ହିମାଚଳ ଦିବସରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏକ ବଡ଼ ଘୋଷଣା କରିଛନ୍ତି
ଉଦଘାଟନ କଲେ ମୋଦି, ପ୍ରଥମ ଟିକେଟ୍ ବି କିଣିଲେ
ମାନବାଧିକାର ଉପରେ ଜ୍ଞାନ ଦେଉଥିବା ଆମେରିକାକୁ ଭାରତର କଡ଼ା ଜବାବ୍ । ଆମେରିକୀୟ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କ ମନ୍ତବ୍ୟରେ ଗାଲରେ ଚାପୁଡ଼ା ମାରିଲା ଭଳି ରୋକଠୋକ୍ ଜବାବ ଦେଲେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର
ଆସାମରୁ ଦେଶର ରାଜଧାନୀ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନରେ ବଡ଼ ଅଘଟଣ ଘଟିଛି।
ଦିନକୁ ଦିନ ଜଳର ଅପବ୍ୟବହାର ଏବଂ ଅଯଥା ଅପଚୟ ବଢ଼ିଚାଲିିଛି । ଏଥିପାଇଁ ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ ଏକ ବଡ ନିଷ୍ପତ୍ତି ନେଇଛି ।
ଆଜି କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତରାଜ ମନ୍ତ୍ରୀ କେ.ଏସ୍ ଇଶ୍ୱରପ୍ପା ମୁଖ୍ୟମନ୍ତ୍ରୀଙ୍କୁ ନିଜ ଇସ୍ତଫା ଦେବେ ।
ବନ୍ଧୁକ ନେଇ କୁଆଡ଼େ ଯାଉଥିଲେ ଶିକ୍ଷୟିତ୍ରୀ ?
ଟିକେଟ୍ ବୁକିଂକୁ ନେଇ ଭାରତୀୟ ରେଳ ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଟିକେଟ୍ ବୁକିଂ କରିବା ସମୟରେ ଯାତ୍ରୀଙ୍କୁ ଆଉ ଡେଷ୍ଟିନେସନ୍ ଆଡ୍ରେସ୍ ଦେବାକୁ ପଡ଼ିବ ନାହିଁ।
କଟରାବଜାର ଥାନା ଅଞ୍ଚଳର ଲୋନିୟମ୍ ପୁରଭା ଗାଁର ବୃଦ୍ଧ ଦମ୍ପତି ଶିବନାଥ ଓ ଜନକା ଦେବୀ । ଉଭୟଙ୍କର ଦୁଇ ପୁଅ ଅଛନ୍ତି । ହେଲେ ବୃଢ଼ା ବାପାମା’ଙ୍କୁ ଛାଡ଼ି ସେମାନେ ଅଲଗା ରହୁଛନ୍ତି ।
ଖରାରେ ଡହଳ ବିକଳ ହେଉଥିଲେ ପାରାମାନେ। ଦେବଦୂତ ହୋଇ ଆସିଲେ ବୃଦ୍ଧ। ପାଇପ୍ ଲଗାଇ ରାସ୍ତାରେ ପକାଇଲେ ପାଣି। ଯାହାକୁ ଦେଖି ଖୁସି ହୋଇଗଲେ ପାରା।
ବ୍ୟାକ୍ ଗ୍ରାଉଣ୍ଡରେ ବାଜୁଥିଲା ‘ଗଙ୍ଗୁବାଇ’ ଫିଲ୍ମର ‘ଝୁମେ ରେ ଗୌରୀ’ ଗୀତ। ଯୁବତୀ ଡ୍ରେସ୍ ପିନ୍ଧି ହଠାତ୍ ନଜର ଆସିଲେ ଯୁବକ। ଆମେରିକା ରାସ୍ତାରେ ବୁଲି ବୁଲି ଧୁମ୍ ନାଚିଲେ।
ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ୱାଭାବିକ ନେଇ ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ କରିଛି। ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ବର୍ଷା ହେବାର ଆକଳନ କରାଯାଇଛି।
ମୋବାଇଲ ପାଇଁ ଜୀବନକୁ ବିପଦରେ ପକାଉଛନ୍ତି ଯୁବପିଢ଼ି । ସବୁବେଳେ ମୋବାଇଲ ବ୍ୟବହାର କରିବାରେ ବ୍ୟସ୍ତ ।
ଗୁଜରାଟ ରାଜକୋଟର ୪୩ ବର୍ଷିୟ ରମେଶ ଭାଇ । କେବେ ସ୍କୁଲ ମାଟି ମାଡ଼ି ନାହାନ୍ତି । ତାଙ୍କ ପରିବାରର ସମସ୍ତେ ଲୋକ ମଧ୍ୟ ଅଶିକ୍ଷିତ । ଦିନ ଥିଲା ତାଙ୍କୁ ନିଜର ୧୦ ଏକର ଜମି ବିକ୍ରି କରିବାକୁ ପଡିଲା
ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ସ୍ମୃତିରେ ନେହେରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀ (NMML) ନିର୍ମାଣ କରାଯାଇଛି । ଏହି ମ୍ୟୁଜିୟମଟି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଭୂମିକାକୁ ବଖାଣିବ ବୋଲି ବୋଲି କହିଛନ୍ତି (NMML)ର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ।
ବିଳମ୍ବିତ ରାତିରେ ଔଷଧ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ। ନିଆଁରେ ପୋଡ଼ି ହୋଇ ୬ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ଏଲୁରୁ ଅଞ୍ଚଳରେ ଏକ ଔଷଧ ଫ୍ୟାକ୍ଟ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି।
ସବୁକିଛି ବଡ଼ବାପାଙ୍କ ଆଖି ସାମ୍ନାରେ ଘଟିଥିଲା, ଯାହା ସେ ସ୍ୱପ୍ନରେ କେବେ କଳ୍ପନା କରିନଥିଲେ ।
ଗତ କିଛିଦିନ ହେବ ଉତ୍ତରପ୍ରଦେଶ ଗାଜିଆବାଦ ଓ ନୋଏଡାରେ ଅନେକ ସ୍କୁଲ୍ରେ ଛାତ୍ରମାନେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ୫ ସ୍କୁଲ୍ ବନ୍ଦ ଘୋଷଣା ହୋଇଛି। ବୁଧବାର ଗାଜିଆବାଦର ଆଉ ଏକ ସ୍କୁଲ୍ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ସ୍କୁଲ୍ ବନ୍ଦ ଘୋଷଣା ହୋଇଛି।
ଟାଙ୍କି ଖୋଲୁ ଖୋଲୁ ଜଳିଗଲା ବାଇକ୍ । ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ । ଘଟଣାର ଭିଡିଓଟି ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଦେଖନ୍ତୁ ଏହି ଛାତିଥରା ଭିଡିଓ...
ଦେଓଘର ରୋପ୍ୱେ ଦୁର୍ଘଟଣା ବେଳେ ମାନବିକତା ଦେଖାଇଲେ ବାୟୁସେନାର ଗରୁଡ଼ କମାଣ୍ଡୋ ।
କଣ୍ଟ୍ରାକ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ଫସିଲେ ମନ୍ତ୍ରୀ ! FIRରେ ଉଠିଲା ମନ୍ତ୍ରୀଙ୍କ ନାଁ। ସନ୍ତୋଷ ପାଟିଲ ନାମକ ଜଣେ କଣ୍ଟ୍ରାକ୍ଟରଙ୍କ ଆତ୍ମହତ୍ୟା ଘଟଣାରେ କର୍ଣ୍ଣାଟକର ଜଣେ ମନ୍ତ୍ରୀ ଫସି ଯାଇଛନ୍ତି।
ରାମନବମୀ ଶୋଭାଯାତ୍ରା ସମୟରେ କିଛି ରାଜ୍ୟରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ରାମନବମୀ ଅବସରରେ ୟୁପିର ବିଭିନ୍ନ ସ୍ଥାନରୁ ଶୋଭାଯାତ୍ରା ବାହାରି ଥିଲା। ହେଲେ କୌଣସି ବି ଅପ୍ରୀତିକର ଘଟଣା ସାମ୍ନାକୁ ଆସି ନଥିଲା ବୋଲି ଯୋଗୀ ଦାବି କରିଛନ୍ତି।
କେନ୍ଦ୍ର ସରକାରଙ୍କ ଫୋକସରେ ଓଡ଼ିଶାର ୧୦ ଆକାଂକ୍ଷୀ ଜିଲ୍ଲା। ୧୦ ଆକାଂକ୍ଷୀ ଜିଲ୍ଲାକୁ ଯାଇ ବିକାଶ କାମର ସମୀକ୍ଷା କରିବେ ୧୦ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ରୀୟ ଅନୁଦାନ କିଭଳି ଖର୍ଚ୍ଚ ହେଉଛି, ବିକାଶ କାମ କେତେ ଆଗେଇଛି, ଆଜିଠୁ ଆରମ୍ଭ ହୋଇଛି ସମୀକ୍ଷା।
୫ ଶହ ଫୁଟ୍ ଉପରେ ରୋପ୍ ୱେ’ର ୧୦ଟି କ୍ୟାବିନ୍ରେ ଝୁଲି ରହିଥିବା ୩୫ ଜଣ ଯାତ୍ରୀଙ୍କୁ ଉଦ୍ଧାର । ବାୟୁସେନା ଯବାନଙ୍କ ଲାଗି ବେଶ୍ ଚ୍ୟାଲେଞ୍ଜିଂ ଥିଲା ।
ଶେଷ ମୁହୂର୍ତ୍ତରେ ହାତ ଛାଡି ଦେଲା ଜୀବନ। ଦେଖନ୍ତୁ, କେତେ ହୃଦୟ ବିଦାରକ ଏହି ଦୃଶ୍ୟ। ବାୟୁସେନା ଉଦ୍ଧାରକାରୀଙ୍କ ପ୍ରୟାସ ସଫଳ ହୋଇଥିଲେ ହୁଏତ ବଞ୍ଚି ଯାଇଥାଆନ୍ତେ ବ୍ୟକ୍ତି ଜଣଙ୍କ, ମାତ୍ର ଆଖି ପିଛୁଳାକେ ସବୁ ଶେଷ।