• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 04 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Prangyan Parimita
  • 2 years ago

ନବମ ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ : କମେଣ୍ଟ ମରାକୁ ବିରୋଧ କରିବାରୁ ହତ୍ୟା ଅଭିଯୋଗ

ଥାନାରେ ଏତଲା ପରେ ବ୍ୟବଚ୍ଛେଦ କରି ତଦନ୍ତ କରୁଛି ପୋଲିସ More
  • Prangyan Parimita
  • 2 years ago

ଫୁଡ୍ ପଏଜନିଂ, ନା ପ୍ରି-ପ୍ଲାନଡ୍ ମର୍ଡର୍?

ଲାବ୍ରୋଟୋରିକୁ ଗଲା ଭାତ, ଘୁଗୁନି, ଚାଟ୍ ଓ ପାଣିର ନମୁନା More
  • Prangyan Parimita
  • 2 years ago

ଦୁର୍ନୀତିଗ୍ରସ୍ତ ବାବୁ ଧରା ପଡ଼ିବାରେ ଓଡ଼ିଶା ଦେଶରେ ପ୍ରଥମ : ଏନସିଆରବି ତଥ୍ୟକୁ ନେଇ ବର୍ଷିଲେ ବିରୋଧୀ

ଦୁର୍ନୀତିକୁ ନେଇ ବାବୁଙ୍କ ବିରୋଧରେ ମାମଲା କ୍ଷେତ୍ରରେ ଓଡ଼ିଶା ନଂ୧ More
  • Prangyan Parimita
  • 2 years ago

କଲବଲ କରୁଛନ୍ତି ଲାଲ ପିମ୍ପୁଡ଼ି : ଭୟରେ ଘର ଛାଡ଼ିଲେଣି ଲୋକ

ନାଲି ପିମ୍ପୁଡି ପାଇଁ ଘରୁ ବାହାରି ପାରୁନାହାନ୍ତି ଲୋକ More
  • Prangyan Parimita
  • 2 years ago

ଓଡ଼ିଶାରେ ସବୁଠୁ ଅଧିକ ଭିଜିଲାନ୍ସ ମାମଲା

ଦେଶର ମୋଟ ମାମଲାର ଓଡ଼ିଶାରେ ୨୩ ପ୍ରତିଶତ More
  • Prangyan Parimita
  • 2 years ago

ଗ୍ରାମୀଣ ପାର୍କ ନାଁରେ ଗଫଲତି : କେବଳ ପାଚେରି କରି ମାଟି ପକାଇ ଚଳୁ ହୋଇଛି ଟଙ୍କା

ପାର୍କର ଅବସ୍ଥା କେବଳ ଚାରିପଟେ ସିମେଣ୍ଟରେ ପାଚେରି ହୋଇଛି , କିଛି ଟ୍ରିପ୍ ମାଟି ଫିଲିଙ୍ଗ କରାଯାଇଛି । More
  • Rajalaxmi Sahoo
  • 2 years ago

ଅବସର ପରେ ମାଗଣାରେ କରୁଛନ୍ତି ରୋଗୀଙ୍କ ସେବା

ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏହାର ଏକ ଅଂଶ ହେବା ପାଇଁ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସଠାରୁ ଏହି ଡାକ୍ତର ମାଗଣା ଚିକିତ୍ସା ଆରମ୍ଭ କରିଛନ୍ତି।  More
  • Rajalaxmi Sahoo
  • 2 years ago

ପାଣିରେ ଭାସୁଥିଲା ଛାତ୍ରୀଙ୍କ ମୃତଦେହ, ପୋଖରୀ ତୁଠରୁ ମିଳିଲା ବ୍ୟାଗ୍‌

ବିଳମ୍ବିତ ରାତି ଯାଏ ଛାତ୍ରୀ ଜଣକ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଶେଷରେ ପୋଖରୀରୁ ତାଙ୍କ ମୃତଦେହ ମିଳିଥିଲା। More
  • Rajalaxmi Sahoo
  • 2 years ago

ମୁଖ୍ୟମନ୍ତ୍ରୀଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’, ବିଜେପି କହିଲା- ପଲିଟିକାଲ ଷ୍ଟଣ୍ଟ୍‌ ଦେଖାଇବାକୁ ଚେଷ୍ଟା କରୁଛି ବିଜେଡି

କ୍ୟାପିଟାଲ୍‌ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବାକୁ ବିଜେଡି ବ୍ୟାପକ ଆୟୋଜନ କରିଛି। More
  • Manoranjan Behera
  • 2 years ago

ତାତିରୁ ମିଳିବ ଆଶ୍ୱସ୍ତି; ୬ ରୁ ପ୍ରବଳ ବର୍ଷା..

ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦୁଇଟି ଘୂର୍ଣ୍ଣିବଳୟ ଆସିବା ସମ୍ଭାବନା ରହିଛି । More
  • Manoranjan Behera
  • 2 years ago

କାର୍‌ରେ ଉଠାଇନେଇ ନାବାଳିକାଙ୍କୁ ୪ ଦିନ ଦୁଷ୍କର୍ମ !

ନାବାଳିକାକୁ ଅପହରଣ ପରେ ୪ ଦିନ ଧରି ଅଟକ ରଖି ଦୁଷ୍କର୍ମ କରାଯାଇଥିବା ଲକ୍ ଥାନାରେ ଅଭିଯୋଗ ହୋଇଛି । More
  • Rajalaxmi Sahoo
  • 2 years ago

ଓଡ଼ିଆ ସାମ୍ବାଦିକତା ପୁରସ୍କାର-୨୦୨୨: OTV ମାଲକାନଗିରି ପ୍ରତିନିଧି ଜିତେନ୍ଦ୍ର ବେଉରା ପୁରସ୍କୃତ

ପଲ୍ଲୀବାଣୀ ମିଶନ ପକ୍ଷରୁ ଚଳିତ ବର୍ଷ ଓଡ଼ିଶାର ୭ ଜଣ ସାମ୍ବାଦିକଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ଓଟିଭିର ମାଲକାନଗିରି ଜିଲ୍ଲା ପ୍ରତିନିଧି ଜିତେନ୍ଦ୍ର ବେଉରା ଅଛନ୍ତି। More
  • Rajalaxmi Sahoo
  • 2 years ago

ପରୀକ୍ଷା ପୂର୍ବରୁ ଅଗ୍ନିପଥ ଆଶାୟୀଙ୍କୁ ମିଳିବ ମାଗଣା ଟ୍ରେନିଂ

ଯେଉଁ ଆଶାୟୀ ପ୍ରାର୍ଥୀ ଅଗ୍ନିପଥ ଯୋଜନା ପାଇଁ ଅନ୍‌ଲାଇନ୍‌ ପଞ୍ଜୀକରଣ କରିଛନ୍ତି, ସେମାନଙ୍କୁ ପରୀକ୍ଷା ପୂର୍ବରୁ ଗଜପତି ଜିଲ୍ଲା ପ୍ରଶାସନ ମାଗଣା ଟ୍ରେନିଂ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। More
  • Manoranjan Behera
  • 2 years ago

ବାତ୍ୟା ନୁହେଁ, କେବଳ ଲଘୁଚାପ ଆସୁଛି: ଉମାଶଙ୍କର ଦାଶ

ବାତ୍ୟା ସୂଚନା ନାହିଁ କି ବାତ୍ୟା ନେଇ କିଛି ଆକଳନ କରାଯାଇନି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । More
  • Manoranjan Behera
  • 2 years ago

ଅନ୍ଧବିଶ୍ୱାସରେ ଅନ୍ଧ ପରିବାର; ସମାଜ ଡରରେ ବୁଢ଼ୀମା’କୁ ତଡ଼ିଦେଲେ ପୁଅ ବୋହୂ

ଯେଉଁ ବୟସରେ ସେ ପୁଅ, ବୋହୁଙ୍କ ଠାରୁ ସେବା ପାଇଥାନ୍ତା, ସେ ବୟସରେ ସେମାନେ ତାଙ୍କୁ ଘରୁ ତଡି ଦେଇଛନ୍ତି । More
  • Chandan Shishu
  • 2 years ago

ଗୋଟିଏ ବି ସରକାରୀ ସ୍କୁଲରେ ନାହାନ୍ତି ସ୍ପେଶାଲ୍ ଏଜୁକେଟର: ରାଜ୍ୟରେ କେମିତି ପଢୁଛନ୍ତି ଦିବ୍ୟାଙ୍ଗ ଶିଶୁ?

କେନ୍ଦ୍ର ସରକାରଙ୍କ ୨୦୨୦-୨୧ ବର୍ଷ ୟୁଡିଆଇଏସ୍ଇ ପ୍ଲସ୍ ରିପୋର୍ଟର ତଥ୍ୟ ଅନୁସାରେ ରାଜ୍ୟରେ ମୋଟ୍ ୧ ଲକ୍ଷ ୩ ହଜାର ୫୮ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ନାଁ ଲେଖାଇଛନ୍ତି। More
  • Chandan Shishu
  • 2 years ago

ପୁଅର ଚିକିତ୍ସା ଲାଗି ବନ୍ଧା ପଡ଼ିଲା ରାସନ୍, ଭତ୍ତା କାର୍ଡ

ଅଣ୍ଟିରେ କାଣିକଉଡ଼ିଟିଏ ବି ନଥିବାରୁ କାନ୍ଦ କାନ୍ଦ ହୋଇ ଘରକୁ ଫେରିଆସିଲେ ମାଆ-ପୁଅ। More
  • Pramod Behera
  • 2 years ago

ବିଚାରପତିଙ୍କ ରହସ୍ୟଜନକ ମୃତ୍ୟୁ; ମୁଣ୍ଡ ଟେକୁଛି ପାରିବାରିକ ବିବାଦ

ବିବାଦର କାଠଗଡ଼ାରେ ବିଚାରପତି ସୁବାସଙ୍କ ରହସ୍ୟଜନକ ମୃତ୍ୟୁ। ପୁଅକୁ ହତ୍ୟା ଅଭିଯୋଗ ଆଣି ଥାନାକୁ ଗଲେ ବୃଦ୍ଧ ମା। କହିଲେ ଦାମ୍ପତ୍ୟ ବିବାଦରୁ ବୋହୂ ଦେଉଥିଲେ ମାନସିକ ଓ ଶାରିରୀକ ନିର୍ଯାତନା। ବୋହୂ ଓ ଶଳା ହତ୍ୟା କରିଥିବା ନେଇ ଏତଲା ପରେ ବଢ଼ିଲା ସସ୍‌ପେନ୍ସ। More
  • Pramod Behera
  • 2 years ago

ଅଜବ କଟକଣା: ପୁଅ ଝିଅ ବାହା କଲେ ଗଣିବାକୁ ହୁଏ ଅର୍ଥ ଦଣ୍ଡ

ସ୍ୱାଧୀନତାର ୭୫ ବର୍ଷ ପରେ ବି ପରାଧୀନ ଜୀବନ। ଘାରୁଛି ସମାଜର ଭୟ, କୁଳ ପକ୍ଷରୁ ଅର୍ଥତଣ୍ଡର ଡର। ୮୫ ପରିବାର ଉପରେ ୭୦ ବର୍ଷର ବାସନ୍ଦ ବୋଝ। ତାଲିବାନୀ କଟକଣା ଯୋଗୁଁ ଆଖପାଖରେ ଦେଇହେଉନି ଝିଅ, କରିହେଉନି ପୁଅ ବାହା। More
  • Pramod Behera
  • 2 years ago

ଟିମ୍ ଇଣ୍ଡିଆର ଟ୍ରମ୍ପ୍ କାର୍ଡ ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା!

ଏକଦା ଟିମ୍ ଇଣ୍ଡିଆ ପାଇଁ ଏକପ୍ରକାର ଅଲୋଡ଼ା ହୋଇଯାଇଥିବା ଅଲ୍ଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଏତେ ଲୋଡ଼ା ପଡ଼ିଲେଣି କାହିଁକି? ତାଙ୍କ ବିନା ଚୂଡ଼ାନ୍ତ ଏକାଦଶ ମଜଭୁତ ହୋଇ ପାରୁନି କି? ଟି-୨୦ ବିଶ୍ୱକପ୍ ୨୦୨୨ ରେ ସେ ଟିମ୍ ପାଇଁ ଟ୍ରମ୍ପ୍ କାର୍ଡ ସାବ୍ୟସ୍ତ ହେବେ କି? ହୋଇପାରନ୍ତି କି ଭାରତୀୟ ଟିମ୍ର ଉପ-ଅଧିନାୟକ? ଜାଣିବା ପାଇଁ ପଢନ୍ତୁ… More