Advertisment

Assam Rifles Recruitment: ଆସାମ ରାଇଫଲ୍ସରେ ପୂରଣ ହେବ ରାଇଫଲ୍‌ମେନ୍‌/ଓମେନ୍

ଆସାମ ରାଇଫଲ୍ସରେ ପୂରଣ ହେବ ରାଇଫଲ୍‌ମେନ୍‌/ଓମେନ୍ ପଦବୀ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Assam Rifles Recruitment Rally 2024 Apply for 38 posts

Assam Rifles Recruitment Rally 2024 Apply for 38 posts

ଯେଉଁମାନେ ଦଶମ ପାଶ୍ କରି ସରକାରୀ ଚାକିରି କରିବାର ସ୍ୱପ୍ନ ଦେଖଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆପଣଙ୍କର ଯଦି ଏମିତି ସ୍ୱପ୍ନ ଥାଏ ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଆସାମ ରାଇଫଲ୍ସ ଏହି ସୁଯୋଗ ନେଇ ଆସିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଆସାମ ରାଇଫଲ୍ସରେ ରାଇଫଲ୍‌ମ୍ୟାନ/ଓମେନ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୩୮ଟି ପଦବୀ ପୂରଣ ହେବ। ଦଶମ ପାଶ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେବେ। ଏନେଇ ଯେକେହି ବି ଆବେଦନ କରିପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଆସାମ ରାଇଫଲ୍ସର ଅଫିସିଆଲ୍ ୱେବ୍‌ସାଇଟ୍‌ assamrifles.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Assam Rifles Recruitment Rally 2024 Apply for 38 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୮ ସେପ୍ଟେମ୍ୱର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୮ ଅକ୍ଟୋବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ପୁରୁଷ – ୧୯ଟି ପୋଷ୍ଟ୍‌
  • ମହିଳା –୧୯ଟି ପୋଷ୍ଟ୍‌
  • ମୋଟ୍ – ୩୮ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ମାଟ୍ରିକ୍ (ଦଶମ) ପାଶ୍
  • କ୍ରୀଡା ସମ୍ବନ୍ଧୀୟ ପ୍ରମାଣପତ୍ର
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ବର୍ଷ
  • ସର୍ବାଧିକ ବୟସ – ୨୩ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ପେ’ ସ୍କେଲ୍‌ ଏବଂ ଅନ୍ୟାନ୍ୟ ଭତ୍ତା ସପ୍ତମ CPC ଅନୁଯାୟୀ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସଂରକ୍ଷିତ ବର୍ଗ – ଦେୟମୁକ୍ତ
  • ଅନ୍ୟ ବର୍ଗ – ୧୦୦ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଡକ୍ୟୁମେଣ୍ଟ୍ ଯାଞ୍ଚ
  • ଶାରୀରିକ ମାନକ ପରୀକ୍ଷା
  • କ୍ରୀଡା କ୍ଷେତ୍ର ପରୀକ୍ଷା
  • ଫିଲ୍ଡ ଟ୍ରାଏଲ୍ ଯୋଗ୍ୟତା
  • ଡାକ୍ତରୀ ପରୀକ୍ଷା (DME)
  • ମେରିଟ୍ ତାଲିକା
Govt Jobs Job Search Job Seekers Assam Rifles
Advertisment
Advertisment