ଆନିମଲ ୱେଲଫେୟାର ବୋର୍ଡ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ, ମୁମ୍ବାଇ, ଚଣ୍ଡିଗଡ, ବେଙ୍ଗାଲୁରୁ, କୋଚି ଭଳି ଅନେକ ସହରରେ ପେଟ୍ ଆନିମଲ ଗାଇଡଲାଇନସ କାର୍ଯ୍ୟକାରୀ ହେଉଛି । ଏସବୁ ସହରର ପ୍ରଚଳିତ ନିୟମକୁ ନେଇ ମଧ୍ୟ ସମୀକ୍ଷା କରୁଛି ବିଏମ୍ସି ।
ମନ ଛୁଇଁଲା ଲେଜର ସୋ ଓ କଟକ ଇନ୍ କଟକ ଥିମ୍ । ପାଣି ବୋତଲରେ କ୍ୟୁଆର କୋଡ୍ ଯୋଜନା ଫେଲ୍ ।
ଅଫତାବକୁ ଫାଶିଦଣ୍ଡ ଦାବି କଲେ ଆଇନଜୀବୀ ।
ଚାଷୀଙ୍କୁ ଫସଲ ବୀମା ମିଳିବାରେ ବିଳମ୍ବ ପାଇଁ ସେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ବୀମା ଯୋଜନା କାର୍ଯ୍ୟକାରୀ ପାଇଁ ଟେଣ୍ଡର ଜାରି କରିବା, ବୀମା କମ୍ପାନୀଙ୍କୁ କ୍ଲଷ୍ଟର ଅଫ୍ ଡିଷ୍ଟ୍ରି ପ୍ରଦାନ କରିବା, ପ୍ରିମିୟମ୍ ରେଟ୍ର ଚୁକ୍ତି କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ଦର୍ଶାଇଛନ୍ତି ତୋମାର ।
୧୦୮କୁ ଦୈନିକ ଆସୁଛି ୭ ଶହରୁ ଅଧିକ ଫେକ୍ କଲ । ଏତଲା ସତ୍ତ୍ୱେ ଆକ୍ସନ ଶୂନ, ଚିନ୍ତାରେ ହେଲ୍ପ ଲାଇନ କର୍ମଚାରୀ ।
୫ ଗିରଫ, ୩ କୋର୍ଟ ଚାଲାଣ, ୨ ଗଲେ ସୁଧାର ଗୃହ । ଦେଖଣାହାରୀ ଝିଅ ବିରୁଦ୍ଧରେ ବି ହେବ କାଯର୍ୟାନୁଷ୍ଠାନ ।
ସବୁ ଦଳ ମୈଦାନକୁ ନିଜ ନିଜର ଯୋଦ୍ଧା ଓହ୍ଲାଇଛନ୍ତି । ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୨୧ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ତା’ପରେ ଜୋରଦାର ହେବ ପ୍ରଚାର ।
କାରକୁ ଜାଣିଶୁଣି କେହି ଲୁଚାଇବାରେ ସହଯୋଗ କରୁଥିଲେ ତାଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟଙ୍କ ଜରିଆରେ ପ୍ରକ୍ରିୟା ଆରମ୍ଭ କରିଛି ଇଡି ।
ଖୁବ୍ଶୀଘ୍ର ଏଲ୍ପିଜି ସିଲିଣ୍ତରରେ ବି ଲଗାଯିବ କ୍ୟୁ ଆର୍ କୋଡ୍ । ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ।
EMI ଋଣ ସଠିକ୍ ଟାଇମ୍ରେ ନଦେଲେ ତାହା ଆପଣଙ୍କୁ ଭବିଷ୍ୟତରେ ମହଙ୍ଗା ସାବ୍ୟସ୍ତ ହୋଇପାରେ ।
କିଛି ଯୁବକ ଖୁବ୍ ଚେଷ୍ଟା କରିଥିଲେ ଷଣ୍ଢକୁ ସେହି କଷ୍ଟରୁ ରକ୍ଷା କରିବା ପାଇଁ । କିନ୍ତୁ ତାହା ଏତେ ସହଜ ନଥିଲା ।
ଲାଇଟ୍ ସବୁ ଘୋଡା ହେବା ପଛର ସତ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ କହିବେ ଲାଇଟ୍ ପାଇଁ ଆମେ ଦିନେ ଉପବାସରେ ରହିବା ।
ଆଇନଜୀବୀଙ୍କ ପାଇଁ ଆଜି ରାସ୍ତା କଡରେ ଏମିତି ବସି କଇଁ କଇଁ କାନ୍ଦୁଛନ୍ତି ସେହି ବୁଢୀ ମାଆ ।
CISF ରେ ମୋଟ୍ ୭୮୭ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାଣନ୍ତୁ କେବେଠୁ କରିବେ ଆବେଦନ ।
ଟିଡିପି ନେତାଙ୍କୁ ମରଣାନ୍ତକ ଆକ୍ରମଣ ! ନେତାଙ୍କ ଘରକୁ ପୂଜକ ବେଶରେ ଆସି ଆକ୍ରମଣ କଲା ଦୁର୍ବୃତ୍ତ ।
୧୯୮୨ ମସିହାରେ ସ୍ଥାପିତ ଏହି ହାଇସ୍କୁଲ ୧୯୯୪ ମସିହାରେ ସରକାରୀ ଅନୁଦାନ ପାଇଥିଲା ।
ମହିଳାମାନେ ଚିତ୍କାର କରୁଥିଲେ . .ହେଲେ ସ୍ୱାସ୍ଥ୍ୟକର୍ମୀଙ୍କ କାନକୁ ସେ ଚିତ୍କାର ଓ କାନ୍ଦଣା ଶୁଭୁ ନଥିଲା . .
ଯୁବଗୋଷ୍ଠୀଙ୍କ ପାଇଁ ଖୁସି ଖବର । ଦେଶରେ ୬୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ସୂଚନା ଦେଲେ ଆଇଟି ମନ୍ତ୍ରୀ ।
ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି ।
ଆଜିକାଲି ସ୍ପାମ୍ କଲ୍(Spam Calls)କୁ ନେଇ ସମସ୍ତେ ଚିନ୍ତିତ। କାରଣ ଅଜଣା ନମ୍ବରରୁ ଏତେ କଲ୍ ଆସୁଛି ଯେ, ଏଥିପାଇଁ ଅଯଥାରେ ୟୁଜର୍ସଙ୍କୁ ଟେନ୍ସନ୍ ନେବାକୁ ପଡ଼ୁଛି। ଅନେକ ପ୍ରଚେଷ୍ଟା ସତ୍ତ୍ୱେ ମଧ୍ୟ ଏଭଳି କଲ୍ ଉପରେ କୌଣସି ଲଗାମ ଲଗାଯାଇ ପାରୁ ନାହିଁ।
ନୈଋତ ମୁହାଁ ଘର ବା ଜମି ଅନେକ କ୍ଷତି ଆଣିପାରେ। ଆସନ୍ତୁ ଜାଣିବା କାହାକୁ କୁହାଯାଏ ନୈଋତ ମୁହାଁ ଘର ବା ଜମି। ଏନେଇ କ’ଣ ରହିଛି ବାସ୍ତୁ ସିଦ୍ଧାନ୍ତ, ଦୋଷ ଓ ପ୍ରତିକାର।
ରାଜ୍ୟ ସରକାର ନିୟମ ପାଳନ କରିନଥିବାରୁ ବୀମା ମିଳିବାରେ ଡେରି
ଶ୍ରଦ୍ଧାଙ୍କ ବ୍ୟତୀତ ଅଫତାବ୍ର ଅନ୍ୟ ଗର୍ଲପ୍ରେଣ୍ଡ୍ସ୍ଙ୍କ ସମ୍ପର୍କରେ ପୋଲିସ୍ ଜାଣିବାକୁ ପାଇଛି। ଖାଲି ଏତିକି ନୁହେଁ ଯାଞ୍ଚ ବେଳେ ଜଣାପଡ଼ିଛି ଯେ, କିଛି ଦିନ ମଧ୍ୟରେ ଅଫତାବ୍ ଅନେକ ସିମ୍ର ବ୍ୟବହାର କରିଥିଲା ଓ ବାରମ୍ବାର ଏହାକୁ ବଦଳାଉ ଥିଲା।
ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ MD ପକ୍ଷରୁ ସୂଚନା ଦିଆଯାଇଛି ।
ଆପଣଙ୍କ ଆଧାରକୁ ବ୍ୟବହାର କରି ଅନ୍ୟ କେହି ସିମ୍ କାର୍ଡ ବ୍ୟବହାର କରୁନାହାନ୍ତି ତ ? ଏହା ଜାଣିବା ପାଇଁ ସରକାର ଏକ ପୋର୍ଟାଲ ପ୍ରସ୍ତୁତ କରିଛନ୍ତି।