ଅଭ୍ୟାସ ସମୟରେ ମଝି ଆକାଶରେ ସୁୁଖୋଇ-ମିରାଜ ଧକ୍କା ଆଶଙ୍କା । ମିରାଜ୍ ପାଇଲଟ୍ ୱିଙ୍ଗ୍ କମାଣ୍ଡର ହନୁମନ୍ଥ ରାଓ ସାରଥୀଙ୍କ ପ୍ରାଣହାନୀ ।
ମାଆଙ୍କ କଣ୍ଠ ସ୍ୱର ଏତେ ମଧୁର ଯେ, ଝିଅ ରେକର୍ଡିଂ କରିଥିବା ଉକ୍ତ ଭିଡିଓ ଖୁବ୍ ଭାଇରାଲ ହେଲା ।
କେବେ ସୁଦ୍ଧା ସରିବ ଚିହ୍ନଟ ପ୍ରକ୍ରିୟା ? ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ନେଇ HCଙ୍କ ନିର୍ଦ୍ଦେଶ ପରେ ପ୍ରଶ୍ନ ।
ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ । ତପୋଭୂମି ଖଣ୍ଡଗିରିରେ ପ୍ରସିଦ୍ଧ ମାଘ ମେଳା ଆରମ୍ଭ ।
ବଢିଛି ୩ ପଲିଟିକାଲ୍ ପାର୍ଟିଙ୍କ ଟେନ୍ସନ୍, ଅକଳରେ ବିଜେଡି । ୨୦୨୪ରେ ରାଜନୈତିକ ସମୀକରଣ ବଦଳିବା ସମୀକ୍ଷକଙ୍କ ଅନୁମାନ ।
ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ରେ କ୍ୱାର୍ଟର-ଫାଇନାଲ୍କୁ ବି ଯାଇପାରିଲାନି ଆୟୋଜକ ଭାରତ। ୧୯୭୫ ପରଠାରୁ ଭାରତ ବିଶ୍ୱକପ୍ରେ କେବେ ପଦକ ଜିତିପାରି ନାହିଁ। ଏବେ ବଡ଼ ପ୍ରଶ୍ନ ହେଉଛି ଯେ ଟିମ୍ କାହିଁକି ବିଫଳ ହେଲା? ଭୁଲ୍ ରହିଲା କେଉଁଠି?
ଲଦାଖକୁ ବଞ୍ଚାଇବା ପାଇଁ ଅପିଲ୍ କରିଛନ୍ତି ।
ଚୁକ୍ତି ଉଲ୍ଲଂଘନ ପାଇଁ ନୋଟିସ୍ ପଠାଇଲା ଭାରତ, ଆଲୋଚନା ପାଇଁ ଦେଲା ୯୦ ଦିନର ମହଲତ୍
SBI ବିଜ୍ଞପ୍ତି ପ୍ରକାଶ କରିଛି। sco ପଦବୀରେ ନିଯୁକ୍ତି କରାଯିବ। କେବେ ଅଛି ଶେଷ ତାରିଖ, କିପରି କରିବେ ଆବେଦନ ଜାଣିବା ପାଇଁ ପଢନ୍ତୁ..
ବାଲ୍ୟ ବିବାହ ଓ ଅଳ୍ପ ବୟସରୁ ମାତୃତ୍ୱ ଲାଭ ପ୍ରଥା ରୋକିବାକୁ ଏଭଳି ପଦକ୍ଷେପ ନିଆଯାଉଥିବା କୁହାଯାଇଛି ।
ଅନେକ ଥର ଡ୍ରାଇଭର ରାଇଡ୍ ଆକ୍ସେପ୍ଟ କରିବା ପରେ ବି କ୍ୟାନ୍ସଲ କରିଥାନ୍ତି । କାରଣ ସେମାନଙ୍କୁ ସେହି ସବୁ ଅଞ୍ଚଳରୁ ପୁଣି ଥରେ ରାଇଡ୍ ମିଳିନଥାଏ ବା ଯାତ୍ରୀ ମିଳିନଥାନ୍ତି ।
ସୌରଭ ଗାଙ୍ଗୁଲିଙ୍କ ଜୀବନୀକୁ ବଡ଼ ପରଦାରେ ଦେଖାଯିବ। ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କିଏ ହେବେ ସୌରଭ ଆସନ୍ତୁ ଜାଣିବା…
ଫିଲ୍ମ 'RRR' କୁ ମିଳିଛି ଆଉ ଏକ ନୂଆ ସଫଳତା। ଏହା ଜାପାନର ବକ୍ସ ଅଫିସ୍ରେ ୧୦୦ ଦିନ ପୂରଣ କରିଥିବା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି।
ଅସୁସ୍ଥ ମା’ର ସେବାଯତ୍ନ ପାଇଁ ଯାଇଥିବା କର୍ମଚାରୀଙ୍କୁ ଚାକିରିରୁ ବିଦା କଲା ଗୁଗଲ ।
ଇସ୍ରାଏଲର ଜେରୁଜେଲମରେ ବଡ ଧରଣର ଗୁଳିକାଣ୍ଡ ହୋଇଛି। ଆତତାୟୀର ଅତର୍କିତ ଗୁଳିମାଡ଼ରେ ୭ ଜଣଙ୍କ ମୃତ୍ୟୁ ହୋଇଛି।
ମା’ ହେଲେ ୯ମ ଶ୍ରେଣୀ ଛାତ୍ରୀ। ୧୫ ବର୍ଷୀୟା ନାବାଳିକା ଜଣକ କିପରି ଗର୍ଭବତୀ ହେଲେ ? ଏହା ପଛରେ କିଏ ଦାୟୀ ? ଏନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି।
ଏବେ କୋଟିପତି ଭିକାରୀକୁ ବାନ୍ଧିଲା ପୋଲିସ୍ ।
ପ୍ରଥମ ଥର ପାଇଁ ଆଦାନୀଙ୍କ ସଂପତ୍ତିରେ ଏଭଳି ବୃହତ୍ ହ୍ରାସ ପାଇଛି
ପ୍ରେମିକା ଯେବେଠୁ ମୁହଁମୋଡ଼ି ଚାଲିଗଲାଣି ସେବେଠୁ ଡାକ୍ତରବାବୁ ଚିନ୍ତାରେ ବୁଡ଼ି ରହୁଥିଲେ। କିଛି ସହଯୋଗୀଙ୍କ ପରାମର୍ଶ କ୍ରମେ କିଛି ଦିନ ପାଇଁ ଡିପ୍ରେସନ ଟ୍ରିଟ୍ମେଣ୍ଟ ମଧ୍ୟ ନେଇଥିଲେ।
୩୨୬ ନମ୍ବର ଜାତୀୟ ରାଜପଥର ସାଙ୍କେଶ ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ଅଟୋ ।
ପଣ୍ଡାପଡ଼ା ଥାନା ବସନ୍ତପୁର ନିକଟରେ ଦୁର୍ଘଟଣା ଘଟିଛି ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୮୦୦ ଟଙ୍କା ରହିଛି ।
ହସ୍ପିଟାଲ୍ରେ ଭୟାବହ ଅଗ୍ନିକାଣ୍ଡ। ଶ୍ୱାସରୁଦ୍ଧ ହୋଇ ଡାକ୍ତର ଦମ୍ପତିଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି।