• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Mann Ki Baat
Mann Ki Baat: ୨୬/୧୧ ମୁମ୍ବାଇ ଆକ୍ରମଣକୁ ମନେ ପକାଇଲେ ମୋଦି

ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ...ଆକ୍ରମଣରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ..୧୫ ବର୍ଷ ତଳେ ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ହୋଇଥିଲା.. ନାହିଁ''ଆକ୍ରମଣରୁ ଆମେ ଅନେକ ଶିକ୍ଷା ଲାଭ କରିଛୁ..

Indian Army Steps In For Tunnel Rescue
Uttarakhand tunnel collapse : ରେସ୍କ୍ୟୁ ଅପରେସନରେ ସାମିଲ ହେବ ସେନା

ଉତ୍ତରକାଶୀ ଟନେଲରେ ୧୫ ଦିନ ହେଲା ଫସିଛନ୍ତି ଶ୍ରମିକ…୪୧ ଶ୍ରମିକଙ୍କୁ ଉଦ୍ଧାର ଲାଗି ଜୋରସୋରରେ ଚାଲିଛି କାମ…ଟେକନିକାଲ୍ ଟିମ୍ ସହ ମିଶି ମାନୁଆଲ୍ ଡ୍ରିଲିଂ କରିବ ଆର୍ମି…ପ୍ରଥମେ ଅଗର ମେସିନ୍ ଭଗ୍ନାଂଶକୁ କାଟି ବାହାର କରାଯାଉଛି..

Mumbai terror attacks
୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ୧୫ ବର୍ଷ, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରତିରକ୍ଷା ମନ୍ତ୍ରୀ

୨୦୦୮ରେ ଆତଙ୍କବାଦୀଙ୍କ ଆକ୍ରମଣରେ ଥରି ଉଠିଥିଲା ଭାରତର ଅର୍ଥନୈତିକ ରାଜଧାନୀ ମୁମ୍ବାଇ। ମୁମ୍ବାଇର ତାଜ୍ ଏବଂ ଓବରାଇ ହୋଟେଲ, ଛତ୍ରପତି ଶିବାଜୀ ଟର୍ମିନସ୍, ନରିମନ୍ ହାଉସ୍ ଭଳି ପ୍ରମୁଖ ସ୍ଥାନରେ ୪ ଦିନ ଲୁଚିଛପି ଆକ୍ରମଣ କରିଥିଲେ ୧୦ ଜଣ ଆତଙ୍କବାଦୀ।

Uttarkashi Tunnel Collapse
କେବେ ଟନେଲ ଭିତରୁ ବାହାରିବେ ୪୧ ଶ୍ରମିକ ? ଶେଷ ପର୍ଯ୍ୟାୟରେ ହାର୍ ମାନିଲା ଅଗର୍ ମେସିନ୍...

ପାରମ୍ପରିକ ପଦ୍ଧତିରେ ଉଦ୍ଧାରକାରୀ ଯବାନମାନେ ପଥର ଖୋଳିବା ସହ ବାକି ପ୍ରାୟ ୧୦ରୁ ୧୨ ମିଟର ଖୋଳି ବାଟ ବାହାର କରିବେ । 

  • Sunday, 26 November 2023
4 dead, 46 injured in stampede in CUSAT music fest in Kochi
କୋଚି ୟୁନିଭର୍ସିଟିରେ ଦଳାଚକଟା, ୪ ମୃତ

ଖୋଲା ଅଡିଟୋରିୟମରେ ବଲିଉଡ୍ ସିଙ୍ଗର ନିକିତା ଗାନ୍ଧୀଙ୍କ ମ୍ୟୁଜିକ କନସର୍ଟ ହେଉଥିଲା । ସେଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ତେବେ କେଉଁ କାରଣରୁ ଦଳାଚକଟା ସ୍ଥିତି ଉପୁଜିଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

  • Saturday, 25 November 2023
Auger drilling machine
ଅଡୁଆ ବଢ଼ାଇଲା ଅଗର୍ ମେସିନ୍; ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକିଲା ରେସ୍କ୍ୟୁ ଅପରେସନ୍

ଅଗର ମେସିନ ଡ୍ରିଲିଂ କଲାବେଳେ ବାଟରେ କିଛି ବାଧା ଆସୁଛି କି ନାହିଁ ଜାଣିବା ପାଇଁ ଅଣାଯାଇଥିଲା ଗ୍ରାଉଣ୍ଡ୍ ପେନିଟ୍ରେଟିଂ ରାଡାର୍ । ହେଲେ ଏହା ଗତକାଲି ଧୋକା ଦେଇଦେଲା ।

  • Saturday, 25 November 2023
  • Tunnel
Mahua Moitra
ବଢ଼ିଲା ମହୁଆଙ୍କ ଅଡ଼ୁଆ; ତଦନ୍ତ ଆରମ୍ଭ କଲା CBI

ବର୍ତ୍ତମାନ ମାମଲାକୁ ନେଇ ସିବିଆଇ ପ୍ରାଥମିକ ଅନୁସନ୍ଧାନ କରୁଥିବାବେଳେ ଏହି ଅନୁସନ୍ଧାନର ତଥ୍ୟକୁ ଆଧାର କରି ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରାଯିବ କି ନାହିଁ ତାହା ଏଜେନ୍ସି ସ୍ଥିର କରିବ ।

  • Saturday, 25 November 2023
  • CBI
 Amitabh Bachchan Bungalow Gifts to Shweta Bachchan
ଝିଅ ଶ୍ୱେତାଙ୍କୁ ଅମିତାଭ ଦେଲେ ବଙ୍ଗଳା ଗିଫ୍ଟ; ଦାମ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ବାଇରେ ଅମିତାଭଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି । ସେଥିମଧ୍ୟରୁ ଜୁହୁରେ ରହିଥିବା ତାଙ୍କର ଏହି ବଙ୍ଗଳା ‘ପ୍ରତୀକ୍ଷା’ ହେଉଛି ସର୍ବପୁରାତନ । ଏହି ବଙ୍ଗଳାରେ ଅମିତାଭ ତାଙ୍କ ବାପା-ମା’ ଓ ସପରିବାର ସହ ରହିଆସୁଥିଲେ ।

Uttarakhand tunnel collapse
ଉତ୍ତରକାଶୀ ଟନେଲର ଉଦ୍ଧାର କାର୍ଯ୍ୟରେ ଲିଡ୍ କରୁଥିବା ଆର୍ନୋଲ୍ଡ ଡିକ୍ସ କିଏ ?

ଟୋକିଓ ସିଟି ୟୁନିଭର୍ସିଟିର ଭିଜିଟିଂ ପ୍ରଫେସର ଅଛନ୍ତି ଡିକ୍ସ....୩୦ ବର୍ଷ ହେଲା ଟନେଲିଂ କ୍ଷେତ୍ରରେ ଅଭିଜ୍ଞତା ରହିଛି...ଟନେଲ ଭିତରେ ଅଗ୍ନି ଦୁର୍ଘଟଣା ରୋକିବା କ୍ଷେତ୍ରରେ ଅଭିଜ୍ଞତା ...

Gold Biscuits Worth Over Rs 6 Crore Seized
କାର୍‌ରେ ଚୋରା ସୁନା ବିସ୍କୁଟ୍‌ ଧରି ଯାଉଥିଲେ, ଚଢ଼ଉ କରି ଧରିଲା ପୋଲିସ୍‌...

ପଶ୍ଚିମବଙ୍ଗରୁ ୧୦ କେଜି ଓଜନର ସୁନା ବିସ୍କୁଟ୍ ଜବତ ହୋଇଛି । ସୁନା ବିସ୍କୁଟ୍ କୁଆଡୁ ଆଣି କାହା ପାଖକୁ ନିଆଯାଉଥିଲା ସେନେଇ ଖୋଳତାଡ଼ ଚାଲିଛି ।

Narendra Modi
ଫାଇଟର୍‌ ପ୍ଲେନ୍‌ ତେଜସ୍‌ରେ ଉଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି

‘ଏକ୍ସ’ରେ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି....ତେଜସ୍‌ରେ ଉଡ଼ିବା ଅନୁଭୂତି ଅତୁଲ୍ୟ କହିଲେ ମୋଦି..

Uttarkashi Tunnel Collapse
ବାଧା ସୃଷ୍ଟି କରୁଛି ଲୁହା ଛଡ଼: ଆଉ ଅଗର ମେସିନ ନୁହେଁ, ଆଗକୁ ହାତ କଟର...

କେବଳ ଲୁହା ଛଡ଼ ନୁହେଁ, କିଛି ଧାତବ ପଦାର୍ଥ ପଡ଼ିବାରୁ ଅଗର ମେସିନ୍‌ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଉତ୍ତରକାଶୀ ଟନେଲର ୧୪ ଦିନ ହେଲା ଫସିଛନ୍ତି ୪୧ ଜଣ ଶ୍ରମିକ ।

  • Saturday, 25 November 2023
Tunnel Tragedy
ମାତ୍ର ଅଳ୍ପ କେଇ ଘଣ୍ଟା, ଆଜି ସୂର୍ଯ୍ୟାଲୋକ ଦେଖି ପାରନ୍ତି ଶ୍ରମିକ

ଆଉ କିଛି ଘଣ୍ଟାର ଅପେକ୍ଷା.. ଉତ୍ତରାଖଣ୍ଡ ଟନେଲ୍ ଦୁର୍ଘଟଣାରେ ଫସିଥିବା ଶ୍ରମିକଙ୍କୁ କରାଯିବ ଉଦ୍ଧାର । ଆଜି କିଛି ବୃହତ ସଫଳତା ମିଳିପାରେ ।

Tunnel Tragedy
ତ୍ବରାନ୍ବିତ ହେବ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ, ଉତ୍ତରକାଶୀ ଯିବେ ପରିବାର ଲୋକେ

ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଆଜି ତ୍ବରାନ୍ବିତ ହେବ । ଗତକାଲି ଏକ ସର୍ଭେ ଟିମ୍ ପାଇପ ମାଧ୍ୟମରେ ଭିତରକୁ ଯାଇ ରାଡାର ଦ୍ବାରା ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ ।

Rajasthan Vote
ରାଜସ୍ଥାନ ଭୋଟ: ସକାଳ ୭ଟାରୁ ଆରମ୍ଭ, ସନ୍ଧ୍ୟା ୬ଟା ରେ ଶେଷ

କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜସ୍ଥାନ ବିଧାନସଭା ପାଇଁ ଭୋଟଗ୍ରହଣ ଚାଲିଛି । ଭୋଟରମାନେ ଲମ୍ବାଲାଇନରେ ଠିଆ ହୋଇ ଭୋଟ ଦେଉଛନ୍ତି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।

5 Crore Sezied
କାରରେ ଯାଉଥିଲା ବିଡ଼ା ବିଡ଼ା ନୋଟ, ଅଧା ବାଟରେ ଧରିଦେଲା ପୋଲିସ

ଅକଟୋବର ୯ରୁ ଆଚରଣ ବିଧି ଲାଗୁ କରାଯାଇଛି । ସେବେଠାରୁ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯାଇଛି। 

  • Friday, 24 November 2023
Tunnel Tragedy
ସରିବ ସରିବ ହେଲେ ସରୁନି ଟନେଲ୍ ଅପରେସନ, ଚାପମୁକ୍ତ ରହିବାକୁ ସୁଡ଼ଙ୍ଗ ଭିତରେ ଚୋର-ପୋଲିସ ଖେଳ

ରେସ୍କ୍ୟୁ ସରିବା ଆଶାରେ ହେଲା ମକଡ୍ରିଲ । ଚୋର-ପୋଲିସ ଖେଳୁଛନ୍ତି ଓ ଯୋଗ କରୁଛନ୍ତି ଶ୍ରମିକ ।

Tunnel Rescue System
ଟନେଲ ଭିତରୁ କେମିତି ବାହାରିବେ ଶ୍ରମିକ ? ଦେଖନ୍ତୁ ଡେମୋ ଭିଡିଓ...

ଶ୍ରମିକ ମାନଙ୍କୁ ଲମ୍ବା ଭାବେ ଶୋଇବା ପରେ ଉପରକୁ ଟଣା ଯିବ।

  • Friday, 24 November 2023
Meerut Girl Kidnapped
ନାବାଳିକାକୁ ଅପହରଣ ! ଅପହରଣ ପାଇଁ ଗୋଡ଼ାଉଥିବା ୩ ଯୁବକଙ୍କ ଭିଡିଓ ଭାଇରାଲ

ପରିବାର ଲୋକ କୌଣସି ଅଘଟଣ ଘଟିବା ଆଶଙ୍କା କରି ଏନେଇ ଥାନାରେ ଏତଲା ଦେଇଛନ୍ତି ।

Uttarkashi tunnel collapse
ଟନେଲ ଟ୍ରାଜେଡି : ଆଜି ବାହାରି ପାରନ୍ତି ଶ୍ରମିକ, ହୀରାକୁଦରୁ ଗଲା ମେସିନ

ଉତ୍ତରାଖଣ୍ଡ ଉତ୍ତରକାଶୀକୁ ଗଲା ହୀରାକୁଦରୁ ସ୍ବତନ୍ତ୍ର ଅଗର ମେସିନ । ଟନେଲ ଟ୍ରାଜେଡିର ଖନନ କାମରେ ଏହି ମେସିନ ଲଗାଯିବ ।

Uttarkashi tunnel collapse
ଜିତିବ ଜୀବନ: ଆଉ ମାତ୍ର କେଇ ମିଟର ଦୂରରେ ୪୧ ଜୀବନ

୪୧ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଥିବା ଅଭିଯାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସୁଡ଼ଙ୍ଗ ଭିତରକୁ ଡ୍ରୋନ୍ ଛଡାଯାଇ ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି ।

Lok Sabha website
ସାଂସଦ ମହୁଆ ମୈତ୍ରଙ୍କ ପାଇଁ ବଦଳିଲା ଲୋକସଭା ୱେବ୍‌ସାଇଟ୍‌ ଭିଜିଟ୍‌ ନିୟମ !

କେବଳ ସଂସଦୀୟ ସଦସ୍ୟମାନେ ସେମାନେ ବ୍ୟକ୍ତିଗତ ଭାବେ ଲଗଇନ୍ କରି ତଥ୍ୟ ଦେଇପାରିବେ ଏବଂ ୱେବ୍‌ସାଇଟ୍ ବ୍ୟବହାର କରିପାରିବେ । ସବୁଠାରୁ ବଡ଼ କଥା ହେଉଛି ସାଂସଦମାନେ ପଞ୍ଜୀକୃତ କରିଥିବା ଫୋନ୍‌ ନମ୍ବର ଦ୍ୱାରା ଏହା କେବଳ ପରିଚାଳିତ ହୋଇପାରିବ ।

  • Thursday, 23 November 2023
Deepfake
ଡିପ୍ ଫେକ୍ ରୋକିବାକୁ କେନ୍ଦ୍ର ଆଣିବ ନୂଆ ନିୟମ; ଆପଣାଯିବ ଚାରି ସୂତ୍ରୀ କାର୍ଯ୍ୟପନ୍ଥା

ଅଭିନେତା କି ନେତା, ସେଲିବ୍ରିଟି ହୁଅନ୍ତୁ ଅବା ସାଧାରଣ ଜନତା । ସମସ୍ତଙ୍କୁ ଏବେ ଘାରିଛି ଡିପ୍ ଫେକର ଡର । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ପ୍ରଯୁକ୍ତି ବ୍ୟବହାର କରି ନକଲି ଭିଡିଓ ପ୍ରସ୍ତୁତ କରାଯିବାକୁ ନେଇ ବଢ଼ିଛି ସମସ୍ତଙ୍କ ଚିନ୍ତା । ଏଭଳି ଅନୈତିକ ଏବଂ ବେଆଇନ କାର୍ଯ୍ୟ ଉପରେ ରୋକ ଲଗାଇବାକୁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର ।

Uttarkashi tunnel collapse
ଟନେଲ୍ ନିକଟରୁ ଆସିପାରେ ଖୁସି ଖବର; ବାହାରେ ତୟାର ଆମ୍ବୁଲାନ୍ସ, ହସ୍ପିଟାଲରେ ପ୍ରସ୍ତୁତ ବେଡ୍

ଆଉ ମାତ୍ର କେଇ ମିଟର ଦୂରରେ ୪୧ଟି ନିରୀହ ଜୀବନ । ସରି ସରି ଆସୁଛି ୨ଶହରୁ ଅଧିକ ଘଣ୍ଟାର ଅପେକ୍ଷା ଓ ଅନିଶ୍ଚିତତା । ୮ଶହ ମିଲିମିଟର ଓସାରିଆ ପାଇପ ଯେତେ ଭିତରକୁ ପଶୁଛି, ସେତେ ଉଜ୍ଜୀବିତ ହେଉଛି ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ଆଶା ।

  • Thursday, 23 November 2023
  • NDMA
Uttarkashi, Tunnel Tragedy
‘ଆଉ କିଛି ଅସୁବିଧା ହେବନି, ସବୁ କିଛି ଠିକ୍‌ ହୋଇଯିବ.. ଠାକୁର ବୁଲିଲେଣି !’

ଆପଣଙ୍କ ମନେଥିବ ଟନେଲ ଅଘଟଣ ବେଳର ସେହି କାହାଣୀ । ଯେଉଁଠି ଗ୍ରାମବାସୀ କହିଥିଲେ, ଟନେଲ ନିର୍ମାଣ ପୂର୍ବରୁ ଏଠାରେ ବୖଖନାଥ ଠାକୁରଙ୍କ ମନ୍ଦିର ଥିଲା।

  • Thursday, 23 November 2023