ବେଳେବେଳେ ନମ୍ବର ସେଭ୍ ନ କରି କାହାକୁ କଲ୍ କରିବାର ଆବଶ୍ୟକ ପଡେ। ବର୍ତ୍ତମାନ ଆପଣ ନମ୍ବର ସେଭ୍ ନ କରି ମଧ୍ୟ ହ୍ୱାଟ୍ସଆପ୍ କଲ୍ କରିପାରିବେ। ତେବେ ଏହାକୁ କେମିତି କରିବେ ଆସନ୍ତୁ ଜାଣିବା।
ନାୟିକା ଜଣକ ପ୍ରଥମେ WhatsAppରେ ‘Hi’ ମେସେଜ କରିଥିଲେ। ଏହାପରେ WhatsAppରେ ନ୍ୟୁଡ୍ ଭିଡିଓ କଲ୍ କରି ସେ ଇଞ୍ଜିନିୟରଙ୍କୁ ଟ୍ରାପ୍ କରିଥିଲେ।
ହ୍ୟାକର୍ସମାନେ ସବୁବେଳେ ହ୍ୱାଟ୍ସଆପ୍ ପପୁଲାରିଟିର ଫାଇଦା ଉଠାଇବାକୁ ଚେଷ୍ଟା ଚଳାଇଛନ୍ତି। ଅନେକ ଲୋକଙ୍କୁ +92 କୋଡ୍ ମୋବାଇଲ୍ ନମ୍ବରରୁ WhatsAppରେ କଲ୍ ଆସୁଥିବା ଦେଖିବାକୁ ମିଳିଛି।