ଟଙ୍କା ପାଇଁ ସ୍ୱାମୀ ପର ହୋଇଗଲା । ତିନି ପିଲାଙ୍କୁ ଛାଡ଼ି ପ୍ରେମୀ ସହ ଫେରାର ମାରିଲେ ମହିଳା ।
ଅଭିନେତା ଆମିର ଖାନଙ୍କ ଝିଅ ଆଇରା ଖାନଙ୍କ ତାଙ୍କ ପ୍ରେମିକ ନୁପୁର ଶିଖରଙ୍କ ସହ ନିର୍ବନ୍ଧ ହୋଇଯାଇଛି। ସେ ତାଙ୍କ ଇନଷ୍ଟା ଆକାଉଣ୍ଟରେ ଏହାର ଫଟୋ ଶେୟାର କରିଛନ୍ତି।
ଦୁଇ ଦିନ ଭିତରେ ସରକାର ନିଷ୍ପତ୍ତି ନନେଲେ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ମାଟ୍ରିକ ସମ୍ମେଟିଭ ଓ୍ୱାନ ପରୀକ୍ଷାକୁ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛି ସଂଘ ।
ଠାକୁରଙ୍କ ସାମ୍ନାରେ ହାଣ୍ଡି ହାଣ୍ଡି ଭୋଗରାଗ ସଜେଇ ରଖାଯାଇଥାଏ । ଧାଡ଼ିକି ଧାଡ଼ି ବିମାନ ଦଣ୍ଡାୟମାନ ।
ସାରା ରାତି ଅପେକ୍ଷା କରିବା ପରେ ମିଳୁଛି ଟିକେଟ୍ ।
‘ମିଷ୍ଟର ଦତ୍ତା(Mr. Dutta) ବଦଳରେ ସମ୍ପୃକ୍ତ ବ୍ୟଙ୍କିଙ୍କ ନାଁ ରାସନ୍ କାର୍ଡରେ ‘କୁତ୍ତା’ ଲେଖା ଯାଇଥିଲା। ଏହାପରେ ଡ୍ରାମା ଆରମ୍ଭ ହୋଇଯାଇଥିଲା ଓ ବ୍ୟକ୍ତି ଜଣକ ଅଭିନବ ପ୍ରତିବାଦ କରିଥିଲେ।
କେବଳ ରାନ୍ଧୁଣୀ ନୁହେଁ, ବିଭିନ୍ନ ସମୟରେ ଜଣେ ସାର ଆସି ବି ମାଡ଼ ମାରୁଛନ୍ତି ।
ବାର କାଉନ୍ସିଲ୍ ଅଫ ଇଣ୍ଡିଆର କାର୍ଯ୍ୟକ୍ରମରେ କହିଲେ CJI । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ ଚନ୍ଦ୍ରଚୂଡ଼ ।
ମଞ୍ଚରେ ହେ ନବୀନ ବାବୁ ଆମେ ତମ ଫ୍ୟାନ ଗୀତ ପରିବେଷଣ ପ୍ରସଙ୍ଗକୁ ରାଜନୀତି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।
କତାରରେ ଫିଫା ବିଶ୍ୱକପ୍-୨୦୨୨ ଫିଭର, ରହିବା ପାଇଁ ଲଗଜୁରୀ କ୍ରୁଜ୍ ବ୍ୟବସ୍ଥା
ଶ୍ରୀ ଲିଙ୍ଗରାଜ ମନ୍ଦିର ସେବାୟତ ନବକୁମାର ନାୟକଙ୍କୁ ଛୁରାମାଡ ହୋଇଥିବା ଅଭିଯୋଗ ହୋଇଛି। ଭାଇ ସୋମନାଥ ନାୟକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଭାଇଚାରାର ବଡ଼ ଉଦାହରଣ ! ନିର୍ବାଚନ ହାରିଯାଇଛନ୍ତି, ତଥାପି ପରାଜିତ ପ୍ରାର୍ଥୀଙ୍କୁ ସମ୍ମାନିତ କରାଯାଇଛି ।
ଶନିବାର ଦିନ ପୂର୍ବ ଦିଲ୍ଲୀ ସ୍ଥିତ କମନ୍ୱେଲଥ୍ ଗେମ୍ସ(CWG) ଭିଲେଜ୍ ପ୍ଲାଟ୍ରୁ ଝୁଲନ୍ତା ଅବସ୍ଥାରେ ଅମିତ ଜୈନଙ୍କ ମୃତଦେହ ମିଳିଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
୭୮ ବର୍ଷ ବୟସରେ ହୃଦଘାତରେ ପରଲୋକ, କିଛି ଦିନ ତଳେ ମେଡିକାଲରେ ଭର୍ତ୍ତି ହୋଇଥିଲେ
ରାଜ୍ୟରେ ସ୍ୱାସ୍ଥ୍ୟ ସେବା ପାଇଁ ୨ ହଜାର ପଦବୀ ରାଜ୍ୟ ସରକାର ସୃଷ୍ଟି କରିଛନ୍ତି। ସମସ୍ତ ୩୦ ଜିଲ୍ଲା ପାଇଁ ଗ୍ରୁପ୍ ଏ ରାଙ୍କ୍ର ୨ ହଜାର ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର(LTRMO) ପଦବୀ ସୃଷ୍ଟି କରାଯାଇଛି।
ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ଜିତିଲେ ବ୍ରୋଞ୍ଜ ପଦକ
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଦଳ । ବର୍ଷା ଯୋଗୁଁ ବାତିଲ ହୋଇଥିଲା ପ୍ରଥମ ମ୍ୟାଚ୍ ।
ବାପା ପିଲାଙ୍କ ପାଇଁ କ’ଣ ଯେ ନକରନ୍ତି . . . ଏହି ଘଟଣାକୁ ସ୍ପଷ୍ଟ ହୋଇଯାଇଛି ।
ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ମାଙ୍ଗାଲୁରୁ ପୋଲିସ୍ ମୁଖ୍ୟ ଏନ୍ ଶଶିକୁମାର କହିଛନ୍ତି। ଘଟଣା ପରେ ଅଟୋ ଡ୍ରାଇଭର ଓ ଜଣେ ଯାତ୍ରୀ ଆହତ ହୋଇଛନ୍ତି।
ପୂର୍ବରୁ ବଲିଉଡ୍ କୁଇନ୍ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ମଧ୍ୟ ସଚଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କଙ୍ଗନାଙ୍କ ନାମ ଇଣ୍ଡଷ୍ଟ୍ରିର ସବୁଠାରୁ ବିନ୍ଦାସ୍ ଅଭିନେତ୍ରୀମାନଙ୍କ ତାଲିକାରେ ରହିଛି ।
ଗତ ୪ ଦିନ ହେଲା କୋରାପୁଟରେ ପ୍ରବଳ ଶୀତ ଅନୁଭୁତ ହେଉଛି । ସେମିଳିଗୁଡା ସମେତ ସମଗ୍ର କୋରାପୁଟ ଜିଲ୍ଲା ଶୀତରେ ଥରୁଛି ।
ଶୀତଋତୁରେ ଚର୍ମ ଏବଂ କେଶ ଶୁଷ୍କ ଓ ରୁକ୍ଷ ହୋଇ କୁଣ୍ଡାଇ ହେବା, ଫାଟିବା, କେଶ ଝଡିବା ଓ ରୁପିହେବା ଆଦି ସମସ୍ୟା ଦେଖାଯାଏ। ଆମର ଦୈନନ୍ଦିନ ଜୀବନଶୈଳୀରେ କେତୋଟି ଅତି ସାଧାରଣ ପରିବର୍ତ୍ତନ ଆମକୁ ଏସବୁ ସମସ୍ୟାରୁ ରକ୍ଷା କରିପାରିବ। ଆସନ୍ତୁ ଜାଣିବା…
ହିନ୍ଦୁ ଧର୍ମର ଅନେକ ଦେବତାମାନଙ୍କ ମଧ୍ୟରୁ ଭୈରବନାଥଙ୍କ ପ୍ରସାଦଙ୍କୁ ଅନନ୍ୟ ବିବେଚନା କରାଯାଏ। କାରଣ ତାଙ୍କୁ ଦିଆଯାଇଥିବା ଭୋଗ ବା ପ୍ରସାଦ ଅନ୍ୟ ଦେବତାମାନଙ୍କଠାରୁ ଖୁବ ଭିନ୍ନ। ଏଠି ୬୦ ପ୍ରକାରର ସିଗାରେଟ୍ ପ୍ୟାକେଟ୍, ୪୦ ପ୍ରକାରର ମଦ ଭୋଗ କରାଯାଏ।