• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Narendra Modi
ଏବେ ନିର୍ବାଚନ ହେଲେ ‍କ୍ଷମତାକୁ ଆସିବେ ମୋଦି

ସେପଟେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନପ୍ରିୟତାରେ ନିଜ ସ୍ଥିତିକୁ ଆହୁରି ଦୃଢ କରିଛନ୍ତି।

Unexpected Solar Storm Is Heading Towards Earth
ପୃଥିବୀ ଆଡ଼କୁ ମାଡ଼ି ଆସୁଛି ସୌର ଝଡ଼ ! ବୈଜ୍ଞାନିକ ଦେଲେ ଏମିତି ଚେତାବନୀ...

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ସୌର ଝଡ଼ ! ଆଗାମୀ ଦିନରେ ଏହି ଝଡ଼ ପୃଥିବୀ ସହ ଧକ୍କା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଯଦି ଏହା ପୃଥିବୀପୃଷ୍ଠରେ ଧକ୍କା ହୁଏ, ତା’ହେଲେ ସାରା ବିଶ୍ୱରେ ବ୍ଲାକ୍‌ଆଉଟ୍‌ ହେବାର ବିପଦ ରହିଛି। 

Nitish Kumar
ପ୍ରଧାନମନ୍ତ୍ରୀ ହେବାକୁ ମୋର ଭାବନା ନାହିଁ : ନୀତୀଶ

ସମସ୍ତ ବିରୋଧୀଙ୍କୁ ଏକାଠି ଦେଖିବା ମୋର ଚେଷ୍ଟା।

Over 100 People Fall Sick After Eating Pani Puri In West Bengal
ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଅସୁସ୍ଥ, ପେଟରେ ଯନ୍ତ୍ରଣା ଅନୁଭବ ପରେ ହସ୍ପିଟାଲ୍‌ରେ ଭର୍ତ୍ତି

ଗାଁର କିଛି ଲୋକ ଗୁପ୍‌ଚୁପ୍‌ ଖାଇବା ପରେ ଝାଡ଼ାବାନ୍ତି ହେବାସହ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ଜଣକ ପରେ ଜଣେ ଏପରି ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ।

Eyeing 2024 Lok Sabha polls, BJP deploys three Union Ministers on mission Bengal
୨୦୨୪ ନିର୍ବାଚନ ପାଇଁ BJPର ବଡ଼ ରଣନୀତି: ୩ ହେଭିୱେଟ୍‌ଙ୍କୁ ପଶ୍ଚିମବଙ୍ଗ ଦାୟିତ୍ୱ

୨୦୨୪ରେ ଯେମିତି ୨୦୧୯ ଅପେକ୍ଷା ଭଲ ପ୍ରଦର୍ଶନ ହୁଏ କିମ୍ବା ଅତିକମ୍‌ରେ ସେହି ସଫଳତା ଦୋହରାଇବାରେ ସଫଳ ହୁଏ, ତାକୁ ଲକ୍ଷ୍ୟ ରଖି ବିଜେପି ୩ ହେଭିୱେଟ୍‌ଙ୍କୁ ପଶ୍ଚିମବଙ୍ଗର ଦାୟିତ୍ୱ ଦେଇଥିବା ଚର୍ଚ୍ଚା ହେଉଛି। 

Nitin Gadkari
''ମନ୍ତ୍ରୀ ନିୟମ ଭାଙ୍ଗିବେ, ଅଫିସର୍‌ ହଁ ମାରିବେ''

ପୁଣି ବିବାଦରେ ନୀତିନ ଗଡକରୀ। କହିଲେ, ମନ୍ତ୍ରୀ ଚାହିଁଲେ ଆଇନ ଭାଙ୍ଗିବେ ଆଉ ଅଫିସର ଖାଲି ହଁ ମାରିବେ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏଇ ଭିଡ଼ିଓ

Yogi Adityanath
ଯୋଗୀଙ୍କ ବଡ଼ ନିଷ୍ପତ୍ତି; ଦଳୀୟ ନେତାଙ୍କ ଉପରୁ ପ୍ରତ୍ୟାହାର ହେବ ମାମଲା !

ୟୁପି ସରକାରଙ୍କ ବଡ଼ ନିଷ୍ପତ୍ତି। ଦଳୀୟ ନେତା ଓ ମନ୍ତ୍ରୀଙ୍କ ଉପରେ ଥିବା ଏଇ ସବୁ ମାମଲା ହେବ ପ୍ରତ୍ୟାହାର। ସ୍କ୍ରିନିଂ କମିଟି ରିପୋର୍ଟକୁ ଅପେକ୍ଷା ରହିଛି ।

Special story
ସୀମାହୀନ ବନ୍ଧୁତା : ଜଣେ ପାକିସ୍ତାନୀ, ଜଣେ ଭାରତୀୟ, ଫଟୋ ବଖାଣୁଛି କାହାଣୀ

ଭାରତ ପାକିସ୍ତାନର ଲୋକମାନେ ମଧ୍ୟ ପରସ୍ପର ସହ ବନ୍ଧୁ ହୋଇପାରିବେ, ଏହାର ଏକ ଉଦାହରଣ ହାଭାର୍ଡ ବିଜନେସ୍ ସ୍କୁଲରେ ଦେଖିବାକୁ ମିଳିଛି ।

gold rate today
କମିଲା ସୁନା ଦର, କିଣିବା ପୂର୍ବରୁ ଯାଂଚ କରନ୍ତୁ ମୂଲ୍ୟ....

କମିଲା ସୁନା ଦର । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ୫୫୦ ଟଙ୍କା ରହିଛି ।

Special story
ବିବାହର ୫୪ ବର୍ଷ ପରେ ଘରକୁ ଆସିଲା ଖୁସି : ୭୦ ବର୍ଷ ବୟସରେ ମା’ ହେଲେ ମହିଳା

ରାଜସ୍ଥାନରେ ଜଣେ ମହିଳା ବିବାହର ୫୪ ବର୍ଷ ପରେ ପ୍ରଥମ ଥର ପାଇଁ ମା ହୋଇଛନ୍ତି ।

  • Thursday, 11 August 2022
  • IVF
Jagdeep Dhankhar Takes Oath As New Vice President Of India
ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ଼

ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ଜଗଦୀପ ଧନଖଡ଼ ଆଜି ଶପଥ ଗ୍ରହଣ କରିଛନ୍ତି। ଶପଥ ନେବା ପୂର୍ବରୁ ଜଗଦୀପ ଧନଖଡ଼ ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Special story
ଝିଅ ଘର ଲୋକ ନିର୍ବନ୍ଧ ଭାଙ୍ଗିଲେ, ରାଗରେ ବୃଦ୍ଧଙ୍କ ନାକ କାଟିଦେଲେ ବର ପକ୍ଷ

ବିବାହ ଭାଙ୍ଗିଯିବା ପରେ ବର ପକ୍ଷ ଲୋକ ଝିଅର ଜଣେ ସମ୍ପର୍କୀୟଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଛନ୍ତି ।

  • Thursday, 11 August 2022
  • Crime
Special story
ବ୍ୟବସାୟୀଙ୍କ ଠିକଣାରେ ଆଇଟି ରେଡ୍‌ : ୩୯୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି ଠାବ

ଆଇଟି ରେଡ୍‌ରେ ପୁଳା ପୁଳା ଟଙ୍କା ଜବତ । ଏତେ ଟଙ୍କା ଜବତ ପରେ ଗଣି ପାରିଲେନି ଅଧିକାରୀ ।

Terror Attack In J&K Army Camp
ସେନା କ୍ୟାମ୍ପ ଉପରେ ଆତଙ୍କବାଦୀଙ୍କ ଆତ୍ମଘାତୀ ହମ୍‌ଲା: ୩ ଯବାନ ସହିଦ, ୨ ଆତଙ୍କବାଦୀ ନିପାତ

ଜାମ୍ମୁ ଓ କାଶ୍ମୀରରେ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଆତ୍ମଘାତୀ ହମ୍‌ଲା କରିଛନ୍ତି। ଏଥିରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ସେନାର ପାଲଟା ଜବାବରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। 

Flight tickets to get expensive
ଯାତ୍ରୀଙ୍କୁ ଝଟ୍‌କା, ମହଙ୍ଗା ହୋଇପାରେ ବିମାନ ଯାତ୍ରା

ଅଗଷ୍ଟ ୩୧ ପରେ ବିମାନ ଯାତ୍ରା ଦର ଏୟାରଲାଇନ୍ସ କମ୍ପାନୀ ନିର୍ଦ୍ଧାରଣ କରିବେ। ତେଣୁ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଝଟ୍‌କା ଲାଗିପାରେ। 

Justice Uday Umesh Lalit
ଜଷ୍ଟିସ ଲଳିତଙ୍କୁ ପରବର୍ତ୍ତୀ CJI ନିଯୁକ୍ତ କଲେ ରାଷ୍ଟ୍ରପତି

ଜଷ୍ଟିସ ଉଦୟ ଉମେଶ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ଆଜି ତାଙ୍କ ନାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ମୋହର ମାରିଛନ୍ତି।

Nitish Kumar
ନୀତୀଶଙ୍କ ପଲଟିମାର ପଲିଟିକ୍ସ ! ୨୦୨୪ରେ ମୋଦିଙ୍କୁ ଦେବେ କି ବଡ଼ ଚେକ୍ ?

ଦ୍ୱିତୀୟ ଥର ପାଇଁ ଉପ-ମୁଖ୍ୟମନ୍ତ୍ରୀ ହେଲେ ତେଜସ୍ୱୀ ଯାଦବ । ବିହାରରେ ମହାମେଣ୍ଟ ସରକାରର ଦ୍ୱିତୀୟ ପାଳି, ରେକର୍ଡ ୮ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ

Nupur Sharma
ନୁପୂର ଶର୍ମାଙ୍କୁ ବଡ଼ ଆଶ୍ୱସ୍ତି ! ସବୁ ମାମଲା ସୁପ୍ରିମ୍‌କୋର୍ଟ ସ୍ଥାନାନ୍ତର

ନୁପୂରଙ୍କ ଅନ୍ତରୀଣ ସୁରକ୍ଷା ଅବଧି ମଧ୍ୟ ବଢ଼ାଇଲେ ସର୍ବୋଚ୍ଚ ନ୍ୟାୟାଳୟ ।

Sunil Bansal
ବଦଳୁଛି ରଣନୀତି ! ବଦଳିଲେ ବିଜେପି ରାଜ୍ୟ ପ୍ରଭାରୀ, ସୁନୀଲ ବଂଶଲଙ୍କୁ ମିଳିଲା ଦାୟିତ୍ୱ

ଓଡ଼ିଶା ସହିତ ପଶ୍ଚିମବଙ୍ଗ ଓ ତେଲେଙ୍ଗାନାର ପ୍ରଭାରୀ ଦାୟିତ୍ୱ ସମ୍ଭାଳିବେ ସୁନୀଲ ବଂଶଲ ।

Special story
ନୀତୀଶଙ୍କ ଅଷ୍ଟମ ଇନିଂସ ଆରମ୍ଭ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ କୁମାର

Special story
ପ୍ରଥମେ ଦେବୀ ମାଆଙ୍କୁ ଜୁହାର ହେଲା, ତା’ପରେ ଦାନବାକ୍ସ ଧରି ଚୋର ଛୁ

ଦେବୀ ମାଆଙ୍କ ପାଖରେ ହାତ ଯୋଡ଼ି ପ୍ରଥମେ କ୍ଷମା ମାଗିଲା, ତା’ପରେ ଚୋରି କରିନେଲା ଚୋର ।

gold price today
ପୁଣି ବଢିଲା ସୁନା ଦର, କିଣିବା ପୂର୍ବରୁ ଯାଂଚ କରନ୍ତୁ ମୂଲ୍ୟ...

ପୁଣି ବଢିଲା ସୁନା ଦର । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ୭୫୦ ଟଙ୍କା ରହିଛି ।

Nitish Kumar
ନୀତୀଶଙ୍କ ନିଆରା ରେକର୍ଡ : ୮ ଥର ପାଇଁ ହେବେ ମୁଖ୍ୟମନ୍ତ୍ରୀ

ମାର୍ଚ୍ଚ ୨୦୦୦ରେ ପ୍ରଥମ ଥର ପାଇଁ ଶପଥ ନେଇଥିଲେ ନୀତୀଶ ।

Special story
ପ୍ରେରଣାଦାୟୀ କାହାଣୀ : କେରଳ ପବ୍ଲିକ୍ ସର୍ଭିସ୍ କମିଶନ ପରୀକ୍ଷାରେ ମାଆ ପୁଅ କୃତକାର୍ଯ୍ୟ

ଉଭୟ ଏକାଠି ପ୍ରସ୍ତୁତ ହୋଇ ଗୋଟିଏ ବ୍ୟାଚରେ ଦେଇଥିଲେ ପରୀକ୍ଷା

Special story
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନାହିଁ ନିଜର ଗାଡ଼ି କି ଜମି : ପାଖରେ ଅଛି ନଗଦ ୩୫ ହଜାର ଟଙ୍କା

ମ୍ୟୁଚୁଆଲ୍ ଫଣ୍ଡ ଏବଂ ସେୟାରରେ ପ୍ରଧାନମନ୍ତ୍ରୀ କୌଣସି ପ୍ରକାର ନିବେଶ କରିନାହାନ୍ତି ।