ମୋଦି ସରକାରର ତୃତୀୟପାଳିର ପ୍ରଥମ ବଜେଟ୍ ରୁ ଏମିତି କିଛି ଆଶା ରଖିଛି ଶିଳ୍ପ ଜଗତ। ବଜେଟରୁ ବଡ଼ ଆଶା ରଖିଛି ପର୍ଯ୍ୟଟନ କ୍ଷେତ୍ର।
ଆସନ୍ତାକାଲି ଦିନ ୧୧ଟାରେ ସଂସଦରେ ସପ୍ତମ ଥର ପାଇଁ ଦେଶର ଆୟ-ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ। ଫୋକସରେ ରହିବ ଯୁବ ବର୍ଗଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି।
ଆସନ୍ତାକାଲି ଦିନ ୧୧ଟାରେ ସଂସଦରେ ସପ୍ତମ ଥର ପାଇଁ ଦେଶର ଆୟ-ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ। ଫୋକସରେ ରହିବ ଯୁବ ବର୍ଗଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି।
ଡଷ୍ଟବିନ୍ରୁ ମିଳିଲା ୫ ଲକ୍ଷର ହାର । କଥାଟା ବିଶ୍ବାସ ଲାଗୁନଥିଲେ ବି ସତ । ଏମିତି ଘଟଣା ଘଟିଛି ଚେନ୍ନାଇରେ ।
ଆସନ୍ତା ଆର୍ଥିକ ବର୍ଷରେ ଦେଶରେ ଅଭିବୃଦ୍ଧି ହାର ୬.୫ରୁ ୭ ପ୍ରତିଶତ ରହିବ ।
ଟିକସ ଆଶ୍ୱସ୍ତିଠାରୁ ଆରମ୍ଭ କରି ଆୟୁଷ୍ମାନ ଯୋଜନା ପର୍ଯ୍ୟନ୍ତ, ବିଭିନ୍ନ କ୍ଷେତ୍ରରେ ବଜେଟରୁ ଅନେକ କିଛି ଆଶା କରାଯାଉଛି ।
ଆଜି ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ୍ ।
ଗୁଜୁରାଟର ଏହି ଯୁବକ ଜଣକ ନାମ ହେଉଛି ରାହୁଲ କାଚା । ସେ କେବଳ ବର୍ଷା ଜଳ ସଞ୍ଚୟ କରୁନାହାଁନ୍ତି ବରଂ ଏଥିରୁ ରୋଜଗାର ମଧ୍ୟ କରୁଛନ୍ତି ।
୨୩ ତାରିଖରେ ବଜେଟ୍ ଉପସ୍ଥାପନ ହେବ । ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ସଂସଦରେ ସର୍ବାଧିକ ସପ୍ତମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ସଂସଦରେ ସର୍ବାଧିକ ସପ୍ତମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ବଜେଟ୍ ଅଧିବେଶନ ପୂର୍ବରୁ ବସିସାରିଛି ସର୍ବଦଳୀୟ ବୈଠକ। କାଲି ଉପସ୍ଥାପନ ହେବ ଇକୋନୋମିକ ସର୍ଭେ ରିପୋର୍ଟ-୨୦୨୪।
ସଂରକ୍ଷଣକୁ ନେଇ ଏକ ସାକ୍ଷାତକାରରେ UPSC ମେଣ୍ଟର ବିକାଶ ଦିବ୍ୟକୀର୍ତ୍ତି ଚାଞ୍ଚଲ୍ୟକର ମତ ପ୍ରକାଶ କରିଛନ୍ତି। ଲୋକମାନେ IAS, IPS, IRS, IFS ଅଧିକାରୀ ହେବା ପାଇଁ ଅନେକ କୌଶଳ ଅବଲମ୍ବନ କରନ୍ତି। ଅଧିକାରୀ ହେବା ପାଇଁ ପ୍ରାର୍ଥୀମାନେ UPSC ର କେଉଁ ଲୁଫ୍ ବ୍ୟବହାର କରୁଛନ୍ତି ଆସନ୍ତୁ ଜାଣନ୍ତୁ।
ଭଡ଼ାରେ ଆସିଥିଲା ଆଧାର କାର୍ଡ, ଛଦ୍ମ ବେଶରେ ବୁଲୁଥିଲେ; ଶେଷରେ ପୂଜାଙ୍କ ମା’ଙ୍କୁ ବାନ୍ଧିଲା ପୋଲିସ।
ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।
କାର୍ଯ୍ୟକାଳ ଶେଷ ହେବାର ୫ ବର୍ଷ ପୂର୍ବରୁ କାହିଁକି ଇସ୍ତାଫା ଦେଲେ ମନୋଜ? ଇସ୍ତଫାପତ୍ରରେ ଦର୍ଶାଇଥିବା ବ୍ୟକ୍ତିଗତ କାରଣ ପଛରେ ରହିଛି ଆଉ କ’ଣ ରହସ୍ୟ।
ଆୟୋଗ ପୂଜାଙ୍କ ପ୍ରତି ଅହେତୁକ ସହାନୁଭୂତି ଦେଖାଇଥିବା ଅଭିଯୋଗ ହେବା ପରେ UPSCର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ଏହି ମାମଲାର ତଦନ୍ତ ଚାଲିଥିବା ବେଳେ ୫ବର୍ଷ ପୂର୍ବରୁ ଆୟୋଗର ଅଧ୍ୟକ୍ଷ ମନୋଜ ସୋନି ଇସ୍ତଫା ନେଇ ଚର୍ଚ୍ଚା ଲାଗିରହିଛି ।
ବିବାହ ଋତୁରେ କମିଲା ସୁନା ଦର। ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ପ୍ରକାଶ ପାଇଲା NEET-UG ରେଜଲ୍ଟ। NTA ପକ୍ଷରୁ ଚଳିତବର୍ଷର ଫଳ ପ୍ରକାଶ ପାଇଛି।ଅଫିସିଆଲ୍ ୱେବସାଇଟ୍ http://nta.nic.inରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ।
ସବୁଠି ଅଚଳାବସ୍ଥା, ହାହାକାର ସ୍ଥିତି । ମାଇକ୍ରୋସଫ୍ଟ ଆଉଟେଜ୍ ପାଇଁ ସୋସିଆଲ ମିଡିଆରେ ବିଶ୍ୱ ବ୍ୟାପୀ ଟ୍ରେଣ୍ଡ୍ କରୁଛି ବ୍ଲୁ ସ୍କ୍ରିନ୍ ଅଫ୍ ଡେଥ୍ । ତେବେ ଏହା କଣ ଏବଂ କାହିଁକି ବିଶ୍ୱର ସବୁଠୁ ବଡ଼ ଓ ପ୍ରତିଷ୍ଠିତ କଂପାନୀରେ ଏଭଳି ସ୍ଥିତି ଉପୁଜିଲା ।
ଅନନ୍ତ ଅମ୍ୱାନୀ ଓ ରାଧିକାଙ୍କ ବିବାହରେ ଦେଖିବାକୁ ମିଳିଛି ଗୋଟିଏ ରୋଚକ ଘଟଣା। ତାଙ୍କ ବିବାହରେ ଜଣେ ବୃଦ୍ଧା ସାମିଲ ହୋଇଥିଲେ। ଏବଂ ଅମ୍ବାନୀ ଦମ୍ପତି ତାଙ୍କୁ ମୁଣ୍ଡିଆ ବି ମାରିଥିଲେ। ହେଲେ କିଏ ଏହି ମହିଳା ତାକୁ ନେଇ ସମସ୍ତଙ୍କ ଭିତରେ ସସପେନ୍ସ ।
ଆଜି ସାମାନ୍ୟ କମିଛି ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଘରେ ମଦ ଡେଲିଭରି ଆରମ୍ଭ ହେବାକୁ ଯାଉଛି ! ଏନେଇ ଚାଲିଛି ପାଇଲଟ୍ ପ୍ରୋଜେକ୍ଟ । ସ୍ବିଗି, ବିଗ୍ ବାସ୍କେଟ୍, ଜୋମାଟୋ ଓ ବ୍ଲିଙ୍କିଟ୍ରେ ମଦ ଡେଲିଭରି ହେବ ।
କିଛି ଦିନ ତଳେ ନତାଶା ନିଜର ଇନଷ୍ଟାଗ୍ରାମ ଆଇଡିରୁ ନିଜ ନାଁରୁ ପାଣ୍ଡ୍ୟା ସରନେମ୍ ହଟାଇବାରୁ ଚର୍ଚ୍ଚା ଆହୁରି ବଢ଼ିଥିଲା ।
ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ମୋହନ ସରକାରଙ୍କ ଏହି କଡା ଆଭିମୁଖ୍ୟକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି।