ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ସାମ୍ନାକୁ ଆସିଲା ହୃଦୟ ଫାଟିଯିବା ପରି ଦୃଶ୍ୟ। ନିଜ ମାଆଙ୍କୁ ମେସେଜ୍ ଦେଲେ ଋଷିଆ ସୈନ୍ୟ। କହିଲେ, ମାଆ...ୟୁକ୍ରେନ ଆକ୍ରମଣ ମତେ ଭାରି କଷ୍ଟ ଦେଉଛି। ଆମ ବୋମାରେ ନିରୀହ ଲୋକଙ୍କର ଯାଉଛି ପ୍ରାଣ...ମୁଁ ଆଉ ବଂଚିପାରିବିନି....
Published: Otv Khabar Bureau
Last updated: 02 March 2022, 08:09 AM IST
ଋଷ-ୟୁକ୍ରେନ ମଧ୍ୟରେ ଚାଲିଛି ମହାଯୁଦ୍ଧ। ଏମିତି ସ୍ଥିତିରେ ବିଶ୍ୱକୁ ଭାରତ ଦେଇଛି ଭଲ ପାଇବାର ଖବର। ୟୁକ୍ରେନୀୟ ଯୁବତୀଙ୍କ ପ୍ରେମକୁ ସ୍ୱୀକୃତି ଦେଇଛନ୍ତି ଭାରତୀୟ ଯୁବକ। ଯୁଦ୍ଧର ଗୋଟିଏ ଦିନ ପୂର୍ବରୁ ଭାରତ ଚାଲି ଆସିଥିବା ଏହି ୟୁକ୍ରେନୀୟ ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି...