• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Encounter
ଜଙ୍ଗଲ ଭିତରେ ଏନ୍‌କାଉଣ୍ଟର, ୬ ମାଓବାଦୀ ନିହତ

ତେଲେଙ୍ଗାନା ଓ ଛତିଶଗଡ଼ ସୀମାରେ ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ଏଥିରେ ୬ ଜଣ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ସୂଚନା ମିଳିଛି। 

PM Kisan
୫ ଦିନ ପରେ କୋଟି କୋଟି କୃଷକଙ୍କୁ ଖୁସି ଖବର ଦେବେ ମୋଦି ସରକାର ! ଖାତାକୁ ଆସିବ ୪୦୦୦ ଟଙ୍କା

ନୂଆ ବର୍ଷରେ ଚାଷୀଙ୍କୁ ବଡ ଉପହାର । ଜାନୁୟାରୀ ୧, ୨୦୨୦ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ କୃଷକମାନଙ୍କୁ ଦଶମ କିସ୍ତି ପ୍ରଦାନ କରାଯିବ ।

gpld rate today
ସାମାନ୍ୟ କମିଲା ସୁନାର ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ସାମାନ୍ୟ କମିଛି ସୁନା ଦର । ଆଜି ଭାରତୀୟ ବଜାରରେ ସୁନାର ଦାମ୍ ୨୨ କ୍ୟାରେଟ ସୁନା ୪୮,୨୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪,୨୧୦ ଟଙ୍କା ରହିଛି । ନୂଆ ଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟରେ ସୁନାର ଦାମ୍ ୪୭,୫୦୦ ଟଙ୍କା ଓ ୫୧,୮୦୦ ଟଙ୍କା ରହିଛି ।

Cinema Hall Sealed
ମାନିଲେନି ନିୟମ, ସିଲ୍‌ ହେଲା ୬୦ରୁ ଅଧିକ ଥିଏଟର

ସିନେମା ହଲ୍ ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦର ଚଡ଼କ। ୬୦ରୁ ଅଧିକ ଥିଏଟର ସିଲ୍‌ ହୋଇଥିବା ସୂଚନା ମିଳିଛି। ସରକାରଙ୍କ ଦର ଚାଟ୍‌କୁ ଖିଲାପ କରିବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

boiler-explodes
ନୁଡୁଲ୍ସ ଓ କୁରକୁରେ କାରଖାନାରେ ବିସ୍ଫୋରଣ : ୧୦ ମୃତ, ଅନେକ ଆହତ

କୁରକୁରେ ଏବଂ ନୁଡୁଲ୍ସ କାରଖାନାରେ ବଏଲର ଫାଟି ବିସ୍ଫୋରଣ ହୋଇଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ।

Farmer Will Contest Punjab Elections
‘ସଂଯୁକ୍ତ ସମାଜ ମୋର୍ଚ୍ଚା’ ଲଢିବ ପଞ୍ଜାବ ବିଧାନସଭା ନିର୍ବାଚନ

ଆସନ୍ତା ବିଧାନସଭା ନିର୍ବାଚନ ଲଢ଼ିବ ଚାଷୀ ସଂଗଠନ । ଏନେଇ ଆଜି ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପଞ୍ଜାବର ସମସ୍ତ ୧୧୭ଟି ଆସନରେ ନିର୍ବାଚନ ଲଢ଼ିବାକୁ ଆଜି ୨୨ଟି ଚାଷୀ ସଂଗଠନ ଘୋଷଣା କରିଛନ୍ତି । ଆଉ ଦଳର ନାଁ ରଖାଯାଇଛି ‘ସଂଯୁକ୍ତ ସମାଜ ମୋର୍ଚ୍ଚା’ ।

gold rate today
କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍‌

କମିଛି ସୁନାର ଦାମ୍ । ଆଜି ସାମାନ୍ୟ କମିଛି ସୁନାର ଦାମ୍‌। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ଏବଂ ୨୨ କ୍ୟାରେଟ ସୁନା ଦାମ୍‌ ୩୦ ଟଙ୍କା କମିଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ନୂଆଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟରେ ସୁନାର ଦାମ୍ ୪୭,୫୦୦ ଟଙ୍କା ଓ ୫୧,୮୦୦ ଟଙ୍କା ରହିଛି।

Punjab farmer unions
ପଞ୍ଜାବରେ ନିର୍ବାଚନ ଲଢିବ ଚାଷୀ ସଂଗଠନ, ସଂଯୁକ୍ତ ସମାଜ ମୋର୍ଚ୍ଚା ନାଁରେ ଘୋଷଣା ହେଲା ଦଳ

ପଞ୍ଜାବରେ କୃଷକଙ୍କ ରାଜନୈତିକ ମୋର୍ଚ୍ଚାର ନେତୃତ୍ୱ ନେବେ ଚାଷୀ ନେତା ବଲବୀର ସିଂ ରାଜେଓ୍ୱାଲ । ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ସେ ଜନସମର୍ଥନ ଆହ୍ୱାନ ଦେଇଛନ୍ତି ।

enconter
୩୬ ଘଣ୍ଟାରେ ତୃତୀୟ ଏନକାଉଣ୍ଟର୍‌ ! ଏବେ ସୁଦ୍ଧା ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ମୃତ

ଆତଙ୍କବାଦୀଙ୍କ ଉପରେ ସୁରକ୍ଷାକର୍ମୀଙ୍କ କଡ଼ା ପ୍ରହାର । ଜମ୍ମୁ କାଶ୍ମୀରରେ ୩୬ ଘଣ୍ଟା ମଧ୍ୟରେ ତୃତୀୟ ଏନକାଉଣ୍ଟର୍‌ ଆରମ୍ଭ ହୋଇଛି ।

High Covid Cases In 10 States
ବଢ଼ୁଛି କରୋନା କେସ୍‌ ଓ ଓମିକ୍ରନ୍‌ ସଂକ୍ରମଣ, ୧୦ ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍

ଓମିକ୍ରନ ସଂକ୍ରମଣ, କରୋନା କେସ୍‌ ବୃଦ୍ଧି ପାଉଥିବା ରାଜ୍ୟ ଓ ଟିକାକରଣ ହାର କମ୍‌ ଥିବା ୧୦ ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍। ଜାତୀୟ ଟିକାକରଣ ହାରଠାରୁ ଏହି ୧୦ ରାଜ୍ୟରେ ଟିକାକରଣ ହାର କମ୍‌ ରହିଥିବାରୁ ଏହାର ସ୍ଥିତି ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ୍।

Bomber Wanted To Destroy Drugs Case Papers
ଲୁଧିଆନା କୋର୍ଟ ବ୍ଲାଷ୍ଟ୍‌ ଘଟଣା: ପ୍ରମାଣ ନଷ୍ଟ ପାଇଁ ସନ୍ଦିଗ୍ଧ ରଚିଥିଲା ଷଡ଼ଯନ୍ତ୍ର !

ଲୁଧିଆନା ସ୍ଥିତ କୋର୍ଟ ପରିସରରେ ହୋଇଥିବା ବିସ୍ଫୋରଣ ଘଟଣାରେ ସନ୍ଦିଗ୍ଧ ଆକ୍ରମଣକାରୀ ନିଜ ବିରୋଧରେ ରୁଜୁ ହୋଇଥିବା ଡ୍ରଗ୍ସ କେସ୍‌ର ରେକର୍ଡ ଅର୍ଥାତ୍‌ ପ୍ରମାଣ ନଷ୍ଟ କରି ଦେବାକୁ ଚାହୁଁଥିଲେ ବୋଲି ଜଣାପଡ଼ିଛି।

tihar-jail
ତିହାର ଜେଲରେ ପୁଣି ଜଣେ କଏଦୀ ମୃତ : ଗତ ୮ ଦିନରେ ପାଞ୍ଚ ଜଣଙ୍କର ମୃତ୍ୟୁ

ଶୁକ୍ରବାର ଦିନ ତିହାର ଜେଲର ସେଲ୍ ନମ୍ବର ୩ରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । ସେ କୋଠରୀରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ । ଏଖବର ପାଇବା ପରେ କଏଦୀଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Omicron Cases In India
ଚିନ୍ତା ବଢ଼ାଉଛି ଓମିକ୍ରନ୍‌, ୨ ମାସ ଭିତରେ ଭୟଙ୍କର ହୋଇପାରେ ସ୍ଥିତି

୨ରୁ ୩ ସପ୍ତାହ ଧରି  ବିଶ୍ୱରେ ୧୦୦୦ରୁ ଅଧିକ ହାରରେ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେଣୁ ୨ ମାସ ଭିତରେ ୧୦ ଲକ୍ଷରୁ ଅଧିକ ଓମିକ୍ରନ ସଂକ୍ରମିତ ହୋଇପାରନ୍ତି ବୋଲି କେରଳର କୋଭିଡ୍ ଏକ୍ସପର୍ଟ କମିଟି ସଦସ୍ୟ କହିଛନ୍ତି। 

Omicron Cases In India
ଦିନକରେ ୫୭ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ, ନୂଆବର୍ଷ ଓ ଖ୍ରୀଷ୍ଟମାସ୍‌ ପାଇଁ ୧୨ ରାଜ୍ୟରେ କଟକଣା

ଦିନକରେ ଓମିକ୍ରନ୍‌ କେସ୍‌ ୧୬% ବୃଦ୍ଧି ପାଇଥିବା ଜଣାପଡ଼ିଛି। ଶୁକ୍ରବାର ସାରା ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮ ଥିଲା,ତେବେ ଗୋଟିଏ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇ ଏବେ ୪୧୫ରେ ପହଞ୍ଚିଛି। 

UP Election
'ବର୍ତ୍ତମାନ ଓମିକ୍ରନ ସ୍ଥିତିକୁ ଦେଖି ନିର୍ବାଚନକୁ ଘୁଞ୍ଚାଯାଉ'

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଲି ଆୟୋଜନ ନକରିବାକୁ ନିବେଦନ କରିଛନ୍ତି ଯଦି, ଏବେ ରାଲି ବନ୍ଦ ହେଉନି। ତେବେ ଆଗାମୀ ପରିସ୍ଥିତି ଦ୍ୱିତୀୟ ଲହର ଭଳି ହୋଇପାରେ।

gold rate today
କମିଲା ସୁନା-ରୁପା ଦର, ଜାଣନ୍ତୁ କେତେ ରହିଛି ଦାମ୍

କମିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ୪୪,୦୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୧୦୦ ଟଙ୍କା ହୋଇଛି। ନୂଆଦିଲ୍ଲୀରେ ସୁନାର ଦାମ୍ ୪୭,୩୦୦ ଟଙ୍କା ଓ ୫୧,୬୦୦ ଟଙ୍କା ରହିଛି। ଅନ୍ୟପଟେ ରୁପା ମୂଲ୍ୟ ମଧ୍ୟ କମ୍ ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୧,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Ludhiana Court Blast
ଲୁଧିଆନାର କୋର୍ଟ ପରିସରରେ ବିସ୍ଫୋରଣ; ୨ ମୃତ

ପଞ୍ଜାବ ଲୁଧିଆନାର ଜିଲ୍ଲା କୋର୍ଟ ପରିସରରେ ବୋମା ବିସ୍ଫୋରଣ ଘଟିଛି । କୋର୍ଟ କମ୍ପ୍ଲେକ୍ସରେ ଥିବା ତୃତୀୟ ମହଲାରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି । ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଗରୁରୁତର ହୋଇଥିବା ସୂଚନା ମିଳିଛି ।

Debit Card
ଡେଭିଡ୍-କ୍ରେଡିଟ୍ କାର୍ଡ ପାଇଁ ଆସିବ ନୂଆ ନିୟମ, ଠକେଇ ରୋକିବାକୁ RBIର ବଡ଼ ପଦକ୍ଷେପ

ଅଧିକ ସୁରକ୍ଷିତ ହେବ ଡେଭିଡ୍ ଓ କ୍ରେଡିଟ୍ କାର୍ଡ ଅନଲାଇନ ଟ୍ରାନଜାକ୍ସନ । ଏଥିପାଇଁ ନୂଆବର୍ଷରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ କଣ ଏହି ନିୟମ, ଏହାଦ୍ୱାରା କେତେ ଉପକୃତ ହେବେ ଗ୍ରାହକ, ଦେଖନ୍ତୁ ଏହି ରିପୋର୍ଟ...

  • Wednesday, 22 December 2021
Gold rate today
କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍

କମିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୨୩୦ ଟଙ୍କା କମି ୪୮,୩୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୨୩୦ ଟଙ୍କା କମି ୪୪,୨୫୦ ଟଙ୍କା ହୋଇଛି। ଆଜି ରୁପା ମୂଲ୍ୟ ମଧ୍ୟ କମ୍ ରହିଛି। ରୂପା କିଲୋଗ୍ରାମ ପ୍ରତି ୫୦୦ ଟଙ୍କା କମି ୬୧,୪୦୦ ଟଙ୍କା ରହିଛି ।

 Digital Transactions
UPI ପେମେଣ୍ଟ କରିଦେବ କାଙ୍ଗାଳ! ଯଦି ଆପଣଙ୍କ କରୁଥାନ୍ତି ଏହି ୫ ଭୁଲ୍...

ସଉଦା ହେଉ କି ସପିଂ, ସବୁଠି ହେଉଛି ଅନଲାଇନ କାରବାର। ଯଦି ଆପଣ ଏପରି ନେଣଦେଣ କରୁଥାନ୍ତି, ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଏପରି ଛୋଟିଆ ଭୁଲ୍ ଆପଣଙ୍କୁ କରି ଦେବ ବରବାଦ୍...

Vehicle Theft Racket
ରାଜଧାନୀରେ ମାତିଛନ୍ତି ଗାଡ଼ି ଚୋର ! ପ୍ରତିଦିନ ଗାୟବ୍ ହୋଇଯାଉଛି ୭୦ ବାଇକ୍‌, ୨୦ କାର୍

ଟିକିଏ ନଜର ହଟିଲେ ଆଖି ପିଛୁଳାକେ ଗାଡ଼ି ଉଡ଼ାଇ ନେଇଯାଉଛନ୍ତି ଚୋର । ରାଜଧାନୀ ଦିଲ୍ଲୀରେ ଗାଡ଼ି ଚୋରି ରାକେଟ୍‌ର ଦୌରାତ୍ମ୍ୟ । ପିକ୍ ପକେଟିଂ ମାମଲାରେ ମଧ୍ୟ ତିନି ନମ୍ବରରେ ରହିଛି ।

Gujarat panchayat polls
ନିର୍ବାଚନ ଫଳାଫଳ ଆସିବା ପରେ ଭୋ ଭୋ କାନ୍ଦିଲେ ସରପଞ୍ଚ ପ୍ରାର୍ଥୀ ! ପରିବାରର ୧୨ ଜଣ ବି ଭୋଟ୍‌ ଦେଲେନି

ପରିବାର ଲୋକ ବି ଭୋଟ୍ ଦେଲେନି । ମାତ୍ର ଗୋଟିଏ ଭୋଟ୍ ପାଇଛନ୍ତି ଗୁଜରାଟର ​​ସନ୍ତୋଷ । ପରାଜୟ ପାଇଁ ନୁହେଁ ବରଂ ପରିବାର ସଦସ୍ୟଙ୍କ ଅସହଯୋଗ ପାଇଁ ଆଜି ସେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

Pakistan Youtube Channel
ଲୋକଙ୍କୁ ବିଭ୍ରାନ୍ତ ଓ ଭାରତରେ ଅସ୍ଥିରତା ପାଇଁ ପାକିସ୍ତାନ ଚଳାଇଥିଲା ୟୁଟ୍ୟୁବ୍‌ ଚ୍ୟାନେଲ, ବ୍ୟାନ୍‌ କରିଦେଲେ ସରକାର

ପ୍ରଥମ ଥର ପାଇଁ ନୂଆ ଆଇଟି ନିୟମ, ୨୦୨୧ ଅଧୀନରେ ଥିବା ଡିଜିଟାଲ୍ ମିଡିଆ ଏଥିକ୍ସ କୋଡ୍ ଅନ୍ତର୍ଗତ ଜରୁରୀକାଳୀନ କ୍ଷମତା ବା ଏମର୍‌ଜେନ୍ସି ପାଓ୍ୱାର୍ ପ୍ରୟୋଗ କରି, ଏଭଳି ଭାରତ-ବିରୋଧୀ ଅପପ୍ରଚାର ଚଳାଇଥିବା ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମକୁ ବ୍ୟାନ୍ କରାଯାଇଛି ।

  • Tuesday, 21 December 2021
Rahul Gandhi
‘ସରକାରଙ୍କ ଦଲାଲୀ ବନ୍ଦ କର’ ! ମିଡିଆ ଉପରେ ବର୍ଷିଲେ ରାହୁଲ

ଗଣମାଧ୍ୟମ ପ୍ରତିନିଧିଙ୍କୁ ରାହୁଲଙ୍କ ଟାର୍ଗେଟ । ପ୍ରଶ୍ନ କରିବାରୁ "ତୁମେ ସରକାର ପାଇଁ କାମ କରୁଛ କି ବୋଲି ଓଲଟା ପ୍ରଶ୍ନ କଲେ ।

gold rate today
ଭୁବନେଶ୍ୱରରେ ଆଜି ସୁନାର ଦାମ୍, ଜାଣି ନିଅନ୍ତୁ କେତେ

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୪, ୪୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮, ୫୩୦ ଟଙ୍କା ହୋଇଛି। ରୁପା ମୂଲ୍ୟ ମଧ୍ୟ କମ୍ ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୧,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।