/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702627972.jpg)
Archana Nag
ଅର୍ଚ୍ଚନା ନାଗଙ୍କୁ ଧମକ ! ଅର୍ଚ୍ଚନା ନାଗଙ୍କୁ ଧମକ ଦିଆଯାଇଥିବା ନେଇ ଖୋଦ୍ ଅର୍ଚ୍ଚନା ହିଁ କରିଛନ୍ତି ଅଭିଯୋଗ । ଗଣମାଧ୍ୟମ ଆଗରେ ସେ କହିଛନ୍ତି, ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ତାଙ୍କୁ ଧମକ ଦେଇଛନ୍ତି । ପୁଣି ଥରେ ମିଛ କେସ୍ରେ ଫସାଇ ଜେଲ୍ ପଠାଇଦେବେ ବୋଲି ସେମାନେ କହିବା ପରେ ଚାଲିଯାଇଛନ୍ତି ।
Advertisment
କ୍ୟାପିଟାଲ ଲ’ କଲେଜକୁ ପରୀକ୍ଷା ଦେବାକୁ ଆସୁଥିବା ବେଳେ, କଲେଜ ଗେଟ୍ ବାହାରେ ଏଭଳି ଘଟଣା ଘଟିଥିବା ସେ କହିଛନ୍ତି । ସେ ଆହୁରି କହିଛନ୍ତି ମୁଁ ଡରିଯିବା ପିଲା ନୁହେଁ । ସମୟ ଆସିଲେ ସବୁ କହିବି, ମହିଳାଙ୍କୁ ଅସମ୍ମାନ ଠିକ୍ ନୁହେଁ । ଏହା ରାଜ୍ୟକୁ ଶୋଭା ଦେଉନାହିଁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)