ବିଭିନ୍ନ ସ୍ଥାନରେ 5T ସ୍କୁଲ ରୂପାନ୍ତରଣକୁ ନେଇ ଅସନ୍ତୋଷ । ନିମ୍ନମାନର ନିର୍ମାଣ କାମକୁ ନେଇ ଆସିଲା ଅଭିଯୋଗ ।
ନିଶ୍ଚିତ ଭାବେ ଏହା ଏକ ଅଭାବନୀୟ ଘଟଣା। ଏହା ପରେ ନିଲମ୍ବିତ ସାଂସଦମାନେ ପାର୍ଲାମେଣ୍ଟର ପ୍ରବେଶ ଦ୍ୱାରରେ ଧାରଣା ଦେଇଥିଲେ।
ଚେନ୍ନାଇ ସୁପରକିଙ୍ଗ୍ସ ସହ ହାତ ମିଳାଇବେ କି ରୋହିତ ? ଏନେଇ କୌଣସି ପ୍ରକାର ଔପଚାରିକ ଘୋଷଣା ରୋହିତ କିମ୍ବା ଚେନ୍ନାଇ ସୁପରକିଙ୍ଗ୍ସ କରିନଥିବାବେଳେ, ରୋହିତ ମୁମ୍ବାଇ ଛାଡ଼ୁଥିବା ସଂକେତ ମିଳିଛି । ଏହି ଚର୍ଚ୍ଚାକୁ ଖୋଦ୍ ରୋହିତଙ୍କ ପତ୍ନୀ ରିତିକା ସାଜଦେଶଙ୍କ ପୋଷ୍ଟରୁ ବାରି ହେଉଛି ।
ତାଙ୍କ ଯୋଜନାକୁ ପଣ୍ଡ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA। ପ୍ରାୟ ୧୯ଟି ସ୍ଥାନରେ ଚଢାଉ କରିଥିଲା ଏନଆଇଏ ।
ରବିବାର ବାରାଣସୀର ‘ନମୋ ଘାଟ’ରେ କାଶୀ ତାମିଲ ସଙ୍ଗମମ୍-୨.୦ର ଉଦଘାଟନ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ହିନ୍ଦୀରେ ଭାଷଣ ଦେଇଥିଲେ । ଯାହାକୁ ତାମିଲରେ ଅନୁବାଦ କରିଥିଲା AI ।
ସଂପୃକ୍ତ ବ୍ୟକ୍ତିଙ୍କୁ ଡାକି ପୋଲିସ ପଚରାଉଚରା କରିଥିଲେ ବି ସେ ଡ୍ରାଇଭର ବିରୋଧରେ ଅଭିଯୋଗ କରିନଥିବା ପୋଲିସ କହିଛି ।
ଆଉ ୧୨୦୦ କିଲୋମିଟର ୪୦ଦିନରେ ଅତିକ୍ରମ କରିବେ ବୋଲି ସାଧୁ ସନ୍ଥ ମାନେ କହିଛନ୍ତି ।
ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଥିବାରୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।
ଜଗମୋହନ ଓ ନାଟମଣ୍ଡପ ମଧ୍ୟରେ ଲାଗିଥିବା କାଠ ଓ ମୂର୍ତ୍ତୀ ଖୋଲାଯାଇ ଶ୍ରୀଜଗନ୍ନାଥଙ୍କ ସଂଗ୍ରହାଳୟରେ ରଖାଯାଇଛି ।
ଚଳିତ ଥର ଆଇପିଏଲ ଅକ୍ସନ ପାଇଁ ମୋଟ ୩୩୩ ଜଣ ଖେଳାଳି ସର୍ଟ ଲିଷ୍ଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧୪ ଖେଳାଳି ଭାରତୀୟ ହୋଇଥିବାବେଳେ ୧୧୯ ଖେଳାଳି ବିଦେଶୀ।
ଆଇପିଏଲ୍ ୨୦୨୪ ନିଲାମ ଉପରେ ଏବେ ସମସ୍ତଙ୍କର ନଜର। କିଏ କାହାର ହେବ ତାଙ୍କୁ ନେଇ ସମସ୍ତଙ୍କ ମନରେ ଉତ୍ସାହ। ତେବେ ଆସନ୍ତୁ ଜାଣିବ କେଉଁ ଟିମ୍ କେତେ ଖେଳାଳି ଆବଶ୍ୟକ କରନ୍ତି ଆଉ କେତେ ରହିଛି ବିଦେଶୀଙ୍କ ପାଇଁ।
IPLର ଆଗାମୀ ସିଜନ ପାଇଁ ଖେଳାଳିଙ୍କ ନିଲାମ ଡିସେମ୍ବର ୧୯ରେ ଅନୁଷ୍ଠିତ ହେଉଛି। ଏଥର ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଆସନ୍ତୁ ସେହି ପାଞ୍ଚ ଜଣ କ୍ରିକେଟରଙ୍କ ବିଷୟରେ ଜାଣିନେବା ଯେଉଁମାନେ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ନିଲାମ ପାଇଁ ସେମାନଙ୍କର ସ୍ଥିତିକୁ ଦୃଢ କରିଛନ୍ତି।
ଆଇପିଏଲ୍ ନିଲାମକୁ ନେଇ ରବିଚନ୍ଦ୍ରନ୍ ଅଶ୍ୱିନ୍ ଏକ ପୂର୍ବାନୁମାନ କରିଛନ୍ତି। ଭିଡିଓରେ ଶେୟାର କରି ସେ ଏକ ନିଆରା ଢଙ୍ଗରେ ଖେଳାଳିଙ୍କ ବିଷୟରେ ପୂର୍ବାନୁମାନ କରିଛନ୍ତି। କେଉଁମାନେ କେତେ ଟଙ୍କାରେ କିଣାହେବ ସେ କହିଛନ୍ତି।
ମୋଟ ୪୭ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ।
‘ଡଙ୍କି’ର ଆଡଭାନ୍ସ ବୁକିଂକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଶାହରୁଖ ଖାନଙ୍କ ‘ଡଙ୍କି’ର ଆଗୁଆ ବୁକିଂ ହେତୁ ଭାରତରେ ୭୦ ପ୍ରତିଶତ ମଲ୍ଟିପ୍ଲେକ୍ସ ହାଉସଫୁଲ୍ ହୋଇଗଲାଣି। ଏହା ସହିତ ଏହି ଫିଲ୍ମ କେତେ ରୋଜଗାର କରିବାକୁ ଯାଉଛି ତାହା ମଧ୍ୟ ପ୍ରକାଶ ପାଇଛି।
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଆଜିଠୁ ଏକ ନୂଆ ଅଭିଯାନ ଲଞ୍ଚ କରିଛି ‘ଡୋନେଟ୍ ଫର୍ ଦେଶ’ ଅର୍ଥାତ କ୍ରାଉଡ଼ ଫଣ୍ଡିଂ କ୍ୟାମ୍ପେନ । ପାର୍ଟି ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍ଗଗେ ଦିଲ୍ଲୀରେ ଏହାର ଶୁଭାରମ୍ଭ କରିଛନ୍ତି ।
ସବୁଠାରୁ ବଡ଼ କଥା ହେଉଛି ତନ୍ତ୍ର ସାଧନା ପାଇଁ ଏହି ନିରୀହ ଝିଅକୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା। ତେବେ ଏହି ମାମଲାରେ ୩ ବର୍ଷ ଧରି ଶୁଣାଣି ଚାଲିବା ପରେ ଶେଷରେ କୋର୍ଟ ଦମ୍ପତି ପର୍ଶୁରାମ ଓ ସୁନୈନା ଓ ତାଙ୍କ ଦୁଇ ସହଯୋଗୀ ଅଙ୍କୁଲ ଓ ବିରେନ୍ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ମହାବଳ ବାଘଙ୍କ ମଧ୍ୟରେ ମହା ଫାଇଟ୍ । ଏହି ମହା ଫାଇଟ୍ରେ ଜଣେ ବିଜେତା ହୋଇଥିବା ବେଳେ ଆଉ ଜଣେ ଦେଲା ପଛଘୁଞ୍ଚା।
ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ, ଡେଲୋଏଟ୍ LLP ବର୍ତ୍ତମାନ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସ୍କିଲ୍ ମୂଲ୍ୟାଙ୍କନ କରିବା ପାଇଁ AIର ବ୍ୟବହାର କରୁଛି।
'ଆନିମଲ୍'ର ଗୀତ 'ଜମାଲ କୁଡୁ' ଭାଇରାଲ ହେବା ପରେ ଏଥିରେ ଅଭିନୟ କରିଥିବା ଏକ ସୁନ୍ଦର ଯୁବତୀ ରାତାରାତି ନେସ୍ନାଲ୍ କ୍ରସ୍ରେ ପରିଣତ ହୋଇଛନ୍ତି। ଲୋକମାନେ ଏହି ଭାଇରାଲ୍ ଯୁବତୀଙ୍କ ବିଷୟରେ ଜାଣିବାକୁ ଖୁବ ଆଗ୍ରହୀ ହୋଇପଡିଛନ୍ତି। ଇନଷ୍ଟାଗ୍ରାମରେ ଏହି ସୁନ୍ଦରୀଙ୍କ ଫଲୋର୍ସ ଏବେ ୨୫ ଗୁଣ ବଢିଯାଇଛି।
ପୋଷ୍ଟାଲର କିସାନ ବିକାଶ ପତ୍ର ଯୋଜନା । ଯେଉଁ ଯୋଜନାରେ ଆପଣ ଭଲ ଫାଇଦା ଉଠାଇପାରିବେ । ଆପଣଙ୍କୁ ଏହି ଯୋଜନାରେ ୭ ପ୍ରତିଶତରୁ ଅଧିକ ସୁଧ ମିଳିବ । ଆର୍ଥାତ୍ ଆପଣ ୭.୫ ପ୍ରତିଶତ ସୁଧ ପାଇବେ । କିସାନ ବିକାଶ ପତ୍ର ଯୋଜନାରେ ଆପଣ ସର୍ବନିମ୍ନ ୧୦୦୦ ଟଙ୍କା ବିନିଯୋଗ କରିପାରିବେ ।
ସାକ୍ଲୋନିକ ସାର୍କୁଲେସନ ପ୍ରଭାବରେ ଏହି ବର୍ଷା ହେଉଛି । ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଥିବାରୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ।
ଗୋଟେ ସ୍ଥାନରୁ ନୁହେଁ ୧୨ ରୁ ୧୪ ଟି ୱାର୍ଡରୁ ଝାଡ଼ାବାନ୍ତି କେସ୍ ଆସୁଛି । ସେଥିପାଇଁ ୬ ଟି ରାପିଡ୍ ରେସପନ୍ସ ଟିମ୍ ନିୟୋଜିତ ହୋଇଛନ୍ତି ।
ତେବେ କେଉଁ ପରିସ୍ଥିତିରେ ଏହି ସୁଡ଼ଙ୍ଗ ନିର୍ମାଣ କରାଯାଇଥିଲା ? ଏଭଳି ସୁଡ଼ଙ୍ଗ ନିର୍ମାଣରେ ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ ହୋଇଥିବ ବୋଲି ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛି ।
କାରକେଡ୍ ସହ ଦୁର୍ଘଟଣା ଘଟିଥିବା କାର ବାଇଡେନ୍ଙ୍କ ଗାଡ଼ିଠାରୁ ମାତ୍ର ୧୩୦ ମିଟର ଦୂରରେ ଥିଲା । ସୁରକ୍ଷାକର୍ମୀ ତୁରନ୍ତ ବାଇଡେନ୍ ଓ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରି ଘଟଣା ସ୍ଥଳରୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ ।