ଭାରତୀୟ ବାୟୁସେନାର ୨ଟି ବିମାନ କ୍ରାସ୍ ହୋଇଛି। ମଧ୍ୟପ୍ରଦେଶରେ ବାୟୁସେନାର ସୁଖୋଇ-୩୦ ଓ ମିରାଜ୍-୨୦୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।
ବେକରେ ରଶି ଲଗାଇ ସ୍ୱାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କିଛିଦିନ ପୂର୍ବରୁ ସେମାନଙ୍କ ଏକମାତ୍ର ଝିଅକୁ ହତ୍ୟା କରାଯାଇଥିଲା।
କେତେବେଳେ କାର୍କୁ ରାସ୍ତାରେ ମଝିରେ ଆଣି ଚଲାଉଛନ୍ତି ତ ଆଉ କେତେବେଳେ କାର୍କୁ ହଠାତ୍ ସାଇଡ୍କୁ ନେଇ ଚଲାଉଛନ୍ତି। କଲେଜ ଛାତ୍ରଙ୍କ ଏଭଳି ବେପରୁଆ ଗାଡ଼ି ଚାଳନାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ଟ୍ରେନ ଧକ୍କାରେ ପୂର୍ବତନ ବଲାଙ୍ଗିର ସାଂସଦ ବାଲ୍ଗୋପାଳ ମିଶ୍ରଙ୍କ ପୁଅ ଅବିନାଶ ମିଶ୍ରଙ୍କ ମୃତ୍ୟୁ ଘଟିଛି। ଟ୍ରେନ୍ ଧକ୍କା ଦେବା ଯୋଗୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି।
ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ନିର୍ଦ୍ଦିଷ୍ଟ ସମୟରେ ନକଲି ଡାକ୍ତରଙ୍କ ଯାଞ୍ଚ ଶେଷ କର। ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
ପବିତ୍ର ମାଘ ସପ୍ତମୀ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇ ପୂଣ୍ୟ ଅର୍ଜନ କରିଛନ୍ତି। ମହାପ୍ରଭୁଙ୍କ ମହାସ୍ନାନ ପରେ ପରେ ଭୋର ୪ଟା ୪୧ରେ ଶ୍ରଦ୍ଧାଳୁମାନେ ମାଘବୁଡ଼ ପକାଇ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି।
ବହୁ ଚାଷୀ ସଙ୍ଗଠନ ସଦସ୍ୟ ଓ ସମାଜସେବୀ BRSରେ ସାମିଲ, ଆଦିବାସୀ ଓ ତେଲୁଗୁ ଭୋଟରଙ୍କ ଉପରେ BRS ନଜର
ପାଠ ପଢୁଥିବା ପିଲା ଶିକ୍ଷା ଋଣରେ ସୁଧ ରିହାତି ଚାହୁଁଥିବା ବେଳେ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ସୀତାରମଣ ପଦକ୍ଷେପ ନେବେ ବୋଲି ଆଶା ବାନ୍ଧି ବସିଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ ।
ପୋଲିସ ଏବେ ଆଶୀର୍ବାଦର ଅପରାଧିକ ଦିଗକୁ ଧରି ୫ବର୍ଷ ତଳର ଖିଅ ଖୋଜୁଛି ।
ପସନ୍ଦ, ଅପସନ୍ଦ ବିଷୟକୁ ନେଇ ତାଲିକା ପ୍ରସ୍ତୁତ କର । ଯେଉଁଟା ଅପସନ୍ଦ ବିଷୟ, ତା ପ୍ରତି ବି ଯଥେଷ୍ଟ ଧ୍ୟାନ ଦିଅ ।
ପରେ ପାଇଖାନାରେ ବନ୍ଦ କରି ପଳାଇଲେ ବାପା-ମାଆ । ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଉଦ୍ଧାର କଲା ପୋଲିସ ।
ଏଣେ ଖଣ୍ଡଗିରି ମାଘ ମେଳା ପାଇଁ ପହଞ୍ଚିଲେଣି ଶତାଧିକ ସାଧୁ ସନ୍ଥ, ଚର୍ଚ୍ଚାରେ ନାଗାବାବା...ଅଖଣ୍ଡ ନାମଯଜ୍ଞରେ କଂପିବ ଚଉଦିଗ...
ମାତ୍ର ୩୫ ବର୍ଷ ବୟସରେ ବିଧାତା ତାଙ୍କୁ ପଙ୍ଗୁ କରିଦେଇଛନ୍ତି
ଜଣେ ଦିବ୍ୟାଙ୍ଗ ଝିଅଙ୍କ ଚମକ । ଏତେ ସୁମଧୁର ଗୀତ ଗାଉଛନ୍ତି ଯେ, ଯିଏ ଶୁଣୁଛି ସେ ମନ୍ତ୍ରମୁଗ୍ଧ ହେଉଛି...
୧୩୫ଟି ଦେଶର ୨୫ରୁ ଅଧିକ ଭାଷାର ଖବରକାଗଜ ସଂଗ୍ରହ, ମହାତ୍ମାଗାନ୍ଧିଙ୍କ ପ୍ରକାଶିତ ହରିଜନ ଖବରକାଗଜ ଉପଲବ୍ଧ
ଫାଇନାଲରେ ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କୁ ଭେଟିବ ।
ଇଣ୍ଟରଭିୟୁ ମଝିରେ ରିକ୍ରୁଟର ନିଜେ ନିଜର ହିଁ ଚାକିରି ବଞ୍ଚାଇ ପାରିଲେନି ।
କଣ୍ଡୁକୁର ସହରରେ ଏକ ଫଳରସ ଦୋକାନ କରି ମଣିକଣ୍ଠ ନାମକ ଯୁବକ ପରିବାର ଚଳାନ୍ତି । ତେବେ ତାଙ୍କର ନିଶା ହେଉଛି ସେଲ୍ଫି। ଏଥିପାଇଁ ତାଙ୍କୁ କେହି କେହି ସେଲ୍ଫି ମ୍ୟାନ୍ ବୋଲି ଡାକନ୍ତି।
ଟଙ୍କା କେଇଟା ପାଇଁ ଚାଲିଗଲା ଜୀବନ ।
ଆଜିକାଲିର ପିଲାମାନେ ବହୁତ କ୍ରିଏଟିଭ୍। ତେବେ କିଛି ପିଲା ଏହି କ୍ରିଏଟିଭ୍ ବୁଦ୍ଧିକୁ କପି କରିବାରେ ଲଗାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏତେ ରାଗ ଯେ, ସ୍ତ୍ରୀ ସହ ଝଗଡ଼ା ପରେ ୩ ବର୍ଷର ପୁଅକୁ ହତ୍ୟା ପରେ ପୋତି ଦେଲା ସ୍ୱାମୀ। ପ୍ରମାଣ ନଷ୍ଟ ପାଇଁ ପୁଅର ମୃତଦେହକୁ ଫାର୍ମ ହାଉସ୍କୁ ନେଇ ସେଠାରେ ପୋତି ଦେଇଥିଲା।
ଜୀବନରେ କ’ଣ କରିବେ, ଏଥିପାଇଁ ଲକ୍ଷ୍ୟ ସ୍ଥିର କରନ୍ତୁ। ଆଉ ଲକ୍ଷ୍ୟକୁ ହାସଲ କରିବାକୁ ଏହା ଉପରେ ଫୋକସ୍ କରି କାମ କରିବାକୁ ମୋଦି କହିଛନ୍ତି।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ସ୍ଥିର ରହିଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୭,୨୭୦ ଟଙ୍କା ରହିଛି ।