• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୯ ତାରିଖ ସୋମବାର । ଚନ୍ଦ୍ର – ମିଥୁନ ଅହୋରାତ୍ର ,ତିଥି – ପ୍ରତିପଦ ଦିବା ୧୧.୨୫ ଗତେ ୨ୟା,ଘାତ ଚନ୍ଦ୍ର – କନ୍ୟା ଅହୋରାତ୍ର,ଘାତ ବାର – ମିଥୁନ,ପୁଷ୍କର ଦୋଷ – ଦିବା ୧୧.୨୫ ଗତେ ୧ପାଦ- ପଶୁସମ୍ପଦ ନାଶ -ଅନ୍ନଦାନ ରାତ୍ରି ୦୮.୧୦ ଗତେ ୨ ପାଦ

ଶୁଭ ସମୟ:

ଦିବା ୦୮.୪୩ ରୁ ୧୦.୨୮

ରାତ୍ରି ୦୯.୧୬ ରୁ ୧୦.୨୭

ରାତ୍ରି ୧୧.୪୮ ରୁ ୧୨.୦୯

ରାତ୍ରି ୦୧.୩୬ ରୁ ୦୩.୦୨

ରାତ୍ରି ୦୩.୪୫ ରୁ ୦୪.୨୯

ଅଧିକ ପଢ଼ନ୍ତୁ: ଘରେ ଏହିସବୁ ବାସ୍ତୁ ଦୋଷ ଥିଲେ ଗୃହବାସୀ ଋଣଗ୍ରସ୍ତ ହୋଇଥାନ୍ତି

ଅଶୁଭ ସମୟ:

ଋାହୁକାଳ – ପ୍ରାତଃ ୦୬.୫୧ ରୁ ୦୮.୨୯

କାଳବେଳା – ପ୍ରାତଃ ୦୬.୫୧ ରୁ ୦୮.୨୯

ବାରବେଳା – ଦିବା ୦୩.୦୫ ରୁ ୦୪.୪୪

କାଳରାତ୍ରି – ରାତ୍ରି ୧୦.୨୭ ରୁ ୧୧.୪୮