• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Real Life Solay
ରିଲ୍‌ ନୁହେଁ ରିୟଲ ଲାଇଫ୍‌ରେ ବସନ୍ତି-ବୀରୁ ! ମୋବାଇଲ ଟାୱାରରେ ଚଢ଼ି ପ୍ରେମ ନିବେଦନ କଲେ ଯୁବକ

ପୋଲିସକୁ ନାକେଦମ୍ ହେବାକୁ ପଡ଼ିଲା । କିନ୍ତୁ କିଛି ସମୟର ସଂଘର୍ଷ ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ସଫଳ ହେଲା ।

Jharkhand
ୟୁଟ୍ୟୁବ୍‌ ଦେଖି କରୁଥିଲେ ଦାନ୍ତ ଚିକିତ୍ସା; ଚାଲିଗଲା ଜୀବନ

୨୬ ବର୍ଷୀୟ ଯୁବକ ଅଜୟ ମହତୋ ତାଙ୍କ ଦାନ୍ତ ରୋଗରୁ ମୁକ୍ତି ପାଇବା ପାଇଁ ୟୁଟ୍ୟୁବ୍‌ ଦେଖି କନିଅର ମଞ୍ଜି ଖାଇଦେଇଥିଲେ । ଫଳରେ ମାତ୍ର କିଛି ସମୟ ମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ।

Teacher Punishment Student
ହୋମୱାର୍କ କରିନଥିଲେ ବୋଲି ଛାତ୍ରଙ୍କୁ ପିଟିପିଟି ମାରିଦେଲେ ଶିକ୍ଷକ..!

ମୃତ ଛାତ୍ରର ନା କ୍ରୀଷ୍ଣା ଚୌହାନ । ବାପା କୋକସିଂହ ଚୌହାନ ସେହି ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ କାମ କରନ୍ତି । ତାଙ୍କର ତିନୋଟି ସନ୍ତାନ ।

 Uttar Pradesh National Family Benefit Scheme
ଗରିବ ପରିବାରକୁ ମିଳିବ ୩୦ ହଜାର ଟଙ୍କା; ଏହି ସରକାର ଆଣିଲେ ନୂଆ ଯୋଜନା

ଏହି ଯୋଜନା ଅଧୀନରେ ଲୋକଙ୍କୁ ୩୦ ହଜାର ଟଙ୍କା ମିଳୁଛି । ଯୋଜନାର ନିୟମ ଅନୁସାରେ ଏହି ଟଙ୍କା କେବଳ, ଯେଉଁ ପରିବାରର ମୁଖ୍ୟଙ୍କ ମୃତ୍ୟୁ ହୋଇଥାଏ ତାଙ୍କୁ ମିଳିବ ବୋଲି କୁହାଯାଇଛି ।ଏହି ଯୋଜନାର ଲାଭ ଉତ୍ତରପ୍ରଦେଶ ବାସିନ୍ଦାଙ୍କୁ ମିଳିବ ବୋଲି କୁହାଯାଇଛି ।

girlfriend
ଗର୍ଲଫ୍ରେଣ୍ଡ ମାଗିଲା ୧୦ ଲକ୍ଷ, ଦେଲାନି ବୟଫ୍ରେଣ୍ଡ; ଭାଇରାଲ କରିଦେଲା ଅଶ୍ଳୀଳ ଫଟୋ

ଯୁବକଙ୍କ ଫଟୋ ବାବଦକୁ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କରଥିଲେ ଯୁବତୀ । ହେଲେ ଯୁବକ ଟଙ୍କା ଦେଇ ନପାରିବାରୁ ଫେସ୍‌ବୁକ୍‌ରେ ଏକ ଫେକ୍‌ ଆକାଉଣ୍ଟ ଖୋଲି ଫଟୋ ଭାଇରାଲ କରିଦେଇଥିଲେ ଯୁବତୀ ।

Bhopal Delhi Vande Bharat Train Catches Fire
ସକାଳୁ ସକାଳୁ ଅଘଟଣ, ବନ୍ଦେ ଭାରତ ଟ୍ରେନ୍‌ରେ ଲାଗିଲା ନିଆଁ

ଆଜି ସକାଳେ ଭୋପାଳ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଏକ କୋଚ୍‌ରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଏଥିରେ କୌଣସି ଯାତ୍ରୀ ଆହତ ହୋଇ ନଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି।

Delhi flood
ବନ୍ୟା ଘେରରେ ଦିଲ୍ଲୀବାସୀ; ପିଇବା ପାଣି ଓ ଖାଦ୍ୟ ପାଇଁ ଲୋକେ କଲବଲ

ଯମୁନା ବନ୍ୟା ଯନ୍ତ୍ରଣାରୁ ଏବେବି ମୁକୁଳି ପାରିନି ଦିଲ୍ଲୀ । ନଦୀ ଜଳସ୍ତର ଖସିଥିଲେ ବି ଦୁର୍ଦ୍ଦଶା ହଟିନି । ଦିଲ୍ଲୀର ଯେଉଁଆଡେ ଅନାଇଲେ ଜଳାର୍ଣ୍ଣବ ସ୍ଥିତି । ଗତକାଲି ସନ୍ଧ୍ୟାରେ ପ୍ରାୟ ୩ ଘଣ୍ଟା ଧରି ମୂଷଳଧାରାରେ ବର୍ଷା ହେବାରୁ ସ୍ଥିତି ଆହୁରି ବିଗିଡିଛି ।

Mumbai
୨୦ ବୁଲା କୁକୁରଙ୍କୁ ମିଳିଲା ଆଧାର କାର୍ଡ, ହେଲେ କାହିଁକି ?

ଏଥର କୁକୁରଙ୍କୁ ବି ମିଳିବ ଆଧାର କାର୍ଡ..QR କୋଡ୍ ଦ୍ୱାରା ମିଳିବ ପରିଚୟ

Momo Challenge
ଥରକେ ଖାଇଦେଲେ ୧୫୦ ମୋମୋ; ଛଟପଟ ହୋଇ ଚାଲିଗଲା ଜୀବନ

ମହଙ୍ଗା ପଡିଲା ମୋମୋ ଚ୍ୟାଲେ‌ଞ୍ଜ । ଅତ୍ୟଧିକ ମୋମୋ ଖାଇବାରୁ ଜୀବନ ହାରିଲେ ଯୁବକ ।

Kanwariyas Death
୧୧ କେଭି ବିଦ୍ୟୁତ ତାର ନେଲା ୫ କାଉଡ଼ିଆଙ୍କ ଜୀବନ

ବିଦ୍ୟୁତ ସଂସ୍ପର୍ଶରେ ଆସିବା କାରଣରୁ ୫ କାଉଡ଼ିଆଙ୍କ ଜୀବନ ଯାଇଛି । ଘଟଣାରେ ୫ଜଣ ଆହତ ମଧ୍ୟ ହୋଇଛନ୍ତି ।

Chandrayaan-3 Mission update by ISRO
ଚନ୍ଦ୍ର ଆଡ଼କୁ ଆଉ ଏକ ପାହୁଣ୍ଡ ବଢ଼ାଇଲା ଚନ୍ଦ୍ରୟାନ-୩

ଅର୍ବିଟ ରେଜିଂ ମାନୁଭର୍ ପରେ ସର୍ବନିମ୍ନ ଦୂରତା ୧୭୨ କିଲୋମିଟର ଏବଂ ସର୍ବାଧିକ ଦୂରତା ୪୧ ହଜାର ୭୬୨ କିଲୋମିଟରକୁ ବୃଦ୍ଧି ପାଇଛି ।

National Capital inundated
୨୫ ହଜାରରୁ ଅଧିକ ବିପନ୍ନଙ୍କ ସହ ଉଦ୍ଧାର ହେଲା କୋଟିଏ ଟଙ୍କିଆ ଷଣ୍ଢ

ଯମୁନା ୪୫ ବର୍ଷର ରେକର୍ଡ ଭାଙ୍ଗି ଏବେବି ବିପଦ ସଂକେତ ଠାରୁ ୨ ମିଟର ଉପରେ ପ୍ରବାହିତ ହେଉଥିବା ବେଳେ, ରାଜଧାନୀ ଦିଲ୍ଲୀର ବନ୍ୟା ସ୍ଥିତିରେ ସେଭଳି ବିଶେଷ ସୁଧାର ଆସିନି। ତଳିଆ ଅଞ୍ଚଳରୁ ଭିଆଇପି ଏରିଆ ଯାଏଁ, ସବୁଆଡ଼େ ଜଳବନ୍ଦୀ ସ୍ଥିତି। ଆଗକୁ ବି କିଛି ଦିନ ବର୍ଷା ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। NDRF ସହିତ ସ୍ଥଳସେନା ଓ ନୌସେନାଙ୍କୁ ନିୟୋଜିତ କରାଯାଇଛି ଦିଲ୍ଲୀ ଜଳଦୁର୍ଦ୍ଦଶାର ପ୍ରଶମନ ପାଇଁ। ଏଭିତରେ ୨୫ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ୩ଟି ଜୀବନ ଯାଇଥିବା ସୂଚନା ମିଳିଛି।

National Capital inundated
୨୫ ହଜାରରୁ ଅଧିକ ବିପନ୍ନଙ୍କ ସହ ଉଦ୍ଧାର ହେଲା କୋଟିଏ ଟଙ୍କିଆ ଷଣ୍ଢ

ନଦୀର ଭ୍ରମ ସୃଷ୍ଟି କରୁଛି ରାଜଧାନୀର ରାଜରାସ୍ତା। ଦିଲ୍ଲୀରୁ ଯଥାଶୀଘ୍ର ଜଳନିଷ୍କାସନ ଲାଗି କସରତ ଚଳାଇଛନ୍ତି ଆର୍ମି ଓ ନେଭି। 

doctors remove two inch nail from mans head
ଚାଲିଲା ଦୀର୍ଘ ୬ ଘଣ୍ଟାର ଅପରେସନ; ଯୁବକଙ୍କ ମୁଣ୍ଡରୁ ବାହାରିଲା ଲୁହା କଣ୍ଟା

ଯୁବକ ଜଣକ ଜଣେ ସହକର୍ମୀଙ୍କ ସହ କାମ କରୁଥିଲେ । କାମ କରିବା ସମୟରେ କୌଣସି ଏକ ଜିନିଷକୁ ଲୁହା କଣ୍ଟାରେ ଆଘାତ କରୁଥିଲେ । ହେଲେ କଣ୍ଟାଟି ହଠାତ୍‌ ପଲଟିପଡ଼ି ତାଙ୍କ ମୁଣ୍ଡରେ ପଶିଯାଇଥିଲା ।

Leopard, Viral Video
କି ସାହସ ! ବାଘର ଗୋଡ଼ ବାନ୍ଧି ବାଇକ୍‌ ପଛରେ ଝୁଲେଇଲେ...

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Tomato Price Hike
ବାପ୍‌ରେ ବାପ୍‌ ! ଟମାଟୋ ବିକି ଏତେ ଲାଭ...ଜାଣିଲେ ଆପଣ ତାଜୁବ୍ ହେବେ...

ଏପରି ସ୍ଥିତିରେ ଗ୍ରାହକ ସିନା କାନ୍ଦୁଛି ହେଲେ ବେପାରୀ କିନ୍ତୁ ମାଲେମାଲ। ଟମାଟୋ ବିକି ଶହେ କି ହଜାରେ ନୁହେଁ, ଏକାଥରକେ ଦେଢ଼ କୋଟି ଟଙ୍କା ରୋଜଗାର କରିଛନ୍ତି ଜଣେ ଚାଷୀ ।

couple reunites
ଘରଛାଡ଼ି ଚାଲିଯାଇଥିଲେ ପତ୍ନୀ; ଅଧକିଲୋ ଟମାଟୋ ଦେଇ ମନେଇଦେଲେ ସ୍ୱାମୀ

ସ୍ତ୍ରୀ ଚାଲିଯିବା ପରେ ସ୍ୱାମୀ ତାଙ୍କ ଭୁଲ ବୁଝିପାରି ବଜାରରୁ ସେହି ଟମାଟୋ କିଣି ସ୍ତ୍ରୀଙ୍କୁ ଦେଇ ନିଜ ପାଖକୁ ଫେରାଇ ଆଣିଛନ୍ତି । ଏପରି ଏକ ଖବର ବର୍ତ୍ତମାନ ସମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହେବାର ଲାଗିଛି ।

Teen Talaq
ଯୌତୁକରେ କାର ଦେଲେନି, ବାହା ମଣ୍ଡପରେ ହିଁ ୩ ତଲାକ୍ ଦେଲା ପୁଅ !

ବାହାଘର ପରେ ଗୌରୀଙ୍କୁ ଧରି ତାଙ୍କ ଶ୍ୱଶୁର ଘର ଲୋକେ ଚାଲି ଯାଇଥିଲେ। କିନ୍ତୁ ଡଲିଙ୍କ ବର ମହମ୍ମଦ ଆସିଫ ଯୌତୁକକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

Journalist Reporting In Neck Deep Water Using Of NDRF Equipments
Viral Video: ବେକେ ପାଣିରେ ପଶି ରିପୋର୍ଟିଂ କଲେ ମହିଳା ସାମ୍ବାଦିକା, ଫଟୋ ଉଠାଇଲେ NDRF କର୍ମଚାରୀ...

ବେକେ ପାଣିରେ ପଶି ରିପୋର୍ଟିଂ। ଜଣେ ମହିଳା ସାମ୍ବାଦିକା ବନ୍ୟା ପାଣିରେ ପଶି ଏନ୍‌ଡିଆର୍‌ଏଫ୍‌ ଉପକରଣ ବ୍ୟବହାର କରି ରିପୋର୍ଟିଂ କରୁଥିବା ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

  • Saturday, 15 July 2023
Modi France Visit
ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚନ୍ଦନ କାଠର ସୀତାର୍ ଦେଲେ ମୋଦି

ଫ୍ରାନ୍ସ ଗସ୍ତ ସାରି ୟୁଏଇ ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱତନ୍ତ୍ର ଏବଂ ସ୍ମରଣୀୟ ହୋଇ ରହିବ ଏଥରର ଫ୍ରାନ୍ସ ଗସ୍ତ କହିଲେ ।

Chandrayaan-3
୧୫ ବର୍ଷର ପରିଶ୍ରମ; ଲ୍ୟାଣ୍ଡିଂ ସଫଳ ହେଲେ ଏଲିଟ୍ କ୍ଲବରେ ସାମିଲ ହେବ ଭାରତ

ପ୍ରଥମ ଅଭିଯାନରେ ଚନ୍ଦ୍ରର ମେରୁ ଅଂଚଳରେ ଜଳର ସନ୍ଧାନ ମିଳିଥିଲା । ଶେଷ ମୂହୁର୍ତ୍ତରେ ଦ୍ୱିତୀୟ ଅଭିଯାନ ବିଫଳ ହୋଇଥିଲେ ବି ଚନ୍ଦ୍ରକୁ ତୃତୀୟ ଯାତ୍ରା ପାଇଁ ବୈଜ୍ଞାନିକଙ୍କୁ ମିଳିଥିଲା ଗୁରୁତ୍ବପୂର୍ଣ୍ଣ ଶିକ୍ଷା ।

Chandrayaan-3
ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହେଲା ଚନ୍ଦ୍ରୟାନ-୩

ସଫଳ ହେଲା ଚନ୍ଦ୍ରୟାନ-୩ର ପ୍ରଥମ ପର୍ଯ୍ୟାୟ। ତୃତୀୟ ଚନ୍ଦ୍ରୟାନକୁ ପୃଥିବୀ ପୃଷ୍ଠରୁ ନେଇ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କଲା ଇସ୍ରୋର ଭରସାଯୋଗ୍ୟ ସର୍ବବୃହତ ରକେଟ୍ LVM3-M4।

  • Friday, 14 July 2023
  • ISRO
Indian soldiers march with French troops
ଫ୍ରାନ୍ସ ଜାତୀୟ ଦିବସ ସମାରୋହରେ ‘ସାରେ ଜାହାଁ ସେ’ ଧୁନ୍

୪ଟି ରାଫେଲ ଫାଇଟର ଜେଟ୍ ସହିତ ସି-17 ଗ୍ଲୋବମାଷ୍ଟର ଫ୍ଳାଏପାଷ୍ଟରେ ସାମିଲ ହୋଇଥିଲା । ଭାରତର ସର୍ବପୁରାତନ ରେଜିମେଣ୍ଟ ପଂଜାବ ରେଜିମେଣ୍ଟ ସହ ଭାରତର ନୌସେନା, ବାୟୁସେନା ପରେଡରେ ଅଂଶଗ୍ରହଣ କରିଥିଲେ ।

  • Friday, 14 July 2023
Flood In Delhi Yamuna Water Level River Flowing Above Dange
ଯନ୍ତ୍ରଣା ଦେଉଛି ଯମୁନା ଜଳ; ବାହ୍ୟଜଗତରୁ ବିଚ୍ଛିନ୍ନ ଦିଲ୍ଲୀର ବହୁ ଇଲାକା

ଖସିଛି ଯମୁନା ନଦୀର ଜଳସ୍ତର... ହେଲେ ଥମୁନି ଦିଲ୍ଲୀବାସୀଙ୍କ ଦୁର୍ଦ୍ଦଶା । ଏବେ ବି ଅଣ୍ଟାଏ ଉଚ୍ଚରେ ପାଣି, ଥଳକୂଳ ପାଇ ହେଉନି ରାସ୍ତାର... ଚାରିଆଡ଼େ ଜଳବନ୍ଦୀ ଜୀବନ... ଶାନ୍ତିପଥରୁ ଆଇଟିଓକୁ ସଂଯୋଗ କରୁଥିବା ରାସ୍ତା ତ ଏକ ନଦୀର ଭ୍ରମ ସୃଷ୍ଟି କରୁଛି ।