• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Police detain woman & her first husband on charges of killing her second husband in Balasore
ପୂର୍ବ ସ୍ୱାମୀ ସହ ମିଶି ଦ୍ୱିତୀୟ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ପୂର୍ବ ସ୍ୱାମୀ ସହ ମିଶି ଦ୍ୱିତୀୟ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ଏହାପରେ କଟା ମୁଣ୍ଡକୁ ବ୍ୟାଗ୍‌ରେ ଭର୍ତ୍ତି କରି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ଛତାବରରେ ପକାଇଥିଲା ସ୍ତ୍ରୀ।

Berhampur college ragging issue
ବ୍ରହ୍ମପୁରର ରାଗିଂ ମାମଲାରେ ଚାଞ୍ଚଲ୍ୟକର ଖୁଲାସା : ମୁଖ୍ୟ ଅଭିଯୁକ୍ତ ଅଭିଷେକ ନାୟକ ଛାତ୍ର ବିଜେଡି ସଦସ୍ୟ

କାହା ବଳରେ ବଳିୟାନ୍ ଅଭିଯୁକ୍ତ ? ବିନାୟକ ଆଚାର୍ଯ୍ୟ କଲେଜର କନଭେନର୍ ଥିଲେ ଅଭିଷେକ

byasanagar
ଦୁଇ ଦିନ ତଳେ ଯିଏ ଅଭିଯୋଗକାରୀ ଥିଲେ, ଏବେ ସେ ଅଭିଯୁକ୍ତ

ଦୁର୍ବ୍ୟବହାରର ଶିକାର ହୋଇଥିବା ବ୍ୟାସନଗର ପୌରାଞ୍ଚଳର ପୂର୍ବତନ ନିର୍ବାହୀ ଅଧିକାରୀ ଅଶୋକଙ୍କ ନାଁରେ ଏତଲା ।

5 Killed As Car Accident On Mumbai-Pune Highway
ହାଇୱେରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା କାର୍‌, ୫ ମୃତ

ଟ୍ରକ୍‌କୁ କାର୍‌ ପଛପଟୁ ଧକ୍କା  ଦେବା ଯୋଗୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ କାର୍‌ ପୁରା କ୍ଷତିଗ୍ରସ୍ତ ହୋଇଛି। ମୃତାହତ କାର୍‌ରେ ଯାତ୍ରା କରୁଥିଲେ ବୋଲି ଜଣାପଡ଼ିଛି।

Twitter Elon musk
କ’ଣ ସତରେ ସରି ସରି ଆସୁଛି ଟ୍ୱିଟରର ସମୟ ? କାହିଁକି ଟ୍ରେଣ୍ଡ କରୁଛି #RIPTwitter ?

ଏବେ ସୁଦ୍ଧା କେତେ ଜଣ କର୍ମଚାରୀ ଟ୍ୱିଟର ଛାଡ଼ିଛନ୍ତି ତାହା ତ ଜଣା ନାହିଁ କିନ୍ତୁ ଏହି ସଂଖ୍ୟା ସାଧାରଣଠାରୁ ଢ଼େର ଅଧିକ ବୋଲି ଅନୁମାନ କରାଯାଉଛି ।

Pravat Tripathy
ବାଲିଯାତ୍ରା ମଞ୍ଚରେ ନବୀନ ବନ୍ଦନା ଠିକ୍‌ ନୁହେଁ: ପ୍ରଭାତ ତ୍ରିପାଠୀ

ମଞ୍ଚରେ ହେ ନବୀନ ବାବୁ ଆମେ ତୁମ ଫ୍ୟାନ୍ ଗୀତ ଗାଇଥିଲେ ଅବିନାଶ । ଯାହାକୁ ନେଇ ବିବାଦ ଉପୁଜିଥିଲା ।

Delhi Shraddha Murder Case: See Old Picture Of Shraddha With Wound Marks
କେମିତି ଶ୍ରଦ୍ଧାଙ୍କୁ ନିର୍ଯାତନା ଦେଉଥିଲା ଅଫତାବ୍‌, ସାମ୍ନାକୁ ଆସିଲା ପ୍ରଥମ ଫଟୋ...

ଅଫତାବ୍‌ ବାରମ୍ବାର ନିଜ ବୟାନ ବଦଳାଉ ଥିବାରୁ ପ୍ରକୃତରେ ସତ କ’ଣ ତାହା ଜାଣିବା ପାଇଁ ପୋଲିସ୍‌ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏସବୁ ଭିତରେ ଅଫତାବ୍‌ କେଉଁ ଭଳି ଭାବେ ଶ୍ରଦ୍ଧାଙ୍କୁ ନିର୍ଯାତନା ଦେଉଥିଲା ତା’ର ଏକ ଫଟୋ ଏବେ ସାମ୍ନାକୁ ଆସିଛି। 

Chhatua
ବଡ଼ ବାବୁଙ୍କୁ ଦେଲେ ଫିମ୍ପିମରା ଛତୁଆ-ଲଡ଼ୁ, ‘ନିଜେ ତ ଖାଇପାରୁନ ପିଲାଙ୍କୁ ଦେଉଛ କେମିତି’

ସମ୍ବଲପୁର ଯୁଯୁମରା ବ୍ଲକ ସମ୍ମିଳନୀ କକ୍ଷରେ ଚାଲିଥିବା ବୈଠକରେ ବିଡିଓ, ସିଡିପିଓ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

Gold Price Today
Today Gold Price- 18th Nov 2022 : କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ସୁନାର ଦାମ୍

କମିଲା ସୁନା ଦର । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା ଦର ସାମାନ୍ୟ କମି ୨୩ କ୍ୟାରେଟ୍ ସୁନା ୫୨,୪୦୦ ରହିଛି ।

Delhi Shraddha Walker Murder Case
ନୂଆ ଖୁଲାସା- ଶ୍ରଦ୍ଧାଙ୍କୁ ପିସ୍‌ ପିସ୍‌ କରିବା ପରେ ବି ମୃତଦେହ ପାଖରେ ବସି ଗଞ୍ଜେଇ ଟାଣୁଥିଲା ଅଫତାବ୍‌

ଦିଲ୍ଲୀରେ ଶ୍ରଦ୍ଧା ୱାକର୍‌ ମର୍ଡର କେସ୍‌ର ଅଭିଯୁକ୍ତ ଅଫତାବ୍ ଅମିନ୍‌ ପୁନାୱାଲା ଦିଲ୍ଲୀ ପୋଲିସ୍‌ର ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓଗାଳିଛି।

Dancing Traffic Police
ଆଉ ଜଣେ ଡ୍ୟାନ୍ସିଂ ଟ୍ରାଫିକ୍‌ ପୋଲିସ, ଦେଖନ୍ତୁ ମଜାଦାର ଭିଡିଓ

ଟ୍ରାଫିକ୍‌ ପୋଲିସ ଜଣକ ନାଚୁଥିବା ଅବସ୍ଥାରେ ମଧ୍ୟ ସେ ସୂଚାରୁ ରୂପେ ଡ୍ୟୁଟି କରୁଛନ୍ତି ।

UPSC Result
ପ୍ରକାଶ ପାଇଲା UPSC ରେଜଲ୍ଟ, ଜାଣନ୍ତୁ ଟପ୍ ଟେନ୍‌ରେ କିଏ..?

UPSCର ତଥ୍ୟ ଅନୁସାରେ, ମୋଟ ୫୧୯ ଜଣ ଲିଖିତ ପରୀକ୍ଷା ଆଧାରରେ ଏଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ପରୀକ୍ଷା ୧୦ ଏପ୍ରିଲ ୨୦୨୨ରେ କରାଯାଇଥିଲା । ଏହାପରେ ମୌଖିକ ପରୀକ୍ଷା ମଧ୍ୟ ହୋଇଥିଲା ।

School + Medical Camp
ସରକାର ଏମିତି ଦିଅନ୍ତି ଶିକ୍ଷା-ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ, ଦେଖନ୍ତୁ ଭିଡିଓ..

ଦୁଇଟି ଯାକ ବିଭାଗର ଭିତ୍ତିଭୂମି ନଥିବାରୁ ବାରଣ୍ଡାରେ ଚାଲିଛି ସେବା ।

TTE Pushes Army Man From Moving Train For Ticket
ଟିକେଟ୍‌ ପାଇଁ ଚଳନ୍ତା ଟ୍ରେନ୍‌ରୁ ଯବାନଙ୍କୁ ଠେଲି ଦେଲେ ଟିଟିଇ, କଟାଗଲା ଗୋଡ଼

ଟିକେଟ୍‌କୁ ନେଇ ଯବାନ ଓ TTEଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଚଳନ୍ତା ଟ୍ରେନ୍‌ରୁ ଟିଟିଇ, ଯବାନଙ୍କୁ ଠେଲି ଦେଇଥିଲେ।

Today Panchang
Today Panchang 18th Nov 2022: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି କିଣନ୍ତୁ ଘର

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Narco Test
କ’ଣ ଏହି ନାର୍କୋ ଟେଷ୍ଟ ? କୋର୍ଟରେ ଏହାର ରିପୋର୍ଟ କାହିଁକି ଗ୍ରହଣୀୟ ନୁହେଁ..?

ସତ ଓଗାଳେ ସେରମ୍ । ସେଥିପାଇଁ ତାକୁ ଟ୍ରୁଥ୍ ସେରମ୍ ମଧ୍ୟ କୁହାଯାଏ ।

Koida School
ରୋଷେଇ ଘରୁ ଛପର ଉଡ଼ିଯାଇଛି, ଛାତରୁ ସିମେଣ୍ଟ ଖସୁଛି.. କେତେବେଳେ କାନ୍ଥ ବି ଭୁଶୁଡ଼ିବ

ଯେଉଁ ସ୍କୁଲର ଭୂଗୋଳ ଭାଙ୍ଗିଯାଇଛି ସେଠି ପିଲାଏ ପାଠ ପଢ଼ି ଭବିଷ୍ୟତ ଗଢ଼ିବେ କେମିତି ।

Heavy Rainfall Alert For 6 Districts Of Odisha
ଲଘୁଚାପ ପ୍ରଭାବରେ ପୁଣି ପ୍ରବଳ ବର୍ଷିବ ! ୬ ଜିଲ୍ଲାକୁ ଆଲର୍ଟ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପରବର୍ତ୍ତୀ ୩ ଦିନ ଯାଏ ତାମିଲନାଡୁ-ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇପାରେ।

Soumyaranjan Pattnaik
ପୁଣି ସରକାରଙ୍କୁ ସୌମ୍ୟଙ୍କ ତେର୍ଚ୍ଛା ବାଣ ! ‘ଆଗକୁ ରାଜ୍ୟରେ ଦେଖାଦେବ ନେତୃତ୍ୱ ସଂକଟ’

ସୌମ୍ୟଙ୍କ ଏଭଳି ମନ୍ତବ୍ୟ ଏବେ ସରକାରୀ ଦଳରେ କମ୍ପନ ସୃଷ୍ଟି କରିଛି ।

Rajiv Gandhi Assassination Case
ରାଜୀବ ଗାନ୍ଧି ହତ୍ୟା ମାମଲା: ହତ୍ୟାକାରୀଙ୍କୁ ମୁକ୍ତ ନିଷ୍ପତ୍ତିର ପୁନଃ ସମୀକ୍ଷା ପାଇଁ ସୁପ୍ରିମକୋର୍ଟ ଗଲା କେନ୍ଦ୍ର

ରାଜୀବ ଗାନ୍ଧି ହତ୍ୟାକାରୀଙ୍କୁ ମୁକ୍ତ କରିବା ନିଷ୍ପତ୍ତିର ପୁନଃ ସମୀକ୍ଷା ପାଇଁ ସୁପ୍ରିମକୋର୍ଟ ଗଲା କେନ୍ଦ୍ର। ନିଷ୍ପତ୍ତିର ପୁନଃ ସମୀକ୍ଷା ପାଇଁ କେନ୍ଦ୍ର ସରକାର ଉଚ୍ଚତମ ନ୍ୟାୟଳୟରେ ଆବେଦନ କରିଛନ୍ତି।

India Vs New Zealand
ହାର୍ଦ୍ଦିକଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ

ଟି-ଟ୍ୱେଣ୍ଟି ବିଶ୍ୱକପ ସେମିଫାଇନାଲରେ ଉଭୟ ଦଳ ହାରିବା ପରେ ପରସ୍ପରକୁ ଭେଟୁଛନ୍ତି । ଆଜି ୱେଲିଂଟନରେ ପ୍ରଥମ ଟ୍ୱେଣ୍ଟି-୨୦  ମୁକାବିଲା ହେବ ।

National Human Rights Commission Summons Collector Of Odisha’s Rayagada
ଦୁଇ ଦୁଇ ଥର ନୋଟିସ୍‌ ଜାରି ସତ୍ତ୍ୱେ ରିପୋର୍ଟ ଦେଲେନି ରାୟଗଡ଼ ଜିଲ୍ଲାପାଳ, ହାଜର ପାଇଁ ସମନ ଜାରି

ରାୟଗଡ଼ ଜିଲ୍ଲାପାଳଙ୍କୁ ଜାତୀୟ ମାନବାଧିକାର କମିଶନ ସମନ ଜାରି କରିଛନ୍ତି। ଆସନ୍ତା ଜାନୁଆରୀ ୧୧ ତାରିଖରେ କମିଶନଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିବାକୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Pet Guidelines
ରାଜଧାନୀରେ କୁକୁର ପାଳିଲେ ମାନିବାକୁ ପଡ଼ିବ ଏହିସବୁ ଗାଇଡଲାଇନ୍ସ, ନ ମାନିଲେ..

ଆନିମଲ ୱେଲଫେୟାର ବୋର୍ଡ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ, ମୁମ୍ବାଇ, ଚଣ୍ଡିଗଡ, ବେଙ୍ଗାଲୁରୁ, କୋଚି ଭଳି ଅନେକ ସହରରେ ପେଟ୍ ଆନିମଲ ଗାଇଡଲାଇନସ କାର୍ଯ୍ୟକାରୀ ହେଉଛି । ଏସବୁ ସହରର ପ୍ରଚଳିତ ନିୟମକୁ ନେଇ ମଧ୍ୟ ସମୀକ୍ଷା କରୁଛି ବିଏମ୍‌ସି ।

Balijatra
ବେପାର ଓ ଗହଳିରେ ବାଲିଯାତ୍ରାର ରେକର୍ଡ, ୧୦ ଦିନରେ ୨ଶହ କୋଟି ବ୍ୟବସାୟ..!

ମନ ଛୁଇଁଲା ଲେଜର ସୋ ଓ କଟକ ଇନ୍ କଟକ ଥିମ୍ । ପାଣି ବୋତଲରେ କ୍ୟୁଆର କୋଡ୍ ଯୋଜନା ଫେଲ୍ ।