ଜାତିସଂଘ ପକ୍ଷରୁ ଆକଳନ ରିପୋର୍ଟରେ ପ୍ରକାଶ, ନଭେମ୍ବର ୧୫ରେ ବିଶ୍ୱ ଜନସଂଖ୍ୟା ୮ଶହ କୋଟି ଟପିବ
୧୦ ମହଲାରୁ ଡେଇଁ ଓଡ଼ିଆ RAW ଅଫିସର୍ଙ୍କ ଆତ୍ମହତ୍ୟା
କେମିତି କରିବେ ନେଟଫ୍ଲିକ୍ସ (Netflix) ଆକ୍ଟିଭେଟ୍ . . .ଜାଣି ନିଅନ୍ତୁ ଉପାୟ . .
ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ରାସ୍ତାରେ କୁକୁର ମଳତ୍ୟାଗ କଲେ ତାକୁ ସଫା କରିବା ଦାୟିତ୍ୱ ବି କୁକୁର ମାଲିକଙ୍କର
ଏକାଦଶ ଓ ଦ୍ୱାଦଶ ଶ୍ରେଣୀରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଜେଇଇ ଓ ନିଟ୍ ପାଇଁ କୋଚିଂ
ପୁଣି ଜଣେ ବୃଦ୍ଧ ସାଇବର ଠକେଇର ଶିକାର ହୋଇ ଅବସର ପରେ ମିଳିଥିବା ଜମାପୁଞ୍ଜି ହରାଇଛନ୍ତି ।
ଗତ ବର୍ଷକ ମଧ୍ୟରେ କମ୍ପାନୀ ଲାଭ କରିନଥିବା ସୂଚନା, ଛଟେଇ କର୍ମଚାରୀଙ୍କ ସଂଖ୍ୟା ମୋଟ ସଂଖ୍ୟାର ୧ ପ୍ରତିଶତ
ଇଣ୍ଡୋନେସିଆ ବାଲିରେ ୨ଦିନ ଧରି ଆୟୋଜିତ ହେବ ଜି-୨୦ ବୈଠକ (G20 Bali summit)
ଆଜିକାଲି ପ୍ରାୟ କ୍ଷେତ୍ରରେ ଅନ୍ଲାଇନ୍ ସାକ୍ଷାତକାର ଚାଲିଛି। ଏହା ଏକ ନୂଆ ଧାରା ହୋଇଥିବାରୁ ଅନେକ ଏଥିରେ ସହଜ ମନେକରନ୍ତି ନାହିଁ। ଆପଣ ଯଦି ଏମିତି କିଛି ଦ୍ୱନ୍ଦ୍ୱରେ ଅଛନ୍ତି ତେବେ ଆପଣଙ୍କ ପାଇଁ କେତେକ ଟିପ୍ସ।
ପୂର୍ବତନ ବିଶ୍ୱ ନମ୍ବର-୧ ଡବଲ୍ସ ତାରକା ସାନିଆ ମିର୍ଜା ତାଙ୍କ ନାମରେ ଅନେକ ଟାଇଟଲ୍ ଜିତିଛନ୍ତି। ତାଙ୍କ ନାମରେ ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ୍ ଅଛି। ଅନେକ କିମ୍ବଦନ୍ତୀ ଖେଳାଳିଙ୍କୁ ପରାସ୍ତ କରିଥିବା ଏହି ଟେନିସ୍ ସେନ୍ସେସ୍ ଅନେକ ବିବାଦରେ ମଧ୍ୟ ଛନ୍ଦି ହୋଇଛନ୍ତି। ଆସନ୍ତୁ ଜାଣିବା…
ରାଷ୍ଟ୍ରପତିଙ୍କ ପ୍ରତି ମନ୍ତ୍ରୀ ଅଖିଳ ଗିରିଙ୍କ ମନ୍ତବ୍ୟର ବିରୋଧ କରି ଆଜି ବିଜେପି ବିଧାୟକମାନେ କୋଲକାତାରେ ରାଜଭବନ ଆଗରେ ପ୍ରତିବାଦ ଶୋଭାଯାତ୍ରା କରିଥିଲେ ।
ନାତି-ନାତୁଣୀଙ୍କ ମୁହଁରେ ଆହାର ଦେଇ ପାଳି ପୋଷି ଆସୁଥିଲେ କିନ୍ତୁ ଏଇ ୩ ମାସ ତଳେ ଆଇଙ୍କ ମୃତ୍ୟୁ ପରେ ଅନାଥରୁ ସମ୍ପୂର୍ଣ୍ଣ ଅସହାୟ ପାଲଟି ଯାଇଛନ୍ତି ତିନି ଭାଇ-ଭଉଣୀ ।
ସ୍ୱର୍ଗତ ବିଜୟରଞ୍ଜନଙ୍କ ବଡ଼ଝିଅ ବର୍ଷାଙ୍କୁ ପଦ୍ମପୁର ପ୍ରାର୍ଥୀ କଲା ବିଜେଡି । ଆନ୍ଦୋଳନରତ ଚାଷୀଙ୍କ ଅନୁରୋଧରେ ପ୍ରଦୀପ ଭରିଲେନି ପ୍ରାର୍ଥୀପତ୍ର ।
ହତ୍ୟା ପରେ ୩୫ ଖଣ୍ଡ କରି ଫିଙ୍ଗିଦେଲା ବୟଫ୍ରେଣ୍ଡ । ଲିଭ୍ ଇନ୍ରେ ଥିବା ପ୍ରେମିକାକୁ ମାରି ୩୫ ଖଣ୍ଡ କଲା ବୟଫ୍ରେଣ୍ଡ ।
NALCO ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର, ଡେପୁଟି ମ୍ୟାନେଜର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ଖବର ଦେଖି ତୁରନ୍ତ ଆବେଦନ କରନ୍ତୁ।
ବାର ଦେଖି ପିନ୍ଧୁଥିଲେ ଦାମୀ ଘଣ୍ଟା, ରୁପା ଗ୍ଳାସରେ ପିଉଥିଲେ ପାଣି...ସମୁଦି ଘରୁ ଜବତ ହେଲା ୨୫ଲକ୍ଷ...
ଓଟିଭି ଇଂଲିଶ ଚ୍ୟାନେଲକୁ ୟୁଟ୍ୟୁବ ପକ୍ଷରୁ ସିଲଭର ପ୍ଲେ ବଟନ୍ ପୁରସ୍କାର ପ୍ରଦାନ କରାଯାଇଛି
ଜାନୁଆରୀ ୨୦୨୩ରେ ଏହି ମହଙ୍ଗା ଭତ୍ତା ଲାଗୁ ହୋଇପାରେ । କିନ୍ତୁ ଏନେଇ ମାର୍ଚ୍ଚ ମାସ ହୋଲି ସମୟରେ ଘୋଷଣା ହେବ ।
ଆନ୍ଦୋଳନକାରୀ ଓକିଲଙ୍କ ଆୟର ଉତ୍ସକୁ ବନ୍ଦ କରିଦିଆଯିବ । ଆନ୍ଦୋଳନ ଯୋଗୁ ଲୋକେ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି ।
ଇଂଲଣ୍ଡ ଟିମ୍କୁ ଅଭିନନ୍ଦନ ଜଣାଇ ପରେ ପାକିସ୍ତାନୀ ଟିମ୍ର ପ୍ରଶଂସକମାନେ ଅଦନାନ୍ ସାମିଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି। ମାମଲା ଏତେ ବଢିଯାଇଛି ଯେ ଅଦନାନ୍ ପାକିସ୍ତାନର ସତ୍ୟକୁ ଶୀଘ୍ର ବିଶ୍ୱ ସାମ୍ନାକୁ ଆଣିବା ନେଇ କହିଛନ୍ତି।
ଶିକ୍ଷାର ମନ୍ଦିରରେ ପିଲାଙ୍କ ଉପରେ ଅତ୍ୟାଚାର । ମଧ୍ୟାହ୍ନ ଭୋଜନ ନେଇ ଅଭିଯୋଗ କରିବା ପରେ ଛାତ୍ରଙ୍କ ହାତ ଭାଙ୍ଗିଦେଲେ . . .
ଡିସେମ୍ବର ୫ ତାରିଖରେ ପଦ୍ମପୁର ପାଇଁ ହେବ ଉପନିର୍ବାଚନ, ୮ ତାରିଖରେ ହେବ ଗଣତି ।