ରାଜସ୍ଥାନ ଉଦୟପୁର ସେବାଶ୍ରମ ନିକଟରେ ଥିବା ଏକ ହୋଟେଲର ଗାର୍ଡେନରେ ବୁଲୁଥିଲା ଏକ ନାଗ । ହଠାତ୍ ସାପ ଉପରେ ନଜର ପଡ଼ିଥିଲା ହୋଟେଲ ମ୍ୟାନେଜରଙ୍କର। ସାପକୁ ଉଦ୍ଧାର କରିବା ପାଇଁ ସାପ ଧରାଳିଙ୍କୁ ଡକାଯାଇଥିଲା। ହୋଟେଲରେ ପହଞ୍ଚିଥିଲେ ସାପ ଧରାଳି। ଏକ ନାଗ ସାପ ଉପରେ ସାପ ଧରାଳିଙ୍କର ନଜର ପଡ଼ିଥିଲା।
ବରଗଡ଼ ମ୍ୟୁନିସପାଲିଟିର ୧୭ ନମ୍ବର ୱାର୍ଡ ଅମ୍ବାପାଲି ଅଞ୍ଚଳର ସଞ୍ଜୀବ ସାହୁଙ୍କ ଘରୁ ନାଗ ସାପ ଉଦ୍ଧାର । ସୋଫା ଉପରେ ବସିଥିବା ବେଳେ ସାପର ଶବ୍ଦ ସେ ଶୁଣିବାକୁ ପାଇଥିଲେ । ମୂଷା ଖାଇବାକୁ ଆସି ଘରେ ପଶିଥିବା ସନ୍ଦେହ। ସାପକୁ ଉଦ୍ଧାର କଲେ ସାପ ଉଦ୍ଧାରକାରୀ ଟିମ୍।
ସୋଫା ଭିତରୁ ବାହାରିଲା ସାଢେ଼ ୩ ଫୁଟ ଲମ୍ବର ନାଗ ସାପ । ଗର୍ଜନ ଶୁଣି ଭୟଭୀତ ଲୋକେ ।