ଗଣପତିଙ୍କ ପାଖରେ ବର୍ତ୍ତମାନ ୫୦ଟି କୁକୁଡା ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ଟି ଲଢୁଆ କୁକୁଡା ରହିଛନ୍ତି । ଟାଇଗରକୁ କିଣିବା ପାଇଁ ଏବଂ ତାକୁ ଦେଖିବାକୁ ବିଭିନ୍ନ ଜିଲ୍ଲାରୁ ଲୋକମାନେ ଆସୁଥିବା ଦେଖିବାକୁ ମିଳିଛି ।
ଲୋକସଭା ସେକ୍ରେଟାରିଏଟର ଅନୁରୋଧ କ୍ରମେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି କମିଟି ଗଠନ କରାଯାଇଛି ।
ଗତ ୩୦ ତାରିଖ ରାତିରେ ସଂପୃକ୍ତ ମହିଳା PEOଙ୍କ ବାସଭବନକୁ ଆସିଥିଲେ। ଆଉ ସଂଜିତଙ୍କୁ ଶୋଇଥିବା ଅବସ୍ଥାରେ ତକିଆରେ ମୁହଁକୁ ଚାପି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଖସିଯାଇଥିଲେ। ଶେଷରେ ସଦର ପୋଲିସ ସଂପୃକ୍ତ ମହିଳାଙ୍କୁ ଗିରଫ କରିଛି।
ବୋମା ତିଆରି କରୁଥିବା ଛାତ୍ର ଜଣକ ହେଉଛନ୍ତି ଆଲ୍ହାବାଦ ବିଶ୍ୱବିଦ୍ୟାୟରେ ଏମ୍ଏ ପାଠ ପଢ଼ୁଥିବା ପ୍ରଭାତ ଯାଦବ । ସେ ପିସି ବାନାର୍ଜୀ ହଷ୍ଟେଲ୍ରେ ରହୁଥିଲେ । ସେଇଠାରେ ହିଁ ଏହି ବୋମା ବିସ୍ଫୋରଣ ହୋଇଛି ।
ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ଚନ୍ଦ୍ର- ଧନୁ ଅହୋରାତ୍ର ।
ପିଲାର ମୃତ୍ୟୁର କିଛି ଦିନ ପରେ ଧିରେ ଧିରେ ସମସ୍ତେ ତାକୁ ଭୁଲିଯାଆନ୍ତି। ମା’ କିନ୍ତୁ ଜୀବନ ସାରା ଭୁଲିପାରେ ନାହିଁ। ଏ ସଂପର୍କର ବନ୍ଧନ ଏମିତି ସ୍ୱୟଂ ମୃତ୍ୟୁଦେବତା ମଧ୍ୟ ଏହାକୁ ବିଚ୍ଛିନ୍ନ କରିପାରିବେ ନାହିଁ। ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଫଟୋ ଭାଇରାଲ୍ ହେଉଛି ଯାହା ଏହାର ପ୍ରମାଣ ଦେଉଛି।
ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ହଠାତ୍ ଇରମ୍ ପଞ୍ଚାୟତର ରଥପଦା ମାର୍କେଟରେ ଥିବା ଦୋକାନରେ ନିଆଁ ଲାଗିଯାଇଥିଲା….
ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା...ଅସ୍ତବ୍ୟସ୍ତ ସାଧାରଣ ଜନଜୀବନ... ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଯୋଗୁ କମିଲା ଭିଜିବିଲିଟି ...
ସଂସଦ ସୁରକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ପରାମର୍ଶ ଦେବ କମିଟି...ଜଣେ ମହିଳା ସହ ୫ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ୍...
ଶକ୍ତି ସଂରକ୍ଷଣର ଗୁରୁତ୍ୱ ଉପରେ ବାର୍ତ୍ତା ପ୍ରଦାନ କରିବା ଏବଂ ଏ କ୍ଷେତ୍ରରେ ଦେଶର ସଫଳତାକୁ ପ୍ରଦର୍ଶନ କରିବା ପାଇଁ ପ୍ରତିବର୍ଷ ୧୪ ଡିସେମ୍ବରରେ ‘ଜାତୀୟ ଶକ୍ତି ସଂରକ୍ଷଣ ଦିବସ’ ପାଳନ କରାଯାଏ। ଏହାକୁ କିପରି ସଂରକ୍ଷଣ କରିବେ ଆସନ୍ତୁ ଜାଣିବା।
ଭାରତୀୟ ଯୁବ ଖେଳାଳିମାନେ ଏବେ ଟି-୨୦ କ୍ରିକେଟ୍ରେ ପ୍ରଭାବଶାଳୀ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ବଡ଼ ପ୍ରଶ୍ନ ହେଉଛି ଯେ ସେମାନଙ୍କ ମଧ୍ୟରେ ଟିମ୍କୁ ୨୦୨୪ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତାଇବାର ସାମର୍ଥ୍ୟ ରହିଛି କି?
ବିରାଟ କୋହଲି ସେୟାର କରିଥିବା ଫଟୋରେ ଏକ କ୍ୟାପସନ୍ ମଧ୍ୟ ଲେଖିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି କି ସେ ‘ମକ୍ ଚିକେନ୍ ଟିକ୍କା’ ଖାଉଛନ୍ତି। ଆମେ ଆପଣଙ୍କୁ କହି ରଖିବାକୁ ଚାହୁଁ କି ଏହାର ନାମ କେବଳ ‘ମକ୍ ଚିକେନ୍ ଟିକ୍କା’ କିନ୍ତୁ ବାସ୍ତବରେ ଏଥିରେ ଚିକେନ୍ ନଥାଏ।
ମୁଖ୍ୟମନ୍ତ୍ରୀ ରେବନ୍ଥ କୌଣସି ବଡ଼ ରାଜନୖତିକ କିକବ୍ୟାକ୍ ଥିବା ବ୍ୟକ୍ତିତ୍ୱ ନୁହଁନ୍ତି। ବରଂ ସେ ଜଣେ ସାଧାରଣ ଚାଷୀ ଘରର ପିଲା। ଯାହାଙ୍କ ଯାତ୍ରା ଜଣେ ସାଧାରଣ ପେଣ୍ଟରରୁ ଆରମ୍ଭ ହୋଇ ମୁଖ୍ୟମନ୍ତ୍ରୀ ଚଉକି ପର୍ଯ୍ୟନ୍ତ ଗଲାଣି।
ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ସୋସିଆଲ ମିଡିଆରେ ବନ୍ଧୁତ୍ୱ ପରେ ୬ ଜଣ ଯାକ ୪ ବର୍ଷ ହେଲା ପରସ୍ପରକୁ ଜାଣିଥିଲେ । ସେମାନେ ଗୁରଗାଓଁର ଗୋଟିଏ ଘରେ ରହି ଗତ ୩ ମାସ ହେଲା ଏହାର ପ୍ଲାନିଂ କରୁଥିଲେ ।
ବିପଦରେ ସରକାରୀ ଜମି । ଜମି ଦଲାଲଙ୍କ ନଜରରେ ସରକାରୀ ସଂପତ୍ତି । ଦିନ ଦ୍ୱିପହରେ ଆଖିରେ ଆଙ୍ଗୁଠି ଗୁଞ୍ଜି ବିକୁଛନ୍ତି ଦଲାଲ । ଦଲାଲଙ୍କ ହାତରେ ଫସୁଛନ୍ତି ନିରିହ ଲୋକ । ଭୁବନେଶ୍ୱର ଶାମପୁର ଅଞ୍ଚଳରେ କାହାକୁ ହଜାର ତ କାହାକୁ ଲକ୍ଷେରେ ବିକ୍ରି ହୋଇଛି ସରକାରୀ ପ୍ଲଟ ।
ଏହାସହ ମେକ୍ ଇନ୍ ଓଡ଼ିଶାରେ ୨୦୧୮ରେ ଡିଷ୍ଟ୍ରିଲାରି ପ୍ରକଳ୍ପ ପାଇଁ ପ୍ରସ୍ତାବ ଆସିଥିଲା ଆଉ ତାକୁ ଅଗଷ୍ଟ ୨୦୧୯ ସୁଧା ସମସ୍ତ ପ୍ରକାର କ୍ଲିୟରାନ୍ସ ଦେଇ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ଅନ୍ୟ ପ୍ରକଳ୍ପ ଅପେକ୍ଷା ଏହି ପ୍ରକଳ୍ପରେ କାହିଁକି ଏତେ ଦ୍ରୁତ ପଦକ୍ଷେପ ବୋଲି ପ୍ରଶ୍ନ କରିଛି ଦଳ।
ଗଞ୍ଜାମରେ ବ୍ରହ୍ମପୁର ଓ ଛତ୍ରପୁର ଭଳି ଦୁଇଟି ଅବକାରୀ ଜିଲ୍ଲା ରହିଛି । ବ୍ରହ୍ମପୁର ଅବକାରୀ ଜିଲ୍ଲାରେ ୨୫ଟି ଦେଶୀ ମଦଭାଟି ଥିବା ବେଳେ ଛତ୍ରପୁର ଅବକାରୀ ଜିଲ୍ଲାରେ ଚାଲିଛି ୪୭ଟି ଭାଟି।
ଆଜିର ଘଟଣା ପରେ ଚର୍ଚ୍ଚାକୁ ଆସିଛି ଭିଜିଟର୍ସ ପାସ୍ ପ୍ରସଙ୍ଗ। କାରଣ ସାଂସଦଙ୍କ ଭିଜିଟର୍ସ ପାସ୍ ଜରିଆରେ ଯୁବକମାନେ ସଂସଦ ଭବନରେ ପ୍ରବେଶ କରିଥିଲେ। ତେବେ ଏହି ଭିଜିଟର୍ସ ପାସ୍ କ’ଣ ଓ ଏହା କିପରି ଦିଆଯାଇଥାଏ।
ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ସୁରକ୍ଷାରେ ପୁଣି ବଡ଼ ଗଡ଼ବଡ଼ି। କଡ଼ା ସୁରକ୍ଷା ବଳୟକୁ ବେଖାତିର୍। ସଂସଦ ଭିତରେ ପଶି ଦୁଇ ଯୁବକଙ୍କ ଆତଙ୍କରାଜ୍। ଲୋକସଭାର ଶୂନ୍ୟକାଳ ଚାଲିଥିଲା, ହଠାତ୍ ଦର୍ଶକ ଗ୍ୟାଲେରୀରୁ ଝପଟି ଆସିଥିଲେ ଦୁଇ ଅଜ୍ଞାତ ଯୁବକ।
କିଏ ସେହି ରାକ୍ଷସୀ ଯିଏ ଏତେଦିନ ଗର୍ଭଧାରଣ କରି ଜନ୍ମ ପରେ ଏତେ ଦଶାକଲା ପିଲାଟିକୁ ? କିଏ ସେହି ନୃଶଂସ ପୁରୁଷ, ଯିଏ ସୁଖ ଓ କାମନାରେ ଅନ୍ଧ ସାଜି ବାପ ବନିବା ପରେ ଆଜି ସେହି ରକ୍ତ ମାଂସର ପିଣ୍ଡୁଳାକୁ ଫିଙ୍ଗିଦେଇଥିଲା ଅନ୍ଧାରୀ ଗାତ ଭିତରେ ? ଆଜି ସବୁରି ମୁହଁରେ ସେହି ଗୋଟିଏ ପ୍ରଶ୍ନ ।
ଥାନାରେ ଏହି ମାମଲାର ଆପୋଷ ବୁଝାମଣା ହେବା ସହ ପଞ୍ଚାୟତର ନିଷ୍ପତ୍ତି କ୍ରମେ ସୁରେନ୍ଦ୍ର ତାଙ୍କ ପ୍ରେମିକାକୁ ବିବାହ କରିବେ। ଏବଂ ସୁରେନ୍ଦ୍ରଙ୍କ ସାନ ଭାଇ ତାଙ୍କ ପାଇଁ ସ୍ଥିର ହୋଇଥିବା ଯୁବତୀଙ୍କୁ ବିବାହ କରିଥିଲେ ।
ଆସନ୍ତା ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ। ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷାକୁ ମନିଟରିଂ କରିବ AI କ୍ୟାମେରା
ସ୍ୱିଗି ପରି ଫୁଡ୍ ଡେଲିଭରି ସଂସ୍ଥାକୁ ଡ୍ରଗ୍ସ ମଗାଇବାରେ ବ୍ୟବହାର କରାଯାଉଛି । ସେମାନେ ଯୋଗାଉଥିବା ପ୍ୟାକେଟରେ କ’ଣ ଅଛି, ତାହା ପଚାରିବାର ଅଧିକାର ସ୍ୱିଗିର ନାହିଁ । ପୂର୍ବରୁ କେବଳ ସହରରେ ଡ୍ରଗ୍ସ ମିଳୁଥିଲା । ହେଲେ ତାହା ଏବେ ଉପାନ୍ତକୁ ବ୍ୟାପିଲାଣି ।
ଛତିଶଗଡ଼ ନାରାୟଣପୁର ଛୋଟାଙ୍ଗୋଙ୍ଗର ଜଙ୍ଗଲରେ ବିସ୍ଫୋରଣ। CRPF ୯ମ ବାଟାଲିୟନର କନଷ୍ଟେବଳ କମଲେଶ ସାହୁ ସହିଦ
ଡିସେମ୍ବର ୬ ତାରିଖ ରାତି ୧୦ଟାରୁ ୧୦.୧୫ ମଧ୍ୟେର ଏହି ଘଟଣା ସାମ୍ନାକୁ ଆସିଥିଲା। ଏସ୍ଏଫ୍ ଗୁପ୍ତା ରାତ୍ରୀ ସମୟରେ ମହିଳାଙ୍କ ସୁରକ୍ଷା ପାଇଁ ସେହି ଟ୍ରେନ୍ରେ ଜଣେ ମାତ୍ର ସୁରକ୍ଷାକର୍ମୀ ଭାବେ ନିୟୋଜିତ ଥିଲେ। ତେବେ ଏହି ସମୟରେ ଜଣେ ମହିଳାଙ୍କ ସହ ଟ୍ରେନ୍ରେ ନାଚୁଥିବାର ଭିଡିଓ ରେକର୍ଡ ହୋଇଥିଲା।