ଇଡି କବ୍ଜାରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ। ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଲ୍ଲିକାର୍ଜୁନଙ୍କୁ ପଚରାଉଚରା କରୁଛି ଇଡି । ପୂର୍ବରୁ ଇଡି ତାଙ୍କୁ ଏହି ମାମଲାରେ ପଚରାଉଚରା କରିବା ପାଇଁ ସମନ ପଠାଇ ଆଜି ହାଜର ହେବାକୁ ଡକାଇଥିଲା। ଏହି ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ଇଡି ତାଙ୍କୁ ପଚରାଉଚରା କରୁଥିବା ଜଣାପଡିଛି।
ଝାଡ଼ଖଣ୍ଡର ଦେବଘର ନିକଟ ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପୱେରେ ଗତକାଲି କିଛି ଟ୍ରଲି ମଧ୍ୟରେ ଦୁର୍ଘଟଣା ଘଟିଛି।
ପୁଣି ବଢିଲା ସୁନାର ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦାମ୍ ୪୭,୪୮୯ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ୍ ୫୧,୮୪୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୭୧,୫୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ଆଜି ନୂଆ କ୍ୟାବିନେଟ ଗଠନ କରିବେ ଜଗନ ମୋହନ ରେଡ୍ଡି ।
ଗୁଜରାଟର ଭରୁଚ ସହରରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଗତରାତିରେ ବ୍ଲାଷ୍ଟ ହୋଇ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୬ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।
ଆମିଷ ଖିଆକୁ ନେଇ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଗତକାଲି ଅପରାହ୍ଣରେ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଏହି ସଂଘର୍ଷ ହୋଇଛି।
ଘଟଣାକୁ ମାସେ ପୂରିବା ଆଗରୁ ତଦନ୍ତ ଶେଷ ହୋଇଛି।
ଋଷ-ୟୁକ୍ରେନ୍ ଯୁଦ୍ଧ ସ୍ଥିତିରେ ଏହି ବୈଠକ ଖୁବ୍ ଗୁରୁତ୍ୱପୂର୍ଣ୍ଣ
ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ। ୪୧.୬ ଡିଗ୍ରୀ ସେଲସିୟସର ତାପମାତ୍ରା ସହ ଦିଲ୍ଲୀରେ ସତେ ଯେମିତି ଆକାଶରୁ ନିଆଁ ଖଣ୍ଡ ଖସୁଛି।
ଦେଶରେ କିଛି ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତ ସପ୍ତାହକ ମଧ୍ୟରେ ଦିଲ୍ଲୀ, ହରିୟାଣା ଓ ଗୁଜରାଟରେ ସଂକ୍ରମଣ ବୃଦ୍ଧି ପାଇଛି।
ସାଢ଼େ ୧୩ ହଜାର ଫୁଟ୍ ଉଚ୍ଚରୁ ଜଣେ ମହିଳା ତଳକୁ ଖସି ପଡ଼ିବା ପରେ ମଧ୍ୟ ସେ ମୃତ୍ୟୁକୁ ମାତ୍ ଦେଇଛନ୍ତି। ଏତେ ଉଚ୍ଚରୁ ତଳକୁ ଖସି ପଡ଼ିବା ପରେ ଚମତ୍କାର ଭାବେ ୩୫ ବର୍ଷୀୟ ଏହି ମହିଳା ଜଣକ ବଞ୍ଚି ଯାଇଛନ୍ତି।
ସ୍ପିକର ଗୃହରେ ଉପସ୍ଥିତ ଅଛନ୍ତି, ବରିଷ୍ଠ ସଦସ୍ୟ ଗୃହରେ ଉତ୍ତର ରଖୁଛନ୍ତି। ହେଲେ ଥରୁର ଗପିବାରେ ଏତେ ମଜିଯାଇଛନ୍ତି ଯେ, ନିଜ ସିଟ୍ରୁ ଉଠିଆସି ଗପିବାରେ ବ୍ୟସ୍ତ ଅଛନ୍ତି। ଆଉ ଏହି ସମୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ସିଦ୍ଧରମୈୟା, ଏଚ୍ଡି କୁମାରସ୍ୱାମୀ ଏବଂ ପ୍ରଖ୍ୟାତ ପ୍ରଗତିଶୀଳ ସାହିତ୍ୟିକ କେ. ବୀରଦ୍ରାପ୍ପାଙ୍କ ସମେତ ୬୪ ଜଣଙ୍କୁ ମୃତ୍ୟୁ ଧମକ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ବାର୍ତ୍ତା କହୁଛି ଯେ “ମୃତ୍ୟୁ ଆପଣଙ୍କ ଚାରିପାଖରେ ଲୁଚି ରହିଛି, ମରିବାକୁ ପ୍ରସ୍ତୁତ ରୁହନ୍ତୁ।”
ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଆତଙ୍କବାଦୀ ସଂଗଠନ ଜମାତ ଉଦ୍ ଦାୱାର ମୁଖ୍ୟ ହାଫିଜ୍ ସୟିଦର ପୁଅକୁ ଆତଙ୍କବାଦୀ ଘୋଷଣା କଲା ଭାରତ ।
ଲେମ୍ବୁର ମୂଲ୍ୟ ବୃଦ୍ଧି ହେବା ଦେଖି ଟ୍ୱିଟରରେ ଜନମତ ସୃଷ୍ଟି ହୋଇଛି। କିଛି ଲୋକ ମେମ୍ ଶେୟାର କରୁଥିବାବେଳେ, କେତେକ ଏମିତି ଥଟ୍ଟାମଜ୍ଜା ପୋଷ୍ଟ୍ କରିଛନ୍ତି ଯାହା ଆପଣଙ୍କୁ ହସାଇବାକୁ ବାଧ୍ୟ କରିବ। କେହି କେହି ମଜ୍ଜାରେ କହିଛନ୍ତି ଯେ, କିଛି ଦିନ ପରେ ଲେମ୍ବୁ ସୁନା ଦୋକାନରେ ବିକ୍ରି ହେବ।
ଆଶାରାମଙ୍କ ଆଶ୍ରମରେ ଥିବା ଏକ କାର୍ରୁ ନାବାଳିକାର ଶବ ମିଳିଛି। ନାବାଳିକାର ବୟସ ୧୩-୧୪ ବର୍ଷ ହେବ ବୋଲି କୁହାଯାଉଛି। ଆଶ୍ରମରୁ ଶବ ମିଳିବା ପରେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।
ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ହୋଇଥିବା ବେଳେ, ଏବେ ସାଧାରଣ ଜନତା ଲେମ୍ବୁଟିଏ ମଧ୍ୟ କିଣିପାରିବେ ନାହିଁ। କାରଣ ଏବେ ଲେମ୍ବୁ ହେଉଛି ଅମୂଲ ମୂଲ। ଦେଶର ଅନେକ ସ୍ଥାନରେ ଲେମ୍ବୁ କିଲୋ ପ୍ରତି ୩୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି।
ପଡ଼ୋଶୀ ପାକିସ୍ତାନରେ ବି ଆମ ଦେଶରୁ ବହୁତ କମ୍ ରହିଛି ତୈଳ ଦର। ଗୋଟିଏ ପଟେ ଅଶୌଧିତ ତଳେ ପୂର୍ବ ଅପେକ୍ଷା କମ୍ ରହିବା ପରେ ମଧ୍ୟ ଗତ ୧୪ ଦିନରେ ପାଖାପାଖି ୧୦ ଥର ବଢିଲାଣି ତୈଳ ଦର। ତେବେ ଆସନ୍ତୁ ଜାଣିବା କେଉଁ ଦେଶରେ କେତେ ରହିଛି ତୈଳ ଦର ।
ଦିନକୁ ଦିନ ଜଟିଳ ହେଉଛି ଋଷିଆ ୟୁକ୍ରେନ ଯୁଦ୍ଧ ସ୍ଥିତି । ଥମିବା ବଦଳରେ ଏହା ଆହୁରି ଭୟଙ୍କର ହେବାରେ ଲାଗିଛି । ଆଗକୁ ସ୍ଥିତି କଣ ହେବ, ତାହା ଆକଳନ କରିବା ବି ମୁସ୍କିଲ । ଏଭଳି ଅବସ୍ଥାରେ ନିଜର ଶିକ୍ଷା ଏବଂ କ୍ୟାରିୟରକୁ ନେଇ ଚିନ୍ତାରେ ଅଛନ୍ତି ୟୁକ୍ରେନରୁ ଫେରିଥିବା ମେଡିକାଲ ଛାତ୍ରଛାତ୍ରୀ ।
ଯୁଦ୍ଧର ବିଭୀଷିକାରୁ ତ ରକ୍ଷା ମିଳିଲା । ନିରାପଦରେ ଭାରତରେ ବି ପହଞ୍ଚିଲେ, ହେଲେ ଏବେ କ୍ଲାସ୍, କୋର୍ସ ଓ କ୍ୟାରିୟରକୁ ନେଇ ଦୋଛକିରେ ଡାକ୍ତର ହେବାର ସ୍ୱପ୍ନ ଦେଖିଥିବା ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ ।
ଅଧିକାଂଶ ଓଲା – ଉବେର ଡ୍ରାଇଭର ଗାଡ଼ିରେ ପାସେଞ୍ଜରଙ୍କ ପାଇଁ ଏସି ଲଗାଇବାକୁ ମନା କରିଦେଉଛନ୍ତି ।
ଆଜି ଖୁସିରେ ଗଦଗଦ୍ ଉପେନ୍ । ଏତେ ଦିନର ସ୍ୱପ୍ନ ପୂରଣ ହୋଇଛି । ଗାଡ଼ି ଚାବି ହାତକୁ ଆସିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ଓଡ଼ିଶାର ବିଜେପି ସାଂସଦ। ଏହି ଅବସରରେ ସଂଗଠନ କେମିତି ସୁଦୃଢ ହେବ ସେନେଇ ପ୍ରଧାନମନ୍ତ୍ରୀ ଗୁରୁମନ୍ତ୍ର ଦେଇଥିଲେ।
ପରୀକ୍ଷା ଖାତାରେ ରାଜନୈତିକ ସ୍ଲୋଗାନ୍ ଲେଖିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।
ହୋମ୍ ଗାର୍ଡଙ୍କ ସଚ୍ଚୋଟପଣିଆ । ଫେରାଇଦେଲେ ଷ୍ଟେସନ କଡ଼ରୁ ପାଇଥିବା ୨୦ ଲକ୍ଷର ସୁନା ଯାତ୍ରୀଙ୍କ ସହ ସୁଟ୍କେସ୍ ।