ଶାକାହାରୀ ଜୀବନଶୈଳୀ ଏକ ସୁସ୍ଥ ଜୀବନ ଦେବା ସହ ପରିବେଶ ଏବଂ ନୈତିକ ଲାଭ ଦେଇଥାଏ। ତେବେ ପରିବେଶ ସନ୍ତୁଳନ ବଜାୟ ରଖିବାରେ ଶାକାହାରୀ ଭୋଜନ କିପରି ସାହାଯ୍ୟ କରେ ତାହା ଆସନ୍ତୁ ଜାଣିବା।