କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁସାର ମେହଟ୍ଟା ମଙ୍ଗଳବାର ସୁପ୍ରିମକୋର୍ଟରେ ଦର୍ଶାଇଛନ୍ତି ଯେ, ଦେଶରେ ବର୍ତ୍ତମାନ ମୋଟ ୬୭ ହଜାର କୋଟି ଟଙ୍କାର ଅର୍ଥ ତୋଷାରପାତ ମାମଲା ପଡ଼ିରହିଛି ।
ନୂଆଦିଲ୍ଲୀ: ମାଲ୍ୟା, ନିରବ ମୋଦି ଓ ଚୋକସିଙ୍କ ଠାରୁ ଜବତ ୯ ହଜାର କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ବ୍ୟାଙ୍କକୁ ହସ୍ତାନ୍ତର କରିଛି ଇଡି । ବିଭିନ୍ନ ବ୍ୟାଙ୍କକୁ ୩ ଜଣ ଯାକ ଠକିଥିବା ଅର୍ଥର ଏହା ୪୧ ପ୍ରତିଶତ ବୋଲି…