• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Mukesh Ambani
ତଥ୍ୟର ଗୋପନୀୟତା, କ୍ରିପ୍ଟୋକରେନ୍ସି ବିଲ୍ ଓ ବ୍ଲକ୍‌ଚେନ୍ ପ୍ରଯୁକ୍ତିକୁ ମୁକେଶ ଅମ୍ବାନିଙ୍କ ସମର୍ଥନ

ଦେଶ ୨ଜିରୁ ୪ଜିକୁ ସମ୍ପୂର୍ଣ୍ଣ ରୂପାନ୍ତରିତ ହୋଇଥିବା ବେଳେ ଆମେ ଅପ୍ଟିକାଲ୍ ଫାଇବର୍‌, କ୍ଲାଉଡ୍ ଏବଂ ଡାଟା ସେଂଟର ଭିତ୍ତିଭୂମି ଜରିଆରେ ଡିଭାଇସ୍ ଲାଗି ଏକ ସମାନ ସୁଲଭ ବ୍ୟବସ୍ଥା ବିକଶିତ କରିବା ପ୍ରକ୍ରିୟାରେ ରହିଛୁ । ପରବର୍ତୀ ପଦକ୍ଷେପ ହେବ ମେସିନ୍‌, ଡିଭାଇସ୍ ଓ ଗାଡ଼ି ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଯାହା ହେଉଛି ଇଟଂରନେଟ୍ ଅଫ୍ ଥିଙ୍ଗସ୍

accident
ମନ୍ଦିରରୁ ଘରକୁ ଫେରିବା ସମୟରେ ବାଇକ୍‌କୁ ଧକ୍କା ଦେଲା ଟ୍ରକ୍ ! ଭାଇ ସମେତ ଦୁଇ ଭଉଣୀ ମୃତ

ମନ୍ଦିରରୁ ଫେରୁଥିବା ସମୟରେ ବାଇକରେ ଥିବା ତିନି ଭାଇଭଉଣୀଙ୍କୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା ଟ୍ରକ । ମଧ୍ୟପ୍ରଦେଶର ଖିଲଚିପୁରରେ ଏହି ଦୁର୍ଘଟଣା ଘଟିଛି ।

Amit Shah
ତେରି ମିଟି ମେ ମିଲ ଯାୱାଁ . . ! ବିଏସ୍‌ଏଫ୍‌ ଯବାନଙ୍କ ଗୀତ ଶୁଣି ଭାବବିହ୍ୱଳ ହୋଇଗଲେ ଗୃହମନ୍ତ୍ରୀ

ଯବାନଙ୍କ ସହ ରାତ୍ରି ଭୋଜନ କଲେ ଆଉ ଦେଶଭକ୍ତିର ଗୀତ ଶୁଣି ଭାବବିହ୍ୱଳ ହୋଇଗଲେ ଗୃହମନ୍ତ୍ରୀ ଅମିତ ଶାହ ।

Speical Story,Dwarf
ଦେଶର ପ୍ରଥମ ବାମନ ଲାଇସେନ୍ସ ପ୍ରାପ୍ତ ଡ୍ରାଇଭିଙ୍ଗ୍ ଲାଇସେନ୍ସ

ଉଚ୍ଚତା ଦୁଇରୁ ତିନି ଫୁଟ ହେଲେ ଚଲାଉଛନ୍ତି କାର। ଆଉ ସରକାଙ୍କଠାରୁ ପାଇଛନ୍ତି ଡ୍ରାଇଭିଙ୍ଗ୍ ଲାଇସେନ୍ସ। କିଛି ଏମିତି ରୋମାଞ୍ଚକର ଥିଲା ତାଙ୍କ ଯାତ୍ରା

Special Story
LOCରୁ ସିଧା ବଲିଉଡ୍ ଯାତ୍ରା

ଇଚ୍ଛା ଶକ୍ତିଥିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ଯାତ୍ରା ସଫଳ ହୁଏ। ଭାରତ ପକ୍ ସୀମା ନିକଟବର୍ତ୍ତୀ ଗାଁରୁ ଆସିଥିବା ଯୁବତୀ ଆଜି ବଲିଉଡରେ କମାଉଛନ୍ତି ନିଜ ନାଁ।

new rule
ନୂଆବର୍ଷରୁ ଏଟିଏମ ବ୍ୟବହାର ମହଙ୍ଗା, ଦେବାକୁ ହେବ ମୋଟା ଅଙ୍କର ଟଙ୍କା

ଫ୍ରି ଟ୍ରାନଜାକ୍ସନ ମାସିକ ଲିମିଟ ପରେ ଯଦି ଆପଣ ଅଧିକ କାରବାର କରୁଛନ୍ତି, ତେବେ ପୂର୍ବ ଚାର୍ଜ ତୁଳନାରେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ହେବ । ଏବେ ପ୍ରତିଟି ଅତିରିକ୍ତ କାରବାର ଉପରେ ଗ୍ରାହକଙ୍କୁ ପ୍ରତି କାରବାର ପିଛା ୨୦ ଟଙ୍କା ଦେବାକୁ ପଡୁଥିବା ବେଳେ ଆସନ୍ତା ବର୍ଷଠାରୁ ପ୍ରତି ଅତିରିକ୍ତ କାରବାର ପ୍ରତି ଗ୍ରାହକଙ୍କୁ ୨୧ ଟଙ୍କା ଦେବାକୁ ପଡିବ ।

ଗୁଳିକାଣ୍ଡ ପରେ ସୁରକ୍ଷାକର୍ମୀଙ୍କ ଗାଡିରେ ନିଆଁ ଲଗାଇ ଦେଇତିଲେ ଗାଁ ଲୋକ
ନାଗାଲାଣ୍ଡରେ ସେନାର ଅପରେସନରେ ୧୧ ସାଧାରଣ ନାଗରିକଙ୍କ ମୃତ୍ୟୁ

ଆତଙ୍କବାଦୀ ଲୁଚି ରହିଥିବା ନେଇ ଏକ ଗୁପ୍ତ ସୂଚନା ପାଇଥିଲେ ସୁରକ୍ଷା ବାହିନୀ। ତିରୁ-ଓଟିଙ୍ଗ ରାସ୍ତାରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ ସୁରକ୍ଷା ବାହିନୀ।

Special Story,Twitter’s New CEO Parag Agrawal
ଟ୍ୱିଟରର ନୂଆ ସିଇଓ ପରାଗ ଅଗ୍ରୱାଲଙ୍କ ଦରମା କେତେ ଜାଣନ୍ତୁ...

ଭାରତରେ ଜନ୍ମିତ ଟ୍ୱିଟରର ନୂଆ ସିଇଓ ପରାଗ ଅଗ୍ରୱାଲଙ୍କ ଦରମା କେତେ ଆପଣ ଜାଣନ୍ତି କି? ତାଙ୍କୁ ବର୍ଷକୁ ବଡ ପ୍ୟାକେଜ ଟ୍ୱିଟର କଂପାନୀ। କୋଟି କୋଟି ଟଙ୍କା ଦରମା ସହ ପାଉଛନ୍ତି ଏସବୁ ସୁବିଧା। ଯାହାକୁ ଶୁଣିଲେ, ଉଡ଼ିଯିବ ଆପଣଙ୍କ ହୋସ୍...

AK-203 Rifles
୩ ଦଶନ୍ଧି ପରେ ବଦଳିବ ଭାରତୀୟ ସେନାର ମୁଖ୍ୟ ହତିଆର

ବିଗତ ୩ ଦଶନ୍ଧି ହେଲା ମୁଖ୍ୟ ପର୍ସନାଲ୍ ଓ୍ୱିପନ୍ ଭାବେ ଇନସାସ୍ ରାଇଫଲକୁ ବ୍ୟବହାର କରିଆସୁଛନ୍ତି ଭାରତୀୟ ସେନାର ଯବାନ। ତେବେ ଏହା ଅପେକ୍ଷାକୃତ ଓଜନିଆ, ଲମ୍ବା ଏବଂ କମ୍ ଘାତକ।

AK-203 Rifles,UP
ସାବାଡ୍‌ ହେବେ ଆତଙ୍କୀ, ଥରକେ ହେବ ୬୦୦ ରାଉଣ୍ଡ ଗୁଳିମାଡ଼....

ସାବାଡ୍‌ ହେବେ ଆତଙ୍କୀ, ଥରକେ ହେବ ୬୦୦ ରାଉଣ୍ଡ ଗୁଳିମାଡ଼....

Chief Justice of India N V Ramana
’ସମାଧାନର ସମସ୍ତ ରାସ୍ତା ବନ୍ଦ ହେବା ପରେ କୋର୍ଟ ଆସନ୍ତୁ ‘! ମହାଭାରତ ଓ ଶ୍ରୀକୃଷ୍ଣଙ୍କ ଉଦାହରଣ ଦେଇ ପରାମର୍ଶ ଦେଲେ ସିଜେଆଇ

ଶନିବାର ଦିନ ଭାରତର ପ୍ରଧାନ ବିଚାରପତି ଏନ.ଭି ରାମଣା ବିବାଦର ସମାଧାନ ପାଇଁ AD) ବ୍ୟବସ୍ଥା ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

Vinod Dua
ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ, ସୂଚନା ଦେଲେ ଝିଅ ମଲ୍ଲିକା

ବରିଷ୍ଠ ସାମ୍ୱାଦିକ ପଦ୍ମଶ୍ରୀ ବିନୋଦ ଦୁଆଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା

Doctor
ଓମିକ୍ରନ୍ ସମସ୍ତଙ୍କୁ ମାରି ପକାଇବ ! ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀ ଓ ଝିଅପୁଅକୁ ହତ୍ୟାକଲେ ଡାକ୍ତର

ଓମିକ୍ରନ୍ ପାଇଁ ପରିବାରକୁ ହତ୍ୟା କଲେ ଡାକ୍ତର । କରୋନା ସହ ଲଢ଼ି ଲଢ଼ି ମାନସିକ ଭାରସାମ୍ୟ ହରାଇ ବସିଲେ ଡାକ୍ତର । ନୂଆ ଭାରିଏଣ୍ଟ୍ ଚିନ୍ତାରେ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରିଛନ୍ତି ।

vechile
ପାଞ୍ଚ ସିଟ୍ ବିଶିଷ୍ଟ ଜିପ୍ ତିଆରି କଲେ ଇଞ୍ଜିନିୟରିଂ ଛାତ୍ର ! ମାତ୍ର ୩୦ ଟଙ୍କାରେ ଚାଲିବ ୧୮୫ କିମି

ପ୍ରତିଦିନ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ଏବଂ ପରିବେଶ ପ୍ରଦୂଷଣ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ କିଛି ନୂଆ ଉଦ୍ଭାବନ କରିବାକୁ ପ୍ରେରଣା ଦେଇଛି । ମଧ୍ୟପ୍ରଦେଶର ସାଗର ନିବାସୀ ହିମାଂଶୁ ଭୋଇ ପଟେଲ ଏକ ଇ-ଜିପ୍ ତିଆରି କରିଛନ୍ତି ।

jio
ଜିଓ ଗ୍ରାହକଙ୍କୁ ଜୋରଦାର ଝଟକା ! ୪ ଶାନଦାର ପ୍ରିପେଡ୍ ପ୍ଲାନ୍ ବନ୍ଦ କଲା କମ୍ପାନୀ

ଜିଓ ୟୁଜରଙ୍କ ଉପରେ ନୂଆ ବୋମା ପକାଇଲା କମ୍ପାନୀ । ବନ୍ଦ ହେଲା ୪ ପ୍ରିପେଡ୍ ପ୍ଲାନ୍ ।

love story
ଯୁଆନ୍ କାଳରେ ଅଲଗା ହୋଇଯାଇଥିଲେ ପ୍ରେମୀଯୁଗଳ : ୩୫ ବର୍ଷ ପରେ ବିବାହ କଲେ, ଖୁବ ବେଦନାଦାୟୀ ଏ ପ୍ରେମ କାହାଣୀ

ଆଜି ଖୁସିରେ ଗଦଗଦ୍ ହୋଇଯାଉଛନ୍ତି ଚିକନ୍ନା । ଏତେ ବର୍ଷ ପରେ ପ୍ରାଣର ପ୍ରିୟାକୁ ଫେରି ପାଇଛନ୍ତି । ଖୁସିରେ ଗୋଡ଼ ତଳେ ଲାଗୁନି ।

Kangana Ranawat
କଙ୍ଗନାଙ୍କୁ ପଞ୍ଜାବରେ ଆକ୍ରମଣ: କହିଲେ ମୋ ସହ ‘ମବ୍ ଲିଞ୍ଚିଙ୍ଗ୍’ ହୋଇଛି

କଙ୍ଗନାଙ୍କୁ ପଞ୍ଜାବରେ ଆକ୍ରମଣ । ଏହି ଆକ୍ରମଣ ବିଷୟରେ ଖୋଦ୍ କଙ୍ଗନା ନିଜେ ସୋସିଆଲ ମିଡିଆରେ ଭିଡିଓ ସେୟାର କରିଥିବାର ଦେଖିବାକୁ ମିଲିଛି । ଏହି ଭିଡିଓରେ କଙ୍ଗନାଙ୍କ ଗାଡିକୁ ଲୋକ ଘେରି ରହିଥିବାର ଦେଖିବାକୁ ମିଳିଛି । ତେବେ କେଉଁମାନେ ଆଉ କାହିଁକି କଙ୍ଗନାଙ୍କ ଉପରେ ଆକ୍ରମଣ କଲେ ଆସନ୍ତୁ ଜାଣିବା ଏହି ଭିଡିଓରେ..

Passengers
‘ଓମିକ୍ରନ୍‌’କୁ ନେଇ ଘାରିଲା ଚିନ୍ତା: ଭାରତ ଆସିଥିବା ୧୦ ବିଦେଶୀଙ୍କ ମିଳୁନି ପତ୍ତା, ଫୋନ୍‌ ସ୍ୱିଚ୍‌ ଅଫ୍‌

ଓମିକ୍ରନ୍‌ ଭାରିଏଣ୍ଟ୍‌ ଚିହ୍ନଟ ହେବା ପରେ ଦକ୍ଷିଣ ଆଫ୍ରିକାରୁ ୫୭ ଜଣ ଯାତ୍ରୀ ବେଙ୍ଗାଲୁରୁ ଆସିଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ପତ୍ତା ମିଳୁ ନାହିଁ।

accident
ଇଟାଗଦା ସହ ଧକ୍କା ହେଲା କାର୍ ! ଘଟଣାସ୍ଥଳରେ ୫ ମୃତ

ଡ୍ୟୁଟି ସାରି ଘରକୁ ଫେରିବା ସମୟରେ ବାଟରେ ଛକି ବସିଥିଲା ଯମ । ଦୁର୍ଘଟଣାରେ ୫ ଜଣଙ୍କର ଜୀବନ ଚାଲିଗଲା ।

covid testing
ଓମିକ୍ରନ୍‌ ଭାରିଏଣ୍ଟ୍‌ରେ ଆକ୍ରାନ୍ତ ଡାକ୍ତରଙ୍କ ସଂସ୍ପର୍ଶରେ ଆସି ୫ କରୋନା ସଂକ୍ରମିତ

କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ୪୬ ବର୍ଷୀୟ ଢାକ୍ତରଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ସବୁଠାରୁ ଚିନ୍ତା ଜନକ ବିଷୟ, ସମ୍ପୃକ୍ତ ଡାକ୍ତରଙ୍କ ଯୋଗାଯୋଗରେ ଆସି ଆଉ ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Indian Army To Get New Combat Uniform With
ବଦଳିବ ଭାରତୀୟ ଜବାନଙ୍କ ୟୁନିଫର୍ମ

ବଦଳିବ ଭାରତୀୟ ଯବାନଙ୍କ ୟୁନିଫର୍ମ । ଯବାନଙ୍କ ତେଜ ଓ ପରାକ୍ରମକୁ ପ୍ରତିପାଦିତ କରୁଥିବା ଡିଜିଟାଲ ଓ ଶତ୍ରୁଙ୍କୁ ଚକମା ଦେଉଥିବା ବା କାମୋଫ୍ଲାଜ୍ ପୋଷାକ ପ୍ରସ୍ତୁତ ଲାଗି ସେନା ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Gold rate today
କମିଲା ସୁନା ଓ ରୂପା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ପୁଣି କମିଲା ସୁନା ଓ ରୁପା ଦର । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩, ୭୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୭, ୮୧୦ ଟଙ୍କା ରହିଛି । ଭୁବନେଶ୍ୱରରେ ସୁନାର ଦାମ୍ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪, ୮୪୦ ଟଙ୍କା ଓ ୪୯, ୧୨୦ ଟଙ୍କା ରହିଛି ।

Leopard In Classroom
କ୍ଲାସ୍‌ ରୁମ୍‌ରେ ପଶିଲା ବାଘ, ଏକୁଟିଆ ଦେଖି ଝାମ୍ପ ମାରିଲା

ବାଘଟି କଲେଜ କ୍ଲାସ୍‌ ରୁମ୍‌ରେ ପ୍ରବେଶ କରିବା ନେଇ ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

cyclone meeting
ବାତ୍ୟା ପ୍ରସଙ୍ଗରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ଓ ଆନ୍ଧ୍ର ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ନେଇ ଆଲୋଚନା ହୋଇଛି  । ଏନେଇ ପ୍ରଧାନମନ୍ତ୍ରୀ ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସହ ଆଲୋଚନା କରିଛନ୍ତି ।

car accident
କାର୍‌ ଦୁର୍ଘଟଣାରେ ୨ ମଡେଲ୍‌ ମୃତ, ଗାଡ଼ିର ପିଛା କରୁଥିଲେ ନିଶାଖୋର ଯୁବକ...

କାର୍‌ ଦୁର୍ଘଟଣାରେ ୨ ଜଣ ମଡେଲ୍‌ଙ୍କ ମୃତ୍ୟୁ ଘଟିଛି। ୨ ମଡେଲ୍‌ ହୋଟେଲ୍‌ରୁ ବାହାରିବା ଦେଖି ସେମାନଙ୍କ ଗାଡ଼ିକୁ ପିଛା କରିବା ଆରମ୍ଭ କରି ଦେଇଥିଲେ ଜଣେ ନିଶାଖୋର ଯୁବକ।