ରାହୁଲ ଗାନ୍ଧିଙ୍କ କନ୍ଭୟକୁ ବିଷ୍ଣୁପୁର ଜିଲ୍ଲାରେ ଅଟକାଇ ଦିଆଯାଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ୍ ରାହୁଲଙ୍କୁ ଆଗକୁ ବଢ଼ିବା ପାଇଁ ଅଟକାଇଥିଲେ।
ନିଜକୁ ମୃତ ଦର୍ଶାଇ ୪ କୋଟିର ଇନସୁରାନ୍ସ ଟଙ୍କା ହାତେଇବାକୁ ସାଙ୍ଗକୁ ଟ୍ରକ୍ ଚକା ତଳକୁ ଠେଲି ଦେବାକୁ ପଛାଇଲା ନାହିଁ ଅଭିଯୁକ୍ତ ।
ବର୍ଷକର ମେଣ୍ଢାର ଦାମ ୧ କୋଟି ଟଙ୍କା । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏମିତିକି ମେଣ୍ଢାକୁ ନେବା ପାଇଁ ଲୋକଙ୍କ ଭିତରେ ପ୍ରତିଯୋଗିତା ମଧ୍ୟ ଲାଗିଛି । ଜାଣନ୍ତୁ କେଉଁଠି..
ନୋଏଡା ରାସ୍ତାକଡ଼ରେ ହୋର୍ଡିଂ ଲଗାଇ ଯୁବତୀ ଜଣକ ତାଙ୍କ ସାଙ୍ଗକୁ କ୍ଷମା ମାଗିଛନ୍ତି। ଯାହାକି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି।
କୌଣସି ସୁସ୍ଥସବଳ ଯୁବକ ଠାରୁ କମ୍ ନୁହଁନ୍ତି ରାମବାଇ । ଯେଉଁ ବୟସରେ ଲୋକେ ରୋଗଶଯ୍ୟାରେ ପଡ଼ି ଘାଣ୍ଟି ହେଉଛନ୍ତି, ସେହି ବୟସରେ ସେ ରେକର୍ଡ ପରେ ରେକର୍ଡ କରୁଛନ୍ତି ।
ଆଶ୍ଚର୍ଯ୍ୟ !! ଚମକି ଯିବେ ଆପଣ...ଏଣିକି ଜୋତାର ରହିବନି ଟେନସନ୍ । ପାଦ ଯେତିକି ଯେତିକି ବଢିବ, ଜୋତା ବି ସେହି ଅନୁସାରେ ବଢିବ ।
ଜାରି ହୋଇଥିବା ଛୁଟି ତାଲିକା ଅନୁସାରେ, ଜୁଲାଇରେ ଅଧା ଦିନ ବ୍ୟାଙ୍କ ବନ୍ଦ ରହିବ। ଯଦି ଆସନ୍ତା ମାସରେ ବ୍ୟାଙ୍କ ସମ୍ବନ୍ଧିତ କିଛି କାମ ଅଛି ତା’ହେଲେ ବ୍ୟାଙ୍କକୁ ଯିବା ପୂର୍ବରୁ ଛୁଟି ତାଲିକା ଚେକ୍ କରି ନିଅନ୍ତୁ।
ବିଚ୍ ରାସ୍ତାରେ ହାତରେ ଭୁଜାଲି ଧରି ଯୁବତୀଙ୍କୁ ଗୋଡ଼ାଇଲେ। ସୌଭାଗ୍ୟବଶତଃ, ଯୁବକଙ୍କ ମରଣାନ୍ତକ ଆକ୍ରମଣରୁ ଯୁବତୀ ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ।
ଛେଳିର ଏତେ ମୂଲ୍ୟ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ହେଲେ ଏ କୌଣସି ସ୍ୱତନ୍ତ୍ର ପ୍ରଜାତିର ନୁହେଁ, ବରଂ ତାଙ୍କ ଶରୀରରେ ଥିବା ଚିହ୍ନ ପାଇଁ..
ୟୁସିସିକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି ଓ ମୁସଲିମ ସଂପ୍ରଦାୟର ଲୋକଙ୍କୁ ଉସକା ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ଇଲଟ୍ ପାଗକୁ ଦେଖି ସିଲିଗୁଡ଼ିର ଏୟାର ବେସରେ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରିଥିଲେ । ଫଳରେ ବଡ଼ ଦୁର୍ଘଟଣାରୁ ମମତାଙ୍କ ହେଲିକପ୍ଟର ରକ୍ଷା ପାଇଯାଇଥିଲା ।
ସରକାରଙ୍କ କଡ଼ା ଆଭିମୁଖ୍ୟ ...ଯେଉଁ କର୍ମଚାରୀମାନେ ଅଫିସ୍ ଆସୁନାହାନ୍ତି, ସେମାନେ ଦରମା କଥା ଭୁଲି ଯାଆନ୍ତୁ..
ମାତ୍ର ୧୫ ଘଣ୍ଟା ୨୨ ମିନିଟ୍ ୪୯ ସେକେଣ୍ତରେ ଦିଲ୍ଲୀର ସବୁ ମେଟ୍ରୋ ଷ୍ଟେସନ୍ ବୁଲି ଗିନିଜ୍ ୱାର୍ଲ୍ଡ ରେକର୍ଡ କଲେ ଜଣେ ଯୁବକ ।
ମିଛରେ କଷ୍ଟମ ଅଧିକାରୀ କହି ଲୁଟି ନେଲେ ୪ ଲକ୍ଷରୁ ଅଧିକ ଟଙ୍କା। ତା’ବି ପୁଣି ଜଣେ ଶ୍ରମିକଙ୍କ ଠାରୁ।
ଲୁଲୁ ଗ୍ରୁପ୍ ଭାରତରେ ୧୦ ହଜାର କୋଟି ଟଙ୍କା ନିବେଶ କରିବା ପାଇଁ ଯୋଜନା କରିଛି। ଆସନ୍ତା ୩ ବର୍ଷ ମଧ୍ୟରେ ନିବେଶ ସହ ଦେଶରେ ଅନେକ ଡେଷ୍ଟିନେସନ୍ ସପିଂ ମଲ୍ ଖୋଲିବ ବୋଲି ସୂଚନା ମିଳିଛି। ଫଳରେ ୫୦ ହଜାର ନିଯୁକ୍ତି ସୃଷ୍ଟି ହେବ।
ହିମାଚଳ ପ୍ରଦେଶରେ ଅତି ପ୍ରବଳ ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
୩୦୦ ‘ସ୍ୱାଧିନିତା ସଂଗ୍ରାମୀ’ ଏବଂ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ଓ ସେମାନଙ୍କ ସମ୍ପର୍କୀୟଙ୍କୁ ସମ୍ମାନିତ କରାଯିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେହି କାର୍ଯ୍ୟକ୍ରମରେ ଏଭଳି ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ।
ଏମିତି ଏକ ପରିସ୍ଥିତି ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶରେ । ହଜାର ହଜାର ସ୍ଥାନୀୟ ଲୋକ ପର୍ଯ୍ୟଟକ ତଥା ବ୍ୟବସାୟୀ,ସମସ୍ତେ ଏହି ଟ୍ରାପିକ୍ ଜାମ୍ରେ ଫସିଛନ୍ତି ।
ଯାତ୍ରୀମାନେ କହିଛନ୍ତି ଯେ ଯେତେବେଳେ ଇଲେକ୍ଟ୍ରୋନିକ୍ ଡିସ୍ପ୍ଲେ ବୋର୍ଡରେ ସକାଳ ୬.୩୨ ରେ ଟ୍ରେନ ପହଞ୍ଚିବାର ସମୟ ଦେଖାଯାଇଥିଲା, ସେତେବେଳେ ବି ପ୍ଲାଟଫର୍ମ ନେଇ କୌଣସି ସୂଚନା ଦିଆଯାଇନଥିଲା ।
ଏହି ଲୁଟେରା ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଲେ, ଦେବ ବର୍ମା । ଯିଏ କି ଜଣେ ଜିଏସ୍ଟି ଆକାଉଣ୍ଟାଣ୍ଟ । ଅନ୍ୟ ଜଣେ ହେଲେ ହର୍ସ ରାଜପୁତ୍ । ଯିଏ କି ଏକ ପ୍ରାଇଭେଟ କମ୍ପାନୀରେ କାମ କରନ୍ତି ।
ନିଜ ପରିବାର ସହ ଛୁଟି କଟାଇବା ପାଇଁ ଜଣେ ୩୫ ବର୍ଷୀୟ ଶିକ୍ଷୟିତ୍ରୀ ରବିବାର ଦିନ କୌଣସି ସ୍ଥାନକୁ ଯାତ୍ରା କରିବାକୁ ନୂଆଦିଲ୍ଲୀ ରେଳ ଷ୍ଟେସନକୁ ଆସିଥିଲେ । ସେଠାରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି ।
ଯଦି ଆପଣ ଏଥିପାଇଁ ଆଗ୍ରହୀ ରହିଛନ୍ତି, ତେବେ ଆପଣଙ୍କୁ ଏକ ଭଲ ମ୍ୟୁଚୁଆଲ୍ ଫଣ୍ଡ ସ୍କିମ୍ ବାଛିବାକୁ ପଡ଼ିବ । ଯେଉଁଥିରେ ପ୍ରତି ମାସରେ ଆପଣଙ୍କୁ ୨୦୦୦ ଟଙ୍କା ବିନିଯୋଗ କରିବାକୁ ହେବ ।
ପାଲମ ବିମାନ ବନ୍ଦରରେ ପହଞ୍ଚବା ପରେ ପ୍ରଧାନମନ୍ତ୍ରୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ମିନାକ୍ଷୀ ଲେଖି ଓ ଦଳର ବହୁ ନେତା ଓ ସାଂସଦ ସ୍ୱାଗତ କରିଥିଲେ ।
ବକ୍ସା, ବାରପେଟା, ଦରଙ୍ଗ, ଧୂବ୍ରୀ, ଗୋଲପରା, କାମରୂପ, ଲକ୍ଷ୍ମୀପୁର, ନାଲବରି, ଉଦଲଗୁରୀ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ବନ୍ୟା ପରିସ୍ଥିତି ନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ହିଂସାକାଣ୍ଡ ଘଟାଇଥିବା ୧୨ ଜଣ ଉଗ୍ରବାଦୀଙ୍କୁ ସେନା ଗିରଫ କରିଥିବାବେଳେ ସେମାନଙ୍କୁ ମୁକୁଳାଇବା ପାଇଁ ପ୍ରାୟ ୧୨ ଶହ ମହିଳା ଯବାନମାନଙ୍କୁ ଘେରା ବନ୍ଦୀ କରି ରଖିଥିଲେ ।