• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Gold Price Today
Gold Price Today 13th March 2024: ଆଜି ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ,ଜାଣନ୍ତୁ ତାଜା ଅପଡେଟ

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୫,୮୪୦ ଟଙ୍କା ହୋଇଛି।

Sheena Rani
୨୫ ବର୍ଷ ପରେ ପାଇଲେ ସଫଳତା, ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ ପଛରେ ‘ଦିବ୍ୟପୁତ୍ରୀ’

ଗତ ସୋମବାର ଭାରତ ଅନେକ ଯୁଦ୍ଧାସ୍ତ୍ରଯୁକ୍ତ ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ କରିସାରିଛି । ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ 'ମିଶନ ଦିବ୍ୟାସ୍ତ୍ର' ବୋଲି ମଧ୍ୟ ଘୋଷଣା କରି ସାରିଛନ୍ତି । ଅଗ୍ନି କ୍ଷେପଣାସ୍ତ୍ର ଉପରେ କାର୍ଯ୍ୟ କରୁଥିବା ମହିଳା ବୈଜ୍ଞାନିକ ପ୍ରୋଜେକ୍ଟର ନେତୃତ୍ୱ ନେଇଥିଲେ ।

CAA
ବିଜ୍ଞପ୍ତି ଜାରି ହେଲା, ଆଶ୍ୱସ୍ତି ଆଣିଲା

ସାରା ଦେଶରେ ନାଗରିକତା ସଂଶୋଧନ ଆଇନ୍- CAA ଲାଗୁ ହେବା ପରେ ଚାରିଆଡ଼େ ଶରଣାର୍ଥୀଙ୍କୁ ଆଶ୍ବସ୍ତି। ନାଗରିକତ୍ବ ନେବାକୁ ନୁହେଁ ବରଂ ଦେବାକୁ କେନ୍ଦ୍ର ସରକାରଙ୍କ ଏ ନିଷ୍ପତ୍ତି ବୋଲି ଶୁଣି ଓଡ଼ିଶାର କେନ୍ଦ୍ରାପଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ହଜାର ହଜାର ବାଂଲା ଶରଣାର୍ଥୀ ବି ଖୁସ୍। ତେବେ ନେପାଳ ଓ ଶ୍ରୀଲଙ୍କାକୁ ଏଥିରେ ସାମିଲ କରାନଯିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଥିବାବେଳେ ବିଜେପି-ବିଜେଡି ଏହାକୁ ଐତିହାସିକ ନିଷ୍ପତ୍ତି ଭାବେ ଦର୍ଶାଇଛନ୍ତି।

PM Modi
ଗର୍ଜିଲା T-90 ଟ୍ୟାଙ୍କ, ବର୍ଷିଲା ଧନୁଷ ଓ ସାରଙ୍ଗ

ରାଜସ୍ଥାନର ପୋଖରାନରେ ଦମ୍ ଦେଖାଇଲା ଭାରତ। ସାରା ବିଶ୍ବ ଦେଖିଛି ଭାରତର ସାମରିକ ପରାକ୍ରମ। ତିନି ସେନାର ମିଳିତ ସମରାଭ୍ୟାସ 'ଭାରତ ଶକ୍ତି'ରେ ପ୍ରଦର୍ଶିତ ହୋଇଛି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର। ସମରାଭ୍ୟାସରେ ସାମିଲ ହେବା ସହ ଆତ୍ମନିର୍ଭର ଭାରତର ଅଦମ୍ୟ ଶକ୍ତି ପ୍ରଦର୍ଶନକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

PM Modi
ଗର୍ଜିଲା T-90 ଟ୍ୟାଙ୍କ, ବର୍ଷିଲା ଧନୁଷ ଓ ସାରଙ୍ଗ; ବିଶ୍ୱ ଦେଖିଲା ଭାରତର ପରାକ୍ରମ..

ହାଲୁକା ଲଢୁଆ ଯୁଦ୍ଧ ବିମାନ ତେଜସର ତେଜ୍ ସାଙ୍ଗକୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର ପ୍ରଚଣ୍ଡର ପ୍ରହାର। ସ୍ଥଳ, ଜଳ ଓ ଆକାଶ ସହ ସାଇବର ଏବଂ ମହାକାଶ ସୁରକ୍ଷାରେ ସମର୍ପିତ ତିନି ସେନାର ସାହସ ଓ ଶକ୍ତିର ମିଳିତ ଅପରେସନ୍ ଭାରତ ଶକ୍ତି।

Electoral Bonds
ସୁପ୍ରିମକୋର୍ଟଙ୍କ ଛାଟ ପରେ ବଣ୍ଡ୍ ତଥ୍ୟ ପ୍ରଦାନ କଲା SBI

ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଜରିଆରେ ମିଳୁଥିବା ଅର୍ଥର ତଥ୍ୟ ପ୍ରଦାନ ପ୍ରସଙ୍ଗରେ ଗତକାଲି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଦାଖଲ କରିଥିବା ଆବେଦନ ଉପରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ବେଞ୍ଚ।

CAA website
ଆରମ୍ଭ ହେଲା CAA ଆବେଦନ ପ୍ରକ୍ରିୟା, ଏହି ୱେବସାଇଟରେ କରନ୍ତୁ ରେଜିଷ୍ଟ୍ରେସନ୍

ଗତକାଲି ସିଏଏ ବିଜ୍ଞପ୍ତି ଜାରି କରିଥିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ୨୦୧୯ ଡିସେମ୍ବରରେ ସଂସଦରେ ପାସ୍ ହୋଇଥିଲା ଏହି CAA । ଏହା ଲାଗୁ ହେବା ପରେ ଅଣମୁସଲିମ୍ ଶରଣାର୍ଥୀଙ୍କୁ ମିଳିବ ଭାରତୀୟ ନାଗରିକତା । ସେଥିମଧ୍ୟରେ ୩ ପଡ଼ୋଶୀ ଦେଶର ଶରଣାର୍ଥୀଙ୍କୁ ମିଳିବ ଏହି ସୁବିଧା।

Tejas Aircraft
Viral Video: ୨୩ ବର୍ଷରେ ପ୍ରଥମ ଥର ‘ତେଜସ୍’ ବିମାନ ଦୁର୍ଘଟଣାଗ୍ରସ୍ତ, କ୍ରାସ୍‌ ପୂର୍ବରୁ ବାହାରି ଆସିଲେ ପାଇଲଟ୍‌

ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ବାୟୁସେନାର ଏହି ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ହଷ୍ଟେଲରେ ପଡ଼ିଥିଲା।

YS Jagan Mohan Reddy
ସରକାରଙ୍କୁ ପ୍ରଶଂସା ପଡ଼ିଲା ମହଙ୍ଗା, ନିନ୍ଦା ସହିନପାରି ଜୀବନ ହାରିଲେ ମହିଳା

ଟ୍ରୋଲ ନେଲା ଜୀବନ । ଅତ୍ୟଧିକ ଗ୍ଲାନି ଓ ଲଜ୍ଜାରେ ଜର୍ଜରିତ ହୋଇ ଆତ୍ମହତ୍ୟା କଲେ ମହିଳା । ଗତ ସପ୍ତାହରେ ଟ୍ରେନ ସମ୍ମୁଖକୁ ଆସି ଜୀବନ ହାରିଥିଲେ ଏହି ମହିଳା । ତେବେ ମହିଳାଙ୍କ ମୃତ୍ୟୁ ପରେ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଘଟଣାଟି ହେଉଛି ଆନ୍ଧ୍ରପ୍ରଦେଶର ।

Gangster Kala Jathedi Gets Married
‘ରିଭଲଭର ରାଣୀ’କୁ ବାହା ହେଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର କାଲା ଜାଥେଡି...

ବିବାହ କଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସନ୍ଦୀପ ଓରଫ କାଲା ଜାଥେଡି । ଆଜି ରାଜସ୍ଥାନର ଲେଡି ଡନ୍ ଅନୁରାଧା ଚୌଧୁରୀକୁ ବିବାହ କରିଛି ।

Haryana New CM
ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ନାୟବ ସୈନୀ, ସନ୍ଧ୍ୟା ୫ଟାରେ ନେବେ ଶପଥ

ନାୟବ ସିଂ ସୈନୀ ହେବେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ। ବିଧାୟକ ଦଳ ବୈଠକରେ ନାୟବ ସୈନୀଙ୍କ ନାଁରେ ବାଜିଲା ମୋହର।

Fake call
ସାଙ୍ଘାତିକ ହେଉଛି AI; ଅସଲିକୁ କରୁଛି ନକଲି, ଫସୁଛନ୍ତି ସାଧାରଣ ଜନତା

ଟେକ୍ନୋଲୋଜି ବଢ଼ିବା ସହ ବଢ଼ି ଚାଲିଛି ସାଇବର କ୍ରାଇମ । ମୁହୂର୍ତ୍ତକେ ଆକାଉଣ୍ଟରୁ ଖାଲି ହୋଇଯାଉଛି ଟଙ୍କା । ଦିନକୁ ଦିନ ବଢ଼ୁଥିବା ସାଇବର କ୍ରାଇମ ଲୋକଙ୍କ ନିଦ ହଜାଇ ଦେଉଛି । AI ର ବ୍ୟବହାର କରି ଅସମ୍ଭବକୁ ସମ୍ଭବ କରାଯାଉଛି ।

No Girl Ready To Marry Bengaluru Employee
ପାଣି ବୁନ୍ଦାଏ ପାଇଁ କାଉଲୁବାଉଲୁ...ବେଙ୍ଗାଲୁରୁ ପୁଅଙ୍କୁ ବାହା ହବାକୁ ରାଜି ହେଉନାହାଁନ୍ତି ଝିଅ...

ଆଇଟି ହବ୍‌ ଭାବରେ ଜଣାଶୁଣା ବେଙ୍ଗାଲୁରୁ ଆଜି ଗୋଟିଏ ବୁନ୍ଦା ପାଣି ପାଇଁ ବ୍ୟାକୁଳ । ଏହି ପାଣି ସଙ୍କଟ ପାଇଁ ବେଙ୍ଗାଲୁରୁ ପୁଅକୁ ବିବାହ ପାଇଁ ମିଳୁନାହାଁନ୍ତି ଝିଅ...

Citizenship (Amendment) Act
CAA ପାଇଁ କିପରି କରିବାକୁ ହେବ ଆବେଦନ, କ’ଣ ରହିଛି ପ୍ରଣାଳୀ; ଜାଣନ୍ତୁ..

ସିଏଏ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ନାଗରିକତା ସଂଶୋଧନ ଆଇନ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ୨୦୧୯ ଡିସେମ୍ବରରେ ସଂସଦରେ ପାସ୍ ହୋଇଥିଲା ଏହି CAA । ଏହା ଲାଗୁ ହେବା ପରେ ଅଣମୁସଲିମ୍ ଶରଣାର୍ଥୀଙ୍କୁ ମିଳିବ ଭାରତୀୟ ନାଗରିକତା ।

Haryana Politics
ହରିୟାଣାରେ ଜେଜେପି ସହ ମେଣ୍ଟ ଭାଙ୍ଗି ନୂଆ ସରକାର କରିବ ବିଜେପି !

ହରିୟାଣା ମନ୍ତ୍ରିମଣ୍ଡଳରୁ ବିଜେପି ମନ୍ତ୍ରୀମାନେ ଆଜି ସାମୁହିକ ଇସ୍ତଫା ଦେବା ପରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇପାରେ।

Nursing Exam
ନର୍ସିଂ ପରୀକ୍ଷାରେ ବିରାଟ ତ୍ରୁଟି ! ଟୋଟାଲ୍ ମାର୍କ ୩୦୦, ପିଲା କିନ୍ତୁ ରଖିଛନ୍ତି ୩୧୦

ନର୍ସିଂ ପରୀକ୍ଷାରେ ମୋଟ ମାର୍କ ଥିଲା ୩୦୦ । ଆଉ ଜଣେ ଛାତ୍ରଙ୍କୁ ମିଳିଛି ୩୦୦ ରୁ ୩୧୦ ମାର୍କ । ତେବେ ଏହା କିପରି ହେଲା ସମ୍ଭବ ? ସେନେଇ ଉଠିଛି ପ୍ରଶ୍ନ ।

  • Tuesday, 12 March 2024
  • Exam
Vande Bharat
ଓଡ଼ିଶାକୁ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍, ଶୁଭାରମ୍ଭ କଲେ ମୋଦି

ଶନିବାର ବ୍ୟତୀତ ସପ୍ତାହକୁ ୬ ଦିନ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ। ଓଡ଼ିଶା ସମେତ ଦେଶରେ ୧୦ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି।

CAA
୨୪ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ଼ ପଦକ୍ଷେପ, ଲାଗୁ ହେଲା CAA

ଏଥିପାଇଁ ଶରଣାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Medicine Strip
ମେଡିସିନ୍‌ ଷ୍ଟ୍ରିପ୍‌ରେ କାହିଁକି ରହିଥାଏ ଏହି ନାଲି ଗାର ? ଜାଣନ୍ତୁ...

କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଜଣେ ୟୁଜର ଏଭଳି ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେବାକୁ ଯାଇ ଅନେକ ଲୋକ କମେଣ୍ଟରେ ବିଭିନ୍ନ କାରଣ ସବୁ ଦର୍ଶାଇଥିଲେ ।

CAA
CAA Rules: ସିଏଏ ନେଇ ବିଜ୍ଞପ୍ତି ଜାରି

ସିଏଏ ବା ନାଗରିକତା ସଂଶୋଧନ ଆଇନ୍‌ ନେଇ ବିଜ୍ଞପ୍ତି ଜାରି । ସିଟିଜେନ୍‌ସିପ୍‌ ଆମେଣ୍ଡମେଣ୍ଟ ଆକ୍ଟ ନେଇ ବିଜ୍ଞପ୍ତି ଜାରି କଲେ କେନ୍ଦ୍ର ସରକାର । 

Pokhran
ପୋଖରାନରେ ଶକ୍ତି ଦେଖାଇବ ଭାରତ

ଏହି ସମରାଭ୍ୟାସ ପୂର୍ବରୁ, ଏହାର ଏକ ପୂର୍ବ ଝଲକ ସୋସିଆଲ ମିଡିଆରେ ପୋଷ୍ଟ କରିଛି ସ୍ଥଳସେନା ।

CAA
CAA ବା ନାଗରିକତା ସଂଶୋଧନ ଆଇନ ନେଇ ବିଜ୍ଞପ୍ତି ଜାରି...

ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ଅଧିନିୟମ (CAA) ଲାଗୁ ହେବ’ ବୋଲି ଅମିତ ଶାହ କହିଥିଲେ ।

  • Monday, 11 March 2024
  • CAA
Bus Catches Fire
୧୧ କେଭି ତାର୍‌ ସଂସ୍ପର୍ଶରେ ଆସି ଜଳିଗଲା ବସ୍‌; ୫ ଜଣ ଜୀବନ୍ତ ଦଗ୍ଧ

୧୧ କେଭି ତାର ସଂସ୍ପର୍ଶରେ ଆସି ଜଳିଗଲା ବସ୍‌। ଜୀଅନ୍ତା ଜଳିଗଲେ ୫ଜଣ। ସୂଚନା ମୁତାବକ, ଗାଜିପୁରର ମରଦହ ଥାନା ଅଞ୍ଚଳ ସ୍ଥିତ ମହାହର ରୋଡ୍‌ରେ ଘଟିଛି ଏହି ଦୁର୍ଘଟଣା।

BJP
BJP-TDP ଆସନ ଭାଗବଣ୍ଟା କସରତ; ଚନ୍ଦ୍ରବାବୁ ନାଇଡୁଙ୍କ ସହ ବୈଜୟନ୍ତ, ଗଜେନ୍ଦ୍ରଙ୍କ ଆଲୋଚନା

ବୁଝାମଣା ଅନୁସାରେ ମୋଟ ୨୫ଟି ଆସନରୁ ବିଜେପି ୬ଟିରେ, ଟିଡିପି ୧୭ଟି ଆସନରେ ଓ ଜନସେନା ୨ଟି ଆସନରେ ଲଢିବ। କିଏ କେଉଁ ଆସନରୁ ଲଢ଼ିବ ତାହା ସ୍ଥିର ହୋଇନଥିଲା।

Lemon Sold For ₹ 35,000 At Auction In Tamil Nadu Temple
ମହାଶିବରାତ୍ରୀରେ ନିଲାମ ହେଲା ଲେମ୍ୱୁ; ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍

ସବୁଠୁ ଅଧିକ ନିଲାମୀ ଡାକି ଲେମ୍ବୁ ପାଉଥିବା ବ୍ୟକ୍ତିଙ୍କୁ ଆଗାମୀ ଦିନରେ ଧନ ଓ ସୁସ୍ୱାସ୍ଥ୍ୟର ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି ।