉଛି ଲାଖି
- Jun 29, 2023 19:38 IST
ସଅଳ ସଜେଇ ହେଲେଣି ଶ୍ରୀଜିଉ... ବଡ଼ ରଥରେ ବଡ଼ ଠାକୁର
- Jun 29, 2023 19:37 IST
ଦୁବ ଲାଗି ହେଉଛନ୍ତି ଶ୍ରୀଜିଉ... କି ସୁନ୍ଦର ଦିଶୁଛନ୍ତି ମାଆ ଯୋଗମାୟା
- Jun 29, 2023 19:36 IST
ଆପଣ ଯାହା ମାଗିବେ ସବୁ ବଡ଼ ଠାକୁରଙ୍କୁ ସବୁ ମାଗିବେ... ସିଏ ଦୟାଳୁ...
- Jun 29, 2023 19:36 IST
ହେ ମହାପ୍ରଭୁ.. ମହଣ ମହଣ ସୁନାରେ ତିଆରି ଆପଣଙ୍କ ଶ୍ରୀପୟର, ଆପଣଙ୍କ ଅପେକ୍ଷାରେ..
/odishatv-khabar/media/post_attachments/v/t39.30808-6/357108070_270100078995755_8376164046671333958_n.jpg)
- Jun 29, 2023 19:35 IST
ନଅ ଦିନରେ ଯାତ୍ରା ସାରି କାଳିଆ... ପୁଣି ତୁ ଆସିଲୁ ଫେରି...
/odishatv-khabar/media/post_attachments/v/t39.30808-6/356893762_270098352329261_2001897413331728333_n.jpg)
- Jun 29, 2023 19:34 IST
ଯିଏ ଆତ୍ମଶକ୍ତି ସିଏ ଇଚ୍ଛା ଶକ୍ତି : ଗରୁଡ ପଛରେ ଦେଖ ଦିଶୁଛି କଳାଶ୍ରୀମୁଖ...
- Jun 29, 2023 19:31 IST
ରଥ ଉପରକୁ ମହାପ୍ରଭୁଙ୍କ କିରିଟ ଓ ଶ୍ରୀପୟର ନେଉଛନ୍ତି ସେବାୟତ
/odishatv-khabar/media/post_attachments/v/t39.30808-6/357347853_270096182329478_1627053336880049199_n.jpg)
- Jun 29, 2023 19:31 IST
ଆହାଃ... କି ଅପୂର୍ବ ବେଶ.. ମହଣ ମହଣ ସୁନାରେ ଝଟକୁଛନ୍ତି ମହାପ୍ରଭୁ...
- Jun 29, 2023 19:30 IST
ମନପ୍ରାଣ ଦେଇ ଶ୍ରୀଜିଉଙ୍କ ସଜାଉଛନ୍ତି ସେବାୟତ । ଜାଣନ୍ତୁ ଜଗନ୍ନାଥଙ୍କର ସବୁଠୁ ପସନ୍ଦ କଣ ?
- Jun 29, 2023 19:07 IST
ଆପଣ ଯାହା ମାଗିବେ ସବୁ ବଡ଼ ଠାକୁରଙ୍କୁ ସବୁ ମାଗିବେ...ସିଏ ଦୟାଳୁ...ସାଙ୍ଗେ ସାଙ୍ଗେ ସବୁ ଦେଇଦେବେ
- Jun 29, 2023 19:03 IST
ମହାପ୍ରଭୁଙ୍କ ମଥା ଉପରେ ୧୬ଟି, ବଡ଼ଠାକୁରଙ୍କ ୧୪ଟି ଏବଂ ମାଆ ଭଗବତୀଙ୍କର ୧୨ ଗୋଟି ଅଳଙ୍କାର ଲାଗି କରାଯାଇଥାଏ
- Jun 29, 2023 18:56 IST
ଆଗେ ବସ୍ତ୍ର ଭୂଷଣ ପରେ ସୁନା ଅଳଙ୍କାର । ତିନିରଥରେ ଆରମ୍ଭ ହେଲାଣି ବେଶ...
- Jun 29, 2023 18:42 IST
ମହାପ୍ରଭୁଙ୍କୁ ସୁନାବେଶରେ ଦେଖିବାକୁ ବଡ଼ଦାଣ୍ଡରେ ଥାଟପଟାଳି ଭାଙ୍ଗୁଛି ଭକ୍ତଙ୍କ ଭିଡ଼
/odishatv-khabar/media/post_attachments/v/t39.30808-6/357065825_270084912330605_5471388840355320614_n.jpg)
- Jun 29, 2023 18:41 IST
ହେ ବଡବାଡର ମଣିମା...ତୁମେ ଆଶୀର୍ବାଦ ଦିଅ...ଘଣ୍ଟ ଘୋଡେଇ ଏ ଧରା ପୃଷ୍ଠକୁ ରଖିଥାଅ
- Jun 29, 2023 18:41 IST
ଆମେ ଗୋଟିଏ ଥର ବେଶ ହେଲେ ପରଦିନ ଯାଏ ଆଉ ହୋଇନଥାଉ
- Jun 29, 2023 18:40 IST
କୁନି ସେବାୟତଙ୍କ ହାତରେ ଶୁଭଶଙ୍ଖ...
/odishatv-khabar/media/post_attachments/v/t39.30808-6/357051675_270092365663193_6926330864731027091_n.jpg)
- Jun 29, 2023 18:39 IST
ସ୍ୱର୍ଣ୍ଣ ଆଭୂଷଣରେ ସଜେଇ ହେଉଛନ୍ତି ତିନି ଠାକୁର..
- Jun 29, 2023 18:39 IST
ଆହାଃ.. କି ଅପୂର୍ବ ବେଶ.. ମହଣ ମହଣ ସୁନାରେ ଝଟକୁଛନ୍ତି ମହାପ୍ରଭୁ..
/odishatv-khabar/media/post_attachments/v/t39.30808-6/356812460_270091482329948_6024322148221596956_n.jpg)
- Jun 29, 2023 18:39 IST
ସୁନାବେଶ ପାଇଁ ମହାପ୍ରଭୁଙ୍କ ଶ୍ରୀପୟର ରଥ ଉପରକୁ ନେଉଛନ୍ତି ସେବାୟତ
/odishatv-khabar/media/post_attachments/v/t39.30808-6/357125137_270091975663232_6138916742274160295_n.jpg)
- Jun 29, 2023 18:29 IST
ରସିକ ନାଗର କାଳିଆଠାକୁର ଦିନକୁ ୫ଥର ବେଶ ଲାଗି ହୋଇଥାନ୍ତି.. କଣ କଣ ବେଶ ଲାଗି କରାଯାଏ ଜାଣନ୍ତୁ..
- Jun 29, 2023 18:29 IST
କାହିଁକି ଭାଇ ଓ ଭଉଣୀଙ୍କ ସହ ରତ୍ନ ସିଂହାସନରେ ବସିଛନ୍ତି ଶ୍ରୀଜିଉ
- Jun 29, 2023 18:28 IST
ଆଳତୀ ଚାଲିଛି...ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ବି ହେଉଛି...ବାସ୍ ଅପେକ୍ଷା ସେହି ବ୍ରହ୍ମ ମୁହୂର୍ତ୍ତକୁ
- Jun 29, 2023 18:27 IST
ଶୁଭୁଛି ହରିବୋଲ, ହୁଲହୁଳି.. ସୁନାବେଶ ଅବସରରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି ଭକ୍ତଜନଙ୍କୁ ଦର୍ଶନ ଦେଉଛନ୍ତି
/odishatv-khabar/media/post_attachments/v/t39.30808-6/357118908_270079228997840_1059324764589003268_n.jpg)
/odishatv-khabar/media/post_attachments/v/t39.30808-6/356848065_270079192331177_1528261194505468651_n.jpg)
/odishatv-khabar/media/post_attachments/v/t39.30808-6/356899248_270079215664508_7024245128727904272_n.jpg)
- Jun 29, 2023 18:26 IST
କେତେ ନାଟ କିରେ ତୋର? ରଥ ଉପରେ ବସି ସଜେଇ ହେଉଛୁ...
- Jun 29, 2023 18:26 IST
ଆରମ୍ଭ ହେଲା ସୁନାବେଶ : ଦିବ୍ୟ ଦର୍ଶନ କରିବେ ଶ୍ରୀଜିଉ...କୃତ୍ୟ କୃତ୍ୟ ହେବେ ଭକ୍ତ
- Jun 29, 2023 18:25 IST
ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ବେଶ ହେବେ ମହାପ୍ରଭୁ.. ଏଥିପାଇଁ ରଥ ଉପରକୁ ସ୍ୱର୍ଣ୍ଣ ଆଭୂଷଣ ନେଉଛନ୍ତି ସେବାୟତ ...
/odishatv-khabar/media/post_attachments/v/t39.30808-6/357352485_270085168997246_1193676010335941231_n.jpg)
/odishatv-khabar/media/post_attachments/v/t39.30808-6/357051671_270085178997245_7391838921050927030_n.jpg)
/odishatv-khabar/media/post_attachments/v/t39.30808-6/356890848_270085195663910_7128902265407788817_n.jpg)
- Jun 29, 2023 18:25 IST
ରଥରେ ପହଞ୍ଚିଲାଣି ସୁନା । ମଣିମାଙ୍କୁ ସଜେଇ ଦେବେ ସେବାୟତ...ଅପୂର୍ବ ଦୃଶ୍ୟ ଦେଖିବା ପରେ ଆଖି ଯିବ ଲାଖି
- Jun 29, 2023 18:24 IST
ମହାବାହୁଙ୍କ ସୁବର୍ଣ୍ଣ ଭୁଜ...ଗୋଟିଏ ହାତରେ ବଡ ମଣିମା ଧରିବେ ହଳ ଓ ମୁସଳ ସେପଟେ ଜଗା ଧରିବ ଶଙ୍ଖ ସହ ଚକ୍ର
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)