/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)
Panchang
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୧୧ଶୀ ରାତ୍ରି ୦୧.୧୯ ଗତେ ୧୨ଶୀ । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ଦିବା ୦୪.୩୯ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୧.୩୭ ଗତେ ୨ ପାଦ ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।
Advertisment
ଶୁଭସମୟ-
ପ୍ରାତଃ- ୦୫.୩୪ ରୁ ୦୭.୧୩
ଦିବା- ୧୦.୩୨ ରୁ ୦୧.୦୨
ରାତ୍ରି- ୦୨.୨୯ ରୁ ୦୩.୧୫
ଅଧିକ ପଢ଼ନ୍ତୁ: Vastu Tips: ଆପଣଙ୍କ ଶିଳ୍ପାନୁଷ୍ଠାନରେ ବାରମ୍ବାର କ୍ଷତି ହେଉଛି କି… ଜାଣନ୍ତୁ ଏହାର କାରଣ କ’ଣ…
ଅଶୁଭସମୟ-
ରାହୁକାଳ- ଦିବା ୦୧.୨୦ ରୁ ୦୨.୫୪
କାଳବେଳା- ଦିବା ୦୨.୫୪ ରୁ ୦୪.୨୭
ବାରବେଳା- ଦିବା ୦୪.୨୭ ରୁ ୦୬.୦୦
କାଳରାତ୍ରି- ରାତ୍ରି ୧୧.୪୭ ରୁ ୦୧.୧୪
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)