କମ୍ପାନୀ ପକ୍ଷରୁ ଏହାର କର୍ମଚାରୀଙ୍କୁ ୧୧ ଦିନ ପାଇଁ ‘ରିସେଟ୍ ଓ ରିଚାର୍ଜ ବ୍ରେକ୍(Reset and Recharge break)’ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି। ଏନେଇ କମ୍ପାନୀ ପକ୍ଷରୁ ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି।