ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ନବ ଦାସଙ୍କ ପିଏସ୍ଓଙ୍କୁ ସସ୍ପେଣ୍ଡ୍ କରାଯାଇଛି।
ଗୋଟିଏ ଜାଗାରେ ନିଆଁ ଲିଭାଇଲେ ଅନ୍ୟ ଜାଗାରେ ଜଳୁଛି। ପୁରା ଗାଁ ଆତଙ୍କିତ
‘ମୋର ମରିବାର ନାହିଁ, ବିମାନରେ ବୋମା ଅଛି’ । ଏପରି କହି ଫୋନ୍ କାଟିଦେଲେ ।
ଦେଶର ବଜେଟ୍ରୁ ଲୋକମାନେ ଅନେକ କିଛି ଆଶା କରନ୍ତି। ସେ ଧନୀ ହେଉ କି ଗରିବ, ମଧ୍ୟବିତ୍ତ ହେଉ କି କୃଷକ, ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ସରକାର ସେମାନଙ୍କ ପାଇଁ ବଜେଟ୍ରେ କ’ଣ ରଖିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଭାରତର ପ୍ରଥମ ବଜେଟ୍ କିଏ କରିଥିଲେ? ଏହି ବ୍ୟକ୍ତି ମଧ୍ୟ ଦେଶରେ ପ୍ରଥମ ଥର ଇନ୍କମ୍ ଟ୍ୟାକ୍ସ ଆରମ୍ଭ କରିଥିଲେ।
ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ମିଠା ମିଠା କଥାରେ ଫସାଇ ମଦ ନିଶା ଲଗାଇଦେଲେ . . . ନାବାଳକ ସହ ଶାରିରୀକ ସମ୍ପର୍କ ରଖିଲେ ୩୨ ବର୍ଷ ବୟସ୍କା ମହିଳା
ଦିନେ ଟିଟିପି ସଂଗଠନକୁ ନିଜେ ପାକିସ୍ତାନ ପ୍ରୋତ୍ସାହନ ଦେଇଥିଲା, ହେଲେ ଏବେ ବାଜି ଓଲଟିଯାଇଛି
ବଜେଟ୍ ଉପସ୍ଥାପନା ପୂର୍ବରୁ, ଲୋକଙ୍କ ମନରେ ବଜେଟ୍ ସହିତ ଜଡିତ ଅନେକ ପ୍ରକାରର ପ୍ରଶ୍ନ ଉଙ୍କିମାରେ। ଯେପରିକି ବଜେଟ୍ କ’ଣ, ବଜେଟର ଅର୍ଥ କ’ଣ, ବଜେଟ୍ କେତେ ପ୍ରକାରର ଇତ୍ୟାଦି । ଆପଣ ଯଦି ଏ ବିଷୟରେ ଜାଣିବାକୁ ଇଚ୍ଛୁକ ତେବେ ଆସନ୍ତୁ ବଜେଟ୍ ସହିତ ଜଡିତ ସମ୍ପୂର୍ଣ୍ଣ ସୂଚନା ଜାଣିନେବା।
ନିକଟତମ ବ୍ୟକ୍ତିଙ୍କୁ ସର୍ପ୍ରାଇଜ୍ ଦେବା ପରେ ମିଳୁଥିବା ଆନନ୍ଦ ଏବଂ ସୁଖକୁ ତୁଳନା କରାଯାଇପାରିବ ନାହିଁ। ଏହିପରି ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଚିତ୍ରକୁ ନିଜ ବାହୁରେ ଟାଟୁ କରି ତାଙ୍କୁ ଖୁସି ଦେଇଛନ୍ତି। ଭାଇରାଲ୍ ହେଉଛି ଭିଡିଓ।
ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ଉତ୍କଣ୍ଠାରେ ଚାଷୀ, ଗୃହିଣୀ, ଆୟକର ଦାତା ଓ ଶିଳ୍ପ ଜଗତ ।
ଦୁଇ କୋଟିର ସମ୍ପତ୍ତି । ଭାଇକୁ ଭାଇର ଶତ୍ରୁ ସଜାଇଲା । ସାନ ଭାଇ ଓ ଭାଇବୋହୂକୁ ମାରି ପକାଇଲା ବଡ଼ ଭାଇ ।
ସ୍ଥାନୀୟ ଏସ୍ପି ସଞ୍ଜୀବ କୁମାର ମଧ୍ୟ ଉପସ୍ଥିତ ରହିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
ଆସନ୍ତା ମାର୍ଚ୍ଚ ୩ ଏବଂ ୪ ତାରିଖ ଦୁଇ ଦିନ ଧରି ବିଶାଖାପାଟଣାରେ ଆୟୋଜିତ ହେବ ଗ୍ଲୋବାଲ ଇନଭେଷ୍ଟର୍ସ ମିଟ୍ ।
ସାଧାରଣ ବଜେଟ୍ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ।
ସୁନାକଳସ ଦାନ ଓ ତୈଳମର୍ଦ୍ଦନ ସତ୍ତ୍ୱେ ଗୁଳିମାଡ଼କୁ ନେଇ ଚର୍ଚ୍ଚା । ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହେଲା ପ୍ରାଣଘାତୀ ଗୁଳି ମାଡ଼ ?
ମୁଖ୍ୟମନ୍ତ୍ରୀ, ଗୃହସଚିବ ଓ ଡିଜିପି କାହିଁକି ଚୁପ୍- ବିଜେପି । କଂଗ୍ରେସର ଦାବି SIT ତଦନ୍ତ ।
କାହିଁକି ନବ ଦାସଙ୍କୁ ଗୁଳି କଲେ ASI ଗୋପାଳ ? ଗୋପାଳର ବଡ଼ଭାଇକୁ ଉଠାଇନେଲା କ୍ରାଇମବ୍ରାଞ୍ଚ ।
ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଗୋଟିଏ ସମୟ ଥିଲା ଯେତେବେଳେ ଆଶାରାମ ଏକ ଚା’ ଷ୍ଟଲ୍ ଚଳାଉଥିଲେ। ଏହାପରେ ମଦ ବେପାର ଓ କ୍ଷୀର ଦୋକାନରେ ମଧ୍ୟ କାମ କରିଛନ୍ତି। ହେଲେ କିପରି ହେଲା ଆଧ୍ୟାତ୍ମିକ ଗୁରୁ ଆସନ୍ତୁ ଜାଣିବା।
ବିଶ୍ୱକପ୍ ଜିତିବା ପରେ କୋହ ରୋକିପାରିଲେନି ଶେଫାଳି ବର୍ମା । ଆଖିରୁ ବହିଯାଇଥିଲା ଧାରଧାର ଖୁସିର ଲୁହ ।
କାନ୍ଥରେ ଲେଖିଥିଲେ ଭାରତ ବିରୋଧୀ ସ୍ଲୋଗାନ୍
ଫିଟିନି ନବ ଦାସଙ୍କ ହତ୍ୟା ରହସ୍ୟ। ୨ ଦିନ ପରେ ବି ଅନ୍ଧାରରେ ପୂରା ରାଜ୍ୟ। ପରିବାର ଲୋକେ ବିରୋଧିଙ୍କୁ ଦାୟୀ କରୁଛନ୍ତି। ତେବେ ଏହା ପଛରେ ରହିଛି କି ଏକ ବଡ ଧରଣର ଷଡଯନ୍ତ୍ର? ଆସନ୍ତୁ ଜାଣିବା କିଏ କ’ଣ କହୁଛନ୍ତି।
ଗୋପାଳଙ୍କ ପ୍ରଥମ ଗୁଳିଟି ଜୀବନଙ୍କ ବେକରେ ଘସି ହୋଇ ମନ୍ତ୍ରୀଙ୍କ ଛାତିରେ ବାଜିଥିଲା ।
ଗୁଳିକାଣ୍ଡର ବିଭିନ୍ନ ଦିଗ ସମ୍ପର୍କରେ ଅନୁଧ୍ୟାନ କରୁଛି କ୍ରାଇମ୍ବ୍ରାଞ୍ଚ ।
ଭାରତୀୟ ସଂସ୍କୃତି ଓ ପରଂପରାକୁ ବଞ୍ଚାଇ ରଖିବା ସହ ବିଦ୍ୟାର୍ଥୀଙ୍କୁ ଶାସ୍ତ୍ର ସହ ଶସ୍ତ୍ର ଶିକ୍ଷା ଦିଆଯାଉଛି