• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Puri

Another fake website
ଥମୁନି ଶ୍ରୀଜଗନ୍ନାଥଙ୍କ ନାଁରେ ଠକେଇ: ‘ଉତ୍ସବ’ ପରେ ମାତିଛି ‘ଶାଲିଗ୍ରାମ ଶାଳ’ ମୋବାଇଲ୍ ଆପ୍

ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ କରୁଛି ମହାଲୁଟ୍। ପୂଜା, ହୋମଯଜ୍ଞ, ବ୍ରାହ୍ମଣ ଭୋଜନ ଆଦି ନାଁରେ ଅନଲାଇନରେ ବିଜ୍ଞାପନ ଦେଇ ଚଢ଼ା ଦାମ୍ ରେ ଚଳାଇଛି ଚଳାଇଛି ଚିଟିଂ। ଭଲ କରି ଦେଖନ୍ତୁ ସେହି ଶାଲିଗ୍ରାମ୍ ଡଟ୍ କମ୍ ନାଁରେ ଖୋଲିଥିବା ୱେବସାଇଟକୁ।

Ratha jatra
ସୁରକ୍ଷାକର୍ମୀଙ୍କ ରହଣୀ ବ୍ୟବସ୍ଥାର ଭିଡିଓ ଭାଇରାଲ; ଯବାନଙ୍କ ପାଇଁ କିଏ ବାଛିଥିଲେ ଏଭଳି ସ୍ଥାନ ?

ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା କିଛି ଭିଡିଓରେ ସୁରକ୍ଷାକର୍ମୀଙ୍କ କର୍ତ୍ତବ୍ୟର କଥା ସାମନାକୁ ଆସିଛି । ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷା, ଭିଡ଼ରକ୍ଷା, ଶୃଙ୍ଖଳା ରକ୍ଷା, ଏମିତି ଯାବତୀୟ ଗୁରୁ ଦାୟିତ୍ୱ ତୁଲାଇଥିବା ଯବାନଙ୍କ ପାଇଁ ଇଏ ଆମ ବିଶ୍ୱସ୍ତରୀୟ ରହଣୀ ବ୍ୟବସ୍ଥା ।

Jawans Deployed In Puri Ratha Jatra Duty Lived In Bad Conditions
କଦର୍ଯ୍ୟ ପରିବେଶରେ ରହୁଥିଲେ ରଥ ଡ୍ୟୁଟିରେ ଥିବା ଯବାନ; ଯେଉଁଠି ଶୋଉଥିଲେ, ସେଇଠି ଖାଉଥିଲେ...

ପୁରୀ ରଥଯାତ୍ରାରେ ଗୁରୁ ଦାୟିତ୍ୱ ନିଭାଇଥିଲେ ସୁରକ୍ଷାକର୍ମୀ। ହେଲେ ଏମାନେ କେମିତି ରହୁଥିଲେ, କେମିତି ଖାଉଥିଲେ ତାହା ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବା

Today Heavy Rain Alert To 7 Districts Of Odisha
ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷିବ ! ସତର୍କ କଲା ପାଣିପାଗ ବିଭାଗ...

ଗତ କିଛି ଦିନ ହେଲା ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ହେଲେ ଏହାରି ଭିତରେ ପୁଣି ଥରେ ବର୍ଷା ହେବା ସମ୍ଭାବନା ରହିଛି। 

Puri Srimandir Ratna Bhandar key row
ସୁରକ୍ଷିତ ତ ମହାପ୍ରଭୁଙ୍କ ଦୁର୍ମୂଲ୍ୟ ଅଳଙ୍କାର; ରତ୍ନଭଣ୍ଡାର ଖୋଲିବା ନେଇ କାହିଁକି ବିଳମ୍ବ ?

ପୂର୍ବରୁ କେତେ ଥିଲା ଏବେ ସମ୍ପତ୍ତି କେତେ ଅଛି ତାହା ଜାଣିବା ଭକ୍ତଙ୍କ ଅଧିକାର । ରତ୍ନ ଭଣ୍ଡାର ନଖୋଲିବା ସନ୍ଦେହର ମୁଖ୍ୟ କାରଣ । ସେହିପରି କଂଗ୍ରେସ କଡା ସମାଲୋଚନା କରି କହିଛି କାହିଁକି ରତ୍ନ ଭଣ୍ଡାର ଖୋଲାଯାଇ ସୂଚନା ସାର୍ବଜନୀନ କରାଯାଉନି ? ତେବେ ବାଦ ବିବାଦ ବଢ଼ିବା ପରେ ସାଂସଦ ପିନାକୀ ମିଶ୍ର ମୁହଁ ଖୋଲି କହିଛନ୍ତି, କେସ୍ କୋର୍ଟରେ ଅଛି, କୋର୍ଟଙ୍କ ନିର୍ଦ୍ଦେଶରେ କାର୍ଯ୍ୟ ସମ୍ପାଦନ ହେବ ।

Lord Jagannath
ରତ୍ନସିଂହାସନରେ ଶ୍ରୀଜିଉ, ବଡ଼ ଦେଉଳରୁ ଦେଉଛନ୍ତି ଭକ୍ତଙ୍କୁ ଦର୍ଶନ

ରଥଯାତ୍ରା ପରେ ରତ୍ନବେଦୀରେ ଠାକୁରଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ଗହଳି ଲାଗିଲାଣି।

Niladri Bije Of Holy Trinity To Be Held Today
ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଅନ୍ତିମ

Rasagola Dibasa
ଆଜି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ: ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ କାଳିଆ ସାଆନ୍ତ

ଅଭିମାନ କରିଥିବା ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ପ୍ରଭୁ ଜଗନ୍ନାଥ ମନାଇବାର ପରମ୍ପରା ରହିଛି। ରସଗୋଲା ଖାଇବା ପରେ ମହାଲକ୍ଷ୍ମୀ ସିଂହଦ୍ୱାର ଖୋଲିବେ।

Adharanapana
ତିନି ରଥରେ ଭାଙ୍ଗିଲା ଅଧରଚୁମ୍ବୀ ତୁମ୍ବ, ପାର୍ଶ୍ୱ ଦେବଦେବୀ ଓ ଚଣ୍ଡି ଚାମଣ୍ଡାଙ୍କ ହେଲେ ତୃପ୍ତ

ତିନିରଥ ଉପରେ ସୁନାବେଶ ପରଦିନ ଅଧରପଣା ନୀତି ସମାପନ ହୋଇଥାଏ। ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଏହି ନୀତି କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ।

Ratna Bhandar
ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ହାଇକୋର୍ଟରେ ବିଜେପି, ନରସିଂହ କହିଲେ ନଖୋଲିବାକୁ ମୋତେ ବି ପଡ଼ିଥିଲା ଚାପ

ରତ୍ନଭଣ୍ଡାର ଖୋଲିବାକୁ ଦାବି କରି ବିଜେପିର ଜନସ୍ୱାର୍ଥ ମାମଲା । ରତ୍ନ ଭଣ୍ଡାର ଖୋଲିବା, ମରାମତି ଓ ଅଳଙ୍କାର ଗଣତି ଦାବି ।

Auspicious Adhara Pana ritual to be performed atop Sibling deities chariots today
ଆଜି ରଥାରୁଢ଼ ଶ୍ରୀଜିଉଙ୍କ ଅଧରପଣା ନୀତି

ଶ୍ରୀଜିଉଙ୍କ ସୁନାବେଶ ପରଦିନ ତିନିରଥ ଉପରେ ଆରମ୍ଭ ହୁଏ ଅଧରପଣା ନୀତି।

Puri Suna Besha
ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

ସୁନାବେଶ ଦର୍ଶନ ସରିବା ପରେ ଆସନ୍ତାକାଲି ରଥାରୁଢ଼ ଠାକୁରଙ୍କ ପାଖରେ ଲାଗିହେବ ଅଧରପଣା। ଆଉ ଶନିବାର ନିଳାଦ୍ରୀ ବିଜେ।

Lord Jagannath's Badagrahi, Jagannath Swain Mohapatra
‘ରତ୍ନଭଣ୍ଡାରରେ ଯେମିତି ପାଣି ଗଳୁଛି, ଦିନେ ଭୁଶୁଡ଼ି ପଡ଼ିବ’

'ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲି ନପାରିବା ଲଜ୍ଜାଜନକ ଘଟଣା' ।

Suna Besha
ସୁନାବେଶ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା, କେଉଁଠି କରିବେ ପାର୍କିଂ ?

ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ଡ୍ରୋନ୍ ନିୟୋଜିତ କରାଯାଇଛି । ଭୁବନେଶ୍ୱରରୁ ଆସୁଥିବା ୨ ଚକିଆ ଯାନଗୁଡ଼ିକ ପାଇଁ ଜଗନ୍ନାଥ ବଲ୍ଲଭରେ ପାର୍କିଂ ବ୍ୟବସ୍ଥା ହୋଇଛି

Five unknown facts of Lord jagannath and puri temple
Ratha Jatra 2023: ଜଗନ୍ନାଥ ମନ୍ଦିରକୁ ସୁବର୍ଣ୍ଣ ମନ୍ଦିର ଠାରୁ ବି ଅଧିକ ସୁନା ଦାନ କରିଥିଲେ ଏହି ରାଜା; ଜାଣନ୍ତୁ କିଏ....

କଳିଯୁଗରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ରୂପୀ କୃଷ୍ଣଙ୍କ ଚାଲିଛି ଲୀଳାଖେଳା। ଶେଷ ହୋଇଛି ଜଗନ୍ନାଥଙ୍କର ବାହୁଡା ଯାତ୍ରା। ଆଜି ସୁନାବେଶ। ପୁରୀ ଏବେ ଜନ ସମୁଦ୍ର। ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ଜଗନ୍ନାଥ ଓ ପୁରୀ ମନ୍ଦିରର ୫ଟି ଅଜଣା କଥା ବିଷୟରେ ଜାଣିନେବା।

Suna Besha of Lord Jagannath and His siblings to be held today
ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ, ମହଣ ମହଣ ସୁନାରେ ସଜ୍ଜିତ ହେବେ...

ଆଜି ଶ୍ରୀଜିଉଙ୍କ ସୁନାବେଶ। ପବିତ୍ର ଏକାଦଶୀ ତିଥିରେ ତିନି ରଥ ଉପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି।

Suna Besa 2023
ମହଣ ମହଣ ସୁନାରେ ଝଲସୁଛନ୍ତି ତିନି ଠାକୁର

ଆଜି ଶ୍ରୀଜିଉଙ୍କ ସୁନାବେଶ । ପବିତ୍ର ଏକାଦଶୀ ତିଥିରେ ତିନି ରଥ ଉପରେ ଲକ୍ଷ

Ratha Jatra 2023
ଭଗବାନଙ୍କ ପାଇଁ ନାଚୁଛି ଭକ୍ତର ପ୍ରାଣ; ପାଦ ନାଚୁଛି ଯେମିତି, ମନ ନାଚୁଛି ସେମିତି

ରାଧା କାନ୍ଦୁଛି କହ୍ନେଇଁ ପାଇଁ । ବଡ଼ଦାଣ୍ଡରେ କାଳିଆ ପାଦରେ ପାଦ ଛନ୍ଦି ନାଚିଲା ବେଳକୁ ଆଖି ତାର ଓଦା, ମନ ଜଗା ପ୍ରେମରେ ବନ୍ଧା । ଏତେ ଭାବବିହ୍ୱଳ ହୋଇ ପଡୁଛି ଯେ, କହୁଛି ଏଥର ଯଦି କାଳିଆ ଡୋରି ଲାଗି ନ ଥାଆନ୍ତା, ଆଉ କେବେ ତା ଦୁଆର ମାଡିନଥାନ୍ତି । ତା ଆଶୀର୍ବାଦ ଅଛି ବୋଲି ଆଜି ତା ଦୁଆରେ ନାଚୁଛି ।

Over 8 injured during pulling of Taladhwaja chariot
ରଥଟଣା ବେଳେ ଅଘଟଣ: ଅଣନିଶ୍ୱାସୀ ହୋଇ ୮ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଅସୁସ୍ଥ

ରଥଟଣା ବେଳେ ଅଣନିଶ୍ୱାସୀ ହୋଇ ୮ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। 

Puri Bahuda Jatra 2023
ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ସରିଲା ଶ୍ରୀଜିଉଙ୍କ ପହଣ୍ଡି

ସମସ୍ତ ନୀତିକାନ୍ତି ସଅଳ ଚାଲି ଥିବାବେଳେ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ଶ୍ରୀଜିଉଙ୍କ ପହଣ୍ଡି ବିଜେ ଶେଷ ହୋଇଛି।

Hanuman Paisa Racket
ପୁଣି ସାମ୍ନାକୁ ଆସିଲା ହନୁମାନ ପଇସା ରାକେଟ, ୫ ଗିରଫ

ସାକ୍ଷୀଗୋପାଳ ନୂଆଗାଁ ଢ଼ିହିରେ ଗଦାଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ହନୁମାନ ପଇସା କାରବାର ପାଇଁ ଡିଲ୍ ଚାଲୁଥିଲା ।

Ratha Jatra 2023 Jagannatha devotee Bandhu Mohanty
Ratha Jatra 2023: ବନ୍ଧୁ ମହାନ୍ତିଙ୍କ ବନ୍ଧୁତାରେ ବନ୍ଧା କାଳିଆ ଠାକୁର

ଭକ୍ତ ବନ୍ଧୁ ମହାନ୍ତିଙ୍କ ସହିତ ଶ୍ରୀଜଗନ୍ନାଥଙ୍କ ଅତୁଟ ବନ୍ଧୁତା ଆଜି ମଧ୍ୟ ଅଗଣିତ ଭକ୍ତ ଜନମାନସରେ ଭକ୍ତିର ଭାବଧାରା ବୃଦ୍ଧି କରିଥାଏ। ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅବସରରେ ଆସନ୍ତୁ ବନ୍ଧୁ ମହାନ୍ତିଙ୍କ ବିଷୟରେ ଜାଣିନେବା।

Bahuda Jatra
ନବଦିନାତ୍ମକ ଯାତ୍ରାର ଆଉ ଏକ ପର୍ବ ବାହୁଡ଼ା, ଭାଇ ଭଉଣୀଙ୍କ ସହ ରତ୍ନବେଦୀକୁ ଫେରିବେ ମହାବାହୁ

ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଗଜପତିଙ୍କ ଛେରାପହଁରା ନୀତି ରହିଥିବାବେଳେ ଅପରାହ୍ନ ୪ଟାରେ ରଥଟଣା ହେବ।

Bahuda Jatra
ନବଦିନାତ୍ମକ ଲୀଳା ସାରି ବାହୁଡ଼ିଲେ ମହାବାହୁ

ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ବେଳାବେଳି ବାହୁଡ଼ିଛନ୍ତି ତିନି