ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ MD ପକ୍ଷରୁ ସୂଚନା ଦିଆଯାଇଛି ।
ଆପଣଙ୍କ ଆଧାରକୁ ବ୍ୟବହାର କରି ଅନ୍ୟ କେହି ସିମ୍ କାର୍ଡ ବ୍ୟବହାର କରୁନାହାନ୍ତି ତ ? ଏହା ଜାଣିବା ପାଇଁ ସରକାର ଏକ ପୋର୍ଟାଲ ପ୍ରସ୍ତୁତ କରିଛନ୍ତି।
ଲୋକଙ୍କୁ ଯେଉଁଠି ସହାୟତା ମିଳିବା କଥା ସେଠି କିଛି ଲୋକେ ଜାଣିଶୁଣି ୧୦୮ ନମ୍ବରକୁ କଲ୍ କରି ଟେଲି କଲର୍ଙ୍କ ସହ ଇଆଡ଼ୁ ସିଆଡ଼ୁ ଗପିବା ସହ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ୍ କରୁଛନ୍ତି।
ଏଭଳି ଆଚରଣ ଯୋଗୁ ବିଶ୍ୱର ୧୦୦ କୋଟି ଯୁବବର୍ଗ ଶ୍ରବଣ ଶକ୍ତି ହରାଇବା ଜୋନକୁ ଚାଲି ଆସିଛନ୍ତି।
ପାଗଳ ପ୍ରେମିକର ଉନ୍ମତ୍ତ କାଣ୍ଡ । ପ୍ରେମିକାକୁ ମାରିଲା, ଭିଡିଓ ସୁଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କଲା ।
ଜଣେ ମହିଳାଙ୍କୁ ୪ ଜଣ ବ୍ୟକ୍ତି ହୋଟେଲ୍ରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ତାଙ୍କ ଅଭିଯୋଗରେ କହିଛନ୍ତି, ପାଣିରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା।
ଠେଲା ବାଲାର ପୁଅ ଏବେ ଜଜ୍ । ଦିନେ ବାପାଙ୍କୁ ଆଖି ସାମ୍ନାରେ ଚାପୁଡ଼ା ମାରିଥିଲା ପୋଲିସ୍, ପ୍ରତିଶୋଧ ନେବାକୁ ପୁଅ ହୋଇଗଲା ବିଚାରପତି ।
ଆଜି ମାଣବସା ଗୁରୁବାରର ଦ୍ୱିତୀୟ ପାଳି। ଏହି ଅବସରରେ ଆସନ୍ତୁ ମହାଲକ୍ଷ୍ମୀଙ୍କୁ ନେଇ ଏକ କାହାଣୀ ଉପରେ ନଜର ପକେଇନେବା।
ଅଫତାବ୍ ଯେଉଁ ଫ୍ଲାଟ୍ରେ ରହୁଥିଲା ସେହି ଫ୍ଲାଟ୍ରେ ପାଖାପାଖି ୩୦୦ ଟଙ୍କା ପାଣି ବିଲ୍ ବକେୟା ରହିଛି। ଗତ କିଛିଦିନ ହେବ ଲଗାତାର ଭାବେ ସେ ଅଧିକ ପାଣି ବ୍ୟବହାର କରୁଥିଲା।
ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଗୁରୁବାର
ନଭେମ୍ବର ୨୦ ଅଭିନେତାଙ୍କ ବିବାହ ହେବାକୁ ଥିବାବେଳେ ଏଭଳି ସ୍ଥିତିରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ନେଇ ପରିବାରଠୁ ଆରମ୍ଭ କରି ଫ୍ୟାନ୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତିତ।
ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ ହୋଇଛି। ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରି ବେଶ୍ ସୁନାମ ଅର୍ଜନ କରିଥିଲେ।
ଏଣିକି ବିମାନ ଯାତ୍ରା ବେଳେ ଆଉ ବାଧ୍ୟତାମୂଳକ ନୁହେଁ ମାସ୍କ। କରୋନା ସତର୍କତା ଭାବେ ଏବେ ଯାଏ ବିମାନ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିଲା।
ଗତ ମାସ ୧୫ ତାରିଖରେ ଅଧିକାରୀଙ୍କ ଉପରକୁ ଫାଇଲ୍ ଫୋପାଡ଼ିଥିଲେ ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ। ଏହାର ଭିଡିଓ ଭାଇରାଲ୍ ହୋଇଥିଲା।
ଅଜବ ଛେଳି ଛୁଆର ଜନ୍ମ। ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଛେଳିଟି ମାନବ ଚେହେରା ଥିବା ପିଲା ଜନ୍ମ ଦେଇଛି। ଲୋକେ ଏହାକୁ ଚମତ୍କାର ଭାବୁଛନ୍ତି।
ପୂର୍ବରୁ ଘଟଣାକୁ ନେଇ ଇନଫୋସିଟି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଅନୁଧ୍ୟାନ ପାଇଁ ପହଁଚିଥିଲା ପୋଲିସ।
ରୋଚକ କଥା ହେଉଛି, ଫାଇଲ୍ ଫିଙ୍ଗା ଘଟଣା ଠିକ୍ ମାସକ ପରେ ଅର୍ଥାତ୍ ଗତକାଲି ନଭେମ୍ବର ୧୫ରେ ଆସିଛି ସମ୍ପୃକ୍ତ ନିର୍ବାହୀ ଅଧିକାରୀଙ୍କର ବଦଳି ଅର୍ଡର୍।
ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ ବୋଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ମୋଦି ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଯାହା କହିଥିଲେ ତାଙ୍କ ଉକ୍ତିରେ ଏକରକମ ମୋହର ମାରିଛି ଜି-୨୦ ।
ଆଲୋଚନା ଚକ୍ରରେ ଭାଗ ନେଇ ନିଜର ମତ ରଖିଥିଲେ ଓଡ଼ିଶା ଟେଲିଭିଜନ୍ ନେଟଓ୍ୱର୍କର ବିଜିନେସ ଡେଭଲପମେଣ୍ଟ ଅଫିସର ଲିତିଶା ପଣ୍ଡା।
କେନ୍ଦ୍ର କୃଷିମନ୍ତ୍ରୀ ତୋମାରଙ୍କୁ ଭେଟିଲେ ଧର୍ମେନ୍ଦ୍ର ।
ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ନବୀନଙ୍କ ପ୍ରତିଶ୍ରୁତି । ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଘୋଷଣା ପାଇଁ ନିଷ୍ପତ୍ତି ।
୧୦ ମାସ ଗର୍ଭରେ ଧରି ଯାହାକୁ ଜନ୍ମ ଦେଇଥିଲା, ତାହାର ଜୀବନ ଯେତେବେଳେ ଗଲା ସେତେବେଳେ ମାଆର ଅବସ୍ଥା କଣ ହେଉଥିବ ଥରେ ଚିନ୍ତା କରନ୍ତୁ ।
ପିଲାଟି ଦିନରୁ ପାଠ ଓ ଖେଳକୁଦରେ ପ୍ରବଳ ରୁଚି ଥିଲା । ହେଲେ ଦୈବ ଏମିତି ଦୁଃଖ ଅଜାଡି ଦେଲା ଯେ, ଅଭିଜିତ୍ର କଷ୍ଟ ଯିଏ ଦେଖୁଛି ସିଏ କହୁଛି ଭଗବାନ ଏମିତି ଦୁଃଖ କାହାକୁ ନଦିଅନ୍ତୁ ।
ଶିଳ୍ପ ସଂସ୍ଥାରେ ଓଡିଆ ଯୁବକ ଯୁବତୀ ଚାକିରି ପାଉନଥିବା ଅଭିଯୋଗ କରିଛି ସଂଘ।