/odishatv-khabar/media/post_attachments/uploadimage/library/16_9/16_9_0/s_1674964306.jpg)
Today Panchang
ସୌର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ, ରବିବାର। ଚନ୍ଦ୍ର – ମେଷ ରାତ୍ରି ୦୨.୪୬ ଗତେ ବୃଷ ତିଥି – ୮ମୀ ଦିବା ୦୯.୦୫ ଗତେ ୯ମୀ ଘାତ ଚନ୍ଦ୍ର – ମେଷ ରାତ୍ରି ୦୨.୪୬ ଗତେ ବିଛା , ମେଷ ଘାତ ବାର- ସିଂହ , ଧନୁ ଓ କୁମ୍ଭ ଦିବା ୦୯.୦୫ ପୁଷ୍କର ଦୋଷ – ୧ ପାଦ-କୃଷିହାନି- ଭୂମିଦାନ ଦିବା ୦୮.୨୧ ଗତେ ୨ ପାଦ।
Advertisment
ଶୁଭ ସମୟ...
ପ୍ରାତଃ ୦୬.୨୬ ରୁ ୧୦.୦୮
ଦିବା ୦୧.୨୩ ରୁ ୦୧.୫୦
ସନ୍ଧ୍ୟା ୦୬.୨୪ ରୁ ୦୮.୫୯
ରାତ୍ରି ୧୨.୨୫ ରୁ ୦୧.୩୬
ରାତ୍ରି ୦୩.୧୨ ରୁ ୦୩.୫୧
ଅଶୁଭ ସମୟ...
ଋାହୁକାଳ - ଦିବା ୦୪.୦୯ ରୁ ୦୫.୩୨
କାଳବେଳା – ଦିବା ୧୧.୫୯ ରୁ ୦୧.୨୩
ବାରବେଳା – ଦିବା ୧୦.୩୬ ରୁ ୧୧.୫୯
କାଳରାତ୍ରି – ସନ୍ଧ୍ୟା ୦୧.୩୬ ରୁ ୦୩.୧୨
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)