• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Bengaluru custom officials seize gold biscuits worth over Rs 79L, arrest smuggler
ସ୍ଲିପର ଭିତରୁ ସୁନା ବିସ୍କୁଟ ଜବତ

ଚପଲକୁ ଏଭଳି ଭାବେ ତିଆରି କରାଯାଇଛି ଯେ, ବାହାରୁ ଦେଖିଲେ କାହାକୁ ଅନୁମାନ ବି ହୋଇପାରିବନି କି ଏଥିରେ ସୁନା ଅଛି ବୋଲି ।

Mumbai Triplex
ଦେଶର ସବୁଠାରୁ ମହଙ୍ଗା ଡିଲ୍‌ :୨୫୨ କୋଟିରେ ବିକ୍ରି ହେଲା ତିନି ମହଲା କୋଠା

ମାୟାନଗରୀ ମୁମ୍ବାଇରେ ୨୫୨ କୋଟିରେ ତିନି ମହଲା କୋଠାର ଡିଲ୍‌ । ସ୍କୋୟାର ଫୁଟ୍‌ ପିଛା ମୂଲ୍ୟ ୧.୪ ଲକ୍ଷ ।

Asia's 1st woman loco pilot
ଦିନେ ଏସିଆର ପ୍ରଥମ ଲୋକୋ ପାଇଲଟ୍‌ ଥିଲେ, ଏବେ ବନ୍ଦେ ଭାରତ ଏକ୍ସପ୍ରେସର ସାରଥୀ

ବନ୍ଦେଭାରତ ଏକ୍ସପ୍ରେସ୍‌ । ଭାରତର ଦ୍ରୁତଗାମୀ ଟ୍ରେନ୍‌ । ଆଉ ସେହି ଟ୍ରେନର ଏବେ ସାରଥୀ ହୋଇଛନ୍ତି ଜଣେ ମହିଳା । ଆପଣ କହିପାରନ୍ତି ଆଜିକାଲି ଅନେକ ମହିଳା ଲୋକୋ ପାଇଲଟ୍‌ ହୋଇଛନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି ? ସୁରେଖାଙ୍କୁ ନେଇ ଏଇଥି ଲାଗି ଚର୍ଚ୍ଚା ହେଉଛି କାରଣ ସେ ବନ୍ଦେ ଭାରତ ଏକ୍ସପ୍ରେସ ପରି ଦ୍ରୁତଗାମୀ ଟ୍ରେନ୍‌କୁ ସୁରୁଖୁରୁରେ ଚଳାଉଛନ୍ତି ।

  • Wednesday, 15 March 2023
Lalu Prasad Yadav
‘ଲ୍ୟାଣ୍ଡ ଫର ଜବ’ ସ୍କାମ୍‌ ମାମଲା; ଲାଲୁ ଓ ତାଙ୍କ ପରିବାରକୁ ମିଳିଲା ବଡ଼ ଆଶ୍ୱସ୍ତି

ଆଜି ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବରୀ ଦେବୀ ଓ ଝିଅ ମିସା ଭାରତୀ ଦିଲ୍ଲୀ ରାଉସ ଏଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ। ତେବେ ଏହି ତିନି ଜଣଙ୍କୁ ୫୦ ହଜାର ଟଙ୍କା ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ।

Marriage
ବିବାହରେ ଅଜବ ଚୁକ୍ତି; ପ୍ରଥମ ସ୍ତ୍ରୀ ପାଖରେ ତିନିଦିନ, ଦ୍ୱିତୀୟ ସ୍ତ୍ରୀ ପାଖେ ତିନିଦିନ

ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ନଦେଇ ଦ୍ୱିତୀୟ ବିବାହ କରିବା ଦଣ୍ତନୀୟ । କିନ୍ତୁ ମଧ୍ୟପ୍ରଦେଶରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ୨୮ ବର୍ଷୀୟ ଯୁବକ ଦୁଇଟି ବିବାହ କରି ମଧ୍ୟ ଉଭୟଙ୍କ ସହ ଖୁସିରେ ରହୁଛନ୍ତି ।

Delhi Aiims Heart Surgery
ବିରଳ ! ମାଆ ଗର୍ଭରେ ଥିବା ଛୁଆର ହାର୍ଟ ସର୍ଜରୀ

ଆମେ ସାଧାରଣତଃ ଜାଣିଛନ୍ତି ବା ଶୁଣିଛନ୍ତି ଛୁଆ ଜନ୍ମ ହେବା ପରେ ତା’ର ହାର୍ଟ ସର୍ଜରୀ କରାଯାଏ । କିନ୍ତୁ ଏଠି ମାଆର ଗର୍ଭରେ ଥିବା ବେଳେ ଛୁଆର କରାଯାଇଛି ହାର୍ଟ ସର୍ଜରୀ ।

H3N2 Slchool Closed
ଡରାଇଲାଣି H3N2 ! ପିଲାଙ୍କ ପ୍ରତି ରହିଛି ଅଧିକ ଭୟ...!

୫ ବର୍ଷରୁ କମ୍‌ ବୟସର ପିଲା ଏହି H3N2 ଇନ୍‌ଫ୍ଲୁଏନ୍‌ଜାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଲାଣି ।

  • Wednesday, 15 March 2023
  • Corona
Murder
ମାସେ ହେଲା ପଲିଥିନ୍‌ରେ ବନ୍ଧା ହୋଇଥିଲା ମହିଳାଙ୍କ ଶବ, ଝିଅ ଥାନାରେ ଅଟକ

ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି କହିଛି ପୋଲିସ ।

Consumer Rights Day
କେବେଠୁ ଓ କାହିଁକି ଆରମ୍ଭ ହେଲା ଖାଉଟି ଅଧିକାର ଦିବସ ? ଜାଣନ୍ତୁ...

 ସାରା ବିଶ୍ୱରେ ଆଜି ଖାଉଟି ଅଧିକାର ଦିବସ ପାଳନ କରାଯାଉଛି । ଖାଉଟି ସୁରକ୍ଷା ତତ୍ତ୍ୱ ଆମେରିକାରେ ପ୍ରଥମେ ସୃଷ୍ଟି ହୋଇଥିଲା ।

  • Wednesday, 15 March 2023
Crime
ଅଜବ ଚିନ୍ତାଧାରା ! ପତ୍ନୀଙ୍କୁ ହତ୍ୟା କରି ଅଫିସ୍ ଗଲା, ଫେରିଲା ପରେ...

ପୋଲିସ ମଧ୍ୟ ଏଭଳି ଚିନ୍ତାଧାରା ଦେଖି ଆଶ୍ଚର୍ଯ୍ୟ । ତେବେ ଏହି ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

  • Wednesday, 15 March 2023
  • Murder
RRR Movie
'ଓସ୍କାର ପୁରସ୍କାରର ଶ୍ରେୟ ମୋଦିଜୀ ନ ନିଅନ୍ତୁ'

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ଧନ୍ୟବାଦ ଜଣାଇବା ଆଳରେ କେନ୍ଦ୍ରକୁ ଟାଗେର୍ଟ କରିଛନ୍ତି । ଓସ୍କାର ପାଇଁ କୌଣସି ଦଳ ବି ଶ୍ରେୟ ନେବା ଉଚିତ ନୁହେଁ । ସମସ୍ତେ ଭାରତର ଓସ୍କାର ବୋଲି ଗର୍ବ ଅନୁଭବ କରିବା ଜରୁରୀ ବୋଲି ସେ ଦୋହରାଇଥିଲେ ।

Drunk TT
କେମିତିକା ନିଶା ! ଚଳନ୍ତା ଟ୍ରେନ୍‌ରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଟିଟିଇ

ରବିବାର ପଞ୍ଜାବ ଅମୃତସର୍‌ରୁ କୋଲକାତାକୁ ଆସୁଥିବା ଅକଲ୍‌ ତଖ୍‌ତ ଏକ୍ସପ୍ରେସର ଟିଟିଇଙ୍କ ବିରୁଦ୍ଧରେ ଯାତ୍ରୀ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଟ୍ରେନ ଚାଲୁଥିବା ବେଳେ ନିଶାସକ୍ତ ଅବସ୍ଥାରେ ଥିବା ଟିଟିଇ ଶୋଇଥିବା ମହିଳା ଯାତ୍ରୀଙ୍କ ମୁଣ୍ତ ଉପରେ ପରିସ୍ରା କରିଥିବାର ଅଭିଯୋଗ ହୋଇଛି ।

Airhostess Falls From Building Dies Boyfriend Arrested
ଡେଟିଂ ଆପ୍‌ରୁ ପ୍ରେମ: ବାଲ୍‌କୋନିରୁ ପଡ଼ି ଏୟାରହୋଷ୍ଟେସ୍‌ ମୃତ, ବୟଫ୍ରେଣ୍ଡ୍‌କୁ ଦେଖା କରିବାକୁ ଆସିଥିଲେ...

ଏୟାରହୋଷ୍ଟେସ୍‌ ଅର୍ଚ୍ଚନା ଧିମନ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ୍ ଆଦେଶଙ୍କୁ ପୋଲିସ୍‌ ଗିରଫ କରିଛି। ବେଙ୍ଗାଲୁରୁରେ ଏକ ରେସିଡେନ୍ସିଆଲ୍‌ ବିଲ୍ଡିଂର ୪ର୍ଥ ମହଲା ବାଲ୍‌କୋନିରୁ ଅର୍ଚ୍ଚନା ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।

  • Tuesday, 14 March 2023
Gold Price Today
Gold Price Today 14th March 2023: ବଢିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୭,୯୮୦ ଟଙ୍କା ହୋଇଛି।

Bride secured poor marks in Class 12 exam, Groom cancels marriage
ଦ୍ୱାଦଶ ପରୀକ୍ଷାରେ କନ୍ୟାର କମ୍‌ ନମ୍ବର ଦେଖି ହଜମ କରିପାରିଲାନି ବର, ଭାଙ୍ଗିଦେଲା ବାହାଘର...

ଦ୍ୱାଦଶ ପରୀକ୍ଷାରେ କମ୍‌ ନମ୍ବର ରଖିଥିଲା କନ୍ୟା। ଏହା ଜାଣିବା ପରେ ସହଜେ ହଜମ କରିପାରିଲାନି ବର। ଶେଷରେ ବାହାଘର ଭାଙ୍ଗି ଦେଲା।

Jammu
ସାର୍‌ଙ୍କ ପ୍ୟାଣ୍ଟ୍‌ ପକେଟରେ ହାତ ଭର୍ତ୍ତି କଲେ ମହିଳା, ବାହାରିଲା ନାଲିପାଣି ବୋତଲ

ପିଲାଙ୍କ ପଢେଇବାକୁ ଆସିଥିଲେ ସାର୍। ପ୍ୟାଣ୍ଟ ପକେଟରେ ହାତ ପୁରାଇ ମଦ ବାହାର କଲେ ମହିଳା।

  • Tuesday, 14 March 2023
  • Drunk
Bhopal gas tragedy
ଭୋପାଳ ଗ୍ୟାସ୍‌ ଟ୍ରାଜେଡି : ପ୍ରଭାବିତଙ୍କୁ ମିଳିବନି ଅଧିକ କ୍ଷତିପୂରଣ

କେନ୍ଦ୍ର ପକ୍ଷରୁ ଦାୟର କ୍ୟୁରେଟିଭ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ

A Big Jolt To Govt Employees
ସରକାରୀ ଚାକିରିଆଙ୍କୁ ବଡ଼ ଝଟ୍‌କା ! ମହଙ୍ଗା ଭତ୍ତାକୁ ନେଇ ଆସିଲା ଏମିତି ଖବର...

କେନ୍ଦ୍ର ସରକାରୀ କର୍ମଚାରୀମାନେ ଜାନୁଆରୀ ମାସର ମହଙ୍ଗା ଭତ୍ତା ଅପେକ୍ଷାରେ ଥିବାବେଳେ ହୋଲି ପୂର୍ବରୁ ସରକାର ଘୋଷଣା କରିବେ ବୋଲି ଶୁଣିବାକୁ ମିଳିଥିଲା। ହେଲେ ଏ ପର୍ଯ୍ୟନ୍ତ ଏନେଇ କିଛିବି ଘୋଷଣା ହୋଇନାହିଁ।

Hero Motocorp
ହିରୋ ମୋଟୋକର୍ପ CEO ପୱନ୍ ମୁଞ୍ଜଲଙ୍କ ଦରମା କେତେ ? ଜାଣନ୍ତୁ...

ଏସିଆ, ଆଫ୍ରିକା, ମଧ୍ୟ ଏବଂ ଦକ୍ଷିଣ ଆମେରିକା ଏବଂ ମଧ୍ୟ ପୂର୍ବ ଦେଶଗୁଡ଼ିକରେ ହିରୋ ମୋଟୋକର୍ପ ବେଶ ପରିଚିତ । 

Karnataka High Court
୫ବର୍ଷ ଧରି ଗର୍ଲଫ୍ରେଣ୍ତ ସହ ଶାରିରୀକ ସମ୍ପର୍କ; କୋର୍ଟ କହିଲେ, ଦୁଷ୍କର୍ମ ନୁହେଁ..

କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ଼ ରାୟ । ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌କୁ ନେଇ ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବର୍ଷ ବର୍ଷ ଧରି ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହିଲେ ମହିଳା ଆଣିପାରିବେନି ଦୁଷ୍କର୍ମ ଅଭିଯୋଗ ।

Man kills father chopped body into suitcase
ଏମିତି ପୁଅ କାହାକୁ ନମିଳୁ ! ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କଲା,ସୁଟ୍‌କେସ୍‌ରେ ଭର୍ତ୍ତି କରି ଫିଙ୍ଗି ଦେଲା...

ସମ୍ପତ୍ତି ପାଇଁ ବାପାକୁ ହତ୍ୟା କଲା ପୁଅ। ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ସୁଟ୍‌କେଶ୍‌ରେ ଭର୍ତ୍ତି କରି ଫିଙ୍ଗିଦେଲା ନୃଶଂସ ପୁଅ।

Gold Price Today
Gold Price Today 13th March 2023: ସୁନା କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି କେତେ ରହିଛି ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୭,୨୨୦ ଟଙ୍କା ହୋଇଛି।

IndiGo
ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ କରାଚୀରେ ଇଣ୍ତିଗୋ ବିମାନର ଜରୁରୀ ଅବତରଣ

ପାକିସ୍ତାନରେ ଜରୁରୀ ଅବତରଣ କଲା ଭାରତୀୟ ବିମାନ। ଦୋହା ଯାଉଥିବା ଇଣ୍ଡିଗୋ ଫ୍ଲାଇଟ୍ ପାକିସ୍ତାନର କରାଚି ବିମାନ ବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି।

Daily covid cases cross 500 for the first time after 113 days
ସତର୍କ ଘଣ୍ଟି ! ! ! ପୁଣି ଡରାଇଲାଣି କରୋନା ! ୧୧୪ ଦିନ ପରେ ଦିନକରେ ଚିହ୍ନଟ ହେଲେ ୫୦୦ ନୂଆ କେସ୍‌

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଡାଟା ଅନୁସାରେ, ୧୧୪ ଦିନ ପରେ ଦିନକରେ ଅର୍ଥାତ୍‌ ରବିବାର ଦିନ ୫ ଶହରୁ ଅଧିକ ନୂଆ କରୋନା କେସ୍‌ ସାମ୍ନାକୁ ଆସିଛି। ଏହାପୂର୍ବରୁ ଗତ ବର୍ଷ ନଭେମ୍ବର ୧୮ରେ ୫୦୦ ନୂଆ କେସ୍‌ ସାମ୍ନାକୁ ଆସିଥିଲା।

Rishikesh
ହୋଟେଲ ରୁମ୍‌ରେ ଝୁଲିପଡ଼ିଲେ ମେଡିକାଲ ଛାତ୍ରୀ

ଜଣେ ମେଡିକାଲ ପଢ଼ୁଆ ଛାତ୍ରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସୂଚନା ମୁତାବକ ଛାତ୍ରୀ ଜଣକଙ୍କ ମୃତଦେହକୁ ଏକ ହୋଟେଲ ରୁମରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ ।