ପ୍ରୋଟିନ୍ ଆମ ଶରୀରର ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଏହା କିନ୍ତୁ ଅଧିକ ହେଲେ ଆମ ପାଇଁ କାଳ ହୋଇଥାଏ। ଜୀବନ ନେବା ଭଳି ସମସ୍ୟା ଦେଖାଦିଏ। ତେବେ ଶରୀରରେ ପ୍ରୋଟିନ୍ ପରିମାଣ ଅଧିକ ହେଉଛି ବୋଲି କିପରି ଜାଣିବେ?
ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ପୋଲିସ କର୍ମଚାରୀଙ୍କ ଗୁଳି । ଘଟଣାର ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ।
ନବଙ୍କ ସହ ପୂର୍ବ ଶତ୍ରୁତା ନା ରହିଛି ଅନ୍ୟ କିଛି ରହସ୍ୟ ? କାହିଁକି ଏତେ ବଡ଼ ଦୁଃସାହସ କଲେ ASI ଗୋପାଳ ?
ପୂର୍ବରୁ ପୋଲିସ କେବେ ବି ନେତାଙ୍କୁ ଗୁଳି କରି ହତ୍ୟା କରିଥିବା ନଜିର ନାହିଁ ।
ପ୍ରାୟ ବର୍ଷେ ତଳେ ଗୋପାଳ ଚେକ୍ଅପ ପାଇଁ ଆସିଥିଲେ ବୋଲି ସୂଚନା ଦେଇଛନ୍ତି ଡାକ୍ତର ।
ଆଜି ଡ୍ୟୁଟିରେ ଥିବା ବେଳେ ଏଭଳି କାଣ୍ଡ ଭିଆଇଛନ୍ତି ଗୋପାଳ ।
ଡାକ ବିଭାଗରେ ଜବରଦସ୍ତ ନିଯୁକ୍ତି ବାହାରିଛି। ୧୦ମ ପାଶ୍ ପ୍ରାର୍ଥୀମାନେ ଏହାର ସୁଯୋଗ ନେବେ। ମୋଟ୍ ୪୦,୮୮୯ପ୍ରାର୍ଥୀ ନିଯୁକ୍ତି ପାଇବେ। ଏନେଇ କୌଣସି ଲିଖିତ ପରୀକ୍ଷା ହେବନି।
ବଲିଉଡ୍ର ଜଣେ ପ୍ରତିଭାବାନ ଅଭିନେତା ହେଲେ ଅର୍ଶଦ ୱାର୍ସୀ। ତାଙ୍କ ପାଖରେ ଅଛି କୋଟି କୋଟି ମୂଲ୍ୟର ସମ୍ପତ୍ତି। ପିଲାଦିନେ ଭଡାଟିଆମାନେ ତାଙ୍କୁ ଘରୁ ବିଦା କରିଦେଇଥିଲେ। ତାଙ୍କୁ ଆଜି ଏ ସ୍ଥାନରେ ପହଞ୍ଚେଇବା ନେଇ ରହିଛି ବଚ୍ଚନ ପରିବାରର ଭୂମିକା। ଆସନ୍ତୁ ପୂରା ଖବର ଜାଣିବା…
ଆମ ଶରୀରରେ ଥିବା ମାଇକ୍ରୋବାୟୋମ୍ ଆମ ପାଚନ ନଳୀରେ ରହି ଶରୀରକୁ ଅନ୍ୟ ହାନିକାରକ ଜୀବାଣୁ ଏବଂ ଫଙ୍ଗସ୍ ସ°କ୍ରମଣରୁ ରକ୍ଷା କରନ୍ତି। କିନ୍ତୁ ଏମିତି ଅନେକ ଖାଦ୍ୟ ଅଛି ଯାହା ଏହି ମାଇକ୍ରୋବାୟୋମ୍କୁ ନଷ୍ଟ କରିଥାଏ। ସେସବୁ କ’ଣ ଆସନ୍ତୁ ଜାଣିବା।
ଗୁଳିମାଡ଼ରେ ମନ୍ତ୍ରୀ ନବ ଦାସଙ୍କ ସମେତ ଆଉ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି। ଗୁଳିମାଡ଼ ବେଳର ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିଛି।
ମୁମ୍ବାଇରେ ମାରାତ୍ମକ ରୋଗ ସହ ଦୀର୍ଘ ଦିନର ଲଢେଇ ପରେ ରାଖୀ ସାୱନ୍ତଙ୍କ ମା’ ଶନିବାର ସନ୍ଧ୍ୟାରେ ଏ ଦୁନିଆରୁ ବିଦାୟ ନେଇଛନ୍ତି। ରାଖୀ ଶେଷ ମୁହୂର୍ତ୍ତରେ ତାଙ୍କ ମା’ଙ୍କ ସହ ଥିଲେ। ମା’ଙ୍କ ମୃତ୍ୟୁରେ ରାଖୀ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।
ମନ୍ତ୍ରୀ ନବ ଦାସଙ୍କୁ କିଏ ଗୁଳିମାଡ଼ କରିଛି ତାହା ଜଣାପଡ଼ିଛି। ଜଣେ ପୋଲିସ ମନ୍ତ୍ରୀଙ୍କୁ ଗୁଳି କରିଛନ୍ତି।
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଝାରସୁଗୁଡ଼ା ଜିଲ୍ଲା ଗାନ୍ଧି ଛକରେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ।
ବନ୍ଦ ପଡ଼ିଛି ୫ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍। ହସ୍ପିଟାଲ୍ ନିର୍ମାଣ କାମ ଶେଷ ହେବାର ଇତି ମଧ୍ୟରେ ୪ ବର୍ଷରୁ ଅଧିକ ସମୟ ବିତିଲାଣି। କୋଭିଡ୍ ସ୍ଥିତି ସମୟରେ ଏହି ହସ୍ପିଟାଲ୍ କାର୍ଯ୍ୟକାରୀ ହୋଇଥିଲା, ଏବେ ସମ୍ପୂର୍ଣ୍ଣ ବନ୍ଦ ପଡ଼ିଛି। ଫଳରେ ସେଥିରେ ଥିବା ବହୁ ସରଞ୍ଜାମ ନଷ୍ଟ ହେବାକୁ ବସିଲାଣି।
ମୃତ୍ୟୁ କେତେବେଳେ କାହା ଜୀବନରେ କେମିତି ଆସିବ ତାହା କେହିବି କହିପାରିବେନି। ହେଲେ କିଛି ଲୋକ ନିଜ ମୃତ୍ୟୁକୁ ନେଇ ମିଛ ଅଭିନୟ କରିଥାନ୍ତି। ଉଦ୍ଦେଶ୍ୟ ଭିନ୍ନ ଭିନ୍ନ ଥିବାବେଳେ ସତ ଜଣାପଡ଼ିବା ପରେ ସେମାନଙ୍କୁ ଟ୍ରୋଲ୍ ହେବାକୁ ପଡ଼ିଥାଏ।
ଏହା ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତସ୍ରାବୀ ଗ୍ରନ୍ଥି, ଯାହା ମୁଖ୍ୟତଃ ଶରୀରର ବୃଦ୍ଧି ଓ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଥାଇରଏଡ୍ ଗ୍ରନ୍ଥିର କୋଷିକାର ଅନିୟନ୍ତ୍ରିତ ଅଭିବୃଦ୍ଧି ଦେଖାଦେଲେ ବେଳେବେଳେ ଏହା କ୍ୟାନସରକୁ ରୂପାନ୍ତରିତ ହୋଇଥାଏ।
ବୁଲା କୁକୁରଙ୍କ ବି ଉତ୍ପାତ ଅଧିକ
ସ୍ୱାଭିମାନ ଅଂଚଳର ଅଲୋଡା ଘୋଡା, ଜଙ୍ଗଲରେ କଟୁଛି ଦିନରାତି ! ଯେତେବେଳେ ବିଛିନ୍ନାଞ୍ଚଳ ଥିଲା, ସେତେବେଳେ ମୋର ଭାରି ଆଦର ଥିଲା। ଆଜି ଯେତେବେଳେ ସ୍ୱାଭିମାନ ଅଂଚଳ ହେଇଗଲା, ଗଡୁଛି ଅଟୋ ରିକ୍ସା, ବସ୍-ଟ୍ରକ୍। ସେଥିପାଇଁ ମୁଁ ଆଜି ଅଲୋଡା।
ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳିନଥିବା କହିଛନ୍ତି ଗ୍ରାମବାସୀ
ସୌର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ, ରବିବାର। ଚନ୍ଦ୍ର – ମେଷ ରାତ୍ରି ୦୨.୪୬ ଗତେ ବୃଷ ତିଥି – ୮ମୀ ଦିବା ୦୯.୦୫ ଗତେ ୯ମୀ ଘାତ ଚନ୍ଦ୍ର – ମେଷ ରାତ୍ରି ୦୨.୪୬ ଗତେ ବିଛା...
ମୃତ୍ୟୁ ସତରେ ଖୁବ୍ ନିଷ୍ଠୁର । କେତେବେଳେ ଯେ ମାଡ଼ି ଆସେ ଜଣାପଡ଼େ ନାହିଁ ।
କଳିଙ୍ଗ ଷ୍ଟାଡିୟମରେ କିଏ ହେବ ବାଦ୍ଶାହ ? ବିଶ୍ୱକପ୍ ତାଜ ପାଇଁ ସାମ୍ନାସାମ୍ନି ହେବେ ବିଶ୍ୱ ହକିର ଦୁଇ ସୁପର ପାଓ୍ୱାର ଜର୍ମାନୀ ଓ ବେଲଜିୟମ।
ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୯ ରେକର୍ଡ କରାଯାଇଥିବା ବେଳେ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ୪୪୦ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି।
ସୋସିଆଲ୍ ମିଡିଆରେ ପିଲାମାନଙ୍କର ଭିଡିଓକୁ ଖୁବ ବହୁତ ଭଲପାଇବା ମିଳେ। ଏସବୁ ଦେଖି ଲୋକେ ଖୁବ୍ ମନୋରଞ୍ଜନ ମଧ୍ୟ କରନ୍ତି। ବର୍ତ୍ତମାନ ଏହିପରି ଏକ ଭିଡିଓ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରୁଥିବା ଦେଖାଯାଉଛି। ଏହାକୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି।
ସଞ୍ଚୟ ବୃଦ୍ଧି ଲାଗି ମିଳିବ କି ଅଧିକ ଟିକସ ରିହାତି ? ୨୦୧୪ରୁ ବଢ଼ିନି ଆୟକର ସୀମା ।