ପଦ୍ମପୁରରେ ଜମିଲାଣି ନିର୍ବାଚନୀ ପ୍ରଚାର। ବିଜେଡିର ମଙ୍ଗ ଧରିବେ ବିବାଦୀୟ ନେତା। ବିଜେଡିରୁ ବାଦ୍ ପଡିଲେ କୋଟେରୀ ଗ୍ରୁପ୍ ଅର୍ଜୁନ ମୁଣ୍ଡାଙ୍କ ସହ ୪ କେନ୍ଦ୍ରମନ୍ତ୍ରୀ କରିବେ କ୍ୟାମ୍ପେନ୍।
ବଢ଼ିଚାଲିଥିବା ଆନ୍ଦୋଳନକୁ ଦେଖି ରାଜ୍ୟ ସରକାର ମଧ୍ୟ ଜିଲ୍ଲା ସଂଖ୍ୟା ବଢ଼ାଇବା ସପକ୍ଷରେ ଥିବା କୁହାଯାଉଛି।
ପାରାମିଲିଟାରୀ ଫୋର୍ସରେ ଯୋଗଦେବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର। ଏଥିପାଇଁ କେନ୍ଦ୍ରୀୟ ଔଦ୍ୟୋଗୀକ ସୁରକ୍ଷା ବଳ (CISF) କନଷ୍ଟେବଳ / ଟ୍ରେଡ୍ସମ୍ୟାନ୍ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି।
ଗୋଟିଏ ପଟେ ଅପହଞ୍ଚ ସ୍ୱାଭିମାନ ଅଞ୍ଚଳ ମାଲକାନଗିରି ଭଳି ଜାଗାରେ ଜନନୀ ଯନ୍ତ୍ରଣା ଆଉ କାଶୀପୁର ଡାଏରିଆ; ଅନ୍ୟପଟେ ହାତପା’ନ୍ତାରେ ଚିକିସ୍ଥା ବ୍ୟବସ୍ଥା ଥିବା ସହର ଓ ମହାନଗରରେ ‘ଦଲାଲ୍’! ଏସବୁ ଭିତରେ ଚିକିତ୍ସାରେ ଆଉ ଏକ ସଙ୍କଟ ଆଣିଛି ଭେଜାଲ ମେଡିସିନ୍। ରାଜ୍ୟବାସୀଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ଲକ୍ଷ୍ୟ ରଖୁଥିବା ଓଡିଶା ସରକାରଙ୍କ ପ୍ରତି ଏହା ଏକ ପ୍ରଶ୍ନ ନୁହେଁ କି?
ପ୍ରତ୍ୟେକ ମହିଳାଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖେ ମାସିକ ଋତୁସ୍ରାବ।
ନିକଟରେ ଜିମ୍ରେ ବ୍ୟାୟାମ କରି ଅନେକ ସେଲିବ୍ରିଟିଙ୍କ ଜୀବନ ଗଲାଣି। ନିଜକୁ ଫିଟ୍ ରଖିବା ନେଇ ଜିମ୍ଖାନା ମାୟାରେ ପଡୁଥିଲେ ମଧ୍ୟ ଏହା ମୃତ୍ୟୁଖାନାରେ ପରିଣତ ହେଉଛି। ଏହାର କାରଣ ବିଷୟରେ କହିଲେ ସୁନୀଲ୍ ଶେଟ୍ଟୀ।
ଦିନ ଦ୍ୱିପ୍ରହରେ ପେଟେ ନାଲିପାଣି ପିଇ ରାସ୍ତାରେ ଗଡୁଛନ୍ତି ଶିକ୍ଷକ। ନିଶା ଏମିତି ଯେ କଥା ବି କହିପାରୁନାହାନ୍ତି..ସାର୍ଙ୍କର ଭିଡିଓ ହେଉଛି ଭାଇରାଲ..
ଆଃ !! ପ୍ରକୃତି କେତେ ସୁନ୍ଦର? ଇଏ ପୁଣି ବ୍ରିଟିଶ ଅମଳର ରାସ୍ତା..ଶୀତୁଆ ସକାଳେ ଏଇ ରାସ୍ତା ଦେଇ ଯିଏ ଯାଇଛି ସିଏ ମନ ଦେଇ ବସିଛି ।
ଅଭିଯୁକ୍ତ ଅଫତାବ୍ ଅମିନ ପୁନାଓ୍ୱାଲାର ଫ୍ଲାଟରୁ ଏକ ମାରଣାସ୍ତ୍ର ପୋଲିସ ଜବତ କରିଛି।
ଆଜି ୪୭ ତମ ଜନ୍ମଦିନ ପାଳନ କରୁଛନ୍ତି ସୁସ୍ମିତା ସେନ୍। ଅଭିନେତ୍ରୀଙ୍କ ପ୍ରେମ ସମ୍ପର୍କକୁ ନେଇ ରହିଛି ଅନେକ ରୋଚକ କଥା। ତେବେ ଆସନ୍ତୁ ଜାଣିବା ଅଭିନେତ୍ରୀଙ୍କ ନାମକୁ କେଉଁମାନଙ୍କ ସହ ଜଡିତ କରାଯାଇ ଚର୍ଚ୍ଚା ହୋଇଛି।
୧୧କେଭି ତାରରେ ହାତ ଲାଗିଗଲା..ଡାକ୍ତର କାଟିଦେଲେ ହାତ। ଖଟିଆରେ ଶୋଇଛି ଭେଣ୍ଡିଆ ପୁଅ..ପୁଅର ଚିକିତ୍ସା ପାଇଁ ସବୁ ସମ୍ବଳ ଖର୍ଚ୍ଚ କରିସାରିଲେଣି ପରିବାର ଲୋକେ..ହେଲେ ଏବେ ନବୀନ ପଟ୍ଟନାୟକଙ୍କ ସାହାଯ୍ୟ ଅପେକ୍ଷାରେ ନବୀନ
ଟାଟା କମ୍ପାନୀର ବିଚିତ୍ର ବିଲ୍। ଇନ୍ଦିରା ଆବାସ ଘରେ ଜଳୁଛି ୨ଟି ବଲ ସାଙ୍ଗକୁ ବୁଲୁଛି ଗୋଟିଏ ଫ୍ୟାନ୍..ମାସ ଶେଷକୁ ବିଲ୍ ଆସୁଛି ଦେଢଲକ୍ଷ..
ଚଳନ୍ତା କାର୍ରେ ୧୯ ବର୍ଷୀୟ ମଡେଲ୍ଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁବାର ରାତିରେ କେରଳର କୋଚିରେ ଏହି ଘଟଣା ଘଟିଛି।
ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ରାଜନୀତି । ନାମାଙ୍କନ ପରେ ଏବେ ପ୍ରଚାର ମଇଦାନକୁ ଓହ୍ଲାଇବେ ସବୁଦଳର ଷ୍ଟାର ପ୍ରଚାରକ ।
ଗରୁଡ଼ ସ୍ତମ୍ଭକୁ ବାରମ୍ବାର କୋଳାଗ୍ରତ କରିବା ଦ୍ୱାରା ଏହାର ମୋଟାଇ ପତଳା ହେବା ସହ ସ୍ତମ୍ଭଟିର ସ୍ଥାୟିତ୍ୱ ପ୍ରତି ବିପଦ ଦେଖା ଦେଇଛି।
ଚର୍ଚ୍ଚା ହେଉଛି ଯେ ଟି-୨୦ ଆନ୍ତର୍ଜାତିକରେ ରୋହିତ ଶର୍ମାଙ୍କ ସମୟ ଶେଷ ହୋଇଯାଇଛି। କେବଳ ନେତୃତ୍ୱ ଛାଡ଼ିବାର ସମୟ ଆସିନି, ଟିମ୍ରେ ଆଉ ତାଙ୍କର ସ୍ଥାନ ନାହିଁ। ଭାରତୀୟ ଟି-୨୦ ଟିମ୍ର ଭବିଷ୍ୟତ ଦୃଷ୍ଟିରୁ ରୋହିତଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ସ୍ୱତଃପ୍ରବୃତ୍ତ ଭାବେ ବାଟ ଛାଡ଼ିବାକୁ ହେବ, ଅନ୍ୟଥା ସେମାନଙ୍କୁ ଟିମ୍ରୁ କାଢ଼ି ଦିଆଯିବ।
ଦ୍ୱିିତୀୟ ବର୍ଷର କିଛି ଛାତ୍ର କଲେଜ କ୍ୟାମ୍ପସ ଭିତରେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହେଇଛି ।
ଗୋଟିଏପଟେ ଶ୍ରଦ୍ଧା ହତ୍ୟା ମାମଲାର ଚର୍ଚ୍ଚା ଥମି ନଥିବାବେଳେ ଅନ୍ୟପଟେ ଶ୍ରଦ୍ଧାଙ୍କ ଭଳି ଆଉ ଜଣେ ଯୁବତୀଙ୍କ ଦୁଃଖଦ କାହାଣୀ ଏବେ ସାମ୍ନାକୁ ଆସିଛି। କେବଳ ଫରକ୍ ଏତିକି ଶ୍ରଦ୍ଧା ଜଣେ ସାଧାରଣ ଯୁବତୀ ଥିଲେ ହେଲେ ଏହି ଯୁବତୀ ଜଣକ ଜଣେ ଅଭିନେତ୍ରୀ।
5G ସେବାକୁ ସାରା ଦେଶ ଅପେକ୍ଷା କରିଥିବାବେଳେ ଏହି ଅପେକ୍ଷାର ଅନ୍ତ ଘଟିଛି । ଦେଶରେ ଆରମ୍ଭ ହୋଇଛି 5G ସେବା । ଉପଭୋକ୍ତା ମାନଙ୍କୁ ମାଗଣାରେ ଏହି ସେବା ଯୋଗାଇ ଦେଇଛି ଟେଲିକମ୍ ଅପରେଟର୍ JIO ।
କମିଲା ସୁନା ଦର । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଗତକାଲି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୨,୪୦୦ ରହିଥିବା ବେଳେ ଆଜି ସୁନା ଦର ସାମାନ୍ୟ ହ୍ରାସ ପାଇ ୨୩ କ୍ୟାରେଟ୍ ସୁନା ୫୨,୨୦୦ ରହିଛି ।
ଶ୍ରଦ୍ଧା ଓ ଅଫତାବ୍ଙ୍କ ସମ୍ପର୍କକୁ ନେଇ ଗଡୱିନ୍ ରୋଡ୍ରିଗୁସ୍ ନାମକ ଜଣେ ବ୍ୟକ୍ତି ଅନେକ ରାଜ୍ ଖୋଲିଛନ୍ତି। ଶ୍ରଦ୍ଧାଙ୍କୁ ଅଫତାବ୍ ମାର୍ପିଟ୍ କରୁଥିଲେ ବୋଲି ଗଡୱିନ୍ ଦାବି କରିଛନ୍ତି।
ଜେଲ ପରିସରରେ ଆପ୍ ମନ୍ତ୍ରୀଙ୍କୁ ମାଲିସ କରାଯାଉଥିବା ଭିଡିଓ ଭାଇରାଲ ହୋଇଛି ।
ଉଡ଼ାଣ ଭରିବା ବେଳେ ରନ୍ୱେରେ ସାମ୍ନାପଟୁ ଆସୁଥିବା ଦମକଳ ଗାଡ଼ି ସହ ସିଧାଯାଇ ଧକ୍କା ହେଲା ବିମାନ। ଫଳରେ ବିମାନରେ ନିଆଁ ଲାଗି ଯାଇଛି।
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...