ରେଳମନ୍ତ୍ରୀ ଓ ଅନ୍ୟ ଅତିଥିଙ୍କ ପାଇଁ ସାଂସଦଙ୍କ ଭଙ୍ଗା ଚାଳଘରେ ପ୍ରସ୍ତୁତ ହୋଇଥିଲା ସୁଦ୍ଧ ଶାକାହାରୀ ସୁସ୍ୱାଦୁ ବ୍ୟଞ୍ଜନ ଭାତ, ଡାଲି, ପଲାଉ, ଖିରି ସହ ଫୁଟି ଗୁଡ଼ ତରକାରୀ ଏବଂ ପୋଡ଼ପିଠା ଆଦି ପ୍ରସ୍ତୁତ ହୋଇଥିଲା।
ଓମ୍ ମାତ୍ର ଦେଢ ବର୍ଷର ହୋଇଥିବା ବେଳେ ଘରେ ରହିଥିବା ଘରକରଣା ସାମଗ୍ରୀକୁ ମନେ ରଖିଦେଉଥିଲା। ତାର ସ୍ମରଣ ଶକ୍ତି ଅଧିକ ରହିଛି ବୋଲି ଆମେ ଜାଣିଲୁ।
ପାରଂପରିକ ବାଦ୍ୟର ତାଳେତାଳେ ଲୋକଙ୍କ ସହ ନାଚିଥିଲେ କେନ୍ଦ୍ରମନ୍ତ୍ରୀ।