• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Ambassador
ନୂଆ ରୂପରେ, ନୂଆ ଷ୍ଟାଇଲ୍‌ରେ ବଜାରକୁ ଆସିବ ଆମ୍ବାସଡର

ନୂଆ ଆଶା ନେଇ, ନୂଆ ଅବତାରରେ ପୁଣି ଫେରୁଛି ରାସ୍ତାର ରାଜା । ଦିନେ ଭାରତୀୟ ସଡ଼କର ସୁଲ୍‌ତାନ ଭାବେ ପରିଚିତ ଥିବା ଆମ୍ବାସଡର୍ କାର୍, ଆସନ୍ତା ୨ ବର୍ଷ ଭିତରେ ପୁଣି ଭାରତୀୟ ବଜାରରେ ନୂଆ ରୂପରେ ପ୍ରବେଶ କରିବ ବୋଲି ସ୍ପଷ୍ଟ କରିଛି ହିନ୍ଦୁସ୍ତାନ ମୋଟର୍ସ ।

EPFO
୮.୫ ପ୍ରତିଶତରୁ ୮.୧କୁ କମିଲା  EPF ସୁଧହାର

୬ କୋଟି EPF ହିତାଧିକାରୀଙ୍କୁ ଏହା ପ୍ରଭାବିତ କରିବ।

  • Friday, 03 June 2022
  • EPFO
ଆତଙ୍କୀଙ୍କ କ୍ରମାଗତ ଟାର୍ଗେଟ୍ କିଲିଂ: କାଶ୍ମୀରରେ ଫେରୁଛି କି ୧୯୯୦ର ସ୍ଥିତି ?

ଗଲା ମାସକ ଭିତରେ ଭାରତର ଭୂସ୍ୱର୍ଗ କାଶ୍ମୀର ଅପେକ୍ଷାକୃତ ଅଧିକ ଅଶାନ୍ତ ହୋଇଛି।

Woman Living On India-China Border Claims To Be Goddess Parvati, Wants To Marry Shiva
ନିଜକୁ ପାର୍ବତୀ କହି ଶିବଙ୍କୁ ବିବାହ କରିବା ଦାବିରେ ଏହି ମହିଳା

ଶିବଙ୍କୁ ବିବାହ କରିବା ଜିଦିରେ ଭାରତ-ଚୀନ୍ ସୀମାରେ ଅଡ଼ି ବସିଛନ୍ତି ଏହି ମହିଳା ...

Osama bin laden photo pasted in sdo office
ଲାଡେନ୍‌ଙ୍କୁ ଗୁରୁ ମାନନ୍ତି, ସରକାରୀ ଅଫିସ୍‌ରେ ତାଙ୍କ ଫଟୋ ରଖନ୍ତି ଏହି ଅଧିକାରୀ

ସରକାରୀ ଅଫିସ୍‌ରେ ଓସାମା ବିନ୍ ଲାଡେନ୍‌ଙ୍କ ଫଟୋ ରଖି ହରଡ ଘଣାରେ ବାବୁ। ପଚାରିଲେ କୁହନ୍ତି ସେ ତାଙ୍କ ଗୁରୁ। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

Home Minister Amit Shah chairs security meeting over J&K targetted killings
ଜମ୍ମୁ ଓ କାଶ୍ମୀରରେ ସାଧାରଣ ନାଗରିକଙ୍କୁ ହତ୍ୟା ଘଟଣାକୁ ନେଇ ଅମିତ ଶାହାଙ୍କ ବୈଠକ

ଜମ୍ମୁ ଓ କାଶ୍ମୀରରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କୁ ହତ୍ୟାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ ।

Andhra Pradesh: Gas leak reported at Porus laboratories Pvt in Visakhapatnam, many left unconscious
ଆନ୍ଧ୍ରପ୍ରଦେଶ ଅଚ୍ୟୁତପୁରମରେ ଅଘଟଣ: ବିଷାକ୍ତ ଗ୍ୟାସ ଲିକ୍ କାରଣରୁ ୩୦ରୁ ଅଧିକ ମହିଳା ଅସୁସ୍ଥ

ଆନ୍ଧ୍ରପ୍ରଦେଶ ଆନକାପଲ୍ଲି ଜିଲ୍ଲାର ଅଚ୍ୟୁତାପୁରମରେ ଥିବା ପୋରସ ଲାବରୋଟେରୀରେ ବିଷାକ୍ତ ଗ୍ୟାସ ଲିକ୍ ହେବାରୁ ୩୦ରୁ ଅଧିକ ମହିଳା ଚେତାଶୂନ୍ୟ ହେବା ସହ ଅସୁସ୍ଥ ହୋଇଥିବା ସୂଚନା...

Bhagwant Mann
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଘେରିଲେ ସିଦ୍ଧୁଙ୍କ ଗ୍ରାମବାସୀ, କହିଲେ..

କଡ଼ା ସୁରକ୍ଷା ମଧ୍ୟରେ ସିଦ୍ଧୁ ମୁସେୱାଲାଙ୍କ ଘରକୁ ଗଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ।

Hyderabad Teen Gang-Raped In Car
ପବ୍‌ ପାର୍ଟି ପରେ କାର୍‌ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ! ବିଧାୟକଙ୍କ ପୁଅର ସମ୍ପୃକ୍ତି ନେଇ ସନ୍ଦେହ

ପାର୍ଟିରେ ଯୋଗ ଦେବାକୁ ପବ୍‌ ଯାଇଥିବା ନାବାଳିକାଙ୍କୁ ପାର୍ଟି ପରେ ଗଣଦୁଷ୍କର୍ମ ! ଏକ କାର୍‌ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ହାଇଦ୍ରାବାଦରୁ ଏଭଳି ଅଭିଯୋଗ ଆସିଛି।

Sidhu Moosewala Murder
ପଡ଼ୋଶୀ ଦେଶରେ ଲୁଚିଛି ସିଦ୍ଧୁଙ୍କ ହତ୍ୟାକାରୀ ! ଭାଇରାଲ୍‌ ଭିଡିଓ ଖୋଲିବ କି ରହସ୍ୟ ?

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଦିଲ୍ଲୀ ଓ ପଞ୍ଜାବ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଛାନ୍‌ଭିନ୍‌ ଚଳାଇଛି। ସନ୍ଦେହ କରାଯାଉଛି ଯେ, ସିଦ୍ଧୁଙ୍କୁ ହତ୍ୟା କରିବା ପରେ ଶୁଟର୍‌ ନେପାଳରେ ଲୁଚି ଥାଇପାରେ।

Pushkar Singh Dhami
ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ବିଜୟ

୫୪ ହଜାରରୁ ଅଧିକ ଭୋଟ୍‌ରେ ଜିତିଛନ୍ତି ଧାମୀ ।

Bank Manager Killed In Kulgam
ଭୋ ଭୋ ହୋଇ କାନ୍ଦୁଛି ମା’- ‘ମୋ ପୁଅକୁ ଫେରାଇ ଆଣ, ଚାକରି ଛାଡ଼ି ଚାଲି ଆସେ ବୋଲି କହିଥିଲି...’

ଗତକାଲି  ଜମ୍ମୁ-କାଶ୍ମୀର କୁଲଗାମ୍‌ ଜିଲ୍ଲାରେ ଲସ୍କର-ଏ-ତୋଏବା ଆତଙ୍କବାଦୀ ବ୍ୟାଙ୍କ୍‌ ଭିତରେ ପଶି ବ୍ୟାଙ୍କ୍‌ ମ୍ୟାନେଜର ବିଜୟ କୁମାରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ବିଜୟଙ୍କୁ ଅଳ୍ପ ବୟସରୁ ହରାଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

Petrol And Diesel Price May Cut As Crude Oil Production Will Bring Down
ସାଧାରଣଜନତାଙ୍କ ପାଇଁ ଖୁସି ଖବର ! ଆହୁରି ଶସ୍ତାରେ ମିଳିବ ପେଟ୍ରୋଲ ଓ ଡିଜେଲ !

ପେଟ୍ରୋଲ ଓ ଡିଜେଲ ଦର ୧ ଟଙ୍କା କମିଲେ ମଧ୍ୟ ସାଧାରଣଜନତାଙ୍କ ପାଇଁ ଏହା ବଡ଼ ଆଶ୍ୱସ୍ତିକର ତଥା ଖୁସି ଖବର ବୋଲି କୁହାଯାଇଥାଏ। ତେବେ ପେଟ୍ରୋଲ ଓ ଡିଜେଲ ଆହୁରି ଶସ୍ତା ହେବ ବୋଲି ଆଶା କରାଯାଉଛି।

Terrorist Attack
କାଶ୍ମୀର ଘାଟିରେ ରକ୍ତର ହୋଲି ଖେଳୁଛନ୍ତି ଆତଙ୍କୀ; ବ୍ୟାଙ୍କ ମ୍ୟାନେଜରଙ୍କ ପରେ ଏବେ ଶ୍ରମିକଙ୍କୁ ଗୁଳି କରି ହତ୍ୟା

ପୁଣିଥରେ ଅଶାନ୍ତ ହୋଇ ଉଠିଛି ଜମ୍ମୁ-କଶ୍ମୀର। ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ ଯୋଗୁ ପୂରା ଉପତ୍ୟକାରେ ସୃଷ୍ଟି ହୋଇଛି ଭୟର ବାତାବରଣ। ବିଶେଷ କରି କୁଲଗାମରେ ଜଣଙ୍କ ପରେ ଜଣେ ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ।

terror in Kashmir
କାଶ୍ମୀର ଘାଟିରେ ପୁଣି ୯୦ ଦଶଙ୍କର ଆତଙ୍କ

ଆଉ କେତେ ମୁଣ୍ଡ ଗଡ଼ିବ?

Kashmir Killing
କଡ଼ ଲେଉଟାଉଛି କାଶ୍ମୀର ଇତିହାସ, ହିନ୍ଦୁଙ୍କୁ ଟାର୍ଗେଟ୍‌ କରି କରାଯାଉଛି ହତ୍ୟା

ତିନି ତିନି ଜଣ ଅଫ୍ ଡ୍ୟୁଟି ପୋଲିସ କର୍ମଚାରୀ ଏବଂ ଜଣେ ମଦଦୋକାନ ମାଲିକ । କେବଳ ମେ’ ମାସରେ ସାତ ସାତଟି ଟାର୍ଗେଟ୍ କିଲିଂ ହୋଇଥିବା ବେଳେ, ଆଜି ମଧ୍ୟ ଜଣଙ୍କୁ ହତ୍ୟା କରାଯାଇଛି ।

Bhagwant Maan
ସିଦ୍ଧୁଙ୍କ ହତ୍ୟା ପରେ ଆପ୍‌ର ଚେତା ପଶିଲା, VIPଙ୍କ ଠାରୁ ହଟାଇଥିବା ସୁରକ୍ଷା ପୁଣି ଲାଗୁ କଲା

ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାର ୫ ଦିନ ପରେ ସରକାର ଏନେଇ ନିଷ୍ପତି ନେଇଛନ୍ତି ।

If Pan with adhaar card not link then from 1 july mone penalty
ପାନ୍‌ କାର୍ଡ ସହ ଆଧାର ଲିଙ୍କ୍‌ ନହେଲେ ଜୁଲାଇ ୧ରୁ ଡବଲ ଜରିମାନା

ଆପଣଙ୍କ ପାନ୍‌ କାର୍ଡ ସହ ଆଧାର ଲିଙ୍କ୍‌ ନାହିଁ କି। ତେବେ ଜୁନ୍ ଶେଷ ପର୍ଯ୍ୟନ୍ତ ୫୦୦ ଟଙ୍କା ଜରିମାନା, ପରେ ଡବଲ। ଯଦି କରି ନାହାନ୍ତି ତେବେ ଘରେ ବସି କେମିତି କରିବେ ଜାଣନ୍ତୁ।

Bank manager shot dead
ପୁଣି ଆତଙ୍କୀ ଖେଳିଲେ ରକ୍ତର ହୋଲି : ଜମ୍ମୁ କାଶ୍ମୀରରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା

ଜମ୍ମୁ କାଶ୍ମୀରରେ ଥମୁନି ଟାର୍ଗେଟ କିଲିଂ । ଜଣକ ପରେ ଜଣଙ୍କ ଜୀବନ ନେଉଛନ୍ତି ଆତଙ୍କୀ ।

Hardik Patel
ଦିନେ ବିରୋଧ କରୁଥିଲେ, ଆଜି ଯୋଗ ଦେଲେ

ଗୁଜୁରାଟ୍ ନିର୍ବାଚନ ପୂର୍ବରୁ ହାର୍ଦ୍ଦିକ ପଟେଲ୍ କଂଗ୍ରେସ ଛାଡ଼ିଥିଲେ। ଗାନ୍ଧିନଗରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବିଜେପିରେ ମିଶିଲେ ହାର୍ଦ୍ଦିକ ।

Sidhu Moosewala
ସିଦ୍ଧୁଙ୍କୁ ଝୁରୁଛନ୍ତି ସେରା-ବଘିରା : ୩ ଦିନ ହେଲା ଖାଇବାପିଇବା ଛାଡ଼ି ଦେଇଛନ୍ତି ଦୁଇ ପୋଷା କକୁର

ସିଦ୍ଧୁଙ୍କ ଫେରିବା ରାସ୍ତାକୁ ଚାହିଁ ରହିଛନ୍ତି ଦୁଇ ପୋଷା କୁକୁର ।

Special story
ଚଉଠି ରାତିରେ ବିଦ୍ୟୁତ୍‌ ଚାଲିଗଲା ପରେ ଛାତରେ ଶୋଇପଡ଼ିଲା ବର : ତଳେ କାଣ୍ଡ କରିଦେଲା କନ୍ୟା

ବିବାହ ପରେ ଶାଶୁଘରୁ ଟଙ୍କା, ସୁନା, ଗହଣା ଧରି ଫେରାର ମାରିଲା କନ୍ୟା ।

Special story
ଅଙ୍ଗନୱାଡ଼ି ସହାୟିକାଙ୍କ ପୁଅର ସଫଳତା : ଗାଁ ସ୍କୁଲରେ ପାଠପଢ଼ି ୟୁପିଏସି ପରୀକ୍ଷାରେ ଉତୀର୍ଣ୍ଣ ହେଲେ କୃଷ୍ଣପାଲ

ଅଙ୍ଗନୱାଡ଼ି ସହାୟିକାଙ୍କ ପୁଅ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ।

  • Thursday, 02 June 2022
  • UPSC
India - Pakistan NH 1
NH-1 ଥିଲା ଭାରତ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଆଉ ପାକିସ୍ତାନ ରଖିଥିଲା କୋପ ଦୃଷ୍ଟି

ଭାରତୀୟ ସେନାର ଅସ୍ତ୍ରଶସ୍ତ୍ର, ଚିକିତ୍ସା ସାମଗ୍ରୀ ଯେପରି ଲଦାଖରେ ପହଞ୍ଚି ପାରିବ ନାହିଁ ସେଥିପାଇଁ ପାକିସ୍ତାନ ପକ୍ଷରୁ କାର୍ଗିଲରେ ଥିବା ଏହି ଜାତୀୟ ରାଜପଥର ଉପରେ ବୋମା ମାଡ଼ କରିଥିଲା ପାକିସ୍ତାନ । ଏହି ଜାତୀୟ ରାଜପଥର ଲମ୍ବ ପ୍ରାୟ ୨୧୭.୪ କିଲୋମିଟର ।

Saurav Ganguly
ବିସିସିଆଇ ସଭାପତି ପଦରୁ ସୌରଭ ଗାଙ୍ଗୁଲିଙ୍କ ଇସ୍ତଫା !

ପରବର୍ତ୍ତୀ ଯୋଜନା ନେଇ ନିଜ ଟୁଇଟ୍‌ରେ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି।