• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Loot from former India hockey captain Prabodh Tirkey's house: police arrests 5 persons
ଜେଲ୍‌ ଫେରନ୍ତା ଅଭିଯୁକ୍ତଙ୍କ ସହ ମିଶି ହକି ତାରକାଙ୍କ ଘରୁ ଚୋରି କରିଥିଲେ, ପୋଲିସ୍‌ ହାତରେ ଧରାପଡ଼ିଗଲେ...

ଭାରତୀୟ ହକି ଟିମ୍‌ର ପୂର୍ବତନ କ୍ୟାପଟେନ୍ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ଘଟଣାରେ ୫ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି। ଜେଲ୍‌ ଫେରନ୍ତା ଅଭିଯୁକ୍ତଙ୍କ ସହ ମିଶି ଅଟୋରେ ରେକି କରି ଏମାନେ ଚୋରି କରୁଥିଲେ।

World's most 'kanjoos' crorepati
କଞ୍ଜୁସ୍ କୋଟିପତି : ଅର୍ଥ ସଞ୍ଚୟ କରିବାକୁ ଖାଉଛନ୍ତି ବିଲେଇ ଖାଦ୍ୟ...

କୃପଣ ବ୍ୟକ୍ତି, ଯିଏ ଟଙ୍କା ସଞ୍ଚୟ  କରିବାକୁ ମଣିଷ ଖାଦ୍ୟ ବଦଳରେ ବିଲେଇ ଖାଦ୍ୟ ଖାଉଛନ୍ତି। ଏବେ ସୁଦ୍ଧା ତାଙ୍କ ସଂପତ୍ତିର ମୂଲ୍ୟ ହେଉଛି ୪୩ କୋଟି।

Wheat Prices May Go Down By 6 Rupees Per Kg
ଲୋକଙ୍କୁ ମିଳିପାରେ ବଡ଼ ଆଶ୍ୱସ୍ତି: ଏତିକି ଟଙ୍କା କମିବ ଅଟା ଦାମ୍‌ !

ମହଙ୍ଗା ମାଡ଼ ଭିତରେ ଲୋକଙ୍କୁ ବଡ଼ ଆଶ୍ୱସ୍ତି ମିଳିପାରେ। ଖୋଲା ବଜାରରେ ୩୦ ଲକ୍ଷ ଟନ୍‌ ଗହମ ବିକ୍ରି ନେଇ ସରକାର ନିଷ୍ପତ୍ତି ନେଇଛନ୍ତି।

New political party in Naveen Pattnaik regime
ନବୀନ ଶାସନରେ ନୂଆ ଦଳ: ସଫଳ ଓ ବିଫଳ

ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡିଶାର ପ୍ରମୁଖ ଦଳଗୁଡିକ ନିଜ ରଣନୀତି ଆରମ୍ଭ କରିସାରିଦେଇଥିବା ବେଳେ ବିଆର୍‌ଏସ୍‌କୁ ନେଇ ରାଜନୈତିକ ଉଷ୍ମତା ସୃଷ୍ଟି ହୋଇଛି। ବିଜେଡିକୁ ଟକ୍କର ଦେବା ପାଇଁ ବିଜେପି ‘କେନ୍ଦ୍ର ଶକ୍ତି’କୁ ଧରି ଓଡିଶାର ବିଭିନ୍ନ ପ୍ରସଙ୍ଗରେ ଲୋକବଳ ମଜଭୁତ କରିବାରେ ଲାଗିଛି।

Indian Tennis Legend Sania Mirza Crying
ମାତ୍ର ୫୬ ସେକେଣ୍ଡରେ କୋଟି କୋଟି ଫ୍ୟାନ୍ସଙ୍କ ଆଖିରେ ଲୁହ ଆଣିଦେଲେ ସାନିଆ, ନିଜେ ବି ଭୋ ଭୋ ହୋଇ କାନ୍ଦିଲେ...

ଭାରତୀୟ ଟେନିସ ଜଗତରେ ଏକ ଯୁଗର ଅବସାନ। ଗ୍ରାଣ୍ଡସ୍ଲାମ୍‌ ଟେନିସରୁ ଟେନିସ୍‌ ତାରକା ସାନିଆ ମିର୍ଜା ଅବସର ନେଇଛନ୍ତି। 

Father In Law And Daughter In Law Got Married In Uttar Pradesh
ଚର୍ଚ୍ଚାରେ ଏହି ବିବାହ: ୨୮ ବର୍ଷୀୟା ବୋହୂ ମଥାରେ ସିନ୍ଦୂର ଦେଲେ ୭୦ ବର୍ଷୀୟ ଶ୍ୱଶୁର

୨୮ ବର୍ଷୀୟା ବୋହୂକୁ ବାହା ହେଲେ ୭୦ ବର୍ଷୀୟ ଶ୍ୱଶୁର। ତା’ବି ପୁଣି ଉଭୟଙ୍କ ସହମତି କ୍ରମେ। ଏଥିରେ ବୋହୂ ମଧ୍ୟ ଖୁସି ଅଛନ୍ତି।

Cricketer Axar Patel gets married to girlfriend Meha
Video: ବର ବେଶରେ କ୍ରିକେଟର ଅକ୍ଷର ପଟେଲ, ଧୁମ୍‌ଧାମ୍‌ରେ ହେଲା ବିବାହ...

ଗତକାଲି ଅକ୍ଷର ବାନ୍ଧବୀ ମେହା ପଟେଲଙ୍କୁ ବିବାହ କରିଛନ୍ତି। ଗତବର୍ଷ ଜାନୁଆରୀ ୨୦ରେ ଅକ୍ଷର ଓ ମେହାଙ୍କ ନିର୍ବନ୍ଧ ହୋଇଥିଲା।

Rituals Delayed In Puri Srimandir
ଶ୍ରୀମନ୍ଦିରରେ ନୀତି ଅହେତୁକ ବିଳମ୍ବ: ଆଜି ସକାଳେ ହେଲା କାଲିର ନୀତି

ଶ୍ରୀମନ୍ଦିରରେ ନୀତି ଅହେତୁକ ବିଳମ୍ବ। ା ଗତକାଲିର ନୀତି ଆଜି ସମାପନ ହୋଇଛି। ପହୁଡ଼ ବିଳମ୍ବିତ ହେବା ଯୋଗୁ ଆଜିର ଦ୍ୱାରଫିଟା ବି ଡେରିରେ ହୋଇଛି।

Panchang
Today Panchang 27th Jan 2023: ଆପଣଙ୍କର କେଉଁ ମୁହୂର୍ତ୍ତ ହେବ ଶୁଭ ଜାଣନ୍ତି କି? ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Happy Birthday Bobby Deol unknown facts about his life and career
Happy Birthday Bobby Deol: କ୍ୟାରିୟର୍ ଏମିତି ହେଲା ଯେ ନାଇଟ୍ କ୍ଲବ୍‌ରେ ଡିଜେ ବଜେଇବାକୁ ପଡିଲା

ବବି ଦେଓଲ ବଲିଉଡ୍‌ର ସେହି ଷ୍ଟାର୍‌କିଡ୍‌ମାନଙ୍କ ମଧ୍ୟରୁ ଜଣେ ଯିଏକି ସେ ବଲିଉଡ୍‌କୁ ଆସୁ ଆସୁ ଛାଇ ଯାଇଥିଲେ। ତାଙ୍କୁ ଦିନେ ବିଫଳତାର ସ୍ୱାଦ ବି ଚାଖିବାକୁ ପଡିଥିଲା। ଉଦାସିନତାରୁ ମୁକ୍ତି ପାଇଁ ଦିନ ରାତି ନିଶାରେ ରହୁଥିଲେ।

Padma Awards
କଳା-ସଂସ୍କୃତି-ସାହିତ୍ୟ-କୃଷି କ୍ଷେତ୍ର ଲାଗି, ୪ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର; ଜାଣନ୍ତୁ କିଏ..?

ପ୍ରାୟ ୫୦୦ରୁ ଅଧିକ ଗୀତ ପାଇଁ କଣ୍ଠ ଦାନ କରିଥିବା କ୍ରୀଷ୍ଣାଙ୍କୁ ୬୫ ବର୍ଷ ବୟସରେ ଏ ସମ୍ମାନଜନକ ପୁରସ୍କାର ମିଳିବାକୁ ଯାଉଛି ।

Education
ଓଡ଼ିଆ ଭାଷାରେ JEE-NEET ! ମିଳୁନି ଷ୍ଟଡି ମାଟେରିଆଲ୍, ଚିନ୍ତାରେ ପରୀକ୍ଷାର୍ଥୀ-ଶିକ୍ଷାବିତ୍

ଓଡ଼ିଆରେ ପ୍ରସ୍ତୁତ ହେଉଛି +୨ ଦ୍ୱିତୀୟ ବର୍ଷ ବିଜ୍ଞାନ ବହି ।

PMAY Scam
ଯୋଗ୍ୟଙ୍କୁ ମିଳୁନି ଆବାସ ! ସରପଞ୍ଚଙ୍କ ଗ୍ରାମସଭା ବର୍ଜନ, ଆଲୋଚନା ପରେ କଟିଲା ଅଯୋଗ୍ୟଙ୍କ ନାଁ

ଆବାସ୍ ଲିଷ୍ଟ ତ୍ରୁଟିକୁ ନେଇ ରାଜ୍ୟବ୍ୟାପୀ ଗ୍ରାମସଭାରେ ଝଡ଼ । ସାରା ବଲାଙ୍ଗିର ଜିଲ୍ଲାରେ ବର୍ଜନ ହେଲା ଗ୍ରାମସଭା  ।

Republic Day
କର୍ତ୍ତବ୍ୟପଥରୁ ବିଶ୍ୱ ଦେଖିଲା ସର୍ବବୃହତ ଗଣତନ୍ତ୍ରର ଗାରିମା, ଫୋକସ୍‌ରେ ନାରୀଶକ୍ତି-ଆତ୍ମନିର୍ଭର ଭାରତ

ଶକ୍ତି ଓ ଶୌର୍ଯ୍ୟର ନୂଆ ଇତିହାସ ଦେଖିଲା ୭୪ତମ ଗଣତନ୍ତ୍ର ଦିବସ । ଓଡ଼ିଆ ମହାମହିମଙ୍କ ଆଗରେ ଜଲଓ୍ୱା ଦେଖାଇଲେ ବହୁ ଓଡ଼ିଆ ପ୍ରତିଭା ।

Saraswati Puja
ସରସ୍ୱତୀ ପୂଜାରେ ହାଇ ଡ୍ରାମା ! ସ୍କୁଲ ଭିତରେ ପଶି ମୂର୍ତ୍ତି ଭାଙ୍ଗିଲେ ଦୁଇ ଭଉଣୀ

ଦୁଇ ଭଉଣୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି କଙ୍କଡାହାଡ଼ ପୋଲିସ ।

PMAY Scam
ଆବାସକୁ ନେଇ ଗାଁ ଗାଁରେ କୁହୁଳୁଛି ଅସନ୍ତୋଷ, ପଞ୍ଚାୟତ ଅଫିସ୍‌ରେ ତାଲା ପକାଇଲେ ଗାଁ ଲୋକ

ପୋଲିସ ଆସି ବୁଝାସୁଝା କରିବା ପରେ ଉତ୍ତେଜନା ହ୍ରାସ । ଅନୁଗୁଳ ବଅଁରପାଳ ବ୍ଲକ ସାନ୍ତରାପୁର ପଂଚାୟତର ଘଟଣା ।

Taranga team new odia web series raktatirtha streaming from today
ପାଟ୍ରିଓଟିକ୍ ଥ୍ରୀଲର୍‌ ଫିଲ୍ମ 'ରକ୍ତତୀର୍ଥ'ର ଷ୍ଟ୍ରିମିଙ୍ଗ୍‌ ଆରମ୍ଭ

ଦର୍ଶକଙ୍କ ଅପେକ୍ଷାର ଅନ୍ତ ହୋଇଛି। ଆଜିଠାରୁ ‘ତରଙ୍ଗ ପ୍ଲସ୍‌’ରେ ଷ୍ଟ୍ରିମିଙ୍ଗ୍‌ ହୋଇଛି ‘ରକ୍ତତୀର୍ଥ’। ଲୋକେ ଓଡିଆରେ ପାଟ୍ରିଓଟିକ୍ ଥ୍ରୀଲର୍‌ର ଅନୁଭବ ନେବେ। ପ୍ରତ୍ୟେକ ଅଭିନେତାଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିବ।

World's First Nasal Covid Vaccine iNCOVACC Launched
ବଜାରକୁ ଆସିଲା ଦେଶର ପ୍ରଥମ ନାଜାଲ ଭ୍ୟାକ୍ସିନ, ଜାଣନ୍ତୁ କେଉଁମାନେ ଏହାକୁ ନେଇପାରିବେ

ଜରୁରୀକାଳୀନ ସ୍ଥିତିରେ ଉପଯୋଗ କରାଯିବ ବୋଲି ଅନୁମୋଦନ ଦେଇଥିଲା ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ-CDSCO ।

Maoist Surrendered
ସାଧାରଣତନ୍ତ୍ର ଦିବସରେ ୩ ମାଓବାଦୀଙ୍କ ଆତ୍ମ ସମର୍ପଣ

ଗୋଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡାଙ୍କ ନିକଟରେ ଆତ୍ମସମର୍ପଣ । ବହୁ ପରିମାଣର ମାଓ ସାମଗ୍ରୀ ଜବତ କଲା ସୁରକ୍ଷାକର୍ମୀ ।

Bonded Labor Rescued
ବାରାଣସୀରୁ ୨୧ ଓଡ଼ିଆ ଦାଦନ ଉଦ୍ଧାର, ସେଥିରେ ୧୧ ନାବାଳକ 

ଘର ରାୟଗଡ଼ାକୁ ପଠାଇବାର ବ୍ୟବସ୍ଥା ହେଉଛି । କାମର ଲୋଭ ଦେଖାଇ ଏମାନଙ୍କୁ ନିଆଯାଇଥିଲା ବାରାଣସୀ  ।

Odisha Police
କର୍ମକ୍ଷେତ୍ରରେ ଉଲ୍ଲେଖନୟ ସଫଳତା ପାଇଁ ରାଜ୍ୟର ୩୪ ପୋଲିସ ସମ୍ମାନିତ

୭ଟି କାଟାଗୋରୀରେ ୨୦ ଜଣଙ୍କୁ ରାଜ୍ୟପାଳ ମେଡାଲ ମଧ୍ୟ ପ୍ରଦାନ ।

CRPF registration last date extended
ଘୁଞ୍ଚିଲା CRPFର ଆବେଦନ ତାରିଖ; ଫାଇଦା ନେବେ ଆଶାୟୀ

ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ୍‌ ଫୋର୍ସ (CRPF) ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ଷ୍ଟେନୋ) ଏବଂ ହେଡ୍‌ କନ୍‌ଷ୍ଟେବଳ (ମନ୍ତ୍ରାଳୟ) ପଦବୀରେ ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ ସମୟସୀମା ବୃଦ୍ଧି କରିଛି। ବର୍ତ୍ତମାନ ପ୍ରାର୍ଥୀମାନେ ୩୧ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ।

KRK says srk didn’t promote still Pathaan got biggest opening in the history of bollywood
KRK ବଦଳେଇଲେ ଭାଷା; ଶାହରୁଖଙ୍କୁ କଲେ ଖୁବ୍ ପ୍ରଶଂସା

KRK ପ୍ରାୟତଃ ନିଜ ଟ୍ୱିଟ୍ ମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି। ଫିଲ୍ମ ହେଉ କି ସେଲିବ୍ରେଟି ସେମାନଙ୍କୁ ଟାର୍ଗେଟ୍ କରି ଅପମାନିତ କରୁଥିବା KRK ଙ୍କ ସ୍ୱର ଆଜିକାଲି ବଦଳିବା ପରି ମନେ ହୁଏ। 'ପଠାନ'କୁ ନେଇ ସେ ପ୍ରଶଂସା କରିଛନ୍ତି।

Banks Closed For 4 Days
ତୁରନ୍ତ ସାରି ନିଅନ୍ତୁ କାମ, ଲଗାତାର ଏହି ୪ ଦିନ ବ୍ୟାଙ୍କ ବନ୍ଦ ରହିବ !

ବଜେଟ୍‌ ଉପସ୍ଥାପନ ପୂର୍ବରୁ ୪ ଦିନ ପାଇଁ ବନ୍ଦ ରହିପାରେ ବ୍ୟାଙ୍କ। ତେଣୁ ଆପଣଙ୍କର ବ୍ୟାଙ୍କରେ ଯଦି କିଛି ଜରୁରୀ କାମ ଅଛି, ତେବେ ତୁରନ୍ତ ଏଇ ମାସ ଶେଷ ସୁଦ୍ଧା ସାରି ଦିଅନ୍ତୁ।