ଆଦିବାସୀ ଭୋଟ୍ ହାତେଇବାକୁ ଜୋରଦାର କସରତ । ପଦ୍ମପୁର ଉପନିର୍ବାଚନରେ ଏହି ଭୋଟ୍ ନିର୍ଣ୍ଣାୟକ ହେଉଥିବାରୁ ସବୁ ଦଳ ଏଥିପାଇଁ ଆରମ୍ଭ କରିଛନ୍ତି ନିଜର ନିଜର ଗ୍ରାଉଣ୍ଡ ୱାର୍କ ।
ନାଗ-ଚାନ୍ଦ ଦମ୍ପତିଙ୍କ ସହ ପ୍ରଭାବଶାଳୀଙ୍କ ଭାବ-ପୀରତିର ଭଣ୍ଡାଫୋଡ୍ କରିବ ଏଣ୍ଡେଭର୍ । ଏହି କାର୍ ଖୋଲିବ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ୍ର କଳାଚିଠା ।
ଏମିତି ସମୟରେ, ଏ ଦୁହେଁ ଖାଲି ବିରଳ ବନ୍ଧୁ ନୁହଁନ୍ତି... ସମାଜ ପାଇଁ ଏକ ବଳିଷ୍ଠ ଉଦାହରଣ।
ଆପଣ ଆକ୍ଟିଂ ପାଇଁ ବିକଳ ହେଉଛନ୍ତି କି? ଅଭିନୟ ପୂର୍ବରୁ ଦେଖନ୍ତୁ ଏହି ଭିଡିଓ..
ଆସନ୍ତା ୨୭ ତାରିଖରେ ମହାସଂଘ ଭୁବନେଶ୍ୱରରେ ବିଶାଳ ସମାବେଶ କରିବ ବୋଲି ସୂଚନା ଦେଇଛି ସଂଘ।
ପିଲାଙ୍କ ଜୀବନ ସହ ଖେଳ? ଯେଉଁଠି ସୁଷମ ଛତୁଆ ତିଆରି ହେଉଛି ସେଇଠି ପାରା କରୁଛି ମଳତ୍ୟାଗ !! ଦେଖନ୍ତୁ ଏହି ଭିଡିଓ
କଏଦୀଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାରଙ୍କ ବଡ଼ ଯୋଜନା। ଜେଲ୍ ଭିତରେ ଶିଖାଯିବ ଅନେକ ପ୍ରକାର କାମ...ମୁକ୍ତ ହେଲେ ମିଳିବ ସ୍ୱତନ୍ତ୍ର ଋଣ.
ବିଲ ହିଡରେ ପୋଲିସ ଜଗିଛି। କ୍ଷେତକୁ ପାଣି ମଡାଚାଲିଛି..ଫସଲ ପାଚିଲା ବେଳକୁ ପାଣିକୁ ନେଇ ବାଡାପିଟା..ଅମଳ ଚିନ୍ତାରେ ଚାଷୀ ।
ପାଚୁଛି ଧାନ, ଉତ୍ପାତ କରୁଛନ୍ତି ହାତୀପଲ । ଏକାଥରକେ ଆସୁଛନ୍ତି ୧୦୦ ଟିକିଆ ହାତୀପଲ..ରାତିରେ ଗୋଡେଇଲେ ସକାଳୁ ପୁଣି ଗାଁ ମୁଣ୍ଡରେ ହେଉଛନ୍ତି ହାଜର
ଦ୍ୱିତୀୟ ଟି-୨୦ରେ ନ୍ୟୁଜ୍ଲାଣ୍ଡକୁ ୬୫ ରନ୍ରେ ହରାଇଲା ଭାରତ। ବିଶାଳ ଟାର୍ଗେଟକୁ ପିଛା କରି ୧୮.୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୬ ରନ୍ ହିଁ କରି ପାରିଥିଲା ନ୍ୟୁଜଲାଣ୍ଡ ଦଳ।
ଇଏ ହିଁ ପ୍ରକୃତ ପ୍ରେମ। ବେଦୀରେ ବର ବସିଛି, ହ୍ୱିଲ ଚେୟାରରେ କନିଆଁ ବସିଛି। ହୁତୁହୁତୁ ହୋଇ ଜଳିଲା ହୋମକୁଣ୍ଡ..ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ଦିବ୍ୟାଙ୍ଗ ପ୍ରେମିକାର ହାତ ଧରିଲେ ପ୍ରେମିକ..ସବୁଠି ଏଇ ବାହାଘରକୁ ନେଇ ଚାଲିଛି ଚର୍ଚ୍ଚା
ଭାଇରାଲ ହେଉଛି ଏକ ପ୍ରେରଣାଦାୟୀ ଭିଡିଓ। ଜଣେ ୫୬ ବର୍ଷ ବୟସ୍କା ମହିଳା ଶାଢୀ ପିନ୍ଧି ଜିମ୍ କରୁଛନ୍ତି। ଲୋକମାନେ ଏହି ଭିଡିଓ ଦେଖିବା ପରେ ଆଶ୍ଚର୍ଯ୍ୟ ହେଉଛନ୍ତି। ମନ୍ତବ୍ୟ ଦେଇ କହୁଛନ୍ତି – ଫିଟ୍ନେସ୍ ଏବଂ ସଂସ୍କୃତିର ରକ୍ଷାକାରୀ।
ଆଜି ବଲିଉଡର ଜଣେ ଆଗଧାଡିର ଅଭିନେତା ହେଲେ ରଣବୀର ସିଂହ। ସେ ତାଙ୍କର ସଂଘର୍ଷର ଦିନଗୁଡ଼ିକୁ ମନେପକାଇ ଭାବପ୍ରବଣ ହୋଇଛନ୍ତି। ପ୍ରଥମ ପୋର୍ଟଫୋଲିଓ ପାଇଁ ତାଙ୍କ ବାପା କିପରି ଟଙ୍କା ଦେଇଥିଲେ ତାହା ମନେପକେଇଛନ୍ତି।
ଲିଭ୍-ଇନ୍ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ପରେ ଜହ୍ଲାଦ ପ୍ରେମିକ ଅଫତାବ୍ ଶରୀରର ଅଙ୍ଗ ଗୁଡ଼ିକୁ ବ୍ୟାଗ୍ରେ ଭର୍ତ୍ତି କରି ଏହାକୁ ଫୋପାଡ଼ିବାକୁ ନେଉଥିଲା।
ଟଙ୍କା ପାଇଁ ସ୍ୱାମୀ ପର ହୋଇଗଲା । ତିନି ପିଲାଙ୍କୁ ଛାଡ଼ି ପ୍ରେମୀ ସହ ଫେରାର ମାରିଲେ ମହିଳା ।
ଅଭିନେତା ଆମିର ଖାନଙ୍କ ଝିଅ ଆଇରା ଖାନଙ୍କ ତାଙ୍କ ପ୍ରେମିକ ନୁପୁର ଶିଖରଙ୍କ ସହ ନିର୍ବନ୍ଧ ହୋଇଯାଇଛି। ସେ ତାଙ୍କ ଇନଷ୍ଟା ଆକାଉଣ୍ଟରେ ଏହାର ଫଟୋ ଶେୟାର କରିଛନ୍ତି।
ଦୁଇ ଦିନ ଭିତରେ ସରକାର ନିଷ୍ପତ୍ତି ନନେଲେ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ମାଟ୍ରିକ ସମ୍ମେଟିଭ ଓ୍ୱାନ ପରୀକ୍ଷାକୁ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛି ସଂଘ ।
ଠାକୁରଙ୍କ ସାମ୍ନାରେ ହାଣ୍ଡି ହାଣ୍ଡି ଭୋଗରାଗ ସଜେଇ ରଖାଯାଇଥାଏ । ଧାଡ଼ିକି ଧାଡ଼ି ବିମାନ ଦଣ୍ଡାୟମାନ ।
ସାରା ରାତି ଅପେକ୍ଷା କରିବା ପରେ ମିଳୁଛି ଟିକେଟ୍ ।
‘ମିଷ୍ଟର ଦତ୍ତା(Mr. Dutta) ବଦଳରେ ସମ୍ପୃକ୍ତ ବ୍ୟଙ୍କିଙ୍କ ନାଁ ରାସନ୍ କାର୍ଡରେ ‘କୁତ୍ତା’ ଲେଖା ଯାଇଥିଲା। ଏହାପରେ ଡ୍ରାମା ଆରମ୍ଭ ହୋଇଯାଇଥିଲା ଓ ବ୍ୟକ୍ତି ଜଣକ ଅଭିନବ ପ୍ରତିବାଦ କରିଥିଲେ।
କେବଳ ରାନ୍ଧୁଣୀ ନୁହେଁ, ବିଭିନ୍ନ ସମୟରେ ଜଣେ ସାର ଆସି ବି ମାଡ଼ ମାରୁଛନ୍ତି ।
ବାର କାଉନ୍ସିଲ୍ ଅଫ ଇଣ୍ଡିଆର କାର୍ଯ୍ୟକ୍ରମରେ କହିଲେ CJI । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ ଚନ୍ଦ୍ରଚୂଡ଼ ।
ମଞ୍ଚରେ ହେ ନବୀନ ବାବୁ ଆମେ ତମ ଫ୍ୟାନ ଗୀତ ପରିବେଷଣ ପ୍ରସଙ୍ଗକୁ ରାଜନୀତି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।