ଟ୍ୱିଟର ଏବଂ ମେଟା ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ହଟେଇଦେଇଛନ୍ତି। ଉଭୟ କମ୍ପାନୀ ଅର୍ଥନୀତିର ମାନ୍ଦାବସ୍ଥାକୁ ଭୟ କରି ସେମାନଙ୍କ କର୍ମଚାରୀଙ୍କୁ ତଡି ଦେଉଛନ୍ତି। ଏହାରି ଭିତରେ ଭାରତୀୟଙ୍କ ପାଇଁ ଆସିଛି ଖୁସି ଖବର। ଏହି କମ୍ପାନୀ ସେମାନଙ୍କୁ ଚାକିରି ଦେବାକୁ ପ୍ରସ୍ତୁତ ଅଛି।
ଏହି ଘଟଣାରେ ମୋଟ୍ ୧୨ଜଣ ଅଭିଯୁକ୍ତ ଛାତ୍ରଙ୍କ ମଧ୍ୟରୁ ଆଠ ଜଣଙ୍କୁ ଗିରଫ କରାଯାଇଛି
ବର୍ତ୍ତମାନ ସରକାର 'ବ୍ଲୁ ଆଧାର କାର୍ଡ' ବା ବାଲ୍ ଆଧାର କାର୍ଡ’ ଆରମ୍ଭ କରିଛନ୍ତି। ଏହାକୁ ୫ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଆବେଦନ କରାଯିବ। ଏହାକୁ କିପରି କରିବେ ଆବେଦନ ଆସନ୍ତୁ ଜାଣିବା।
ଘରୁ ଅଧିକ ଟଙ୍କା ପଇସା ନମିଳିବାରୁ ଡକାୟତଙ୍କ ନାରକୀୟ କାଣ୍ଡ ।
ନିଜ କର୍ତ୍ତବ୍ୟ ନିଷ୍ଠା ଓ ସାହସିକତା ପାଇଁ ଓଡ଼ିଶାରେ ଘରେ ଘରେ ପରିଚିତ ଥିଲେ ଅରିନ୍ଦମ।
ପ୍ରଥମେ ଭଲ ପାଇବା, ପରେ ଗର୍ଲଫ୍ରେଣ୍ଡ୍ ସହ ଲିଭ-ଇନ୍ରେ ରହିବାର କିଛି ଦିନ ପରେ ପିସ୍ ପିସ୍ କରି ୩୫ ଖଣ୍ଡ କଲା ପ୍ରେମିକ। ଦିଲ୍ଲୀରେ ଜଣେ ଯୁବକଙ୍କ ଏଭଳି ବର୍ବରକାଣ୍ଡକୁ ନେଇ ସାରା ଦେଶରେ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ସୁରକ୍ଷିତ ଭବିଷ୍ୟତ ପାଇଁ ଏହି ଯୋଜନାରେ ବିନିଯୋଗ କରନ୍ତୁ . . .
ସାମାନ୍ୟ ଗୋଟିଏ ବିଅର ବଟଲର ଦାମ୍ ଏତେ ଟଙ୍କା ହେବାର କାରଣ କଣ ?
ଅର୍ଟିଜିମ୍ ରୋଗରେ ପୀଡ଼ିତ ହୋଇ ମଧ୍ୟ ନିଜର ସନ୍ତରଣ କଳା ପାଇଁ ୧୪ ବର୍ଷର ଝିଅ ଜିଆ ରଏ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଳଟିଛନ୍ତି। ଜିଆ ଏବେ ଚିଲିକା ନୀଳ ଜଳରାଶିରେ ସାଜିଛନ୍ତି ଜଳପରୀ।
ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଯୁବକ ଜଣକ ପ୍ରେମିକାକୁ ହତ୍ୟା କରି ଶରୀରକୁ ୩୫ ଖଣ୍ଡ କରି ଏହାକୁ ଫ୍ରିଜ୍ରେ ରଖିଥିଲା। ପରେ ଏହାକୁ ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା।
ମୋବାଇଲ୍ ହଜିଗଲେ କିମ୍ବା ଚୋରି ହୋଇଗଲେ . . .କିପରି ଫେରିପାଇବେ . . .
ସ୍ଥିର ରହିଛି ସୁନା ଦର । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଗତକାଲି ସୁନା ଦର ସହ ଆଜି ମଧ୍ୟ ମୂଲ୍ୟ ସମାନ ରହିଛି ।
ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରରେ ୪ଟି ସ୍ଥାନ ସମେତ ମୋଟ ୮ଟି ସ୍ଥାନରେ ଏହି ରେଡ୍ ହୋଇଛି।
ବିଷାକ୍ତ ଜୀବ କଥା ପଡିଲେ ମନକୁ ସାପର ଚିତ୍ର ଚାଲିଆସେ। ଆପଣ କେବେ ଭାବିପାରୁଛନ୍ତି କି ବେଙ୍ଗ ବି ବିଷାକ୍ତ ହୋଇପାରେ! ହଁ, ଦୁନିଆରେ ଏମିତି ବି ବେଙ୍ଗ ଅଛନ୍ତି ଯେଉଁମାନଙ୍କୁ ଛୁଇଁଲେ ଚାଲିଯିବ ପ୍ରାଣ।
ଭାରତରେ ଅନେକ ସରକାରୀ ଚାକିରିରେ ଶରୀର ଉପରେ ଟାଟୁ କରିବା ନିଷେଧ। ଯଦି ଆପଣ ଏକ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣଙ୍କୁ ହୁଏତ ଆପଣଙ୍କର ଏହି ସୌକ୍କୁ ବାଧା ଦେବାକୁ ପଡିବ।
ରାଜସ୍ଥାନରେ ଉଦୟପୁର ଅହମଦାବାଦ ରେଲ୍ୱେ ଟ୍ରାକ୍ ଉଡ଼ାଇବାକୁ ହୋଇଥିଲା ଆତଙ୍କୀ ଷଡ଼ଯନ୍ତ୍ର। ପୋଲିସ୍ ସୂଚନା ଅନୁସାରେ, ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ଏହି ବିସ୍ଫୋରଣ ପଛର ଉଦ୍ଦେଶ୍ୟ ଥିଲା।
ନେତାଙ୍କୁ କୋଣ ଠେସା କରିବାଟା ଠିକ୍ ହେଲାନି ବୋଲି କହିଲେ ସମର୍ଥକ
ସତରେ ଏମିତି ଏକ ସମୟରେ ଏହି ଦୃଶ୍ୟ ସମସ୍ତଙ୍କୁ ପ୍ରେରଣା ଦେବ ନିଶ୍ଚୟ । ବାପା ପ୍ରତି ପୁଅର କର୍ତ୍ତବ୍ୟ କଣ, ଆମ ସଂସ୍କୃତି ଓ ପରମ୍ପରା କଣ ତାହା ଏହାହିଁ ପ୍ରମାଣିତ କରୁଛି ।
ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା(Sania Mirza) ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକ(Shoaib Malik)ଙ୍କ ବୈବାହିକ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏସବୁ ଭିତରେ ଶୋଏବଙ୍କ ଏକ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି।
ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
କଥାରେ ଅଛି, ଚୋର ଯେତେ ଚାଲାକି ହେଲେ ମଧ୍ୟ ଛୋଟ ଭୁଲ୍ ଧରାପକାଇ ଦେଇଥାଏ। ଏଭଳି କିଛି ଘଟିଛି ୭ ଯାତ୍ରୀଙ୍କ ସହ। ଆଉ ହାତରୁ ଚାଲି ଯାଇଛି କୋଟି କୋଟି ଟଙ୍କା।
ତୁର୍କୀର ଅନ୍ୟତମ ପ୍ରମୁଖ ସହର ଇସ୍ତାନବୁଲ୍ରେ ଭୟଙ୍କର ବିସ୍ଫୋରଣ ହୋଇଛି। ଗତକାଲି ବ୍ୟସ୍ତବହୁଳ ସଡ଼କରେ ଏହି ବିସ୍ଫୋରଣ ଘଟିଛି।
୨୪ ଘଣ୍ଟା ଭିତରେ ଫ୍ରାଏଡଙ୍କ ସମ୍ପତ୍ତି ମୂଲ୍ୟ ୯୬ ପ୍ରତିଶତ ହ୍ରାସ ପାଇଛି।