/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702612169.jpg)
Today Panchang
ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ଶୁକ୍ରବାର
ଚନ୍ଦ୍ର- ଧନୁ ଦିବା ୦୧.୪୪ ଗତେ ମକର
ତିଥି- ୩ୟା ରାତ୍ରି ୧୦.୩୦ ଗତେ ୪ର୍ଥୀ
ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ଦିବା ୦୧.୪୪ ଗତେ ସିଂହ ରାଶିର
ଘାତବାର- ବିଛା, ଧନୁ ଓ ମୀନ ରାଶିର
ପୁଷ୍କର ଦୋଷ- ଦିବା ୦୮.୧୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ
ଶୁଭ ସମୟ
ପ୍ରାତଃ- ୦୬.୧୭ ରୁ ୦୭.୦୦
ପ୍ରାତଃ- ୦୭.୪୩ ରୁ ୦୮.୫୯
ଦିବା- ୧୨.୦୩ ରୁ ୦୨.୫୬
ଦିବା- ୦୩.୩୯ ରୁ ୦୫.୦୬
ସନ୍ଧ୍ୟା- ୦୫.୫୮ ରୁ ୦୮.୨୩
ରାତ୍ରି- ୧୨.୦୮ ରୁ ୦୧.୫୩
ରାତ୍ରି- ୦୨.୪୬ ରୁ ୦୪.୩୨
ଅଶୁଭ ସମୟ
ରାହୁକାଳ - ଦିବା ୧୦.୨୦ ରୁ ୧୧.୪୧
କାଳବେଳା- ଦିବା ୧୦.୨୦ ରୁ ୧୧.୪୧
ବାରବେଳା- ଦିବା ୦୮.୫୯ ରୁ ୧୦.୨୦
କାଳରାତ୍ରି- ରାତ୍ରି ୦୮.୨୩ ରୁ ୧୦.୦୨
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)