• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Murder Accused Shot Dead In Patna Court Complex
କୋର୍ଟ ପରିସରରେ ଓପନ୍‌ ଫାୟାରିଂ; ଦୁର୍ଦ୍ଦାନ୍ତ ଅପରାଧୀକୁ ଗୁଳିକରି ହତ୍ୟା

ବିହାର ପାଟନାର ଦାନାପୁର ସବ୍‌-ଡିଭିଜନ୍‌ କୋର୍ଟ ପରିସରରେ ଏହି ଗୁଳିକାଣ୍ତ ଘଟିଛି । ବିଚାରଧିନ କଏଦୀ ଅଭିଷେକ କୁମାର ଓରଫ୍‌ ଛୋଟେ ସରକାରକୁ ଗୁଳି କରି ହତ୍ୟା କରାଯାଇଛି ।

Hardik Pandya
ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ; MI ର ମଙ୍ଗ ଧରିବେ ପାଣ୍ତ୍ୟା

ରୋହିତ ଶର୍ମା ୨୦୧୩ରେ ପ୍ରଥମ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ୫ଟି ଆଇପିଏଲ ଟ୍ରଫି ହାତେଇଥିଲା।

Mobile Phones
ଏହି ମୋବାଇଲ୍ ୟୁଜର୍ସଙ୍କ ପାଇଁ ସତର୍କ ଘଣ୍ଟି, ହ୍ୟାକର୍ସଙ୍କ ପାଇଁ ସହଜ କରୁଛି ହ୍ୟାକିଂ

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ସାମସଙ୍ଗ ମୋବାଇଲ୍ ଫୋନ୍‌ର ଆଣ୍ଡ୍ରଏଡ୍ ସଂସ୍କରଣ ୧୧, ୧୨, ୧୩ ଏବଂ ୧୪ ରେ ଏମିତି ଅନେକ କିଛି ଟେକ୍ନୋଲୋଜି ରହିଛି ବା ଦୁର୍ବଳତା ରହିଛି, ଯାହା ହ୍ୟାକର୍ସମାନଙ୍କୁ ସୁହାଉଛି ।

Tripti Dimri animal fees for intimate scene
‘ଆନିମଲ୍’ରେ ଯାହାଙ୍କୁ ନେଇ ଏତେ ଚର୍ଚ୍ଚା, ତାଙ୍କୁ ମାତ୍ର ଏତିକି ଫି’!

ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ 'ଆନିମଲ'ରେ ରଣବୀର କପୁରଙ୍କ ସହ ତୃପ୍ତି ଡିମ୍‌ରୀଙ୍କ ଅନ୍ତରଙ୍ଗ ସିନ୍ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି। କିନ୍ତୁ ଆପଣ ଜାଣିଛନ୍ତି କି ଏହି ଫିଲ୍ମରେ ଏତିକି ସିନ୍ ପାଇଁ ତୃପ୍ତି ଡିମ୍‌ରୀ କେତେ ଟଙ୍କା ନେଇଛନ୍ତି? ଜାଣିଲା ପରେ ଆପଣ ନିଶ୍ଚିତ କହିବେ ଏହା ବହୁତ କମ୍ ବୋଲି।

Jersey no 7
ବ୍ଲୁ ଜର୍ସିରେ ଆଉ ଦେଖିବାକୁ ମିଳିବନି ନଂ ୭; ଧୋନିଙ୍କ ଆଇକନିକ୍‌ ଜର୍ସିର ଅବସର

ଭାରତୀୟ କ୍ରିକେଟ୍‌ ଇତିହାସର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜର୍ସି ନଂ ୭ କୁ ଅବସର ଦେଇଛି BCCI ।

Bhajanlal Sharma
ବଡ଼ ଉପହାର... ଜନ୍ମ ଦିନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭଜନଲାଲ ଶର୍ମା । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦୀୟା କୁମାରୀ ଓ ପ୍ରେମଚନ୍ଦ୍ର ବୈରୱା । ଭଜନଲାଲ ସାଙ୍ଗନୌର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

VK Pandian
ଭି. କାର୍ତ୍ତିକେୟନ ପାଣ୍ଡିଆନ ଲଢ଼ିବେନି ନିର୍ବାଚନ, ସ୍ପଷ୍ଟ କଲେ ଦେବୀ

ପାଣ୍ଡିଆନ୍‌ ନିର୍ବାଚନ ଲଢ଼ିଲେ କିଛି ଅସୁବିଧା ନାହିଁ ବୋଲି ମଧ୍ୟ କହିଛନ୍ତି ଦେବୀ ।

BJD returns to its old anti centre slogan
ବିଜେଡିରେ ପୁଣି ଫେରିଲା କେନ୍ଦ୍ର ବିରୋଧୀ ନାରା, ପୁରୁଣା ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି...

ପୁରୁଣା ପ୍ରସଙ୍ଗ ସବୁ ଉଠାଇବାକୁ ଭୁବନେଶ୍ୱର ଶଙ୍ଖ ଭବନରେ ବସିଥିବା ବିଜେଡି କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି ।

Archana Nag
ମିଛ କେସ୍‌ରେ ଫସାଇ ପୁଣି ଜେଲ୍‌ ପଠାଇବାକୁ ଅର୍ଚ୍ଚନାଙ୍କୁ ଧମକ..!

ସମୟ ଆସିଲେ ସବୁ କହିବି, ମହିଳାଙ୍କୁ ଅସମ୍ମାନ ଠିକ୍ ନୁହେଁ । ଏହା ରାଜ୍ୟକୁ ଶୋଭା ଦେଉନାହିଁ ।

Rajasthan
ରାଜସ୍ଥାନ ଭାର ସମ୍ଭାଳିଲେ ଭଜନଲାଲ, ସହଯୋଗ କରିବେ ଦୀୟା-ପ୍ରେମଚନ୍ଦ୍ର

ଭଜନଲାଲ ଜୟପୁରସ୍ଥିତ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ରାଜସ୍ଥାନରେ ୫ ବର୍ଷର ବ୍ୟବଧାନ ପରେ ପୁଣି ସତ୍ତାକୁ ଫେରିଛି ବିଜେପି ।

BJP protest over 350 crore cash seized from IT raids on liquor firm
ଟୋକେଇରେ ନକଲି ନୋଟ୍‌ ରଖି ବିଜେପିର ପ୍ରତିବାଦ

ପ୍ରତୀକାତ୍ମକ ଭାବେ ଟୋକେଇରେ ନକଲି ନୋଟ୍‌ ରଖି ଅଭିନବ ଢଙ୍ଗରେ ଆଜି ବିଜେପି ପ୍ରତିବାଦ କରିଛି ।

Cockroach
ସାବଧାନ ! ଅସରପା ମାରିବାକୁ ସ୍ପ୍ରେ’ ମାରୁଥିଲେ, ଅଚାନକ ହେଲା ବିସ୍ଫୋରଣ...

ଅସରପା ତାଙ୍କୁ ଖୁବ୍‌ ହଇରାଣ କରିଥିଲା । ସେ ଅସରପାକୁ ମାରିବାକୁ ଯାଇ ଏକ ସ୍ପ୍ରେ ବ୍ୟବହାର କରିଥିଲେ । କିନ୍ତୁ ପରିଣାମ ହୋଇଥିଲା ଭୟଙ୍କର।

Health Issue
ଖତ ଖାଉଛି ମହାପ୍ରୟାଣ ଗାଡ଼ି, ମୃତଦେହ ନେବାକୁ ହନ୍ତସନ୍ତ ସଂପର୍କୀୟ

ଗରିବ ରୋଗୀଙ୍କ ପାଇଁ ସରକାରଙ୍କ କାହିଁରେ କେତେ ଯୋଜନା । ମେଡିକାଲରୁ ମୃତଦେହ ନେବା ପାଇଁ ରାଜ୍ୟ ସରକାର ମହାପ୍ରୟାଣ ଯୋଜନା ଆରମ୍ଭ କରିଥିଲେ । ହେଲେ କଟକ ସହରରେ ଏହି ଯୋଜନା ଏବେ କୋମା ଅବସ୍ଥାରେ ।

Food Delivery Report
ଭାରତୀୟଙ୍କ ପ୍ରଥମ ପସନ୍ଦ ବିରିୟାନୀ, ପଛରେ ପିଜ୍ଜା ବର୍ଗର

ଭାରତୀୟମାନେ ଖାଦ୍ୟ ପ୍ରେମୀ । ଚଟପଟା ଓ ମସାଲାଦାର ଖାଦ୍ୟ ଭାରତୀୟମାନଙ୍କର ବେଶି ପସନ୍ଦ । ଯୁଗ ସହ ତାଳ ଦେଇ ବର୍ତ୍ତମାନ ଅନଲାଇନରେ ମଧ୍ୟ ଖାଦ୍ୟ ଡେଲିଭରୀ ହେଲାଣି ।

Plus Two Exam
BIG BREAKING: ଫେବ୍ରୁଆରୀ ୧୬ରୁ ଯୁକ୍ତ ୨ ପରୀକ୍ଷା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ।

Indian Journalist Congress to be organised in Odisha next year
ଓଡ଼ିଶାରେ ହେବ ଇଣ୍ଡିଆନ୍‌ ଜର୍ଣ୍ଣାଲିଷ୍ଟ କଂଗ୍ରେସ, ଉନ୍ମୋଚନ ହେବ ଲୋଗୋ...

ସମଗ୍ର ଦେଶର ସାମ୍ବାଦିକଙ୍କ ଅର୍ଥନୈତିକ, ସାମାଜିକ ଓ ବୃତ୍ତିଗତ କଲ୍ୟାଣ ଉଦ୍ଦେଶ୍ୟରେ ଜର୍ଣ୍ଣାଲିଷ୍ଟ ଡେଭଲପମେଣ୍ଟ କାଉନସିଲ୍‌ ଅଫ୍ ଇଣ୍ଡିଆ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ।

Parliament
ସଂସଦରେ କେମିତି କରିଥିଲେ ଏଣ୍ଟ୍ରି, କାହିଁକି କରିଥିଲେ ସ୍ମୋକ୍‌ ଆଟାକ୍, କିଏ କରିଥିଲା ସାହାଯ୍ୟ..?

ସଂସଦର ଅଧିବେଶନ ଚାଲୁଥିବାରୁ ଶନିବାର କିମ୍ବା ରବିବାର ଏହି ସିନ୍ ରିକ୍ରିଏସନ୍ କରାଯାଇପାରେ ବୋଲି ସୂଚନା ମିଳିଛି ।

Judge
ମହିଳା ଜଜ୍‌ଙ୍କୁ ଯୌନ ନିର୍ଯାତନା ! ଶେଷରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ

‘ମୋତେ ପୂରା ଅଦାଲତରେ ଅପମାନିତ କରାଗଲା, ଗାଳି ଦିଆଗଲା । ଚାକିରିରେ ଯୋଗଦେବାର କମ୍‌ ସମୟ ମଧ୍ୟରେ ମୋତେ ଯୌନ ନିର୍ଯାତନାର ଶିକାର ହେବାକୁ ପଡ଼ିଲା । ସର୍ବସମ୍ମୁଖରେ ଗାଳି ଶୁଣିଛି ।’

ଅଜଣା ଜନ୍ତୁ
ପୁଣି ଅଜଣା ଜନ୍ତୁ ଭୟ, ରାତିରେ ମାରି ଖାଉଛି ଛେଳି-ମେଣ୍ଢା

ପୂର୍ବରୁ କଟକ ନିଆଳି ଅଞ୍ଚଳରେ ଅଜଣା ଜନ୍ତୁକୁ ନେଇ ଭୟାବହ ସ୍ଥିତି ଦେଖାଯାଇଥିଲା । ମେଣ୍ଢା ଛେଳି ଆଦି ଜୀବଜନ୍ତୁଙ୍କୁ ମାରୁଥିଲା ଅଜଣା ଜନ୍ତୁ । 

Gunfight between security forces maoists in Boudh
ମାଓବାଦୀଙ୍କ ବିରୋଧରେ ବଡ଼ ଅପରେସନ: ନଳୀକୁମ୍ପା ଜଙ୍ଗଲକୁ ଘେରି ଅଭିଯାନ

ନଳୀକୁମ୍ପା ଜଙ୍ଗଲକୁ ଘେରି ଜୋରଦାର ଅପରେସନ କରାଯାଉଛି । ମାଓବାଦୀ ଜଙ୍ଗଲ ଭିତରେ IED ଓ ଲ୍ୟାଣ୍ଡମାଇନ୍‌ ବିଛାଇଥିବା ସନ୍ଦେହ ।

Weather Update
ପ୍ରବଳ ଥଣ୍ତାରେ ଅସ୍ତବ୍ୟସ୍ତ ଜନତା, ପଶୁଙ୍କ ପାଇଁ ନନ୍ଦନକାନନରେ ପ୍ରସ୍ତୁତି

ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଜାଡ଼ରେ ଅସ୍ତବ୍ୟସ୍ତ ସାଧାରଣ ଜନଜୀବନ । ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳ ମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଛି । ରାଜ୍ୟର କିଛି କିଛି ସ୍ଥାନରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳିଛି ।

Mysterious fire breaks out at a home in Jajpur
ଅଜବ ! ହଠାତ୍‌ ମାଡ଼ୁଛି ନିଆଁ, କେତେବେଳେ ଛାତ ଉପରେ ତ କେତେବେଳେ ଜଳି ଯାଉଛି ଲୁଗାପଟା...

ଦେଖୁ ଦେଖୁ ଚାରିଆଡ଼େ ବ୍ୟାପି ଯାଉଛି  ନିଆଁ । ହଠାତ୍‌ ମାଡ଼ି ଯାଉଛି ନିଆଁ, କେତେବେଳେ ଛାତ ଉପରେ ତ କେତେବେଳେ ଜଳି ଯାଉଛି ଲୁଗାପଟା ସହ ଆସବାବପତ୍ର ।

Lalit jha
ଲଳିତ ଝା କିଏ, କୌଣସି ଆତଙ୍କବାଦୀ ସଙ୍ଗଠନର ହାତ ଅଛି କି !

ସଂସଦ ଭବନ ଭିତରେ ପଶି ଏମିତି ଆତଙ୍କ ସୃଷ୍ଟି କରିବା ପାଇଁ ପ୍ରାୟ ଅଠର ମାସ ତଳୁ ଯୋଜନା କରିଥିଲା ଲଲିତ । ତେବେ କିଏ ଏହି ଲଳିତ ଝା .. ତା ବିରୋଧରେ UAPA ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ, ସେ ହିଁ ୨୦୦୧ ପାର୍ଲାମେଣ୍ଟ ଆଟାକ୍ ବର୍ଷ ପୂର୍ତ୍ତିରେ ଏଭଳି କାଣ୍ଡ ଭିଆଇବାକୁ ଯୋଜନା କରିଥିଲା ବୋଲି କୁହାଯାଉଛି ।

Today Panchang
Panchang Today 15th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ଶୁକ୍ରବାର ଚନ୍ଦ୍ର- ଧନୁ ଦିବା ୦୧.୪୪ ଗତେ ମକର ତିଥି- ୩ୟା ରାତ୍ରି ୧୦.୩୦ ଗତେ ୪ର୍ଥୀ ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ଦିବା ୦୧.୪୪ ଗତେ ସିଂହ ରାଶିର ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ଦିବା ୦୮.୧୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ

Total Seats 70

BJP 42
APP 25
INC 1
OTHERS 0

Delhi Vidhan Sabha Election Result