• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Narendra Modi
ମୋଦିଙ୍କ ସବୁଠାରୁ ବଡ଼ ରାଲି, ୧୦ ଲକ୍ଷ ଲୋକଙ୍କୁ ଏକାଠି ଲକ୍ଷ୍ୟ..

ଏହି ରାଲିଗୁଡ଼ିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିବେ । ଏହି କାର୍ଯ୍ୟକ୍ରମ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହି ଭବ୍ୟ ରାଲି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଆୟୋଜିତ ହେବ ।

Govt Employee
ଚାକିରିଆଙ୍କ ପାଇଁ ବଡ଼ ଖବର : ଏଣିକି ସପ୍ତାହକୁ ୪ ଦିନ ପାଇବେ ଛୁଟି

ନୂଆ ଆଇନ ଅନୁସାରେ ଯେଉଁ କର୍ମଚାରୀମାନେ ସପ୍ତାହକୁ ୧୨ ଘଂଟା କାମ କରିବେ ସେମାନଙ୍କୁ ସପ୍ତାହକୁ ୩ ଦିନର ଛୁଟି ମିଳିବ। କିନ୍ତୁ ଯେଉଁମାନେ ଦୈନିକ ୮ ଘଂଟା କାମ କରୁଥିବେ ସେମାନେ ପ୍ରତି ସପ୍ତାହରେ ଗୋଟିଏ ଦିନ ଅର୍ଥାତ୍‌ ମାସକୁ ୪ କିମ୍ବା ୫ ଟି ଛୁଟି ପାଇବେ ବୋଲି କୁହାଯାଇଛି

Congress
୨୧ବର୍ଷରେ ଝିଅ ବାହାଘର: ନୂଆ ଆଇନକୁ ବିରୋଧ କରିବ କଂଗ୍ରେସ

ମୋଦି ସରକାର ବିବାହର ସର୍ବନିମ୍ନ ବୟସ ବୃଦ୍ଧି ପାଇଁ ଶୀତକାଳୀନ ଅଧିବେଶନର ଶେଷରେ ସଂସଦରେ ବିଧେୟକ ଆଣିବାକୁ ଯାଉଛନ୍ତି । ବିବାହ ପାଇଁ ମହିଳାଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ କରିବାକୁ ସନ୍ଦିଗ୍ଧ ଏବଂ ରାଜନୀତି ପ୍ରେରିତ ବୋଲି କହିଛନ୍ତି କଂଗ୍ରେସ ନେତା

Train
ଟ୍ରେନ୍‌ରେ ଜନ୍ମ ହେଲା ଶିଶୁକନ୍ୟା

ଟ୍ରେନ ବଗି ପାଲଟିଲା ଅପରେସନ ଥିଏଟର ଓ ଜନ୍ମହେଲେ ଶିଶୁ କନ୍ୟା | ମୁମ୍ବାଇରୁ ବିହାରର ମୁଜାଫରପୁର ଅଭିମୁଖେ ଯାତ୍ରା କରୁଥିବା ଲୋକମାନ୍ୟ ତିଲକ ଏକ୍ସପ୍ରେସ ଟ୍ରେନରେ ଜଣେ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି

Golden Temple
୨୪ ଘଣ୍ଟାରେ ଦୁଇଟି ବଡ଼ ଅଘଟଣ, କାହା ଷଡ଼ଯନ୍ତ୍ର ?

୨୪ ଘଣ୍ଟା ନପୂରୁଣୁ ପଞ୍ଜାବରେ ଆଉ ଏକ ଅଘଟଣ । ପଞ୍ଜାବ କପୁରଥାଲା ନିଜାମପୁର ଗାଁର ଗୁରୁଦ୍ୱାରରେ ଘଟିଛି ଘଟଣା । ଆଜି ଭୋରରୁ ଜଣେ ଯୁବକ ଗୁରୁଦ୍ୱାରରେ ଲାଗିଥିବା ନିଶାନ ସାହିବ୍ ଅର୍ଥାତ ପବିତ୍ର ପତାକାକୁ ଅସମ୍ମାନ ପ୍ରଦର୍ଶନ କରିଥିଲା ।

  • Sunday, 19 December 2021
Sukesh Chandrasekha
ଖୋଲୁଛି ସୁକେଶଙ୍କ ଠକେଇ ସାମ୍ରାଜ୍ୟର ଗୁମର

ଖୋଲିବାରେ ଲାଗିଛି ସୁକେଶ ଚନ୍ଦ୍ରଶେଖରଙ୍କ ଠକେଇ ସାମ୍ରାଜ୍ୟର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ । ଖାଲି ୨୦୦ କୋଟି ଠକେଇ ନୁହେଁ ସୁକେଶଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଏପରି କିଛି ତଥ୍ୟ ଏବେ ସାମ୍ନାକୁ ଆସିଛି । ଯାହା ତଦନ୍ତକାରୀ ସଂସ୍ଥା ଇଡିର ହୋସ୍ ଉଡ଼ାଇ ଦେଇଛି ।

 Two Political Leader Murdered
ରାଜନୈତିକ ଶତ୍ରୁତା ! ଘରେ ପଶି ଦୁଇ ରାଜନେତାଙ୍କୁ ହାଣିଲେ ଦୁର୍ବୃତ୍ତ

୧୨ ଘଣ୍ଟା ମଧ୍ୟରେ କେରଳର ଦୁଇ ରାଜନୈତିକ ନେତାଙ୍କୁ ହତ୍ୟା । ଘରେ ପଶି ନେତାଙ୍କୁ ଦୁର୍ବୃତ୍ତ ହାଣିଥିବାର ଖବର ଶୁଣିବାକୁ ମିଳିଛି । ଏନେଇ କେରଳର ଅଲପୁଜ୍ଜା ଜିଲ୍ଲାରେ ଉତ୍ତେଜନା ସୃଷ୍ଟି ହୋଇଛି ।

Anti-Conversion Bill
ଧର୍ମ ପରିବର୍ତ୍ତନ କଲେ ୧୦ ବର୍ଷ ଜେଲଦଣ୍ଡ, ୧ ଲକ୍ଷ ଜୋରିମାନା ! ଆଇନ୍‌ ଆଣୁଛନ୍ତି ରାଜ୍ୟ ସରକାର

ଧର୍ମ ପରିବର୍ତ୍ତନ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡ଼ିଲେ, ୧୦ ବର୍ଷ ଲେଖାଏ ଜେଲ ଓ ଲକ୍ଷେ ଟଙ୍କାର ଜୋରିମାନା ଦେବାକୁ ପଡ଼ିବ।

marriage
ଘୋର କଳିକାଳ ! ଟଙ୍କା ପାଇଁ ଭଉଣୀକୁ ବାହା ହେଲା ଭାଇ

ତ୍ତରପ୍ରଦେଶର ଫିରୋଜାବାଦରେ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନାରେ ମିଳୁଥିବା ଟଙ୍କା ପାଇଁ ନିଜ ଭଉଣୀକୁ ବିବାହ କରିଛନ୍ତି ଜଣେ ବ୍ୟକ୍ତି ।

monkey
ମାଙ୍କଡ଼-କୁକୁର ଗ୍ୟାଙ୍ଗୱାର ! ଏବେ ସୁଦ୍ଧା ମଲେଣି ୮୦ କୁକୁର ଛୁଆ

ମାଙ୍କଡ଼ ଓ କୁକୁରଙ୍କ ଖୁନୀ ଖେଳ । ତିନି ମାସ ପୂର୍ବରୁ କୁକୁର ପଲ ଏକ ମାଙ୍କଡ଼ ଛୁଆକୁ ମାରିଦେଇଥିଲେ । ଆଉ ଏହାର ପ୍ରତିଶୋଧ ନେବାକୁ ଯାଇ ଖୋଜି ଖୋଜି କୁକୁର ଛୁଆଙ୍କୁ ମାରୁଛନ୍ତି ମାଙ୍କଡ଼ ପଲ ।

Whatsapp
ଏଣିକି ଗ୍ରୁପ୍‌ରୁ ସବୁ ମେସେଜ୍‌ ଡିଲେଟ୍‌ କରିପାରିବେ ଗ୍ରୁପ୍‌ ଆଡମିନ୍‌...

ହ୍ୱାଟ୍ସଆପ୍‌ ପୁଣି ଆଣିଲା ନୂଆ ଫିଚର। ଏଣିକି ଗ୍ରୁପରେ ଥିବା କୌଣସି ବି ମେସେଜ୍‌କୁ ଡିଲେଟ୍‌ କରିପାରିବେ ଆଡ୍‌ମିନ୍‌: ହେଲେ କରିବାକୁ ପଡ଼ିବ ଏହି ଛୋଟିଆ କାମ୍‌

Accident
ଭୟଙ୍କର ଦୁର୍ଘଟଣା : ଅଟୋ ଉପରେ ଓଲଟିଲା କଣ୍ଟେନର, ୪ ମୃତ

ଦୁର୍ଘଟଣା କେତେବେଳେ ଆସିବ ତାହାର କୌଣସି ଠିକ୍‌ ଠିକଣା ନଥାଏ। ଏକଥା ପୂରା ସତ। ଆଉ ଠିକ୍‌ ଏପରି ଏକ ଘଟଣା ରାଜଧାନୀରେ ଘଟିଛି। ରାସ୍ତାରେ ଯାଉଥିବା ଅଟୋ ଉପରେ ଏକ କଣ୍ଟେନର ପଡ଼ିଯିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି।

ପାଇଖାନା ସଫା କଲେ ଶକ୍ତିମନ୍ତ୍ରୀ
ପାଇଖାନା ସଫା କଲେ ମନ୍ତ୍ରୀ

ମଧ୍ୟପ୍ରଦେଶର ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମାର ଗୁଆଲିୟରରେ ଏକ ସରକାରୀ ବିଦ୍ୟାଳୟର ଶୌଚାଳୟ ସଫା କରି ଲୋକଙ୍କୁ ପରିଷ୍କାର ପରିଚ୍ଛନ୍ନତାର ବାର୍ତ୍ତା ଦେଇଛନ୍ତି

ias
‘ମୁଁ ଦାନର ସାମଗ୍ରୀ ନୁହଁ, ମୁଁ ତୁମ ଝିଅ ବାପା ’! ବିବାହରେ କନ୍ୟାଦାନ ପ୍ରଥାକୁ ମାନିବାକୁ ମନାକଲେ ମହିଳା IAS

ସମାଜରେ ସମାନତା ଆଣିବା ଲକ୍ଷ୍ୟରେ ବିନା କନ୍ୟାଦାନରେ ଶାଶୂଘର ଯାଇଛନ୍ତି ମହିଳା IAS । ଖୁବ୍ ଧୁମଧାମରେ ବିବାହ ହୋଇଥିଲେ ହେଁ ପୁରୁଣା ପ୍ରଥା ପରମ୍ପରା ଅନୁସାରେ କନ୍ୟାଦାନକୁ ସେ ମନା କରିଦେଇଥିଲେ ।

Delhi Rohini Court
ରୋହିଣୀ କୋର୍ଟରେ ବିସ୍ଫୋରଣ, DRDO କର୍ମଚାରୀ ରଚିଥିଲେ ଷଡ଼ଯନ୍ତ୍ର

ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତକୁ ଧରିବାରେ ପୋଲିସ ସକ୍ଷମ ହୋଇଛି । ପ୍ରାୟ ୮୮ଟି ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରାଯାଇଥିଲା ।  ଦେଖାଯାଇଥିଲା ଯେ, ବୋମା ବିସ୍ଫୋରଣର ଅଳ୍ପ ସମୟ ପରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଚଂପଟ ମାରିଥିଲା ।

Train Cancel for Cyclone
ଏଣିକି ଟ୍ରେନ୍‌ରେ ବି ରହିବ ମହିଳାଙ୍କ ପାଇଁ ସ୍ୱତନ୍ତ ସିଟ୍‌

ଦୂରଗାମୀ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍‌ରେ ମଧ୍ୟ ମହିଳାଙ୍କ ପାଇଁ ରହିବ ସିଟ୍ । ପ୍ରତି ବଗିରେ ସିଟ୍ ବା ବର୍ଥ ରିଜର୍ଭ ରହିବା ନେଇ ରେଳ ମନ୍ତ୍ରୀ ଘୋଷଣା କରିଛନ୍ତି । ସବୁ ମେଲ୍, ଏକ୍ସପ୍ରେସ, ଦୂରନ୍ତ, ରାଜଧାନୀ ଆଦି ଏକ୍ସପ୍ରେସରେ ରହିବ ସିଟ୍ ।

gold rate today
ପୁଣି ବଢିଲା ସୁନା ଦର, ଆପଣଙ୍କ ସହରରେ କେତେ ରହିଛି ଦାମ୍‌

ପୁଣି ବଢିଲା ସୁନା ଦର । ଭାରତୀୟ ବଜାରରେ ଆଜି ସୁନାର ଦାମ୍ ୪୧୦ ଟଙ୍କା ବୃଦ୍ଧି ପାଇଛି । ୨୨ କ୍ୟାରେଟ ସୁନା ଦର ୪୪, ୬୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮, ୭୯୦ ଟଙ୍କା ହୋଇଛି । ଅନ୍ୟପଟେ ରୁପା ମୂଲ୍ୟ ଆଜି ମଧ୍ୟ କମ୍ ରହିଛି । ରୂପା କିଲୋଗ୍ରାମ ପ୍ରତି ୬୧,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।

Mansa Varanasi
Miss World 2021ରେ କରୋନା କହର ! ସ୍ଥଗିତ ହେଲା ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମ, ୧୭ ସୁନ୍ଦରୀ ପଜିଟିଭ୍

ଦିଲ୍ଲୀ-ମୁମ୍ବାଇ ଭଳି ସହରରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍‌ ବଢ଼ିଯାଇଛି । ଯାହାର ପ୍ରଭାବ ଏବେ ମିସ୍‌ ୱାର୍ଲ୍ଡ ୨୦୨୧ର ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମ ଉପରେ ପଡିଛି ।

101 Omicron Cases Detected Across India
ଦେଶରେ ଶହେ ଟପିଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା

ହୁ ହୁ ହୋଇ ବଢୁଛି ଓମିକ୍ରନ। ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲା ଗୋଟିଏ ପରେ ଗୋଟିଏ ରାଜ୍ୟକୁ ନିଜ ପଞ୍ଝାକୁ ନେଇଛି ସଂକ୍ରମଣ ।କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ ଓମିକ୍ରନ୍‌କୁ ନେଇ ଚିନ୍ତା ବଢ଼ିଛି।

Gold Price Hike
ପୁଣି ବଢ଼ିଲା ସୁନା ଦର

ପୁଣି ବଢ଼ିଲା ସୁନା ଦର। MCXରେ ଆଜି ସୁନା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ସୁନା ୧୧୧ଟଙ୍କା ବୃଦ୍ଧି ପାଇ ୪୮,୭୦୦ ଟଙ୍କାରେ କାରବାର ଚାଲିଥିବା ଦେଖିବାକୁ ମିଳିଛି।

Coronavirus
ଦିନକରେ ୧୦ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ, ବଢ଼ିଲା ଚିନ୍ତା...

ଦିନକୁ ଦିନ ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଆଜି ନୂଆଦିଲ୍ଲୀରେ ୧୦ ନୂଆ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି। 

modi
ମୋଦିଙ୍କୁ ଅନ୍ତର୍ଜାତୀୟ ସମ୍ମାନ ! ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ମାନିତ କରିବ ଭୁଟାନ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ । ବର୍ଷ ବର୍ଷ ଧରି ଭୁଟାନକୁ ଭାରତର ସମର୍ଥନ ଏବଂ କରୋନା ବିପତ୍ତି ବେଳେ ସାହାଯ୍ୟ ସହଯୋଗ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଉଛି ।

Manasa Varanasi
Miss World 2021 ପ୍ରତିଯୋଗିତାରେ ପଶିଲା କରୋନା, ଭାରତୀୟ ସୁନ୍ଦରୀ ମାନସା ପଜିଟିଭ୍‌

ମହାମାରୀ କରୋନା ପାଇଁ ମିସ୍‌ ୱାର୍ଲ୍ଡ ୨୦୨୧(Miss World 2021) ପ୍ରତିଯୋଗିତାକୁ ସ୍ଥଗିତ କରାଯାଇଛି। ଏଥିରେ ଭାଗ ନେଇଥିବା ଏକାଧିକ ପ୍ରତିଯୋଗୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। 

Newborn will get Aadhaar number
ଜନ୍ମ ସମୟରେ ହସ୍ପିଟାଲରେ ନବଜାତକଙ୍କୁ ମିଳଯିବ ଆଧାର ନମ୍ବର

ଆଉ ବାପାମା’ଙ୍କୁ ହଇରାଣ ହେବାକୁ ପଡ଼ିବ ନାହିଁ । ଜନ୍ମ ସମୟରେ ହସ୍ପିଟାଲରେ ନବଜାତକଙ୍କୁ ମିଳଯିବ ଆଧାର ନମ୍ବର ।

Congress MLA ramesha kumar
କଂଗ୍ରେସ ବିଧାୟକଙ୍କ ବିବାଦୀୟ ବୟାନ୍ ! ଦୁଷ୍କର୍ମରୁ ବର୍ତ୍ତି ନପାରିଲେ, ଶୋଇପଡ଼ି ମଜା ନିଅ

କର୍ଣ୍ଣାଟକା ବିଧାନସଭାରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ଚାଲିଥିଲା। ଆଉ ସେହି ସମୟରେ ବିବାଦୀୟ ବୟାନ୍ ଦେଇଛନ୍ତି କଂଗ୍ରେସ ବିଧାୟକ ।